• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର ମକର ମାସ ମାଘ  ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ, ରବିବାର ଚନ୍ଦ୍ର – କର୍କଟ ଅହୋରାତ୍ର ତିଥି – ପୂର୍ଣ୍ଣିମା ରାତ୍ରି ୧୧.୫୮ ଗତେ ପ୍ରତିପଦ ଘାତ ଚନ୍ଦ୍ର – ନାସ୍ତି ଘାତ ବାର- ମେଷ  ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... 

ଶୁଭ ସମୟ...

ପ୍ରାତଃ ୦୬.୨୪ ରୁ ୧୦.୦୮
ଦିବା ୦୧.୨୪ ରୁ ୦୧.୫୨

ସନ୍ଧ୍ୟା ୦୬.୨୮ ରୁ ୦୯.୦୧
ରାତ୍ରି ୧୨.୨୬ ରୁ ୦୧.୩୬
ରାତ୍ରି ୦୩.୧୨ ରୁ ୦୩.୫୦

ଅଶୁଭ ସମୟ...

ଋାହୁକାଳ - ଦିବା ୦୪.୧୨ ରୁ ୦୫.୩୭ 
କାଳବେଳା – ଦିବା ୧୨.୦୦ ରୁ ୦୧.୨୪
ବାରବେଳା – ଦିବା ୧୦.୩୬ ରୁ ୧୨.୦୦
କାଳରାତ୍ରି – ରାତ୍ରି ୦୧.୩୬ ରୁ ୦୩.୧୨