ବିଦିଶା : କରୋନା ସଂକ୍ରମିତ ସ୍ତ୍ରୀର କଷ୍ଟ ଦେଖିପାରିଲାନି ସ୍ୱାମୀ । ସାହାଯ୍ୟ ପାଇଁ ମେଡିକାଲକୁ ଫୋନ କରି କରି ଥକି ଗଲା ପରେ ଅକ୍ସିଜେନ ଆମ୍ବୁଲାନ୍ସ ହାଇଜାକ୍ କଲା ସ୍ୱାମୀ । ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ପୁତଲୀଘାଟର ମୁଖାର୍ଜିନଗର...
ଭୁବନେଶ୍ୱର : ରାଜ୍ୟରେ ବଢ଼ିଚାଲିଛି ସଂକ୍ରମଣ । ଗତକାଲି ରାଜ୍ୟରେ ଆଜି ୬୧୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ପୁଣି ୬୫୯୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୮୨୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍...
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ସମସ୍ତ ସହରାଞ୍ଚଳରେ ଲାଗିଥିବା ସପ୍ତାହାନ୍ତ ସଟଡାଉନ ଶେଷ ହୋଇଛି । ଫଳରେ ଆଜି ସକାଳୁ ସହରାଞ୍ଚଳଗୁଡ଼ିକରେ ଜୀବନଯାତ୍ରା ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୩୦ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ଏହି ସଟଡାଉନ...
ଟିକା ପାଇଁ ପଞ୍ଜୀକରଣ ଜରୁରୀ ଟିକାକରଣ ନେଇ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି କରୋନା ଟିକା ନେବେ ୧୮ରୁ ୪୪ ବର୍ଷ ବୟସ୍କ ଲୋକେ କୋଓ୍ୱିନ୍ କିମ୍ବା ଆରୋଗ୍ୟ ସେତୁ ଆପରେ ପଞ୍ଜୀକରଣ ଜରୁରୀ ୨୮ ତାରିଖରୁ ଆରମ୍ଭ ହେବ ପ୍ରକ୍ରିୟା, ୧ ତାରିଖରୁ ଟିକାକରଣ ସରକାରୀ,...
ମୁକୁନ୍ଦପୁର : ଓଲଟିଲା ଯାତ୍ରୀବାହୀ ବସ୍, ୭ ଗୁରୁତର । ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁର ଘାଟିରେ ଓଲଟିଲା ଘରୋଇ ବସ । ଜୟପୁରରୁ ଅନୁଗୁଳ ଯାଉଥିବା ଓଁ ସାଇ ନାମକ ଏକ ଘରୋଇ ବସ ଭାରସାମ୍ୟ ହରାଇ ଓଲଟି ପଡିଛି । ବିଳମ୍ବିତ ରାତିରେ ବସଟି ଘାଟି ଚଢ଼ୁଥିବା...
ଜଗତସିଂହପୁର ଜିଲ୍ଲାରେ ସୁଗାର ଫ୍ରି ଧାନ ଚାଷ ୧୨ ଏକର ଜମିରେ ଚାଷ କରିଛନ୍ତି ଅବସରପ୍ରାପ୍ତ କର୍ମଚାରୀ ବାୟୁସେନାରୁ ଅବସର ନେବା ପରେ ଗାଁରେ କରୁଛନ୍ତି ଚାଷ ଜଗତସିଂହପୁ(ଶଶାଙ୍କ ଶେଖର ପଣ୍ଡା) : ମଧୁମେହ ରୋଗରେ ପୀଡ଼ିତ ହେଲେ ସାଧାରଣତଃ ଭାତ ଖାଇବାକୁ ମନା କରାଯାଇଥାଏ । କାରଣ ଭାତରେ...
ଧୀରେ ଧୀରେ ମଣିଷ ପାଖରୁ ମରିଯାଉଛି ମାନବିକତା। ଜଣେ ବ୍ୟକ୍ତି ଏକ ମୃତଦେହର ପୋଷ୍ଟମର୍ଟମ କରିବାକୁ ଟଙ୍କା ମାଗୁଥିବାର ଭିଡିଓ ଭାଇରାଲ୍ ହୋଇଛି। କହୁଛନ୍ତି, କାଟିବାକୁ ନେବି ୭ଶହ, ପୁଣି ସିଲେଇ କରିବାକୁ ନେବି ୫ଶହ।
ଜଗତସିଂହପୁର : ସୁଗାର ଫ୍ରି ଧାନଚାଷ, ଲାଭ ଶହେରେ ଶହେ । ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ୧୨ ଏକର ଜମିରେ କରିଛନ୍ତି ସୁଗାର ଫ୍ରି ଧାନ ଚାଷ । ଧାନରୁ ଚାଉଳ କରି କିଲୋ ବିକିବେ ଶହେ ଟଙ୍କାରେ । ଏବେ ଠୁ ଧାନ ନେବାକୁ ଲାଗିଲାଣି...
କରୋନା ସମସ୍ତଙ୍କ ଧୈର୍ଯ୍ୟର ପରୀକ୍ଷା ନେଉଛି ଅନେକ ନିଜ ପରିଜନଙ୍କୁ ଅସମୟରେ ହରାଇଛନ୍ତି କରୋନାର ଦ୍ୱିତୀୟ ଲହର ପୁରା ଦେଶକୁ ଦୋହଲାଇ ଦେଇଛି ପ୍ରଥମ ଲହରକୁ ଆମେ ସଫଳତାର ସହ ମୁକାବିଲା କରିଥିଲେ ଏବେ ଦ୍ୱିତୀୟ ଲହର ବିପକ୍ଷରେ ଆମ ଲଢ଼େଇ ଜାରି ରହିଛି ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ସମସ୍ତେ...
ଆଗ୍ରା : ଡାକ୍ତରଖାନା ନେବା ରାସ୍ତାରେ ଛକି ବସିଥିଲା ନିର୍ଦ୍ଦୟ ମୃତ୍ୟୁ । ବୟସ ଦେଖିଲାନି, ନିରୋଳା ଆଖିରେ ଦେଖାଯାଉନଥିବା ଅଦୃଶ୍ୟ ଭାଇରସ୍ ଛଡ଼ାଇନେଲା ମଥାର ସିନ୍ଦୁର । ଅକ୍ସିଜେନ୍ ଅଭାବରେ ସ୍ତ୍ରୀ କୋଳରେ ଜୀବନ ହାରିଲେ ସ୍ୱାମୀ । କରୋନା ଭାଇରସର ଦ୍ୱିତୀୟ ଲହରୀର ଭୟାବହତା ଓ...
କରୋନା ରୋଗୀଙ୍କୁ ସହାୟତା ସହାୟତା ପାଇଁ ଆଗେଇ ଆସିଲା ଏନଜିଓ କରୋନା ରୋଗୀଙ୍କୁ ମାଗଣାରେ ଖାଦ୍ୟ ଯୋଗାଣ ବାରଣାସୀ : କରୋନା ରୋଗୀଙ୍କୁ ସହାୟତାର ହାତ ବଢ଼ାଇଲେ ସ୍ୱେଚ୍ଛାସେବୀ ସଂସ୍ଥା । କୋଭିଡ୍ ଆକ୍ରାନ୍ତଙ୍କୁ ମାଗଣାରେ ଖାଦ୍ୟ ଯୋଗାଣ କରାଯାଇଛି । ଯଦି କେହି କରୋନାରେ ଆକ୍ରାନ୍ତ ହେଲା,...
ଭୁବନେଶ୍ୱର : ରାଜ୍ୟରେ ମାଡ଼ି ମାଡ଼ି ଚାଲିଛି ମହାମାରୀ । ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୧୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୫୪୬ ଚିହ୍ନଟ ହୋଇଥିବା ବେଳେ ୨୫୭୦ ଜଣ ଲୋକାଲ...
ଅନୁଗୁଳ କଟିକଟା ଅଞ୍ଚଳରେ ହୃଦୟ ବିଦାରକ ଘଟଣା ବାଇକ୍ ଦୁର୍ଘଟଣାରେ ମାଆ-ପୁଅଙ୍କ ମୃତ୍ୟୁ ଅସୁସ୍ଥ ସଂପର୍କୀୟଙ୍କୁ ଦେଖିବାକୁ ଯିବା ବେଳେ ଦୁର୍ଘଟଣା ଅନୁଗୁଳରୁ ରେଢ଼ାଖୋଲ ଯିବାବେଳେ ଦୁର୍ଘଟଣା ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ) : ଏକାସଙ୍ଗେ ଜଳିଲା ମାଆ ପୁଅଙ୍କ ଜୁଇ । ଦୁର୍ଘଟଣାରେ ପ୍ରଥମେ ପୁଅ ଓ କିଛି ଘଣ୍ଟା...
ଜୀଅନ୍ତା ଜଳିଗଲେ ନାବାଳକ ସୁବର୍ଣ୍ଣପୁର ବିନିକା ଶଙ୍କରା ଗାଁରେ ଅଭାବନୀୟ ଘଟଣା ଘରେ ରୋଷେଇ ବେଳେ ହଠାତ୍ ଗ୍ୟାସ୍ ଲିକରୁ ଲାଗିଥିଲା ନିଆଁ ବିନିକା : ଅଗ୍ନିକାଣ୍ଡରେ ଜୀଅନ୍ତା ଜଳିଗଲେ ନାବାଳକ । ସୁବର୍ଣ୍ଣପୁର ଶଙ୍କରା ଗାଁରେ ଘଟିଛି ଅଭାବନୀୟ ଘଟଣା । ଘରେ ରୋଷେଇ ବେଳେ ହଠାତ୍...
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବା ପାଇଁ ଚାଲିଛି ସପ୍ତାହାନ୍ତ ସଟଡାଉନ୍ । ଆଜି ସଟଡାଉନର ଦ୍ୱିତୀୟ ଦିନ । ଗତକାଲି ଭଳି ଆଜି ମଧ୍ୟ ସଟଡାଉନ୍ କଟକଣା ରହିଛି । ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ବଢ଼ି...
ପୁରୀ : ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପୁଣି ପାଚେରୀ ଛିଡ଼ାକଲା କରୋନା । ମହାମାରୀ ପାଇଁ ଜଗା ଦର୍ଶନ ବନ୍ଦ । ମେ ୧୫ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଜଗା ଦର୍ଶନ ଉପରେ କଟକଣା ଲଗାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଧାରଣ ଦର୍ଶନ ଉପରେ କଟକଣା...
କାସିମ୍ ଚାଚାଙ୍କ ପ୍ରେରଣାଦାୟୀ ଜୀବନ କାହାଣୀ। ଦିନେ ସେ ନିଜେ ଖାଇବାକୁ ପାଉନଥିଲେ। କିନ୍ତୁ ନିଜର ଆର୍ଥିକ ସ୍ଥିତି ଭଲ ହେବାପରେ ସେ ଗରିବ ଲୋକଙ୍କୁ ମାଗଣାରେ ଖାଇବାକୁ ଦେଉଥିଲେ। ଏହି ଖବର ପ୍ରଚାରିତ ହେବାପରେ, ଏବେ ତାଙ୍କୁ ଆମେରିକାରୁ ଜଣେ ବ୍ୟକ୍ତି ଟଙ୍କା ପଠେଇଛନ୍ତି। ଏହି ଟଙ୍କାରେ...
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର କହର ଭିତରେ ଦେଶ ଛାଡ଼ି ପଳାୟନ କରୁଛନ୍ତି ଭାରତୀୟ । ଜୀବନ ବିକଳରେ ୧୦ ଗୁଣା ଅଧିକ ଭଡ଼ା ଦେଇ ଦୁବାଇ ଚାଲିଯାଉଛି । ଫଳରେ ୟୁଏଇର ଟିକେଟ ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି । କେବଳ ଏତିକି ନୁହେଁ...
ଭୁବନେଶ୍ୱର : ଗୁରୁତର ନଥିଲେ କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ନଆସିବାକୁ ପରାମର୍ଶ । କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସମସ୍ତ ଜିଲ୍ଲାପାଳ, ପୌରାଞ୍ଚଳ କମିଶନର, CDMOଙ୍କୁ ଚିଠି ଲେଖି...
ଭୁବନେଶ୍ୱର, କଟକ(କପିଳେନ୍ଦ୍ର ପ୍ରଧାନ, ବିଶ୍ୱଜିତ୍ ଆଚାର୍ଯ୍ୟ) : ଜୀବନ ସହ ଜୀବିକାକୁ ଯେମିତି ଅକଥନୀୟ ଯାତନା ଦେଇ ଚାଲିଛି ମହାମାରୀ କରୋନା । ଗତବର୍ଷ ସଟଡାଉନ୍ ଓ ଲକଡାଉନରେ କଲବଲ ହୋଇଥିବା ଖଟିଖିଆ ମଣିଷମାନେ ପୁଣି ଅଣ୍ଟା ସଳଖି ଛିଡ଼ା ହେଲା ବେଳକୁ ପେଟକୁ ଆଉ ଏକ ଶକ୍ତ...