• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

sachin ---2
ଭୁବନେଶ୍ୱରରେ କ୍ରିକେଟ୍ ଲିଜେଣ୍ଡ ସଚିନ୍ ତେନ୍ଦୁଲକର

ଭୁବନେଶ୍ୱର : ଭୁବନେଶ୍ୱରରେ କ୍ରିକେଟ୍ ଲିଜେଣ୍ଡ ସଚିନ୍ ତେନ୍ଦୁଲକର। ହକି ବିଶ୍ୱକପ୍‌ର ଫାଇନାଲ ମ୍ୟାଚ ଦେଖିବାକୁ ଭୁବନେଶ୍ୱରରେ କିଛି ସମୟ ତଳେ ପହଞ୍ଚିଛନ୍ତି ତେନ୍ଦୁଲକର। ସେ କଳିଙ୍ଗ ଷ୍ଟାଡିୟମ୍‌ରେ ଫାଇନାଲ ମ୍ୟାଚ୍‌ ଦେଖିବେ। କିଛି ସମୟ ପରେ ହେବାକୁ ଥିବା ଫାଇନାଲରେ ଦୁଇ ଶକ୍ତିଶାଳୀ ଟିମ୍ ବେଲଜିୟମ ଓ...

selfie
ସେଲ୍‌ଫି ନେବାବେଳେ ଭାସିଗଲେ ଯୁବକ

କଟକ  : ମହଙ୍ଗାପଡ଼ିଲା ସେଲଫି। ଆନନ୍ଦପୁର ବ୍ୟାରେଜର ବୈତରଣୀ ନଦୀରେ ସେଲଫି ନେବା ବେଳେ ଭାସିଗଲେ ଯୁବକ। କଟକ ବୋଷ ଇଞ୍ଜିନିୟରିଂ କଲେଜରୁ ଘଟଗାଁ ବୁଲି ଆସିଥିବା ତିନି ଜଣ ଯୁବକ ଆନନ୍ଦପୁର ବ୍ୟାରେଜ ବୁଲିବାକୁ ଯାଇଥିଲେ। ସେଠାରେ ସେଲଫି ନେବାବେଳେ ଜଣେ ଯୁବକ ଭାସିଯାଇଥିଲେ। ଏ ନେଇ...

trade
ଯାଜପୁରରେ ଚାଲିଛି ୨୯ତମ ବାଣିଜ୍ୟ ମେଳା-୨୦୧୮

ଯାଜପୁର  : ଯାଜପୁର ବ୍ୟାସନଗର ଠାରେ ଚାଲିଛି ୨୯ତମ ବାଣିଜ୍ୟ ମେଳା-୨୦୧୮।  ମେଳାରେ ପଡିଥିବା ଛୋଟବଡ ଶିଳ୍ପସଂସ୍ଥା ଓ ଷ୍ଟଲମାନଙ୍କରେ ଲୋକଙ୍କ ଭିଡ଼ ଜମୁଛି। ମେଳାରେ ବିଭିନ୍ନ ସାମଗ୍ରୀ କିଣିବା ସହ ମୀନାବଜାରରେ ବୁଲି ଦୋଳି ଖେଳର ମଜା ନେଉଛନ୍ତି ଦର୍ଶକ। ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରତି ସନ୍ଧ୍ୟାରେ...

rice
‘ପେତାଇ’ ଯୋଗୁଁ ଚିନ୍ତାରେ ଚାଷୀ

ବ୍ରହ୍ମପୁର : ପେତାଇ ଯୋଗୁଁ ଚିନ୍ତାରେ ଚାଷୀ। କାରଣ ଧାନ ଅମଳ ସରି ନାହିଁ।  ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଯାଏ ଧାନ ଘରକୁ ଆସି ନାହିଁ। ବିଲରୁ କାହାର ଧାନ କଟା ସରି ନାହିଁ, କାହାର ଖଳାରେ ଧାନ ପଡ଼ି ରହିଛି। ବାତ୍ୟା ମାଡ଼ି ଆସୁଥିବାରୁ ତରତର ହୋଇ...

dance-1
ସଂଗୀତ ଭିତ୍ତିକ ନୃତ୍ୟ ଭିଡିଓ ପ୍ରସ୍ତୁତ

ଭୁବନେଶ୍ୱର : ଭୁବନେଶ୍ୱର ଚକେଇସିଆଣିରେ ଥିବା ବିଚରାଜ୍ ସ୍କୁଲ ଅଫ୍ ଆର୍ଟ ଏଣ୍ଡ୍ କଲଚର ଓ ଏକ୍ସପେରିମେଣ୍ଟ କମ୍ପାନୀର ମିଳିତ ଆନୁକୂଲ୍ୟରେ ଏକ ସଂଗୀତ ଭିତ୍ତିକ ନୃତ୍ୟ ଭିଡିଓ ପ୍ରସ୍ତୁତ କରାଯାଇଛି। ଏହି ଭିଡିଓ ଭୁବନେଶ୍ୱରର ନୂଆ ଚେହେରାକୁ ନେଇ ତିଆରି କରାଯାଇଛି। ଏହାର ଉଦ୍ଦେଶ୍ୟ ହେଲା-ଭୁବନେଶ୍ୱରକୁ ଜାତୀୟ...

hc
ଆଜି କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍ ଫାଇନାଲ ମୁକାବିଲା

ଭୁବନେଶ୍ୱର : ଆଜି କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍ ଫାଇନାଲ ମୁକାବିଲା ହେବ। ଏହି ମହା ମୁକାବିଲାରେ ବେଲଜିୟମକୁ ଟକ୍କର ଦେବ ନେଦରଲାଣ୍ଡସ। ସେହିପରି ଆଜି ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ମଧ୍ୟ ଲଢେଇ ହେବ। ସେମିରେ ହାରିଥିବା ଦୁଇ ଦଳ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରସ୍ପରକୁ...

ଜୋରାମଥାଙ୍ଗ ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ

ଆଇଜଲ୍‌ : ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମିଜୋ ନାସନାଲ ଫ୍ରଣ୍ଟର ସଭାପତି ଜୋରାମଥାଙ୍ଗା ଶପଥ ନେଇଛନ୍ତି। ସେ ତୃତୀୟ ଥର ପାଇଁ ମିଜୋରାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆଇଜଲରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ କେ. ରାଜଶେଖରନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ...

chhatisa
ଛତିଶା ନିଯୋଗ ବୈଠକରେ ଶ୍ରୀଜିଉଙ୍କ ପହିଲି ଭୋଗ ନୀତି ଚୂଡ଼ାନ୍ତ

ପୁରୀ : ଛତିଶା ନିଯୋଗ ବୈଠକରେ ଶ୍ରୀଜିଉଙ୍କ ପହିଲି ଭୋଗ ନୀତି ଚୂଡ଼ାନ୍ତ। ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ପହିଲି ଭୋଗ ପାଇଁ ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ନୀତି ଚୂଡ଼ାନ୍ତ ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ନୂଆ ବର୍ଷ ପାଇଁ ମଧ୍ୟ...

video viral
ହେଲମେଟ୍ ଚେକିଂ ବେଳେ ବାଇକ ଆରୋହୀଙ୍କୁ ଦୁର୍ବ୍ୟବହାର !

କଟକ : ହେଲମେଟ୍ ଚେକିଂ ବେଳେ ବାଇକ୍ ଆରୋହୀଙ୍କୁ ପୁଲିସର ଦୁର୍ବ୍ୟବହାର। କଟକ ମଧୁପାଟଣା ଥାନା ନିକଟରେ ଏହି ଘଟଣା ଘଟିଛି। ବାଇକ୍‌ ଆରୋହୀ ଜଣକ ହେଲମେଟ୍‌ ପିନ୍ଧି ନଥିବା ଓ ବାଇକ୍‌ରେ ଫ୍ୟାନ୍ସି ନମ୍ବର ପ୍ଲେଟ୍‌ ଲଗାଇ ଥିବାରୁ ଫାଇନ୍ ଦେବାକୁ କହିଥିଲେ ପୁଲିସ କର୍ମଚାରୀ। ଏହି...

dh
ସୂର୍ଯ୍ୟଙ୍କ ନିର୍ବାଚନ ମଣ୍ଡଳୀରେ ସୂର୍ଯ୍ୟଙ୍କୁ ଚାଲେଂଜ କଲେ ଧର୍ମେନ୍ଦ୍ର

ଗଞ୍ଜାମ  : ସୂର୍ଯ୍ୟଙ୍କ ଗଡ଼ରେ ଗୋହି ଖୋଳିଲେ ଧର୍ମେନ୍ଦ୍ର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଆଜି ଜନପରାମର୍ଶ ଯାତ୍ରାରେ ଯୋଗ ଦେଇ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଗୋହି ଖୋଳିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚିଟ୍‌ଫଣ୍ଡ୍ ଦୁର୍ନୀତି ମାମଲାରେ ସୂର୍ଯ୍ୟ ଏବଂ ତାଙ୍କ ପୁଅଙ୍କୁ ସିବିଆଇ ଡାକିଥିଲା କି ନାହିଁ...

loan-up
ବିତର୍କରେ କୃଷିଋଣ ଛାଡ ପ୍ରସଙ୍ଗ: ନିର୍ବାଚନୀ ପ୍ରତିଶ୍ରୁତି ନ କରିବାକୁ ରାଜନଙ୍କ ବୟାନକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର : ଋଣଛାଡ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। କିଛି ଦିନ ତଳେ ଉଭୟ ଦିଲ୍ଲୀ ଓ ଭୁବନେଶ୍ୱରର ଏ ଚିତ୍ର ଦେଖିବାକୁ ମିଳିଛି। ଏଣୁ ଚାଷୀଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ୧୯ ନିର୍ବାଚନରେ ଋଣଛାଡ ନିଷ୍ପତ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ହେବ ଏକ...

rain
ଅମଳ ବେଳରେ ଚାଷୀକୁ ବର୍ଷା ଛନକା ; ଘୂର୍ଣ୍ଣିଝଡ଼ ପ୍ରଭାବରେ କାଲିଠୁ ୨ଦିନ ଧରି ବର୍ଷା

ଭୁବନେଶ୍ୱର : ଘୂର୍ଣ୍ଣିଝଡ଼ର ରୂପ ନେବାକୁ ଯାଉଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ। ଘଣ୍ଟାକୁ ୧୦ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡ଼ି ଆସୁଥିବା ଏହି ଡିପ୍ ଡିପ୍ରେସନ ଏବେ ମଛଲିପଟନମ୍‌ ଠାରୁ ୮୯୦ କିମି ଦୂରରେ ରହିଛି। ୧୭ ତାରିଖ ଅପରାହ୍ନରେ ଏହା କାକିନାଡ଼ା-ଅଙ୍ଗୋଲ୍ ମଧ୍ୟରେ...

bel
ହକି ବିଶ୍ୱକପ୍‌ ଫାଇନାଲରେ ବେଲଜିୟମ୍

ଭୁବନେଶ୍ୱର : ହକି ବିଶ୍ୱକପରେ ଇଂଲଣ୍ଡକୁ ହରାଇ ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରିଛି ବେଲଜିୟମ ଟିମ୍‌। କଳିଙ୍ଗ ଷ୍ଟାଡିୟମରେ ହୋଇଥିବା ଏହି ମ୍ୟାଚରେ ବେଲଜିୟମ ଟିମ୍ ୬-୦ ଗୋଲରେ ବିଜୟୀ ହୋଇଛି। ଆରମ୍ଭରୁ ପ୍ରଭାବ ବିସ୍ତାର କରି ଖେଳିଥିଲା ବେଲଜିୟମ୍। ବିଶ୍ୱ ମାନ୍ୟତାରେ ତୃତୀୟ ସ୍ଥାନରେ ଥିବା...

naveen
ଡିସେମ୍ବର ୧୭ରେ ମୁଖ୍ୟମନ୍ତ୍ରୀଙ୍କ ଗୁଜରାଟ ଗସ୍ତ

ଭୁବନେଶ୍ୱର :  ସୁରତରେ ରହୁଥିବା ଓଡ଼ିଆଙ୍କ ମନ ଜିଣିବା ପାଇଁ ଅଣ୍ଟା ଭିଡିଛି ବିଜେଡି। ମୁଣ୍ଡ ଉପରେ ୧୯ ଲୋକସଭା ଏବଂ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ଏବେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଫୋକସରେ ସୁରତରେ କାମ କରୁଥିବା ପ୍ରବାସୀ ଓଡ଼ିଆ ଆସନ୍ତା ୧୭ତାରିଖରେ ସୁରତ ଯାଇ ପ୍ରବାସୀ ଓଡ଼ିଆଙ୍କୁ...

rahul
ଆସନ୍ତାକାଲି ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହେବ

ରାୟପୁର : ଆସନ୍ତାକାଲି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଏନେଇ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ସୂଚନା ଦେଇଛନ୍ତି। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ କଂଗ୍ରେସ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡର୍ଗେ, ଏଆଇସିସି ପ୍ରଭାରୀ ପି.ଏଲ. ପୁନିଆ ପ୍ରମୁଖ ଆଲୋଚନା ବେଳେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଦୌଡ଼ରେ...

brahmagiri
ପଦାରେ ପଡ଼ିଲା ବ୍ରହ୍ମଗିରି ବିଜେଡିର ଗୋଷ୍ଠୀ କନ୍ଦଳ

ବ୍ରହ୍ମଗିରି  : ପଦାରେ ପଡ଼ିଲା ବ୍ରହ୍ମଗିରି ବିଜେଡିର ଗୋଷ୍ଠୀ କନ୍ଦଳ। ବିଧାୟକ ସଂଜୟ କୁମାର ଦାସବର୍ମା କର୍ମୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଏହାର ବିରୋଧରେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ବରାଳ ଗାଁ ଗାଁ ବୁଲି...

birdflu
ପୁରୀ କୃଷ୍ଣପ୍ରସାଦରେ ଚାଲିଛି କୁକୁଡ଼ା ମରା ଅଭିଯାନ

ପୁରୀ  : ବାର୍ଡ ଫ୍ଲୁକୁ ନେଇ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ରେ ଚାଲିଛି କୁକୁଡା ମରା ଅଭିଯାନ। ଗତକାଲି ପ୍ରାୟ ୧ କିଲୋମିଟର ପରିଧିରେ ଥିବା ଫାର୍ମମାନଙ୍କରେ କୁକୁଡା ମରା ଶେଷ ହୋଇଥିବାବେଳେ ଆଜିଠୁ ଗାଁ ମାନଙ୍କରେ କୁକୁଡା ମରା ଅଭିଯାନ ଚାଲିଛି। ଆଜି ଗୋଟିଏ ଟିମ୍ ମାଲୁଦ...

sachin
ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମ ଆସିବେ ତେନ୍ଦୁଲକର

ଭୁବନେଶ୍ୱର : କ୍ରିକେଟ୍‌ର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ହକିକୁ ସମର୍ଥନ ଜଣାଇବାକୁ ଆସିବେ ଓଡ଼ିଶା। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହେଉଥିବା ପୁରୁଷ ହକି ବିଶ୍ୱକପ୍‌ର ଅନ୍ତିମ ଦିବସ ବା ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେବାପାଇଁ ସେ ଭୁବନେଶ୍ୱର ଆସିବେ ବୋଲି ଜଣାଇଛନ୍ତି। Heartwarming...

dharmendra
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବରଗଡ : ବିଜେପିର ଜନ ସଂପର୍କ ପଦଯାତ୍ରାରେ ଯୋଗ ଦେଇ ବରଗଡ ଜିଲ୍ଲା ପଦମପୁରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚାଷ ଜମିକୁ ପାଣି ଯାଉନି, ଶହ ଶହ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି।  ଗଙ୍ଗାଧର ମେହେର ଯୋଜନା କୁଆଡ଼େ ଗଲା ବୋଲି...

hockey
ଇଂଲଣ୍ଡ ଓ ବେଲଜିୟମ ମଧ୍ୟରେ ଚାଲିଛି ପ୍ରଥମ ମୁକାବିଲା

ଭୁବନେଶ୍ୱର : ଆଜି ପ୍ରଥମ ମୁକାବିଲା ଇଂଲଣ୍ଡ ଓ ବେଲଜିୟମ ମଧ୍ୟରେ ଚାଲିଛି। ବିଶ୍ୱ ରାଙ୍କିଙ୍ଗର ତୃତୀୟ ସ୍ଥାନରେ ଥିବା ବେଲଜିୟମ ଟିମ୍ ପ୍ରଥମ ଥର ସେମିଫାଇନାଲରେ ପହଞ୍ଚିଛି। ଏହା ପୂର୍ବରୁ ଦଳର ଶ୍ରେଷ୍ଠ ପ୍ରଦର୍ଶନ ଗତ ବିଶ୍ୱକପ୍‌ରେ ଥିଲା। ୨୦୧୪ରେ ହଗ୍‌ରେ ଖେଳାଯାଇଥିବା ବିଶ୍ୱକପ୍‌ରେ ୫ମ ସ୍ଥାନ...