ରାଷ୍ଟ୍ରୀୟ ସମ୍ମାନ ସହ ହେବ ସାହିତ୍ୟ ଜଗତର ଅନ୍ୟତମ ଯୁଗପୁରୁଷ ମନୋଜ ଦାସଙ୍କ ଶେଷକୃତ୍ୟ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ ଯୋଗେ ଏହି ସୂଚନା ଦିଆଯାଇଛି । ଏହି ଶେଷକୃତ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେବେ ବୋଲି ସିଏମ୍ଓ ଟ୍ୱିଟ କରିଛି...
ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜି ଅପରାହ୍ନ ୪ଟାରୁ ଅନଲାଇନରେ ପଞ୍ଜୀକରଣ ଟିକା ନେବା ପାଇଁ ଏବେ ସ୍ଲଟ୍ ମିଳିବ ନାହିଁ ଟିକା ଆସିବା ପରେ ପଞ୍ଜୀକୃତ ବ୍ୟକ୍ତିଙ୍କୁ ଆବଣ୍ଟନ ହେବ ସ୍ଳଟ୍ ମେ ପହିଲାରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟିକାକରଣ ଆରମ୍ଭ ଭୁବନେଶ୍ୱର :...
ଫରିଦାବାଦ : NRI ସ୍ୱାମୀର ନାରକୀୟ କାଣ୍ଡ । ସାତ ଜନମର ସାଥୀ ହେବା ପାଇଁ କଥା ଦେଇ ନବ ବିବାହିତାଙ୍କୁ ପ୍ରତାରିତ କଲା ସଇତାନ୍ ସ୍ୱାମୀ । ହରିୟାଣାର ଫରିଦାବାଦରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ସ୍ୱାମୀ ଯୌତୁକ ଲୋଭରେ ନିଜର କର୍ତ୍ତବ୍ୟ ଭୁଲିବା...
ପ୍ରଥମେ cowin.gov.in ୱେବସାଇଟକୁ ଖୋଲି, ସେଠାରେ ରେଜିଷ୍ଟର୍ ବଟନରେ କ୍ଲିକ୍ କରନ୍ତୁ ରେଜିଷ୍ଟର୍ ବଟନରେ କ୍ଲିକ୍ କରିବା ପରେ ନିଜର ମୋବାଇଲ୍ ନମ୍ବର ଦିଅନ୍ତୁ ଏହାପରେ ଆପଣଙ୍କ ମୋବାଇଲକୁ ଏକ OTP ଯିବ ସେହି OTPକୁ ପୋର୍ଟାଲରେ ଦେଇ ଭେରିଫାୟ ବଟନରେ କ୍ଲିକ୍ କରନ୍ତୁ ଏହାପରେ ଟିକା ପଞ୍ଜୀକରଣ ପାଇଁ...
ନୂଆଦିଲ୍ଲୀ : କେଇଟା ଦିନ ପରେ ଦେଶରେ ଆରମ୍ଭ ହେଉଛି କରୋନା ଟିକାକରଣର ତୃତୀୟ ପର୍ଯ୍ୟାୟ । ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ବୟସ୍କ ଟିକା ନେଇପାରିବେ । ତେବେ ଏ ଭିତରେ ସୂଚନା ମିଳିଛି, ରାଜ୍ୟ ସରକାର ଓ ଘରୋଇ ମେଡିକାଲ୍ ଗୁଡ଼ିକ ପାଇଁ ଟିକା...
ପିଏମଙ୍କ କରୋନା ସ୍ଥିତି ସମୀକ୍ଷା କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ସ୍ୱାସ୍ଥ୍ୟ ଭିତ୍ତିଭୂମି, ମେଡିସିନ ଓ ଅକ୍ସିଜେନ୍ ଉପଲବ୍ଧତା ନେଇ ଆଲୋଚନା ଅକ୍ସିଜେନ୍ ଅଭାବ ଦୂର ନେଇ ପଦକ୍ଷେପ ସମ୍ପର୍କରେ ଜଣାଇଲା କ୍ଷମତାସମ୍ପନ୍ନ ଗୋଷ୍ଠୀ ରାଜ୍ୟମାନଙ୍କୁ ଅକ୍ସିଜେନ୍ କୋଟା ବଢାଇଯାଇଥିବା ସୂଚନା ଦେଲେ...
ଜରୁରୀ ନହେଲେ ହସ୍ପିଟାଲ ବେଡ୍ ଅକ୍ତିଆର ନକରିବାକୁ ଅନୁରୋଧ ମେ ଦ୍ୱିତୀୟ ସପ୍ତାହରେ କରୋନା ପିକ୍ ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଟେଷ୍ଟିଂ କମିନି, କିଟ୍ ମଧ୍ୟ ଯଥେଷ୍ଟ ଅଛି ବେଡର ଅଭାବ ରହିବନି, ୪ ଜିଲ୍ଲାକୁ ନେଇ କ୍ଲଷ୍ଟର ହେବ ଭୁବନେଶ୍ୱର : ଦେଶରେ ଆହୁରି ପ୍ରାୟ...
ଦିନେ ନୁହେଁ କି ଦୁଇଦିନ ନୁହେଁ, ବର୍ଷେ ହେଲା କୋଭିଡ ସଂକ୍ରମିତଙ୍କୁ ମାଗଣାରେ ଯୋଗାଉଛନ୍ତି ସୁଷମ ଖାଦ୍ୟ। ତା ପୁଣି ହୋଟେଲରେ ନୁହେଁ, ନିଜେ ଘରେ ତିଆରି କରୁଛନ୍ତି ଓ ବୁଲି ବୁଲି ବାଣ୍ଟୁଛନ୍ତି। ଏମିତି ଜଣେ ସମାଜସେବୀଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ ।
ଭୁବନେଶ୍ୱର : ରାଜ୍ୟରେ ବିଳମ୍ବ ହୋଇପାରେ ଟିକାକରଣ ! ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣରେ ବିଳମ୍ବ ହୋଇପାରେ । ଟିକା ଆସିବାରେ ବିଳମ୍ବ ହେଉଥିବାରୁ ଟିକାକରଣକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଟିକାକରଣ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ମେ...
ପ୍ରାଥମିକ ପର୍ଯ୍ୟାୟରେ ସହରରେ ୩ଟି ଗାଡ଼ି ବୁଲିବ ରୁଚିକା ସମାଜ ମଙ୍ଗଳ ସଂଗଠନର ନିଆରା ପ୍ରୟାସ ଭୁବନେଶ୍ୱର : ରାଜଧାନୀର ରାସ୍ତାକଡରେ ରହୁଥିବା ଛୋଟ ଛୋଟ ପିଲାଙ୍କ ପାଇଁ ସ୍କୁଲ ଅନ୍ ହ୍ୱିଲ୍ସ । ରୁଚିକା ଚାଇଲଡ ଲାଇନ୍ ପକ୍ଷରୁ ଏହି ନିଆରା ପଦକ୍ଷେପ ନିଆଯାଇଥିବା ବେଳେ...
ଅକ୍ସିଜେନକୁ କେବଳ ଚିକିତ୍ସାରେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଶିଳ୍ପ ପାଇଁ ଅକ୍ସିଜେନ ବ୍ୟବହାର ଉପରେ କଟକଣା ବିଦେଶରୁ ଅକ୍ସିଜେନ୍ ଟ୍ୟାଙ୍କର୍ କିଣିବ ଭାରତ ଦେଶର ସବୁ ଜିଲ୍ଲାରେ ଅକ୍ସିଜେନ୍ ପ୍ଲାଣ୍ଟ୍ ବସାଇବାକୁ ନିଷ୍ପତ୍ତି ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଲିକୁଇଡ୍ ମେଡିକାଲ୍ ଅକ୍ସିଜେନର ଅଭାବ...
କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାଙ୍କିଂ ସମୟରେ ପରିବର୍ତ୍ତନ ଗ୍ରାହକ ସେବା ସକାଳ ୧୦ରୁ ଅପରାହ୍ନ ୪ ପରିବର୍ତ୍ତେ ଦିନ ୨ଟା ଯାଏଁ ଉପଲବ୍ଧ ପୂର୍ବଭଳି ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଖୋଲା ରହିବ ବ୍ୟାଙ୍କ ଆସନ୍ତା ମେ ୧୫ ତାରିଖ ଯାଏଁ ଲାଗୁ ରହିବ ନୂଆ...
କେଉଁ ଦିଗରୁ ବାଇଡେନ୍ ପ୍ରଶାସନ ଉପରେ ପଡ଼ିଲା ଚାପ? ଡେମୋକ୍ରାଟ୍ ସାଂସଦଙ୍କ ସମାଲୋଚନା ପରେ ପଦକ୍ଷେପ ୱାସିଂଟନ୍ : ପ୍ରଥମେ ଆମେରିକାକୁ ଅଗ୍ରାଧିକାର ଦେବା ଆଳରେ ଭାରତକୁ କୋଭିସିଲ୍ଡ ଟିକା ତିଆରି ପାଇଁ ଆବଶ୍ୟକ କଞ୍ଚାମାଲ ପଠାଇବାକୁ ରାଜି ହୋଇନଥିଲା ବାଇଡେନ୍ ପ୍ରଶାସନ । ତେବେ ହଠାତ୍ କାହିଁକି...
ପୁରୀ ଜିଲ୍ଲାରେ ସବୁ ଧର୍ମାନୁଷ୍ଠାନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ଘୋଷଣା ମେ ୧୫ ଯାଏଁ ଶ୍ରଦ୍ଧାଳୁଙ୍କ ପାଇଁ ଧର୍ମାନୁଷ୍ଠାନ ବନ୍ଦ ଘୋଷଣା କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଉପ ଜିଲ୍ଲାପାଳଙ୍କ ସୂଚନା ଧର୍ମାନୁଷ୍ଠାନରେ କେବଳ ନୀତିକାନ୍ତି ଚାଲୁ ରହିବ- ଉପ ଜିଲ୍ଲାପାଳ ପୁରୀ : କରୋନା...
ଜଳସେଚନ ବ୍ୟବସ୍ଥା କଲେ ୨ ଛାତ୍ର ବୁଦ୍ଧି ଥିଲେ ଉପାୟ ଆପେ ଆପେ ଆସେ ଜମିରେ ଫଳାଇଲେ ସୁନାର ଫସଲ କାମାକ୍ଷାନଗର(ବିଦ୍ୟାଧର ବରାଳ) : ନିଜର ବୁଦ୍ଧି ବଳରେ ଜମିରେ ସୁନାର ଫସଲ ଫଳାଇଛନ୍ତି ୨ ଛାତ୍ର । ଅଳ୍ପ ଅର୍ଥ ଖର୍ଚ୍ଚ କରି ବିଲରେ ପାଣି ମଡ଼ାଇବା...
”ଥ୍ୟାଙ୍କ ୟୁ ବାଇଡେନ୍’ ଭାରତରେ କରୋନା ସ୍ଥିତି ନେଇ ମୋଦି-ବାଇଡେନ୍ ଆଲୋଚନା ଆଲୋଚନା ଫଳପ୍ରଦ ହୋଇଥିବା କହି ବାଇଡେନଙ୍କୁ ଧନ୍ୟବାଦ ଜଣାଇଲେ ମୋଦି ଟିକା ସାମଗ୍ରୀ ଓ ମେଡିକାଲ ଉପକରଣ ଦେବାକୁ କାଲି କହିଥିଲା ଆମେରିକା ଜର୍ମାନୀ, ଫ୍ରାନ୍ସ ଭଳି ୟୁରୋପୀୟ ଦେଶ ପରେ ସହାୟତାର ହାତ ବଢାଇଛି...
ଦେଶର ୮ଟି ରାଜ୍ୟରେ ସ୍ଥିତି ଉଦବେଗଜନକ ଗତବର୍ଷଠାରୁ ଏଥର ସଂକ୍ରମଣ ହାର ଅଧିକ ରହୁଛି ସ୍ୱଳ୍ପ ଲକ୍ଷଣ ଥିଲେ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ କର୍ଣ୍ଣାଟକରେ ୧୪ ଦିନିଆ ଲକଡାଉନ ଘୋଷଣା ନୂଆଦିଲ୍ଲୀ : ଦେଶରେ କରୋନା ବ୍ୟାପିବାରେ ଲାଗିଛି । ୮ ରାଜ୍ୟରେ ସ୍ଥିତି ସାଙ୍ଘାତିକ...
କାନପୁର : କରୋନା ସଂକ୍ରମିତ ମା’କୁ ଘରୁ ବାହାର କରିଦେଲେ ପୁଅବୋହୂ। ସଂକ୍ରମଣ ଭୟରେ ମମତା ଭୁଲିଗଲା ଜନ୍ମକଲା ପୁଅ । ଟିକିଏ ଦେହ କ’ଣ ହେଲେ ରାତି ଉଜାଗର ରହି ସେବା କରୁଥିବା ଜନ୍ମଦାତ୍ରୀ କରୋନା ପାଇଁ ପର ହୋଇଗଲା । ଶେଷରେ ପୁଅ ଠାରୁ ନିରାଶ...
ଜମିକୁ ପାଣି ଯାଉଛି , କିନ୍ତୁ ଇଲେକ୍ଟ୍ରିସିଟି ଦରକାର ପଡୁନି । ସୂର୍ଯ୍ୟକିରଣରେ ନହେଲେ ପବନ ଶକ୍ତିରେ ଉଠୁଛି ପାଣି । ରାଜ୍ୟରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି ୱିଣ୍ଡ ସୋଲାର ହାଇବ୍ରିଡ ପ୍ରୋଜେକ୍ଟ । ଏହା ସଫଳ ହେଲେ ଅନ୍ୟ ସ୍ଥାନରେ ବି ଏହା କରାଯାଇ ଟାଙ୍ଗରା...
କାରଖାନାର ଜମି ବିକ୍ରି ପାଇଁ ଯୋଜନା ଅଭିଯୋଗ କଲେ ଲୋକେ ପୁନରୁଦ୍ଧାର ସହ କାରଖାନାର ଜମିର ସୁରକ୍ଷା ଦାବି କଲେ ଚୌଦ୍ୱାର(ପ୍ରକାଶ କୁମାର ନାୟକ) : ରାଜ୍ୟରେ କାଗଜ କଳ କହିଲେ ଚୌଦ୍ୱାରକୁ ବୁଝାଉଥିଲା । ୨୦୦୩ରେ ଏହି କମ୍ପାନୀ ବନ୍ଦ ହେବା ପରେ ଏଥିରେ କାମ କରୁଥିବା...