Advertisment

ଭିଡିଓ ଦେଖି କ’ଣ ଶିଖିଲେ କୁହନ୍ତୁ

ଭିଡିଓଟି ଦେଖିବା ପୂର୍ବରୁ, ପ୍ରଥମରୁ ହିଁ ଆମେ ଆପଣଙ୍କୁ ଅନୁରୋଧ କରିବାକୁ ଚାହୁଁଛୁ, ଦୟାକରି ଏହାକୁ ନକଲ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଏଥିରେ ହୁଏତ ବିପଦ ରହିଛି। କାରଣ ଭିଡିଓରେ ନିଜ

author-image
Santosh Kumar Sahoo

ଭିଡିଓଟି ଦେଖିବା ପୂର୍ବରୁ, ପ୍ରଥମରୁ ହିଁ ଆମେ ଆପଣଙ୍କୁ ଅନୁରୋଧ କରିବାକୁ ଚାହୁଁଛୁ, ଦୟାକରି ଏହାକୁ ନକଲ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଏଥିରେ ହୁଏତ ବିପଦ ରହିଛି। କାରଣ ଭିଡିଓରେ ନିଜ ଛୋଟିଆ ଦୁଇ ଚକିଆ ଗାଡ଼ିରେ ଏତେବଡ଼ ଏକ ଆଲମାରିକୁ ବୋହି ନେବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ଜଣକ ହୁଏତ ଏହି କାମରେ ଖୁବ୍ ପାରଙ୍ଗମ କିମ୍ବା ତାଲିମପ୍ରାପ୍ତ ହୋଇଥିବେ।

Advertisment
Viral Video Anand Mahindra
Advertisment
Advertisment