ଟେକ୍ନୋଲୋଜି ଦୁନିଆରେ ମେ ୧ରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ସିଧାସଳଖ ପ୍ରଭାବ ୟୁଜରଙ୍କ ଉପରେ ପଡ଼ିବ । ଏପରିସ୍ଥଳେ ୟୁଜରଙ୍କୁ ହ୍ୱାସଟସଆପ୍ ସମେତ ଅନ୍ୟ ସବୁ କାମ ଶେଷ କରିନେବା ଜରୁରୀ । ସମୟ ପୂର୍ବରୁ କାମ ଶେଷ ନକଲେ ହ୍ୱାସଟଆପ୍ ବନ୍ଦ ହେବାର...
ଭୁବନେଶ୍ୱର : ଆଜି ପୁଣି ରାଜ୍ୟରେ ୧୧ ଜଣଙ୍କ ମୁଣ୍ଡ ନେଲା ମହାମାରୀ । ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ନିୟମିତ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ସମସ୍ତ ରେକର୍ଡ଼ ଭାଙ୍ଗି ଦୈନିକ ସଂକ୍ରମଣ ୧୦...
ଆଗୁଆ ଖରାଛୁଟି ମେ ୨୪ ବଦଳରେ ମେ ୩ରୁ ହାଇକୋର୍ଟରେ ଖରାଛୁଟି ଜୁନ୍ ୫ ଯାଏ ବନ୍ଦ ରହିବ ସମସ୍ତ କୋର୍ଟ ମେ ୨୨ ପରିବର୍ତ୍ତେ ମେ ୩ରୁ ଜୁନ୍ ୫ ଯାଏଁ ତଳ କୋର୍ଟ ଛୁଟି କଟକ : ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଥିବା କୋଭିଡ...
ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଅତିରିକ୍ତ ଚାଉଳ ମେ ମାସରୁ ଅତିରିକ୍ତ ୫ କେଜି ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମେ ଓ ଜୁନ୍ ମାସ ପାଇଁ ହିତାଧିକାରୀ ଅତିରିକ୍ତ ୫ କେଜି ଲେଖାଏଁ ପାଇବେ ରାଜ୍ୟର ୧୨ ଲକ୍ଷ ହିତାଧିକାରୀ ଉପକୃତ ହେବେ ଅତିରିକ୍ତ ଚାଉଳ ବାବଦ ସମସ୍ତ...
ଅହମଦାବାଦ : ଗୁଜରାଟର ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ । ଭରୁଚର ପଟେଲ ୱେଲଫେୟାର ହସ୍ପିଟାଲରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡ ସମୟରେ ହସ୍ପିଟାଲରେ ଅନେକ କୋଭିଡ୍ ରୋଗୀ ଭର୍ତ୍ତି ହୋଇଥିଲେ । ନିଆଁ ଲାଗିବା ପରେ ତୁରନ୍ତ ସେଠାରେ...
ଅମାନିଆ ହେଲେ ସଟଡାଉନ୍ ! ଲକଡାଉନ ଓ ସଟଡାଉନ ଚେତାବନୀ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଯେଉଁଠି ଲୋକ ଅମାନିଆ ଭିଡ଼ ଜମାଇବେ ସେଠାରେ ପଦକ୍ଷେପ ନିଆଯାଇପାରେ ବର୍ତ୍ତମାନ ଲକଡାଉନ, ସଟଡାଉନର ଆବଶ୍ୟକତା ସବୁ ଜାଗାରେ ନାହିଁ ନିୟନ୍ତ୍ରଣ ପାଇଁ ନୂଆ ଷ୍ଟ୍ରାଟେଜି କରୁଛୁ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭୁବନେଶ୍ୱର...
ଭୁବନେଶ୍ୱର : ଆଜି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି । ଏହାକୁ ନେଇ କେନ୍ଦୁଝର, ମୟୂରଭଂଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ...
ମିରଟ : ସାରା ଦେଶରେ ଚାଲିଛି ମୃତ୍ୟୁର ନୃତ୍ୟ । ଚାରିଆଡ଼େ ଅବ୍ୟକ୍ତ ନୀରବତା, ସାହାଯ୍ୟ ଖୋଜୁଥାଏ ଅସହାୟ ଆଖି । ଆଖିର ଲୁହ ଆଖିରେ ଶୁଖି ଯାଇଥାଏ ହେଲେ କେହି ପାଖକୁ ଆସୁ ନଥାନ୍ତି । ସଙ୍କଟ ସମୟରେ ପର କରିଦେଲେ ନିଜ ଲୋକ । ଆଉ...
ସମୟର ସଦୁପଯୋଗ କଲେ ଲାଭ ମିଳିବ । ସମୟର ଅପଚୟ ନକରି ମହିଳାମାନେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଗୃହ ଉପକରଣ । ଘରକୁ ଆସୁଛନ୍ତି ଲକ୍ଷ୍ମୀ । ୪୦ ଜଣ ମହିଳା ଏକାଠି ହୋଇ ଏହା କରି ଦେଖାଇଛନ୍ତି ।
ରେଢାଖୋଲ(ରମାକାନ୍ତ ମହାନନ୍ଦ) : ଅଭିଶପ୍ତ ଜୀବନ । ହସଖୁସିର ପରିବାରରେ ହଠାତ ମାଡି ଆସିଲା କଳାବାଦଲ, ଯୁବ ଅବସ୍ଥାରେ ପରିବାରର ୪ ପୁଅ ମାନସିକ ରୋଗଗ୍ରସ୍ତ ହୋଇଗଲେ । ବୟସର ଅପରାହ୍ନରେ ପୁଅମାନେ ଆଶାବାଢି ସାଜିବେ ବୋଲି ଆଶା ରଖିଥିଲେ ବୁଢ଼ା ବାପାମା’ । ହେଲେ ଭାଗ୍ୟ ସେତକି...
ଅସଂକ୍ରମଣ ଚେନରେ ଲାଗିବ ବ୍ରେକ୍! ସଂକ୍ରମଣ ଚେନ ବ୍ରେକ୍ ଦେବାକୁ ଅଣ୍ଟା ଭିଡିଲେ ବ୍ୟବସାୟୀ ଗଞ୍ଜାମରେ ମେ ୯ ଯାଏଁ ଦିନ ୨ଟାରୁ ଦୋକାନବଜାର ବନ୍ଦ ପୁରୀ ସହରରେ ସକାଳ ୫ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ ସମ୍ବଲପୁରରେ ଆଜିଠାରୁ ସକାଳ ୭ରୁ ଅପରାହ୍ଣ...
ନୂଆଦିଲ୍ଲୀ : କରୋନାକୁ ମାତ୍ ଦେବାକୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆରମ୍ଭ ହୋଇଛି । ବଡ଼ ଅଭିଯାନ ୧୮ରୁ ୪୪ ବୟସ୍କଙ୍କୁ ମାଗଣା ଟିକାକରଣ ନେଇ ଆରମ୍ଭ ହୋଇଛି ନାଁ ପଂଜୀକରଣ । କାଲି ପ୍ରଥମ ଦିନରେ ୧ କୋଟିରୁ ଅଧିକ ଲୋକ ପଞ୍ଜୀକରଣ କରିଥିବା...
ବ୍ରହ୍ମପୁର : କୋଭିଡ ହସ୍ପିଟାଲରେ ପାଠପଢ଼ା । କଲେଜ ବନ୍ଦ, କୋଚିଂ ସେଣ୍ଟର ବନ୍ଦ । ହେଲେ ଚାଟାର୍ଡ ଆକାଉଣ୍ଟାଟାଣ୍ଟ ହେବାର ସ୍ୱପ୍ନ ଆଗରେ ଅଦୃଶ୍ୟ ଭାଇରସର ଯନ୍ତ୍ରଣା ହାରିଯାଉଛି । ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଦିନରାତି କଠିନ ପରିଶ୍ରମ କରୁଛନ୍ତି କରୋନା ସଂକ୍ରମିତ ଯୁବକ ।...
ଭୁବନେଶ୍ୱର : ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୬୯୯୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୦୫୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୯୪୪ ଜଣ ଚିହ୍ନଟ ହୋଇଛନ୍ତି...
ମାଲକାନଗିରି(ଜିତେନ୍ଦ୍ର ବେଉରା) : ସଞ୍ଚୟ ପାଇଁ ସବୁଠାରୁ ଭରସା ଯୋଗ୍ୟ ସଂସ୍ଥା ପୋଷ୍ଟ ଅଫିସ । ଏଥିପାଇଁ ଗ୍ରାମାଞ୍ଚଳ ଲୋକେ ପୋଷ୍ଟ ଅଫିସ ଉପରେ ବେଶୀ ନିର୍ଭରଶୀଳ । ଏଭଳି କ୍ଷେତ୍ରରେ ବର୍ଷ ବର୍ଷ ଧରି ଟଙ୍କା ଜମା କରିଥିବା ଜମାକାରୀଙ୍କ ଖାତାରୁ ଗାଏବ ହୋଇଯାଇଛି ଟଙ୍କା ।...
ନାଗପୁର : ’ମୁଁ ମୋ ଜୀବନ ବଞ୍ଚିସାରିଛି, ତା’ର ପିଲା ଛୁଆ ଅଛନ୍ତି, କିଛି ହୋଇଗଲେ ତା’ ପିଲାମାନେ ଅନାଥ ହୋଇଯିବେ’ । ସାମ୍ନାରେ ଥିଲା ମୃତ୍ୟୁ, ତଥାପି ଦୃଢ଼ନିଶ୍ଚୟ ଥିଲେ ମହାନ ମଣିଷ । ମହାମାରୀର ଭୟାବହତା ମଧ୍ୟରେ ଉଦାହରଣ ସୃଷ୍ଟି କଲେ କରୋନା ସଂକ୍ରମିତ ବୃଦ୍ଧ...
ଗଞ୍ଜାମ ଜିଲ୍ଲାରେ ବନ୍ଦ ରହିବ ଦୋକାନ ବଜାର କରୋନା ସଂକ୍ରମଣ ବଢ଼ୁଥିବାରୁ ପଦକ୍ଷେପ ସହରାଞ୍ଚଳରେ ଦ୍ୱିପହର ୨ଟାରୁ ସକାଳ ୫ଟା ଯାଏ ବନ୍ଦ ରହିବ ବଜାର ଜିଲ୍ଲା ବ୍ୟବସାୟୀ ଓ ଉଠା ଦୋକାନୀ ସଂଘର ବଡ଼ ନିଷ୍ପତ୍ତି ମେ ୯ ଯାଏଁ ବଳବତ୍ତର ରଖିବାକୁ ଜିଲ୍ଲାପାଳଙ୍କ ନିବେଦନ ବ୍ରହ୍ମପୁର...