ବଙ୍ଗୋପସାଗରରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଏହାର ପ୍ରଭାବରେ କାଲିଠାରୁ ଦୁଇଦିନ ଯାଏ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ
Published: Prangyan Parimita
Last updated: 11 September 2021, 05:43 PM IST
ଏ ବର୍ଷ ବି ୪ ଫୁଟର ହେବ ମୂର୍ତ୍ତି। ଦୁର୍ଗା ମୂର୍ତ୍ତି ଉଚ୍ଚତା ୪ ଫୁଟ ହେବାର ନିଷ୍ପତ୍ତି ନେଲା SRC। କୋଭିଡ ପରିସ୍ଥିତିକୁ ଆଖି ଆଗରେ ରଖି ସଂକ୍ରମଣ ନ ବଢିବା ପାଇଁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। କୋଭିଡ ଗାଇଡଲାଇନ୍ ଅନୁଯାୟୀ ନିଡାମ୍ବରରେ ପାଳନ ହେବ ପାର୍ବଣ।