ଭୁବନେଶ୍ୱର : କୃଷି ଋଣ ଛାଡ଼ ଓ ଯୁବକଙ୍କୁ ନିଯୁକ୍ତିକୁ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ବର୍ଷକୁ ଲକ୍ଷେ ଯୁବକଙ୍କୁ ଚାକିରୀ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ସାଢ଼େ ୪ ବର୍ଷ ପରେ ବି...
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ରାଜ୍ୟରେ ଆୟୂଷ ହସ୍ପିଟାଲ ପ୍ରତିଷ୍ଠା ହୋଇ ପାରୁନାହିଁ ବୋଲି କହିଛନ୍ତି କେନ୍ଦ୍ର ଆୟୂଷ ମନ୍ତ୍ରୀ ଶ୍ରୀପଦ ନାୟକ। ବାଲେଶ୍ୱରରେ ୫୦ ଶଯ୍ୟା ବିଶିଷ୍ଟ ଆୟୂଷ ହସ୍ପିଟାଲ ପ୍ରତିଷ୍ଠା ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ନାୟକ...
ବଲାଙ୍ଗିର : ବ୍ୟାଙ୍କ୍ ଭିତରେ ମ୍ୟାନେଜରଙ୍କୁ ଗୁଳି ମାଡ଼। ବଲାଙ୍ଗିର ଜିଲ୍ଲା ବିଜେପୁର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଗୁଳି କରାଯାଇଛି। ଲୁଟ୍ ଉଦ୍ଦେଶ୍ୟରେ ବ୍ୟାଙ୍କ୍ ଭିତରେ ଦୁର୍ବୃତ୍ତ ଗୁଳି କରିଥିବା ସୂଚନା ମିଳିଛି। ମ୍ୟାନେଜରଙ୍କ ପେଟରେ ଗୁଳି ବାଜିଥିବା ଜଣାପଡିଛି। ଗୁରୁତର ମ୍ୟାନେଜରଙ୍କୁ ଟିଟିଲାଗଡ଼ ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା।...
ରାଉରକେଲା : ସ୍ୱାମୀଙ୍କ ପ୍ରେମିକା ଉପରେ ସ୍ତ୍ରୀର ଏସିଡ୍ ମାଡ଼। ପୀଡ଼ିତା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡା ଅଂଚଳରେ। ଅଭିଯୋଗ ଅନୁସାରେ, ଏହି ଅଂଚଳର ଜଣେ ବିବାହିତ ବ୍ୟକ୍ତି ଅନ୍ୟ ଜଣେ ମହିଳାଙ୍କ ସହ ସଂପର୍କ ଥିଲା। ଏହାକୁ ତାଙ୍କ...
ଗଞ୍ଜାମ : ରାଜ୍ୟରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ। ଫସଲ କ୍ଷତି ସାଙ୍ଗକୁ ଋଣ ଭାର ଚିନ୍ତାରେ କୀଟନାଶକ ପିଇ ଜୀବନ ହାରିଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଟଙ୍କାଛାଇ ଗାଁର ଚାଷୀ ସନ୍ୟାସୀ ସ୍ୱାଇଁ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା, ହେଲେ...
ଶ୍ରୀହରିକୋଟା : ଭାରତୀୟ ବାୟୁସେନାକୁ ଶକ୍ତି ଯୋଗାଇବ ଇସ୍ରୋ ସାଟେଲାଇଟ୍ ‘ଆଙ୍ଗ୍ରିବାର୍ଡ’। ଆଜି ସଫଳତାର ସହ ଉତ୍କ୍ଷେପଣ ହୋଇଛି GSAT-7A। ଆନ୍ଧ୍ର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରର ୨ ନମ୍ବର ଲଞ୍ଚପ୍ୟାଡରୁ ଏହି ଉତ୍କ୍ଷେପଣ କରାଯାଇଛି। ୨୨ଶହ ୫୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ଉପଗ୍ରହ ...
ବ୍ରହ୍ମପୁର : ବ୍ରହ୍ମପୁର ଗୋସାଣୀ ନୂଆଗାଁ ଥାନା ଅନ୍ତର୍ଗତ ଅନ୍ନପୂର୍ଣ୍ଣା ନଗରରେ ସେକ୍ସ ରାକେଟ ଠାବ। ଏକ ଭଡ଼ା ଘରେ ଏହି ରାକେଟ ଚାଲିଥିବାବେଳେ, ପୁଲିସ ଅଚାନକ ଚଢାଉ କରି ଜଣେ ଯୁବତୀ ଓ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକଙ୍କ ମଧ୍ୟରେ ଜଣେ ପୁରୀ ଅଂଚଳର।...
ପୁରୀ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ରେ ବାର୍ଡ ଫ୍ଲୁ ସ୍ଥିତି ଗମ୍ଭୀର। ଆଠଟି ଟିମ୍ ଗଠନ କରାଯାଇ କୁକୁଡ଼ା ମରା ଚାଲିଛି। ମାଲୁଦ ଓ ପଥର ଘାଟିର ଦୁଇଟି ଫାର୍ମରୁ ୪ ଶହ କୁକୁଡ଼ା ଆଗରୁ ମରାଯାଇଛି। ବିଶୋଧକ ଦ୍ୱାରା ସେହି ଫାର୍ମଗୁଡ଼ିକର ଶୋଧନ କରାଯାଇଛି। ୧୫...
ବାଲେଶ୍ୱର : ୨ ଜଣ ନାବାଳକଙ୍କ ସଲିଳ ସମାଧି। ଏହି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଭୋଗରାଇ ବ୍ଲକ୍ ନାରୟଣପୁର ଗାଁରେ। ଗାଁ ପୋଖରୀରେ ବୁଡ଼ି ୨ ଜଣ ନାବାଳକ ମୃତ୍ୟୁ ହୋଇଛି। ପୋଖରୀ ନିକଟରେ ଖେଳୁଥିବା ବେଳେ ୨ଜଣ ସଂପର୍କୀୟ ଭାଇ ପୋଖରୀରେ ବୁଡିଯାଇଥିଲେ।...
କଳାହାଣ୍ଡି : ସ୍କୁଲରେ କଳଙ୍କ। ନବମ ଶେଣ୍ରୀ ଛାତ୍ରୀଙ୍କ ସହ ପ୍ରଧାନ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ। କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକର ଏକ ସରକାରୀ ହାଇସ୍କୁଲରେ ଏହି ଘଟଣା ଘଟିଛି। ଗତ ଗଣେଶ ପୂଜା ଦିନ ଦୁଷ୍କର୍ମ ଘଟିଥିବା ଅଭିଯୋଗ ହୋଇଥିବା ବେଳେ ପୀଡିତା ଜଣଙ୍କ ଭୟରେ...
ଭୁବନେଶ୍ୱର : ଆଉ ପାଦେ ଆଗେଇବ ଭୁବନେଶ୍ୱର ବିମାନବନ୍ଦରର କାର୍ଗୋ ବ୍ୟବସ୍ଥା। ଏବେ ଘରୁ ବସି ଅନ୍ଲାଇନ୍ରେ ଜଣେ ବ୍ୟକ୍ତି ତାଙ୍କ ସାମଗ୍ରୀ ବାହାରକୁ ବିମାନ ଯୋଗେ ପଠେଇ ପାରିବ। ଖାସ୍ ଏଥିପାଇଁ ଭୁବନେଶ୍ୱର ବିମାନବନ୍ଦର ପରିସରରେ ଆରମ୍ଭ ହେବାକୁ ଯାଉଛି ଇଲେକ୍ଟ୍ରୋନିକ୍ ଡାଟା ଇଣ୍ଟରଚେଞ୍ଜ ବା ଇଡିଆଇ...
ଭୁବନେଶ୍ୱର : ଆସନ୍ତା ୪ ତାରିଖରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ ହେବ ଶିଶିର ସରସ। ଏହି ମେଳାରେ ୨୪ଟି ରାଜ୍ୟ ସମେତ ଓଡ଼ିଶାର ୩୦ଟି ଜିଲ୍ଲାର ଶିଳ୍ପୀ, କାରିଗର ଓ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ନିଜ ନିଜର ଦ୍ରବ୍ୟ ଆଣି ବିକ୍ରି କରିବେ। ଏଥି ପାଇଁ...
ଭୁବନେଶ୍ୱର : କୃଷି ଋଣ ଛାଡ଼ ନେଇ ମୋଦି ସରକାର ବିରୋଧରେ ରାହୁଲଙ୍କ ଗର୍ଜନ। ଏପଟେ ରାଜ୍ୟରେ ବି ଜୋର୍ ଧରିଲାଣି ସମାନ ଦାବି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନୂଆ କଂଗ୍ରେସ ସରକାର କୃଷିଋଣ ଛାଡ଼ ଘୋଷଣା କରିବା ପରେ ଓଡ଼ିଶା ସରକାରଙ୍କ ଉପରେ ବଢୁଛି ଚାପ। ବିରୋଧୀ...
ରାୟଗଡ଼ା : ଭତ୍ତାକୁ ନେଇ ଦ୍ୱନ୍ଦ୍ୱ। ଟାର୍ଗେଟ୍ରୁ ଦେଢଲକ୍ଷ ଅଧିକ ଲୋକଙ୍କୁ ଏଥର ଭତ୍ତା ଦେବା ପାଇଁ ଚିହ୍ନଟ କରିଛନ୍ତି ସରକାର। ଗୋଟିଏ ବର୍ଷରେ ଏତେ ସଂଖ୍ୟାରେ ନିରାଶ୍ରୟ ଲୋକଙ୍କୁ ସାମାଜିକ ସୁରକ୍ଷା ଦେବାର ବାହାବାକୁ ବି ପ୍ରଭାବୀ ଢଙ୍ଗରେ ପ୍ରଚାର କରୁଛନ୍ତି। ହେଲେ ଏହାର ବାସ୍ତବିକ୍ ଚିତ୍ର...
ଭୁବନେଶ୍ୱର : ଭୁବନେଶ୍ୱର ପଥରବନ୍ଧ ବସ୍ତିରେ ବୋମାମାଡ଼। ଏହି ବସ୍ତିରେ ଥିବା ମନୁ ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ପ୍ରଶାନ୍ତ ବିଷୋୟୀ ନାମକ ଜଣେ ଦୁର୍ବୃତ୍ତ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଦୁର୍ବୃତ୍ତ ପ୍ରଶାନ୍ତ ଫେରାର ହୋଇଯାଇଛି। ଗଣ୍ଡଗୋଳ ପାଇଁ ଭୁଲ ମାଗିବା...
ପୁରୀ : ଚାରିଆଡେ ଚର୍ଚ୍ଚାରେ ପୁରୀ ରେଲ୍ୱେ ଡାକ୍ତରଙ୍କ ପତ୍ନୀଙ୍କୁ ହତ୍ୟା ଘଟଣା। ଏହା ଭିତରେ ୨୪ଘଣ୍ଟା ପୂରି ଯାଇଥିଲେ ବି ପୁଲିସର ହାତ ଖାଲି। ଘଟଣାକୁ ନେଇ ପୁଲିସ ଛାନ୍ଭିନ୍ ଜାରି ରଖିଥିବାବେଳେ ମଙ୍ଗଳବାର ଡାକ୍ତର, ଜଣେ ଫାର୍ମାସିଷ୍ଟ ଓ ନର୍ସଙ୍କୁ ପଚରାଉଚୁରା କରିଛି। ନର୍ସଙ୍କ ସହ...
ମୁମ୍ବାଇ : ପାକିସ୍ତାନ ଜେଲରେ ସଜା କାଟୁଥିବା ଭାରତୀୟ ବାସିନ୍ଦା ହମିଦ୍ ନେହାଲ ଅନସାରୀ ମୁକ୍ତ ହୋଇଛନ୍ତି। ଗୁପ୍ତଚର ବୃତ୍ତି କରୁଥିବା ଅଭିଯୋଗରେ ସେ ତିନିବର୍ଷ ହେଲା ପାକିସ୍ତାନ ଜେଲରେ ଥିଲେ। ୨୦୧୨ମସିହାରେ ପାକିସ୍ତାନକୁ ବେଆଇନ ଭାବେ ପ୍ରବେଶ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ପରେ ୨୦୧୫ରେ...
ନୂଆଦିଲ୍ଲୀ : ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଐତିହାସିକ କଥାବସ୍ତୁ ଉପରେ ଆଧାରିତ ଫିଲ୍ମ ‘ମଣି କର୍ଣ୍ଣିକା- ଦ କ୍ୱିନ୍ ଅଫ୍ ଝାନ୍ସୀ’ର ଅଫିସିଆଲ ଟ୍ରେଲର କଙ୍ଗନା ରନାଓ୍ୱତ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି। ଝାନ୍ସି ରାଣୀ ଲକ୍ଷ୍ମୀବାଈ ଭୂମିକାରେ ନଜର ଆସିଛନ୍ତି କଙ୍ଗନା। ନିର୍ଦ୍ଦେଶକ କ୍ରିସ୍ ଏହାର...
ଝାରସୁଗୁଡ଼ା : ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଝାରସୁଗୁଡ଼ା ଏଡିଏମ୍ଓ ଉଷାରାଣୀ ଦାସ। ହସ୍ପିଟାଲ୍ର ସିଭିଲ୍ କାମର ବିଲ୍ ପାସ୍ କରାଇବା ପାଇଁ ସେ ଦେବରାଜ ବାରିକଙ୍କଠାରୁ ୫ହଜାର ଟଙ୍କା ଦାବି କରିଥିଲେ। ଏନେଇ ଦେବରାଜ ଝାରସୁଗୁଡ଼ା ଭିଜିଲାନ୍ସରେ ଅଭିଯୋଗ କରିଥିଲେ।...
ଭୁବନେଶ୍ୱର : ଓଡିଆ ଚେସ୍ କୁଇନ୍ ପଦ୍ମିନୀ ରାଉତଙ୍କୁ ସଫଳତା। ଏସିଆନ୍ ମହିଳା ଚାମ୍ପିଅନ୍ସିପରେ ସ୍ୱର୍ଣ୍ଣପଦକ ଜିତିଲେ ପଦ୍ମିନୀ। ଫିଲିପାଇନ୍ସର ମକାଟିରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ୯ ରାଉଣ୍ଡରୁ ୭ ପଏଣ୍ଟ ପାଇଁ ସେ ଚାମ୍ପିଅନ ହୋଇଛନ୍ତି। ଏଥିସହ ଆସନ୍ତା ୨୦୨୦ ମସିହାରେ ହେବାକୁ ଥିବା ମହିଳା ବିଶ୍ୱକପ୍...