୨୦୨୩ ମସିହାରେ ଦେଶରେ ଗଡ଼ିବ ହାଇଡ୍ରୋଜେନ୍ ଟ୍ରେନ୍ ଅର୍ଥାତ୍ ହାଇଡ୍ରୋଜେନ୍ ଇନ୍ଧନରେ ଚାଲିବ ଟ୍ରେନ୍। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଭାରତରେ ଏହି ଟ୍ରେନ୍ ନିର୍ମାଣ ହେଉଛି।
ପ୍ରେମିକକୁ ଖୋଜି ଖୋଜି ଏବେ ବଲାଙ୍ଗିର ସହର ଭିତରେ ଘୁରି ବୁଲୁଛନ୍ତି ପ୍ରେମିକା। ଏହି ସମୟରେ ବଲାଙ୍ଗିର ରେଲ୍ୱେ ଷ୍ଟେସନରେ ହାଇଡ୍ରାମା ଦେଖିବାକୁ ମିଳିଥିଲା।
ପୁଣି ଆସୁଛି ଲଘୁଚାପ ! ୧୮ରେ ଦକ୍ଷିଣ ଓଡ଼ିଶାରେ ଓ ୧୯ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଯାଞ୍ଚ ସମୟରେ ୧୮ ବର୍ଷରୁ କମ୍ ବୟସର କୌଣସି ଛାତ୍ରଛାତ୍ରୀ ଯଦି ଲାଇସେନ୍ସ ନଥାଇ କଲେଜ ପରିସରରେ ସ୍କୁଟି କିମ୍ବା ବାଇକ୍ ଚଳାଇବା ବେଳେ ଧରାପଡ଼ନ୍ତି ତା’ହେଲେ ସେମାନଙ୍କ ଗାଡ଼ିକୁ ଅଟକ ରଖାଯିବ।
ଚଳିତ ବର୍ଷ ଜୁଲାଇରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଅଚାନକ୍ ୧୧୬,୭୭,୨୪,୪୩,୨୭୭ ଟଙ୍କା ଆସିଥିବା ଦେଖିବାକୁ ପାଇଥିଲେ। ଏହାପରେ ଆଉ ବିଳମ୍ବ ନ କରି ତତ୍କ୍ଷଣାତ ସେ ଏଥିରୁ ୨ କୋଟି ଟଙ୍କା ଶେୟାର ମାର୍କେଟ୍ରେ ନିବେଶ କରିଥିଲେ।
ଜମାକାରୀଙ୍କ ମୃତ୍ୟୁ ପରେ ଭୂତ ଚେକ୍ ମାଧ୍ୟମରେ ଉଠାଯାଉଛି ଟଙ୍କା। ମୃତ୍ୟୁ ପରେ କିଏ କଲା KYC ଅପଡେଟ୍ ? କିଏ ଉଠାଇଲା ଟଙ୍କା ?
ଆର୍ମି ଏନ୍କ୍ଲେଭ୍ ବାହାରେ କୁଡ଼ିଆ ଘର କରି କିଛି ଶ୍ରମିକ ରହୁଥିଲେ। ତେବେ ସାରା ରାତି ପ୍ରବଳ ବର୍ଷା ଯୋଗୁ ଆର୍ମି ଏନ୍କ୍ଲେଭ୍ ପାଚେରୀ ଗତକାଲି ବିଳମ୍ବିତ ରାତିରେ ଭୁଶୁଡ଼ି ପଡ଼ିଥିଲା।
ଚଢାଉ ବେଳେ ଲଜ୍ରୁ ୮୦ ଲକ୍ଷ ଟଙ୍କା ଜବତ ହୋଇଛି। ଏହି ଘଟଣାରେ ପୋଲିସ୍ ବାହାର ରାଜ୍ୟର ୭ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି।
ଟ୍ରେନ୍ରୁ ଉକ୍ତ ଯୁବକ ଯାତ୍ରୀଙ୍କ ଠାରୁ ମୋବାଇଲ୍ ଚୋରି କରିବାକୁ ଚେଷ୍ଟା କରୁଥିଲେ। ଜଣେ ମହିଳା ଯାତ୍ରୀଙ୍କ ପାଖରୁ ଯୁବକ ଜଣକ ମୋବାଇଲ୍ ଝାମ୍ପି ନେଇ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ହେଲେ ଏହି ସମୟରେ ଅନ୍ୟ ଯାତ୍ରୀ ତାଙ୍କ ହାତକୁ ଧରି ଦେଇଥିଲେ।
ଆଉ କିଛି ଘଣ୍ଟା ପରେ ଭୁବନେଶ୍ୱର ଆକାଶରେ ନିଜ ଶକ୍ତି ଓ ସାମର୍ଥ୍ୟ ପ୍ରଦର୍ଶନ କରିବେ ବାୟୁ ବୀର। ଶହ ଶହ ଲୋକ ବାୟୁ ବୀରଙ୍କ ଏହି ଜଲ୍ୱା ଦେଖିବେ।
ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ଠକେଇ ମାମଲାରେ ସିବିଆଇର ଆବେଦନ ଉପରେ ଯଥାଶୀଘ୍ର ନିଷ୍ପତ୍ତି ନେବାକୁ ଓଡିଶା ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ବିପର୍ଯ୍ୟସ୍ତ ହୋଇପଡ଼ିଥିବା ରାସ୍ତାର ମରାମତି କରିବାକୁ ଦାବି କରି ବ୍ୟକ୍ତି ଜଣଙ୍କ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ପ୍ରତିବାଦ କରିଥିବା ସମ୍ପୃକ୍ତ ବ୍ୟକ୍ତି ହେଉଛନ୍ତି ସମାଜସେବୀ ନିତ୍ୟାନନ୍ଦ ଓଲାକାଡ଼ୁ।
ପଦୋନ୍ନତି ହେବାର କିଛିଦିନ ପରେ ଜଣେ ପୋଲିସ୍ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ମିଳିଛି। ବୁଧବାର ସନ୍ଧ୍ୟାରେ ସେ ଦାୟିତ୍ୱ ଗ୍ରହଣ କରିବାର ଥିଲା, ହେଲେ ତା’ପୂର୍ବରୁ ତାଙ୍କ ମୃତଦେହ ମିଳିଛି।
ବିଏମ୍ସି ପକ୍ଷରୁ କୁହାଯାଇଥିଲା କିଶୋର ହୋଟେଲ୍ରେ ଖାଦ୍ୟର ମାନ ଓ ସ୍ୱଚ୍ଛତା ଠିକ୍ ନଥିବାରୁ ଏହାକୁ ସିଲ୍ କରାଯାଇଥିଲା। ତେବେ ଆଜି ପୁଣି ସବୁଦିନ ଭଳି ହୋଟେଲ୍ରେ ଖାଦ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି।
ରେଜିଷ୍ଟ୍ରେସନ ଫି’ ଓ ଆଡ୍ଭାନ୍ସ ହୋଟେଲ ଚାର୍ଜ ନାଁରେ ଯୁବକଙ୍କ ଠାରୁ ଠକେଇ କରୁଥିବା ଏହି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ବିହାର ପାଟନାର ପତ୍ରକାରନଗର ପୋଲିସ୍।
ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ୧୨ଶହ ଲୋକ ଦେଖିବା ଭଳି ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରାୟ ୫୦ ହଜାର ଲୋକ ସୂର୍ଯ୍ୟକିରଣ ଶୋ’ ଏଠି ଦେଖିପାରିବେ। ୨ଟି ହକ୍ ବିମାନ ଆକାଶ ମାର୍ଗରେ ମ୍ୟାପିଂ କରୁଛନ୍ତି।
ସ୍ୱାମୀଙ୍କ ଉପରେ ଗୁଳି ଚାଳନା ଦେଖି ସାମ୍ନାକୁ ଆସି ଯାଇଥିଲେ ସ୍ତ୍ରୀ। ଫଳରେ ଗୁଳିମାଡ଼ ଖାଇ ତାଙ୍କର ଜୀବନ ଚାଲି ଯାଇଛି।
କ୍ରିକେଟ୍ର ସବୁ ଫର୍ମାଟ୍ରୁ ପୂର୍ବତନ ଭାରତୀୟ କ୍ରିକେଟର ରବିନ୍ ଉଥପ୍ପା ଅବସର ଘୋଷଣା କରିଛନ୍ତି। ରବିନ୍ ଉଥପ୍ପା ଭାରତ ପାଇଁ ୪୬ଟି ଦିନିକଆ ମ୍ୟାଚ୍ ଖେଳି ୯୩୪ ରନ୍ କରିଛନ୍ତି।
ଗତକାଲି ବିଳମ୍ବିତ ରାତିରେ ଯୁବକ ଜଣକ ମୁଣ୍ଡଳୀ ବ୍ରିଜ୍ରୁ ମହାନଦୀକୁ ଡେଇଁ ପଡ଼ିଥିଲେ। ତେବେ ଆଜି ସକାଳୁ ସୁରକ୍ଷିତ ଭାବେ ତାଙ୍କୁ ଉଦ୍ଧାର କରାଯାଇଛି।
ଠକମାନେ ଚତୁରତାର ସହ ଖୁଣ୍ଟା ଜଙ୍ଗଲରେ ଏହି ସିମ୍ବକ୍ସ ବ୍ୟବହାର କରୁଥିଲେ। KYC ଓ ସିମ୍କାର୍ଡର ବ୍ଲକ୍ ମେସେଜ ପଠାଇ ସେମାନେ ଲୋକଙ୍କୁ ଠକୁଥିଲେ।