ATM Loot Bid Foiled In Bhubaneswar, 2 Arrested
ଭୁବନେଶ୍ୱରରେ ATM ଲୁଟ୍ ଉଦ୍ୟମ ପଣ୍ଡ; ୨ ଗିରଫ । ବଢ଼େଇବାଙ୍କ ଛକରେ ଏକ ATMକୁ ହ୍ୟାକ୍ କରି ଲୁଟ୍ ଉଦ୍ୟମ କରୁଥିବା ବେଳେ ଧରାପଡିଲେ । ଲିଙ୍ଗରାଜ ଥାନା ପୋଲିସ ଦ୍ୱାରା ୨ ଜଣ ଗିରଫ ହୋଇଥିବାବେଳେ, ଅନ୍ୟ ଜଣେ କାର୍ ସହ ଚମ୍ପଟ୍ ମାରିଥିବା ସୂଚନା । ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)