• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର � ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

weaght-loss---Ko
ବ୍ରତ ପାଳି କମାନ୍ତୁ ଓଜନ

ଚୈତ୍ର ନବରାତ୍ର ୧୧ ତାରିଖରୁ ଆରମ୍ଭ ହୋଇଯାଇଛି। ନବରାତ୍ରରେ ମା ଦୁର୍ଗାଙ୍କ ୯ଟି ସ୍ୱରୂପଙ୍କୁ ପୂଜା କରାଯାଏ। ନବରାତ୍ରରେ ମା ଦୁର୍ଗାଙ୍କୁ ସନ୍ତୋଷ କରିବା ନେଇ ଭକ୍ତମାନେ ୯ ଦିନ ପାଇଁ ବ୍ରତ ମଧ୍ୟ ରଖିଥାଆନ୍ତି। ଏହି ସମଯରେ ଏହା ମଧ୍ୟ ଜରୁରୀ ଯେ ବ୍ରତଧାରୀମାନେ ଏଭଳି କିଛି...

5
୨୦୧୬-୧୭ରେ ବ୍ୟାପୀଥିଲା କରୋନା ଭାଇରସ୍!

ବୁହାନ: କରୋନା ଭାଇରସ୍‌ ଯୋଗୁଁ ଏବେ ସାରା ବିଶ୍ୱ ଭୟଙ୍କର ପରିସ୍ଥିତି ଦେଇ ଗତିକରୁଛି। ସେ ଛୋଟ ଦେଶ ହେଉ ବା ବଡ଼ ଦେଶ ସମସ୍ତେ ଏହି ମହାମାରୀର କବଳରେ। ବର୍ତ୍ତମାନ କେଉଁଠି ଏହାର ଦ୍ୱିତୀୟ ଲହର ଚାଲିଛି ତ ପୁଣି କେଉଁଠି ତୃତୀୟ ଲହର ଚାଲିଛି। ତେବେ...

4
ଦୋସ୍ତାନା-୨ରୁ ବାହାରିଲେ କାର୍ତ୍ତିକ ଆର୍ଯ୍ୟନ

ନୂଆଦିଲ୍ଲୀ: ବଲିଉଡ୍ ଜଗତର ଏକ ବଡ଼ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ କରଣ ଜୋହରଙ୍କ ସିନେମା ‘ଦୋସ୍ତାନା-୨’ରେ ଲିଡ୍ ରୋଲରେ ଅଭିନୟ କରୁଥିବା କାର୍ତ୍ତିକ ଆର୍ଯ୍ୟନଙ୍କୁ ସ୍ଥାନାନ୍ତର କରାଯାଇଛି। ଏହି ସିନେମାର ଘୋଷଣା ୨୦୧୮ରେ ହୋଇଥିଲା। ୨୦୦୮ର ହିଟ୍ ଫିଲ୍ମ ‘ଦୋସ୍ତାନା’ର ଏହା ପରବର୍ତ୍ତି ସଂକରଣ ଥିଲା।...

3
ଏହି ରାଜ୍ୟରେ ରବିବାର ବନ୍ଦ ରହିବ ଗାଁରୁ ସହର: ମାସ୍କ ନ ପିନ୍ଧିଲେ ୧୦ ହଜାର ଫାଇନ

ଲକ୍ଷ୍ନୌ:  ଦେଶରେ କରୋନା କେସ ବୃଦ୍ଧିକୁ ଦୃଷ୍ଟିରେ ରଖି କରୋନା କଟକଣାକୁ କଡାକଡ଼ି କରାଯାଇଛି।  ସମ୍ପୂର୍ଣ୍ଣ ଉତ୍ତର ପ୍ରଦେଶ ରବିବାରକୁ ସପ୍ତାହସ୍ତ ତାଲାବନ୍ଦ କରିବା ନିଷ୍ପତ୍ତି ନିଆଯାଇଛି। ରବିବାର ୟୁପିର ସବୁ ସହର ଓ ଗ୍ରାମାଞ୍ଚଳ ବନ୍ଦ ରହିବ। ଅତ୍ୟାବଶ୍ୟକୀୟ ସେବାକୁ ଛାଡ଼ି ସବୁ ଦୋକାନ, ବଜାର, କାର୍ଯ୍ୟାଳୟ...

2
୮ ମାସର ନବଜାତ ବି କରୋନା ପଞ୍ଝାରେ!

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ପ୍ରଥମ ଅପେକ୍ଷା ଅଧିକ ଭୟାନକ ହେବାରେ ଲାଗିଛି। ଏହା କାହାରିକୁ ବି ଛାଡୁନି। କେବଳ ଯେ ବୟସ୍କ, ଯୁବକ ବା ପିଲାମାନେ ଏଥିରେ ଆକ୍ରାନ୍ତ ହେଉଛନ୍ତି ତାହା ନୁହେଁ, ୮ ମାସର ନବଜାତ ମଧ୍ୟ ଏହାର ପଞ୍ଝାରୁ ମୁକ୍ତ ନୁହନ୍ତି। ଏହି...

Untitled-1
କରୋନାରେ ସିବିଆଇ ପୂର୍ବ ନିର୍ଦ୍ଦେଶକଙ୍କ ନିଧନ : ରଣଦୀପ, ଜିଗ୍ନେଶ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ମାମଲା ଲଗାତର ଦ୍ୱିତୀୟ ଦିନରେ ୨ଲକ୍ଷ ପାର ହୋଇଛି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସଂକଟ ବ୍ୟାପକ ହେବାରେ ଲାଗିଛି। ଏହି ସମୟରେ ସିବିଆଇ ପୂର୍ବ ନିର୍ଦ୍ଦେଶକ ରଞ୍ଜିତ ସିହ୍ନାଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଥିବା ଖବର ଆସିଛି। ଏହା ବ୍ୟତୀତ...

Untitled-1
କୁଆଡ଼େ ଗଲା ଶ୍ରୀଗଣେଶଙ୍କ ପ୍ରକୃତ ମସ୍ତକ?

ବୁଧବାର ପୂରା ବିଧି ଅନୁସାରେ ବିଘ୍ନବିନାଶୟ ଗଣେଶଙ୍କ ପୂଜା କରାଯାଏ। ଭଗବାନ ଗଣେଶ ଭକ୍ତଙ୍କ ଉପରେ ପ୍ରସନ୍ନ ହୁଅନ୍ତି ଓ ସେମାନଙ୍କ ମନସ୍କାମନା ପୂରଣ କରନ୍ତି। ହିନ୍ଦୁମାନଙ୍କର ବିଶ୍ୱାସ ଯେ କୌଣସି ବି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଭଗବାନ ଗଣେଶଙ୍କ ପୂଜା କରିବା ଜରୁରୀ। ଗଣେଶ ପ୍ରତ୍ୟେକଙ୍କର...

a
ଦୀପିକାଙ୍କ ହେଲ୍‌ଥ୍ ଟିପ୍ସ : ବ୍ରିଦ୍

ମୁମ୍ବାଇ: କରୋନା ଭାଇରସ୍‌ର ଦ୍ୱିତୀୟ ଲହର ଏବେ ଦେଶସାରା ଦେଖାଦେଇଛି। ଏଭଳି ସଂକଟଜନକ ପରିସ୍ଥିତିରେ ସରକାର ଠାରୁ ଆରମ୍ଭ କରି ବଲିଉଡ୍ ସେଲିବ୍ରିଟିମାନେ ଜନତାଙ୍କୁ ଶାନ୍ତ ରହିବା ନେ‍ଇ କହୁଥିବା ବେଳେ ବିଭିନ୍ନ ହେଲ୍‌ଥ୍ ଟିପ୍ସ ଦେଉଥିବା ଦେଖାଯାଏ। ଏହି ଦୌଡରେ ବର୍ତ୍ତମାନ ଦୀପିକା ପାଦୁକୋଣ ଯୋଡି ହୋ‍ଇଛନ୍ତି।...

Capture
ବେଡ୍‌ରେ ଏହି ତିନୋଟି ଜିନିଷ ଦରକାର କରନ୍ତି କରିନା

ମୁମ୍ବାଇ: କରିନା କପୁର ଖାନ ନିଜର ଷ୍ଟାଇଲ୍ ଓ ସ୍ପଷ୍ଟ କଥା ଦ୍ୱାରା ଲୋକଙ୍କ ହୃଦୟ ଜିତିବାରେ ମାହିର। ଦ୍ୱିତୀୟ ଥର ମା’ ହେବା ପରେ ସେ ଖୁବ ଶୀଘ୍ର ସେଲିବ୍ରିଟି କୁକିଙ୍ଗ୍ ଶୋ ଷ୍ଟାର୍/ଫୁଡ୍‌ରେ ଦେଖାଦେବେ ଯାହା ଡିସ୍‌କଭରୀ ପ୍ଲସ୍‌ରେ ପ୍ରସାରିତ ହେବ। ବର୍ତ୍ତମାନ କରିନା ନିଜ...

vastu (2)
ନୂଆ ଘର କରୁଛନ୍ତି କି ? କେଉଁ ଦିଗକୁ ରଖିବେ ମୁଖ୍ୟ ଦ୍ୱାର

ଭାରତୀୟ ପରମ୍ପରା ହେଉଛି ଶାସ୍ତ୍ରୀୟ ପରମ୍ପରା। ଅନ୍ୟାନ୍ୟ ଶାସ୍ତ୍ର ମଧ୍ୟରେ ବାସ୍ତୁଶାସ୍ତ୍ର ମଧ୍ୟ ଗୋଟିଏ ପ୍ରମୁଖ ଅଂଶ। ଗୃହ ନିର୍ମାଣର ନୀତି ନିୟମ ଏହି ଶାସ୍ତ୍ରରୁ ଜଣାଯାଏ। ଏ ସବୁର ଉପଲବ୍ଧି ଅନେକ ବାସ୍ତୁଶାସ୍ତ୍ରରେ ରହିଛି। ଭବନ ଭାସ୍କର ଓ ବିଶ୍ୱକର୍ମା ପ୍ରକାଶ ସେଥି ମଧ୍ୟରୁ ଅନ୍ୟତମ। ବାସ୍ତୁ...

a
ଦିନକୁ ୧୨ ଘଣ୍ଟା ଟ୍ରେନିଂ କରନ୍ତି ଟାଇଗର୍

ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର୍ ସ୍ରଫ୍‌ଙ୍କ ଫ୍ୟାନ୍-ଫଲୋର୍ସଙ୍କ ସଂଖ୍ୟା ନ କହିଲେ ଭଲ। ଏହି ଅଭିନେତା ଫିଟ୍‌ନେସ୍ ପ୍ରିୟ ହୋଇଥିବା ବେଳେ ଯୁବପିଢିଙ୍କ ଭିତରେ ସେ ତାଙ୍କ ଫିଟ୍‌ନେସ୍ ନେ‍ଇ ବେଶ ଲୋକପ୍ରିୟ। ସେ ମା‍ଇକେଲ୍ ଜ୍ୟାକ୍ସନଙ୍କ କଠିନ ଷ୍ଟେପ୍ ହେଉ କି କୌଣସି ସିନେମା ପାଇଁ ଅସଲି...

mk
କିସ୍ ଦେଇ ଆଦିତ୍ୟଙ୍କ ଠାରୁ ପ୍ରତିଶୋଧ ନେଇଥିଲେ ରିୟା

ମୁମ୍ବାଇ: ଦୁନିଆରୁ ବିଦାୟ ନେ‍ଇଥିବା ବଲିଉଡର ଚକୋଲେଟ୍ ହୀରୋ ସୁଶାନ୍ତ ସିଂହଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ସୁଶାନ୍ତଙ୍କ ପରିବାର ଦ୍ୱାରା ଲଗାଯାଇଥିବା ଚାଞ୍ଚଲ୍ୟକର ଆରୋପ ପରେ ସୁଶାନ୍ତଙ୍କ ବନ୍ଧୁ କହୁଥିବା ସ୍ମିତା ପାରିଖ ପୁଣି ଥରେ ରିୟାଙ୍କ ଉପରେ ଏମିତି କିଛି ବୟାନ...

h
ଜ୍ୱାଳାମୁଖୀ ପାଲଟିଛି ପର୍ଯ୍ୟଟନ ସ୍ଥଳୀ : ଜମୁଛି ଭିଡ଼

ଆ‍ଇସଲାଣ୍ଡର ଗେଲ୍ଡିଙ୍ଗା ଘାଟିରେ ମାର୍ଚ୍ଚ ୨୦ରେ ହୋଇଥିବା ଜ୍ୱାଳାମୁଖୀ ପରେ ବର୍ତ୍ତମାନ ଏହି ସ୍ଥାନ ପର୍ଯ୍ୟଟକମାନଙ୍କ ପାଇଁ ନୂଆ ଲକ୍ଷସ୍ଥଳ ହୋଇଯାଇଛି। ଏହି ଜ୍ୱାଳାମୁଖୀରେ ଲଗାତର ବିସ୍ଫୋଟକ ହେବାରେ ଲାଗିଛି। ଏଠାରୁ ଲକ୍ଷାଧିକ ଟନର ଲାଭା ପ୍ରତିଦିନ ବାହାରୁଛି। ଖାଲି ସେତିକି ନୁହେଁ, କିଛିଦିନ ପୂର୍ବରୁ ଏହି ଜ୍ୱାଳାମୁଖୀରୁ...

a
ଘଞ୍ଚ ଓ ରେଶମୀ କେଶ ପାଇଁ ଏହି ଖାଦ୍ୟ ଖାଆନ୍ତୁ

ବୟସ ବଢିବା ସାଙ୍ଗକୁ ଶରୀରର ଅନେକ କ୍ଷେତ୍ରରେ ପରିବର୍ତ୍ତନ ମଧ୍ୟ ଆସେ। ସେଥିରୁ କେଶ ଅନ୍ୟତମ। ଏହି ସମୟରେ କେଶରେ ଅନେକ ସମସ୍ୟା ଦେଖାଯାଏ। ତେବେ କେଶ ହେଉଛି ଏକ ଏପରି ଜିନିଷ ଯାହା ମଣିଷର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ତେବେ ଏହାର ଯତ୍ନ ନେବା ଜରୁରୀ। କେଶର...

Doodh-cola
ଗରମରେ ମଜ୍ଜା ଦେବ ‘ଦୁଧ୍ କୋଲା’

ଗରମର ପ୍ରଭାବ ଧିରେ ଧିରେ ବଢିବାରେ ଲାଗିଛି। ଲୋକେ ଖରାରେ ବୁଲି ଶୋଷ ମେଣ୍ଟେଇବା ନେଇ ବିଭିନ୍ନ ପାନୀୟ ଉପରେ ନିର୍ଭର କରୁଛନ୍ତି। ଏଥିରେ କିଛି ପାରମ୍ପରିକ ପାନୀୟ ଥିବାବେଳେ କେତେକ ଆଧୁନିକ ପାନୀୟ ମଧ୍ୟ ରହିଛି। ତେବେ ଆପଣ କେବେ ‘କୋଲା’ ଓ  ‘କ୍ଷୀର’ର ମିଶ୍ରଣଯୁକ୍ତ ପାନୀୟ...

Ibrahim
ପାରମ୍ପରିକ ପୋଷାକରେ ଆବ୍ସ ଦେଖେଇଲେ ଇବ୍ରାହିମ

ମୁମ୍ବାଇ: ବଲିଉଡର ପ୍ରାୟ ସବୁ କଳାକାରଙ୍କ ପିଲାମାନେ ଇଣ୍ଡଷ୍ଟ୍ରିରେ ପ୍ରବେଶ କରୁଥିବା ବେଳେ ଆଜିଯାଏ ସୈଫ୍ ଅଲୀ ଖାନଙ୍କ ପୁଅ ଇବ୍ରାହିମ ଖାନ ଏଥିରୁ ଦୂରରେ ଅଛନ୍ତି। ସେ କିନ୍ତୁ ମଡେଲ୍ ଦୁନିଆରେ ବେଶ ଚଳଚଞ୍ଚଳ ଥିବାବେଳେ ରଙ୍ଗମଞ୍ଜରୁ ଦୂରରେ ନାହାନ୍ତି। ଆଗାମୀ ଦିନରେ ଇବ୍ରାହିମ ବଲିଉଡରେ ପାଦ...

Isha
ଅଶ୍ଳୀଳ ଫଟୋ ଯୋଗୁଁ ହ‍ଇରାଣ ହେଲେ ଇଶା

ପୂର୍ବରୁ ସେଲିବ୍ରିଟିଙ୍କୁ ଭେଟିବା ବା ତାଙ୍କ ସହ ମିଶିବା ଏକ ସ୍ୱପ୍ନ ଥିଲା। ଲୋକେ ସେମାନଙ୍କ ଠାରୁ ବହୁତ ଦୂରତା ଅନୁଭବ କରୁଥିଲେ। କିନ୍ତୁ ବର୍ତ୍ତମାନ ସେ ସମୟ ଆଉ ନାହିଁ। ଏବେ ଲୋକେ ସେଲିବ୍ରିଟିମାନଙ୍କର ବହୁତ ନିକଟତର ହୋଇପାରୁଛନ୍ତି। ଏହା କେବଳ ସମ୍ଭବ ହୋଇପାରିଛି ସୋସିଆଲ୍ ମିଡିଆ...

Untitled-1
ଲୋହିତ ଗ୍ରହରେ ନୀଳ ରଙ୍ଗର କୁଦ!

ମଙ୍ଗଳ ଗ୍ରହରେ ଜୀବନର ଅନୁସନ୍ଧାନ ଏବଂ ଏହାର ଅନୁକୂଳ ବାତାବରଣ ତିଆରି କରିବା ନେଇ ଅନୁସନ୍ଧାନ ଚାଲିଛି। ଅନ୍ତରୀକ୍ଷ ଏଜେନ୍ସି ନାସା ଲଗାତରଭାବେ ଏହି କାମରେ ଲାଗି ରହିଛି। ମଣିଷ ଏଠାରେ ରହିବା ନେଇ ସ୍ୱପ୍ନ ଦେଖୁଥିବା ବେଳେ କିଛି ଅଦ୍ଭୁତ ଜିନିଷ ଦେଖିବାକୁ ପାଇଛି। ଲୋହିତ ଗ୍ରହ...

yuri-gagari
ଗାଗରିନଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ

ଆଜିକୁ ଠିକ ୬୦ ବର୍ଷ ତଳେ ଏପ୍ରିଲ ୧୨ରେ ସୋଭିଏତ ସଂଘର ୟୁରୀ ଗାଗରିନ ଅନ୍ତରୀକ୍ଷରେ ପହଞ୍ଚିଥିବା ପ୍ରଥମ ବ୍ୟକ୍ତି ଥିଲେ। ଯେତେବେଳେ ଗାଗରିନ ସୋଭିୟତ ଅନ୍ତରୀକ୍ଷ ଯାନ ଓସ୍ତାକରୁ ଓହ୍ଲାଇଲେ କାହାରିକୁ ବି ଜଣା ନ ଥିଲା ସେଠାରେ କ’ଣ ହେବାକୁ ଯାଉଛି। ସେ ସେଠାରୁ ଜୀବିତ...

Priyankaa
BAFTA ଆୱାର୍ଡ-୨୦୨୧ :  ରେଡ୍ କାର୍ପେଟରେ ଛାଇଗଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ବଲିଉଡ୍ ଗ୍ଲାମର କୁଇନ ପ୍ରିୟଙ୍କାଙ୍କ ସୌନ୍ଦର୍ଯ୍ୟକୁ ନେଇ କିଏ ବା ଫିଦା ନୁହେଁ। ସେ ତାଙ୍କ ଗ୍ଲାମର୍ ଲୁକ୍ ନେଇ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ବେଶ ପରିଚିତ। ଏନେଇ ପ୍ରିୟଙ୍କା ଏବେ ଲଣ୍ଡନରେ ବି ଛାଇ ଗଲେଣି। BAFTA ଆୱାର୍ଡ-୨୦୨୧ରେ ପ୍ରିୟଙ୍କା ତାଙ୍କ ପତି...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।