ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ କରୋନା ପୀଡିତମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ କାର୍ଯ୍ୟ କରୁଛନ୍ତି। ରୋଗୀମାନଙ୍କ ପାଇଁ ଶଯ୍ୟା ବ୍ୟବସ୍ଥା କରିବାଠାରୁ ଆରମ୍ଭ କରି ଅମ୍ଳଜାନ, ଔଷଧ, ଆମ୍ବୁଲାନ୍ସ ପର୍ଯ୍ୟନ୍ତ ସୋନୁ ଦେଶର ପ୍ରତ୍ୟେକ କୋଣର କରୋନା ପୀଡିତଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ,...
ମୁମ୍ବାଇ: ବଲିଉଡ ଦେଶୀ ଗାର୍ଲ ତଥା ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ଏକ ବିଶ୍ୱ ଆଇକନ୍ ପାଲଟିଯାଇଛନ୍ତି। ସେ ବଲିଉଡ୍ ହେଉ ବା ହଲିଉଡ୍ ହେଉ ପ୍ରିୟଙ୍କାଙ୍କ ଅଭିନୟକୁ ଦର୍ଶକ ବେଶ ଉପଭୋଗ କରନ୍ତି। ନିଜର ଗ୍ରାମୀଣ ଶାନ୍ତ ସରଳ ଚେହେରା ଠାରୁ ନେଇ ବୋଲ୍ଡ ଲୁକ୍ସ...
ପୁରୀ : ପୁରୀ ସମୁଦ୍ର କୂଳରେ ଶହ ଶହ ଜେଲି ମାଛ ମଡ଼କ। ଆଜି ସକାଳୁ ଶହ ଶହ ମୃତ ଜେଲି ଫିସ୍ ସମୁଦ୍ର କୂଳରେ ପଡ଼ିଥିବା ଦେଖିବାକୁ ମିଳିଛି। ଦିଗବାରିଣୀ, ଚୈତନ୍ୟ ଛକ, ଲାଇଟ ହାଉସ ପାଖରେ ପଡ଼ିଛି ମୃତଦେହ। ବାତ୍ୟା ୟାସ୍ ପ୍ରଭାବରେ ଏଭଳି ହୋଇଥିବା...
ଭୁବନେଶ୍ୱର : କରୋନାରେ ଦୈନିକ ମୃତ୍ୟୁରେ ରାଜ୍ୟରେ ରେକର୍ଡ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ନୂଆ ମୃତ୍ୟୁ ତଥ୍ୟ ସହ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫ଶହ ୧୬କୁ ବୃଦ୍ଧି ପାଇଛି । ଏହା ସହ ରାଜ୍ୟରେ ଆଜି ବି...
ପୁରୀ : ପୁରୀ ଜିଲ୍ଲା ବାଲୁଖଣ୍ଡ ଅଭୟାରଣ୍ୟରେ ନିଆଁ ଲାଗି ୨୦ ଏକରରୁ ଅଧିକ ଅଞ୍ଚଳରେ ଗଛ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅଘ୍ନିଶମ ଟିମ୍ ପହଞ୍ଚିଥିଲେ ବି ପାଖରେ ପାଣି ନ ଥିବାରୁ ନିଆଁ ଲିଭାଇବାରେ ବିଳମ୍ବ ହୋଇଥିଲା। ମେରାଇନ ଡ୍ରାଇଭରୁ ଦୁଇ କିଲୋମିଟର ଭିତରେ...
କନ୍ଧମାଳ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁରାଙ୍ଗିଆରେ କରୋନାକୁ ନେଇ ନାନା ଗୁଜବ ପ୍ରଚାର ହେବାରେ ଲାଗିଛି। ଏଥିରେ ପ୍ରଭାବିତ ହୋଇ ଲୋକେ କରୋନା ଟେଷ୍ଟିଂ କରିବାକୁ ମନା କରୁଛନ୍ତି। ଟେଷ୍ଟିଂ କଲେ ସେମାନଙ୍କୁ ଦୂରକୁ ନେଇ ତାଙ୍କ କିଡନି ଓ ଆଖି ତାଡ଼ିନେବା ଭଳି ଗୁଜବ...
ଉମରକୋଟ : ନିଜ ମହତପଣିଆକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଉମରକୋଟ ତହସିଲଦାର ଡା. ହିମାଞ୍ଚଳ ମାଝି। ସପ୍ତାହାନ୍ତ ସଟଡାଉନ୍ ବେଳେ ରାସ୍ତା କଡରେ ଶାଗ ବିକ୍ରି କରୁଥିବା ଜଣେ ମହିଳାଙ୍କୁ ସଚେତନ କରିବା ସହିତ ୫୦ ଟଙ୍କାର ଶାଗକୁ ୨ଶହ ଟଙ୍କାରେ କିଣି ତାଙ୍କୁ ଘରକୁ ଯିବାକୁ...
ନୂଆଦିଲ୍ଲୀ : ୨୦୧୫ ମସିହାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବଜରଙ୍ଗୀ ଭାଇଜାନ’ର’ ମୁନି ‘ ତଥା ହର୍ଷାଲୀ ମଲହୋତ୍ରା ପୂର୍ବ ଅପେକ୍ଷା ବହୁତ ବଡ ହୋଇ ସୋସିଆଲ ନେଟୱାର୍କିଂ ସାଇଟ୍ ଇନଷ୍ଟାଗ୍ରାମରେ ବହୁତ ସକ୍ରିୟ ଅଛନ୍ତି। ସେ ଇନଷ୍ଟାଗ୍ରାମରେ ନିଜର ଫଟୋ ଓ ଭିଡିଓ ସେୟାର୍ କରିବାରେ...
ଦେଶ ବର୍ତ୍ତମାନ କରୋନା ମହାମାରୀର ଦ୍ଵିତୀୟ ଲହର ସହିତ ସଂଘର୍ଷ କରୁଛି। ଏହି ସମୟରେ ତୃତୀୟ ଲହର ସମ୍ଭାବନା ମଧ୍ୟ ସାମ୍ନାକୁ ଆସିଛି। ଏପରି ପରିସ୍ଥିତିରେ, ଟିକାକରଣ ବ୍ୟତୀତ ଲୋକମାନେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଏବଂ ସୁସ୍ଥ ରହିବା ପାଇଁ ଅନେକ ଉପାୟ ଅବଲମ୍ବନ କରୁଛନ୍ତି।...