ନୂଆଦିଲ୍ଲୀ : ଦେଶ କରୋନା ମହାମାରୀର ଦ୍ୱିତୀୟ ଲହରୀର ଭୟାବହତା ମଧ୍ୟରେ ଆତଙ୍କ ସୃଷ୍ଟି କଲାଣି ବ୍ଲାକ୍ ଫଙ୍ଗସ୍ । କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ ସାମାନ୍ୟ ଥମିଥିବା ବେଳେ ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ସାଜିଛି ମ୍ୟୁକରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ।...
ସୋର(ନିରଞ୍ଜନ ବେହେରା) : ଉପକୂଳିଆ ଲୋକଙ୍କୁ ଡରାଇଲାଣି ସମ୍ଭାବ୍ୟ ବାତ୍ୟା ୟାସ । ଆସନ୍ତା ୨୬ ତାରିଖରେ ବାଲେଶ୍ବରରେ ‘ୟାସ’ ଲ୍ୟାଣ୍ଡଫଲ କରିପାରେ ବୋଲି ଅନୁମାନ କରାଯାଉଛି । ତେବେ ବାତ୍ୟାକୁ ନେଇ ଚିନ୍ତାରେ ରହିଛନ୍ତି ସ୍ଥାନୀୟ ଲୋକେ । ଜିଲ୍ଲାରେ ଥିବା କେଉଁ ବାତ୍ୟା ଆଶ୍ରୟସ୍ଥଳୀରେ ବିଦ୍ୟୁତ...
କରୋନା ସଂକ୍ରମିତ ମା’କୁ ମେଡ଼ିକାଲରେ ଛାଡ଼ି ଫେରାର ମାରିଲେ ପୁଅବୋହୂ ହସ୍ପିଟାଲରେ ଭର୍ତ୍ତି କରିବା ସମୟରେ ଦେଲେ ଭୁଲ ନାମ ଓ ଠିକଣା ଡାକ୍ତର ଓ ନର୍ସମାନେ ଦିନ ରାତି ସେବା କରି ବୃଦ୍ଧ ମହିଳାଙ୍କୁ ନୂଆ ଜୀବନ ଦେଲେ ରାଞ୍ଚି : ପର ହୋଇଗଲା ପୁଅ, ଆପଣାର...
ଭିଣ୍ଡ : ବିବାହ ଉତ୍ସବରେ ସାମିଲ ହେବାକୁ ଆସିଥିଲେ, ବେଙ୍ଗ ଡିଆଁ ମାରି ମାରି ଘରକୁ ଫେରିଲେ । ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାରେ ଏକ ବିବାହ ଉତ୍ସବରେ ସାମିଲ ହୋଇଥିବା ଲୋକଙ୍କୁ ଏପରି ସଜା ଦେଇଛି ପୋଲିସ୍ । ଲକଡାଉନ ମଧ୍ୟରେ କୋଭିଡ କଟକଣା ଉଲ୍ଲଂଘନ କରି ଧୁମଧାମରେ...
ଝବରେଡ଼ା : ଲୋକ ପ୍ରତିନିଧିଙ୍କ କ୍ଲାସ ନେଲେ ଜନତା । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ ବେଳେ ବିଧାୟକଙ୍କୁ ଘେରିଲେ ଗାଁ ଲୋକେ । ଭୋଟ୍ ନେଇ ଜନତାଙ୍କ ବିଷୟରେ ଭୁଲି ଯାଇଥିବା ନେତାଙ୍କୁୁ ଆଇନା ଦେଖାଇଲେ ଗ୍ରାମବାସୀ । ଉତ୍ତରାଖଣ୍ଡ ଝବରେଡା ଗାଁରେ ଏପରି ଘଟଣା ଦେଖିବାକୁ ମଳିିଛି...
ନୂଆଦିଲ୍ଲୀ : କୃଷକମାନଙ୍କ ପାଇଁ ଖୁସି ଖବର । ସରକାର ଡିଏପି (DAP Fertiliser) ସାର ଉପରେ ୧୪୦ ପ୍ରତିଶତ ସବସିଡି ବୃଦ୍ଧି କରିଛନ୍ତି। ବର୍ତ୍ତମାନ କୃଷକମାନେ ବସ୍ତା ପିଛା ୫୦୦ ଟଙ୍କା ବଦଳରେ ୧୨୦୦ ଟଙ୍କା ସବସିଡି ପାଇବେ। ଯଦ୍ୱାର ବସ୍ତା ପିଛା ୨୪୦୦ ଟଙ୍କା ଦେବା...
ପାଟଣା : ବ୍ଲାକ୍ ଫଙ୍ଗସ୍ ପରେ ହ୍ୱାଇଟ୍ ଫଙ୍ଗସ୍ ଆତଙ୍କ । କରୋନା ମହାମାରୀ ମଧ୍ୟରେ ବିହାରରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ହ୍ୱାଇଟ୍ ଫଙ୍ଗସ୍ ମାମଲା ଆସିବା ପରେ ରାଜ୍ୟରେ ଭୟର ବାତାବରଣ ଖେଳିଯାଇଛି । ବିହାରର ରାଜଧାନୀ...
ନୂଆଦିଲ୍ଲୀ : କରୋନା ସଂକ୍ରମିତ ହୋଇ ଜୀବନ ହାରିଲେ ୨୬/୧୧ ମୁମ୍ବାଇ ଆକ୍ରମଣରେ ହିରୋ ସାଜିଥିବା ଜେ.କେ ଦତ୍ତ । ୭୨ ବର୍ଷ ବୟସରଙ୍କ ଜାତୀୟ ସୁରକ୍ଷା ଗାର୍ଡ଼(National Security Guard)ର ପୂର୍ବତନ ମୁଖ୍ୟ ଜୀବନ ହାରିଛନ୍ତି । କରୋନା ସଂକ୍ରମିତ ହେବାପରେ ଅବସରପ୍ରାପ୍ତ ଆଇପିଏସ୍ ଅଧକାରୀ ଜେ.କେ...
ରାଜଗଡ଼ : ସୁନାର ସଂସାର ଉଜାଡ଼ି ଦେଲା ମହାମାରୀ । ପାଦରେ ଅଳତାର ରଙ୍ଗ ପିକା ପଡ଼ିନଥିବା ବେଳେ କରୋନା ଆଗରେ ସବୁଦିନ ପାଇଁ ହାରିଯାଇଛି ମଥାର ସିନ୍ଦୁର । ନୂଆ ଗଢ଼ା ହେବା ପୂର୍ବରୁ ଅଧା ହୋଇ ରହିଯାଇଛି କାହାଣୀ । କରୋନାର ସମସ୍ତ ନିୟମ ମାନି...
ନୂଆଦିଲ୍ଲୀ : କରୋନା ମହାମାରୀର ଭୟାବହତା ମଧ୍ୟରେ କେନ୍ଦ୍ର ସରକାରଙ୍କୁ ସତର୍କ କରାଇଲେ ବୈଜ୍ଞାନିକ । ଦେଶରେ ଟିକାକରଣ କାର୍ଯ୍ୟକ୍ରମକୁ ତୀବ୍ରତର ନକଲେ ଭୟାବହ ହେବ ତୃତୀୟ ଲହରୀ । ମାତ୍ର ୬ରୁ ୮ ମାସ ମଧ୍ୟରେ କରୋନାର ତୃତୀୟ ଲହରୀର ସାମ୍ନା କରିବାକୁ ପଡ଼ିବ । ଏଥି...
ମୁମ୍ବାଇ : କରୋନା ସଙ୍କଟ ମଧ୍ୟରେ ବ୍ଲାକ୍ ଫଙ୍ଗସ୍ ଦେଶ ପାଇଁ ନୂଆ ସମସ୍ୟା ରୂପରେ ଉଭା ହୋଇଛି । କରୋନାର ଦ୍ୱିତୀୟ ଲହରୀ ନାକେଦମ କରିସାରିଥିବା ବେଳେ ବ୍ଲାକ୍ ଫଙ୍ଗସ୍ ପାଇଁ ଚିନ୍ତାରେ ସରକାର । ଅନେକ ରାଜ୍ୟରେ ଏବେ ବ୍ଲାକ୍ ଫଙ୍ଗସ୍ କାୟା ବିସ୍ତାର କରିବା...
ନୂଆଦିଲ୍ଲୀ : ଦେଶରେ କରୋନାର ଭୟାବହତା ମଧ୍ୟରେ ସରକାରୀ ପ୍ୟାନେଲର ଖୁଲାସା । ଜୁଲାଇରେ ଶେଷ ହେବ କରୋନାର ଦ୍ୱିତୀୟ ଲହରୀ । ଛଅ ମାସ ପରେ ପୁଣି କରୋନାର କାୟା ମେଲିବ, ଆସିବ ତୃତୀୟ ଲହରୀ । ଦେଶରେ ଦ୍ୱିତୀୟ ଲହରୀ ଶେଷ ହୋଇନଥିବା ବେଳେ ତୃତୀୟ...
ଟ୍ରକର କ୍ୟାବିନରେ ହେଉଥିଲା ଚୋରା ଚାଲାଣ ଯାଞ୍ଚବେଳେ ଟ୍ରକକୁ ଧରିଲା ଅବକାରୀ ବିଭାଗ ରାୟଗଡ଼ା : ରାୟଗଡ଼ା ଜିଲ୍ଲାରୁ ପୁଣି ଧରାପଡିଲା ଗଂଜେଇ । ୪ କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଚାଲାଣ ହେଉଥିବାବେଳେ ଧରିଛି ଅବକାରୀ ବିଭାଗ । ଅଭିନବ ଉପାୟରେ ଟ୍ରକରେ ଗଂଜେଇ ଚୋରା ଚାଲାଣ ହେଉଥିବା...
ଭୁବନେଶ୍ୱର : ଆଜି ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣର ଡ୍ରାଏ ରନ୍ । ୧୮ରୁ ୪୪ ବର୍ଷୀୟ ଲୋକଙ୍କୁ କେମିତି ଟିକା ଦିଆଯିବ, ତାର ଅଭ୍ୟାସ କରାଯାଉଛି । କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଛଳରେ ଚାଲିଛି ଏହି ଡ୍ରାଏ ରନ୍ । ସୋମବାରରୁ ଟିକାକରଣ ହେବାର ଅଛି,...
ନୂଆଦିଲ୍ଲୀ: ଭାରତୀୟ କ୍ରୀଡା ଜଗତରେ ଶୋକର ଛାୟା । ଅନ୍ତର୍ଜାତୀୟ ବଡ଼ି ବିଲଡର ଓ ମିଷ୍ଟର ଇଣ୍ଡିଆ ରହିସାରିଥିବା ଜଗଦୀଶ ଲାଡ଼ ଗତ ଶୁକ୍ରବାର ଦିନ ବଡୋଦରାର ଏକ ହସ୍ପିଟାଲରେ କରୋନା ଭାଇରସରେ ପୀଡିତ ହୋଇ ଜୀବନ ହାରିଛନ୍ତି । ମାତ୍ର ୩୪ ବର୍ଷ ବୟସରେ ଦୁନିଆକୁ ଅଲବିଦା...
ମାଲକାନଗିରି: ଲସି ପିଇ ୧୦୦ରୁ ଊର୍ଦ୍ଧ୍ୱ ଗୁରୁତର । ମାଲକାନଗିରି କାଲଦା ପଞ୍ଚାୟତର ବିଭିନ୍ନ ଗାଁରୁ ୬୦ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି କୁର୍ତ୍ତି ହାଟରୁ ଲସି ପିଇବା ପରେ ରାତିରେ ଅସୁସ୍ଥ ହୋଇପଡିଥିଲେ ସମସ୍ତେ । ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ଟିମ୍...
ଆମେରିକାକୁ ଭାରତରୁ ବିମାନ ଯାତ୍ରା କଟକଣା ଆସନ୍ତା ୪ରୁ ଆମେରିକାକୁ ବିମାନ ଯାତ୍ରା କଟକଣା ପାସେଞ୍ଜର ବିମାନ ଯାତ୍ରା ଉପରେ କଟକଣା ହ୍ୱାଇଟ ହାଉସ ପକ୍ଷରୁ ବୟାନ ଜାରି କରୋନାର ଦ୍ରୁତ ସଂକମଣ ଦୃଷ୍ଟିରୁ ଆମେରିକାର କଟକଣା ପୂର୍ବରୁ ଥାଇଲାଣ୍ଡ ଜାରି କରିଛି କଟକଣା ନୂଆଦିଲ୍ଲୀ :...