Advertisment

Daily Horoscope 10th September 2022: ଏହି ରାଶିର ବ୍ୟକ୍ତି କୌଣସି ବଡ଼ ଦାୟିତ୍ୱ ନେଇପାରନ୍ତି

author-image
Rajalaxmi Sahoo
Daily Horoscope 10th September 2022: ଏହି ରାଶିର ବ୍ୟକ୍ତି କୌଣସି ବଡ଼ ଦାୟିତ୍ୱ ନେଇପାରନ୍ତି
ସୌର ସିଂହ ମାସ ଭାଦ୍ରବ ଶୁକ୍ଲପକ୍ଷ । ଇଂରାଜୀରେ ୧୦ ତାରିଖ, ଶନିବାର। ତିଥି – ପୂର୍ଣ୍ଣିମା ଦିବା ୦୩/୨୮ ଗତେ ପ୍ରତିପଦ। ତିଥି – ପୂର୍ଣ୍ଣିମା ଦିବା ୦୩/୨୮ ଗତେ ପ୍ରତିପଦ ଚନ୍ଦ୍ର – କୁମ୍ଭ ରାତ୍ରି ୦୨/୨୩ ଗତେ ମୀନ ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାଶିର ରାତ୍ରି ୦୨/୨୩ ଗତେ ଧନୁ ଘାତ ବାର – ବୃଷ, ସିଂହ, କନ୍ୟା ରାଶିର ପୁଷ୍କର ଦୋଷ – ୧ପାଦ