• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

Untitled-1
ଏହି ଦେଶର ଲୋକ ସବୁଠୁ ଅଧିକ ସମୟ କାମ କରନ୍ତି

ଚାଇନାରେ ତାଙ୍କ ନିଜ ଲୋକମାନେ ଏବେ ବିରୋଧୀ ହେବାରେ ଲାଗିଛନ୍ତି। କାରଣ ସେଠାରେ ଥିବା ଯୁବକମାନେ ଦୀର୍ଘ ଘଣ୍ଟା କାମ କରିବାରେ ଅସୁବିଧା ଭୋଗୁଛନ୍ତି ଏବଂ ସପ୍ତାହକୁ ୬ ଦିନ ପ୍ରତ୍ୟେହ ୧୨ ଘଣ୍ଟା କାମ କରିବାକୁ ବିରୋଧ କରୁଛନ୍ତି। ଏହି…

କେଆର୍‌କେ ଆଣିଲେ ମିକାଙ୍କ ବିରୋଧରେ ଅଭିଯୋଗ

ମୁମ୍ବାଇ : କମଲ ରସିଦ ଖାନ ତଥା କେଆର୍‌କେ ଆଜିକାଲି ବେଶ୍ ଚର୍ଚ୍ଚାରେ ଅଛନ୍ତି। ସେ ମିକା ସିଂଙ୍କ ସହ ସୋସିଆଲ ମିଡିଆରେ ଜବରଦସ୍ତ ଲଢେଇ କରୁଛନ୍ତି। କେଆର୍‌କେଙ୍କ ଏକ ଟୁଇଟ୍ ପରେ ସୋସିଆଲ ମିଡିଆରେ ହଠାତ୍ ଉତ୍ତେଜନା ସୃଷ୍ଟି କରିଥିଲା,…

Untitled-1
ପ୍ରବଳ ବର୍ଷା ଯୋଗୁଁ ନେପାଳରେ ବନ୍ୟା

ନୂଆଦିଲ୍ଲୀ : ମୌସୁମୀ ବାୟୁ ପ୍ରଭାବରେ ନେପାଳରେ ଗତ ୩ ଦିନ ଧରି ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ହିମାଳୟ ପାଦ ଦେଶରେ ପ୍ରବାହିତ ନଦୀଗୁଡ଼ିକରେ ବନ୍ୟା ଆସିଛି। ମେଲାନସି, ଇନ୍ଦ୍ରାବତୀ ଓ ଗଣ୍ଡକୀ ନଦୀରେ ବଡ଼ ଧରଣର ବନ୍ୟା…

Untitled-1
ଟିକା ନ ନେଲେ ଦୋକାନ ବନ୍ଦ : ଜିଲ୍ଲା ପ୍ରଶାସନ

ଭୁବନେଶ୍ୱର : ଟିକାକରଣ ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଓ ଉତ୍ସାହ ବଢ଼ାଇବା ଲାଗି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ନୂଆ ପଦକ୍ଷେପ। ଯେଉଁ ଦୋକାନୀ ଓ କର୍ମଚାରୀ ଟିକା ନେଇ ନ ଥିବେ, ସେମାନେ ଦୋକାନ ଖୋଲି ପାରିବେ ନାହିଁ…

Untitled-1
କରୋନା କଟକଣାରେ ଶୀତଳଷଷ୍ଠୀ ମହାପର୍ବ

ସମ୍ବଲପୁର : ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ମହାପର୍ବ। ଦେବ ଦମ୍ପତିଙ୍କ ବାହାଘର ସରିବା ପରେ ଏବେ ମନ୍ଦିରରେ ଅନ୍ୟ ରୀତିନୀତି ଚାଲିଛି। ଗତକାଲି ବିଳମ୍ବିତ ରାତିରେ ସରିଥିଲା ବାହାଘର। କରୋନା କଟକଣା ଯୋଗୁଁ ମନ୍ଦିର ଭିତରେ ସମସ୍ତ ରୀତିନୀତି ହୋଇଥିଲା । …

Untitled-1
ରାମାୟଣର ଏହି କଳାକାରଙ୍କ ଦେହାନ୍ତ

ମୁମ୍ବାଇ : ହିନ୍ଦୀ ଚଳଚ୍ଚିତ୍ର ଜଗତ ଜଣେ ମହାନ କଳାକାରଙ୍କୁ ହରାଇଛି। ଦୀର୍ଘ ସମୟ ଧରି ଚଳଚ୍ଚିତ୍ରରେ କାମ କରିଥିବା ଅଭିନେତା ଚନ୍ଦ୍ରଶେଖର ବୈଦ ମୁମ୍ବାଇର ଆନ୍ଧେରି ନିବାସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହାଇଦ୍ରାବାଦରେ ଜନ୍ମିତ ଚନ୍ଦ୍ରଶେଖର ଦୀର୍ଘ ସମୟ…

Untitled-1
ଫାଇନାଲ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା

ସାଉଥମ୍ପଟନ : କୋହଲିଙ୍କ ନେତୃତ୍ୱରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା । ରାହାଣେ ଉପଅଧିନାୟକ, ଓ୍ୱିକେଟ କିପରଭାବେ ପନ୍ତ ଓ ରିଦ୍ଧିମାନ ସାମିଲ ଅଛନ୍ତି । ଫାଇନାଲ୍ ମ୍ୟାଚ୍ ୧୮ ରୁ ୨୨…

Bikram Panda
ପ୍ରେମ ପାଇଁ ବନ୍ଧୁକ ଧରି ଯୁବକର ତୁମୁଳକାଣ୍ଡ

ବଲାଙ୍ଗୀର : କେବେ ଘଟି ନ ଥିବା ଘଟଣା ଘଟିଲା ବଲାଙ୍ଗିର ସହରରେ। କେବେ ଦେଖି ନ ଥିବା ଦୃଶ୍ୟ ଦେଖିଲେ ସହରବାସୀ । ପ୍ରେମ ପାଇଁ ବିକ୍ରମ ପଣ୍ଡା ନାମକ ଜଣେ ଯୁବକର ବଦମାସୀ ଦୋହଲାଇ ଦେଇଛି ସମସ୍ତଙ୍କୁ। ଘରେ…

Untitled-1
ରାଜ୍ୟରେ ସରିବାକୁ ଯାଉଛି ଲକ୍‌ଡାଉନ୍ : କିପରି ରହିବ ଅନ୍‌ଲକ୍ ପ୍ରକ୍ରିୟା?

ଭୁବନେଶ୍ୱର : ରାଜ୍ୟରେ ଲକ୍‌ଡାଉନ୍ ସରିବାକୁ ମଝିରେ ଆଉ ମାତ୍ର ଦିନେ। କରୋନା ସଂକ୍ରମଣ କମୁଥିବାରୁ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବି ଦେଇଛନ୍ତି କିଛି ସ୍ପଷ୍ଟ ସଙ୍କେତ। ସେ କହିଛନ୍ତି ସ୍ଥିତି ଅନୁଧ୍ୟାନ…

1
କିପରି ହେବା ଦରକାର ମଧୁମେହ ରୋଗୀଙ୍କ ଲଞ୍ଚ୍ ? ପଢନ୍ତୁ…

ମଧୁମେହ ଏପରି ଏକ ରୋଗ ଯାହା ମଣିଷକୁ ଭିତର ଓ ବାହାରୁ ସଂପୂର୍ଣ୍ଣ ଅସୁବିଧାରେ ପକାଇଥାଏ। ଆଜିର ସମୟରେ ମଧୁମେହ ଏକ ଗମ୍ଭୀର ସମସ୍ୟା ପାଲଟିଯାଇଛି। ମଧୁମେହକୁ ସଂପୂର୍ଣ୍ଣ ଆରୋଗ୍ୟ କରିବା ସମ୍ଭବ ନୁହେଁ କିନ୍ତୁ ଏହାକୁ ନିୟନ୍ତ୍ରଣରେ ରଖାଯାଇପାରିବ। ଏଥିପାଇଁ…

1
ନିଷ୍କାସିତ ଗ୍ରହରେ ବି ପାଣି ଓ ବାୟୁ ରହିଛି !

ମହାକାଶରେ ଅନେକ ପ୍ରକାରର ଆକର୍ଷଣୀୟ ଗ୍ରହ ମିଳିଥାଏ। ତେବେ ବୈଜ୍ଞାନିକମାନେ ସେହି ବାହ୍ୟଗ୍ରହ ପ୍ରତି ଆଗ୍ରହୀ, ଯେଉଁଠି ଜୀବନ ସମ୍ଭାବନା ଅଛି। ଏହି ଗ୍ରହମାନଙ୍କରେ ବୈଜ୍ଞାନିକମାନଙ୍କର ଗୋଟିଏ ଉଦ୍ଦେଶ୍ୟ ହେଉଛି  ସେହି ଗ୍ରହମାନଙ୍କୁ ଖୋଜିବା, ଯାହାର ପୃଥିବୀ ସହିତ ସମାନ ଅବସ୍ଥା…

Untitled-1
ସ୍ୱାମୀ ନୂଆ ପ୍ରେମିକା କରିବାରୁ ୫ ପିଲାଙ୍କୁ ମାରିଦେଲା କଂସେଇ ମା’

ନୂଆଦିଲ୍ଲୀ : ମା’ର ପ୍ରେମ ସବୁଠୁ ଉର୍ଦ୍ଧ୍ୱରେ ବୋଲି କୁହାଯାଏ। ନିଜ ପିଲାମାନଙ୍କୁ ଯେତିକି ଭଲ ପାଇବା ମା ଦିଏ, ବୋଧହୁଏ ଏ ଦୁନିଆରେ ଆଉ କେହି ଦେବେନି। ଖାଲି ସେତିକି ନୁହେଁ ମା ହିଁ ସାଜିଥାଏ ନିଜ ପିଲାର ସୁରକ୍ଷା…

Untitled-1
ମଡ୍-ବାଥ୍ ଫଟୋକୁ ନେଇ ଟ୍ରୋଲ୍ ହେଲେ ଉର୍ବଶୀ

ମୁମ୍ବାଇ : ବଲିଉଡ୍ ଦୁନିଆରେ ଯଦି କିଛି ହଟ୍ ନାୟିକାଙ୍କୁ ଖୋଜାଯାଏ ତେବେ ଉର୍ବଶୀ ରୌତେଲା ଏଥିରୁ ବାଦ୍ ପଡିବେ ନାହିଁ। ସୁଟିଂ ସେଟ୍‌ରେ ଥିବା ସିନ୍‌କୁ ନେଇ ହେଉ ବା ନିଜ ବ୍ୟକ୍ତିଗତ ଜୀବନକୁ ନେଇ କୌଣସି ଘଟଣାକୁ ନେଇ…

Untitled-1
କଙ୍ଗନାଙ୍କ ପାସ୍‌ପୋର୍ଟ ମାମଲା ସ୍ଥଗିତ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ପାସପୋର୍ଟ ରିନ୍ୟୁଆଲ୍ ମାମଲାରେ ବମ୍ବେ ହାଇକୋର୍ଟରୁ ମୁକ୍ତି ମିଳିପାରିନି। ମାନ୍ୟବର ହାଇକୋର୍ଟ୍ ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ମନାକରିବା ସହିତ ଜୁନ୍ ୨୫ ପର୍ଯ୍ୟନ୍ତ ଘୁଞ୍ଚେଇ ନେଇଛନ୍ତି। ରିଜନାଲ୍ ପାସ୍‌ପୋର୍ଟ୍ ଅଫିସ୍ କଙ୍ଗନାଙ୍କ ପାସ୍‌ପୋର୍ଟ…

Untitled-1
କିପରି କରିବେ ବାଇଗଣ ପିଜା

ପିଜା ସମସ୍ତଙ୍କୁ ଭଲ ଲାଗୁଥିବା ବେଳେ ହୃଦୟ ଖୁବ୍ କମ୍ ଲୋକ ବାଇଗଣର ସ୍ୱାଦ ପସନ୍ଦ କରନ୍ତି। ସ୍ୱାସ୍ଥ୍ୟ ପାଇଁ ବାଇଗଣ ଅତ୍ୟନ୍ତ ଲାଭଦାୟକ ହୋଇଥିବାବେଳେ ପିଜା ସ୍ୱାଦିଷ୍ଟ କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହାକୁ ଭଲ ବୋଲି ବିବେଚନା କରାଯାଏ ନାହିଁ।…

2
ଲାଉ ରସ ପିଇବା ପୂର୍ବରୁ ଥରୁଟିଏ ଏହି ଲେଖା ଉପରେ ନଜର ପକେଇ ନିଅନ୍ତୁ

ଲାଉ ହେଉଛି ଏପରି ପନିପରିବା ଯାହାକି ଗ୍ରୀଷ୍ମ ଋତୁରେ ଅଧିକ ଖିଆଯାଏ କାରଣ ଏହା ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ। ଶରୀରକୁ ଗ୍ରୀଷ୍ମ ଋତୁରେ ଥଣ୍ଡା ରଖିବା ଅତ୍ୟନ୍ତ ଜରୁରୀ ଅଟେ ଯାହା ଦ୍ୱାରା ରୋଗ ଦୂର ହୋଇଥାଏ। ଏହା…

1
ଏହି ରାଣୀଙ୍କ ପାଖରେ ରହିଛି ବର୍ଷା କରିବାର କ୍ଷମତା

ଦକ୍ଷିଣ ଆଫ୍ରିକାର ଲିମ୍ପୋପୋ ପ୍ରଦେଶର ଏକ ଆଦିବାସୀ ସମ୍ପ୍ରଦାୟର ରାଣୀ ମସାଲେନବୋ ମୋଜାଦଜୀଙ୍କ ପାଖରେ ବର୍ଷାକୁ ନିୟନ୍ତ୍ରଣ କରିବାର ଶକ୍ତି ଥିବା ଜଣାଯାଏ। ସେ ୨୦୨୩ ମସିହାରେ ପ୍ରଦେଶର ସପ୍ତମ ରାଣୀ ହେବେ। ବର୍ତ୍ତମାନ ତାଙ୍କୁ ବୟସ୍କ ହୋଇ ନ ଥିବାରୁ…

1
ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେବାର କାରଣ ଖୋଲିଲେ ରାଜ୍‌ କୁନ୍ଦ୍ରା

ମୁମ୍ବାଇ: ପ୍ରସିଦ୍ଧ ବ୍ୟବସାୟୀ ତଥା ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ତାଙ୍କ ପ୍ରଥମ ପତ୍ନୀଙ୍କ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ଶିଳ୍ପା ଶେଟ୍ଟୀଙ୍କ ଜନ୍ମଦିନରେ ଭାଇରାଲ ହୋଇଥିବା ଥ୍ରୋବ୍ୟାକ୍ ଷ୍ଟୋରୀ ଦେଖିବା ପରେ ରାଜ କୁନ୍ଦ୍ରା…

2
‘ବାହୁବଲୀ-୨’ର ରେକର୍ଡ ଭାଙ୍ଗିଲା ‘ଆଦିପୁରୁଷ’

ନୂଆଦିଲ୍ଲୀ : ସାଉଥ୍ ସୁପର୍‌ଷ୍ଟାର୍ ପ୍ରଭାସଙ୍କ ମୋଷ୍ଟ ଅପଡେଟ୍ ସିନେମା ‘ଆଦିପୁରୁଷ’କୁ ନେ‍ଇ ବର୍ତ୍ତମାନ ତାଜା ଖବର ସାମ୍ନାକୁ ଆସିଛି। ଓମ୍‌ ରାଓତଙ୍କ ନିର୍ଦ୍ଦେଶିତ ଏହି ସିନେମା ବିଏଫ୍‌ଏକ୍ସ(VFX) ମାମଲାରେ  ‘ବାହୁବଲୀ-୨ : ଦ କନ୍ଲୁଜନ୍’ର ରେକର୍ଡ ଭାଙ୍ଗିଛି। ପ୍ରଭାସ କିଛି…

2
ଚାଲିଗଲେ ବିଶ୍ୱର ବଡ଼ ପରିବାରର ମୁଖିଆ

ନୂଆଦିଲ୍ଲୀ : ଆଉ ନାହାନ୍ତି ବିଶ୍ୱର ବଡ଼ ପରିବାରର ମୁଖିଆ ଜିଓନା ଚାନା। ୭୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ମିଜୋରାମର ଜିଓନା ଚାନା ତାଙ୍କର ୩୮ ପତ୍ନୀ ଓ ୮୯ ସନ୍ତାନଙ୍କୁ ନେଇ ଶହେ କୋଠରୀ ବିଶିଷ୍ଟ ୪…

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।