• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

misbehave-up
ହକି ଇଣ୍ଡିଆ ସିଇଓ ଖେଳାଳିଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ

ଭୁବନେଶ୍ୱର : ହକି ଇଣ୍ଡିଆ ସିଇଓ ଏଲେନା ନର୍ମାନଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ। ସର୍ବସମ୍ମୁଖରେ ଖେଳାଳିଙ୍କୁ ଦୁର୍ବ୍ୟବହାର କରି ଚର୍ଚ୍ଚାରେ ଏଲେନା ନର୍ମାନ। ଏ ଘଟଣାକୁ ନେଇ ଏବେ ସୋଶାଲ ମିଡିଆରେ ଚର୍ଚ୍ଚା। ଅଭିଯୋଗ ଅନୁସାରେ, ଗତକାଲି ନେଦରଲାଣ୍ଡ-କାନାଡ଼ା ମ୍ୟାଚ୍ ବେଳେ ଗ୍ୟାଲେରୀରେ ଖେଳ ଦେଖୁଥିଲେ ଭାରତୀୟ ଟିମ୍‌ର...

impha hanger
ଇମ୍ଫା ହେଲିକପ୍ଟରକୁ ମୁକ୍ତ କଲା ପୁରୀ ପୁଲିସ

ଭୁବନେଶ୍ୱର :  ଶେଷରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଇମ୍ଫା ହେଲିକପ୍ଟରକୁ ମୁକ୍ତ କରିଛି ପୁରୀ ପୁଲିସ୍। ପୁରୀ SDJM କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଥିବା ଇମ୍ଫାର ହ୍ୟାଙ୍ଗର ଭିତରୁ ହେଲିକପ୍ଟର ସିଲ୍ ଖୋଲାଯାଇଛି। ଚିଲିକାରେ ସି ପ୍ଲେନ୍ ଉଡ଼ାଣ ବିବାଦକୁ ନେଇ...

srikanta jena
ଶ୍ରୀକାନ୍ତଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଘର କଳି ତୁଟାଇବାକୁ ରାଜ୍ୟ କଂଗ୍ରେସର ଚରମ ପଦକ୍ଷେପ। ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ହୋଇପାରେ କଡ଼ା କାର୍ଯ୍ୟାନୁଷ୍ଠାନ। କିଛି ଦିନ ତଳେ ଇସ୍ତାହାର କମିଟିରୁ ଶ୍ରୀକାନ୍ତ ଜେନାଙ୍କୁ ବିଦା କରି ଗଣେଶ୍ୱର ବେହେରାଙ୍କୁ ଅଧ୍ୟକ୍ଷ କରାଯାଇଥିଲା। ପୂର୍ବରୁ ଓବିସି ଓ SCST...

isha ambani
ବିବାହ ବନ୍ଧନରେ ଆବଦ୍ଧ ହେଲେ ଇଶା ଅମ୍ବାନୀ

ମୁମ୍ୱାଇ : ବିବାହ ବନ୍ଧନରେ ଆବଦ୍ଧ ହେଲେ ଦେଶର ସବୁଠାରୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ। ରିଲାଏନ୍ସ କମ୍ପାନୀ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଝିଅ ଇଶାଙ୍କ ହାତ ଧରିଛନ୍ତି ପିରାମଲ ଗ୍ରୁପ ଅଧ୍ୟକ୍ଷ ଅଜୟ ଓ ସ୍ୱାତୀ ପିରାମଲଙ୍କ ପୁଅ ଆନନ୍ଦ ପିରାମଲ। ମୁମ୍ବାଇ...

rajsthan
ରାଜସ୍ଥାନ ରାଜନୀତି ; ମୁଖ୍ୟମନ୍ତ୍ରୀ ପଦ ନେଇ ବଢିଛି କଳ୍ପନାଜଳ୍ପନା

ରାଜସ୍ଥାନ  : କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ? ତାକୁ ନେଇ ବଢିଛି କଳ୍ପନାଜଳ୍ପନା। ଚଳିତ ନିର୍ବାଚନରେ ବେଶ୍ ବଳ ଲଗାଇଛନ୍ତି ଯୁବ ଚେହେରା ତଥା ପିସିସି ସଭାପତି ସଚିନ୍ ପାଇଲଟ୍। ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଭେଟେରାନ ଅଶୋକ ଗେହଲଟ୍‌ଙ୍କ ଉପରେ ଅଧିକ ଭରସା କରିପାରନ୍ତି...

kamalnatha
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବରିଷ୍ଠ ନେତା କମଲନାଥ

ମଧ୍ୟପ୍ରଦେଶ : ରେଜଲ୍ଟର ୨୪ ଘଣ୍ଟା ପରେ ମଧ୍ୟପ୍ରଦେଶରେ ସରକାର ଗଠନକୁ ନେଇ ଚିତ୍ର ସ୍ପଷ୍ଟ। ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଥିବା କଂଗ୍ରେସ ୧୫ ବର୍ଷ ପରେ ପୁଣି ଥରେ କ୍ଷମତାକୁ ଫେରିଛି। ୧୧୪ ଆସନ ହାତେଇଥିବା କଂଗ୍ରେସକୁ ସରକାର ଗଢିବା ପାଇଁ ଦରକାର ପଡୁଥିଲା...

puri
ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ

ପୁରୀ : ପୁରୀ ଛଇତନାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ପ୍ରାୟ ୨ଶହରୁ ଅଧିକ ସ୍କୁଲର ୨୦୩ଟି ପ୍ରକଳ୍ପ ସ୍ଥାନ ପାଇଛି। ପିଲାମାନେ ବିଭିନ୍ନ ପ୍ରୋଜେକ୍ଟରେ ନିଜ ବୈଜ୍ଞାନିକ ବୁଦ୍ଧିମତାର ପରିଚୟ ଦେଇଛନ୍ତି। ଏହି ବିଜ୍ଞାନ ମେଳାରେ ମୁଖ୍ୟ ଆକର୍ଷଣ ପାଲଟିଛି ପଲ୍ୟୁସନ୍ ଫ୍ରି ସାଇକେଲ୍...

chhatishgARH
ଛତିଶଗଡ଼ରେ ହେବ କଂଗ୍ରେସ ସରକାର

ରାୟପୁର : ଛତିଶଗଡ଼ରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିଛି କଂଗ୍ରେସ। ୧୫ ବର୍ଷ ଧରି କ୍ଷମତାରେ ଥିବା ରମଣ ସିଂହ ନେତୃତ୍ୱାଧୀନ ବିଜେପି ସରକାରକୁ ଶୋଚନୀୟ ଭାବେ ପରାସ୍ତ କରିବା ପରେ ଆଜି ବିଧାୟକ ଦଳର ବୈଠକ ବସୁଛି। ଏହି ବୈଠକରେ ନିଷ୍ପତ୍ତି ହେବ କିଏ ବିଧାୟକ...

selter home
ତନାଘନା କରିବ NCPCR ଟିମ୍

ଭୁବନେଶ୍ୱର : ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍‌ରେ ନିର୍ଯାତନା ଘଟଣାରେ ଚାଲିଛି ତନାଘନା। ତଦନ୍ତ ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିବେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ( NCPCR) ଟିମ୍। ଏହି ଟିମ୍ ଆସିବା ନେଇ ମୁଖ୍ୟ ସଚିବଙ୍କୁ ଚିଠି କରିଛନ୍ତି NCPCR ରେଜିଷ୍ଟ୍ରାର। ଆଜି ଏବଂ ଆସନ୍ତା...

cm
ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଆଉ ଏକ ଘୋଷଣା

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଆଉ ଏକ ଘୋଷଣା। ରାଜ୍ୟର ଅଧିକ ୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ବାର୍ଦ୍ଧକ୍ୟ ଭତ୍ତା। ଆଜି ଏନେଇ ବିଧିବଦ୍ଧ ଭାବେ ସଚିବାଳୟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଣିକି ମାସିକ ପାଉଥିବା ୩ ଶହ ଏବଂ  ୫...

MODI---UP
ବିଜୟ ପାଇଁ କଂଗ୍ରେସକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ୫ ରାଜ୍ୟର ନିର୍ବାଚନ ଫଳାଫଳ ପରେ ତିନି ପ୍ରମୁଖ ରାଜ୍ୟ ରାଜସ୍ଥାନ ଓ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ପରାଜୟକୁ ସ୍ୱୀକାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାସହ ଏସବୁ ସ୍ଥାନରେ ବିଜୟ ପାଇଁ କଂଗ୍ରେସକୁ ଶୁଭେଚ୍ଛା ଜଣାଇଛନ୍ତି । Congratulations to the Congress...

accident
ବରଗଡ଼ ପଦ୍ମପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ବରଗଡ଼ : ବରଗଡ଼ ଜିଲ୍ଲା ପଦ୍ମପୁର ପାଇକମାଳ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗୋଇବାହାଲି ଛକରେ ବାଇକ୍‌କୁ ଏକ ଡମ୍ଫର ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସିଂହନପୁର ଗାଁର ମୀନକେତନ ଖରସେଲ, ରଜେନ୍ଦ୍ର ବରିହା ଓ ମାଧବ କମଲିଆ। ଏମାନେ କଦଳୀଝରନ ଗାଁରୁ...

election-up
୫ ରାଜ୍ୟର ଫଳାଫଳ ଓଡ଼ିଶା ରାଜନୀତିକୁ କେତେ ପ୍ରଭାବିତ କରିବ? ଏହାକୁ ନେଇ ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର : ବିଜେପି ଅଫିସ୍ ଖାଁ ଖାଁ। ଉଠୁଛି ପଡୁଛି କଂଗ୍ରେସ କାର୍ଯ୍ୟାଳୟ। ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସକୁ ସଫଳତା ମିଳିବା ପରେ ପାର୍ଟି ଅଫିସ୍‌ରେ ସେଲିବ୍ରେସନ୍‌ ଚାଲିଛି। ପାରମ୍ପାରିକ ବାଦ୍ୟର ତାଳେ ତାଳେ ଚାଲିଛି ନାଚ। ମାଷ୍ଟରକାଣ୍ଟିନ ଛକରେ ସାଧାରଣ ଲୋକଙ୍କୁ ମିଠା ବାଣ୍ଟି ବିଜୟ...

Dr Sudhanwa Patra
‘ଯୁବ ବୈଜ୍ଞାନିକ ସମ୍ମାନ’ରେ ସମ୍ମାନୀତ ହେଲେ ଓଡ଼ିଆ ବିଜ୍ଞାନୀ ସୁଧନ୍ୟ ପାତ୍ର

ଭୁବନେଶ୍ୱର : ଆଇଆଇଟି ଭିଲାଇ ପଦାର୍ଥ ବିଜ୍ଞାନର ସହକାରୀ ପ୍ରଫେସର ତଥା ଓଡ଼ିଆ ବିଜ୍ଞାନୀ ଡ.ସୁଧନ୍ୟ ପାତ୍ରଙ୍କୁ ସମ୍ମାନୀତ କରାଯାଇଛି। ‘ଜାତୀୟ ବିଜ୍ଞାନ ଏକାଡେମୀ’ ପକ୍ଷରୁ ଚଳିତ ବର୍ଷ ପାଇଁ ତାଙ୍କୁ ମର୍ଯ୍ୟାଦାଜନକ ‘ଯୁବ ବୈଜ୍ଞାନିକ ପୁରସ୍କାର’ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀ ଠାରେ ଏକାଡ଼େମୀ ପକ୍ଷରୁ ଆୟୋଜିତ ଏକ ବିଶେଷ...

naveen
କୃଷି ଓ ଚାଷୀଙ୍କ ଋଣ ସମସ୍ୟାକୁ ନେଇ ବିଜେପିର ପରାଜୟ ହେଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : କୃଷି ଓ ଚାଷୀଙ୍କ ଋଣ ସମସ୍ୟାକୁ ନେଇ ବିଜେପିର ପରାଜୟ ହେଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ସ୍ୱାମୀନାଥନ କମିଟି ରିପୋର୍ଟର ସୁପାରିଶକୁ ଲାଗୁ କରିବାରେ କେନ୍ଦ୍ର ଅବହେଳା କରିବା ଦ୍ୱାରା ଦଳକୁ କୃଷିଭିତ୍ତିକ ରାଜ୍ୟରେ ବିଜେପିକୁ...

govrn-up
ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ହେଲେ ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍‌ ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ  : ଓଡ଼ିଶା ପାଇଁ ଗୌରବର ବିଷୟ। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ନିଯୁକ୍ତ ହୋଇଛନ୍ତି ତାମିଲନାଡୁ କ୍ୟାଡରର ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍‌ ଅଫିସର ଶକ୍ତିକାନ୍ତ ଦାସ।  ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ୍ ପଟେଲଙ୍କ ଇସ୍ତଫା ପରେ ଶକ୍ତିକାନ୍ତଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି। ପୂର୍ବରୁ ଶକ୍ତିକାନ୍ତ କେନ୍ଦ୍ର ସରକାରଙ୍କ...

mountain day
ବଲାଙ୍ଗିରରେ ଆର୍ନ୍ତଜାତୀୟ ପର୍ବତାରୋହଣ ଦିବସ ପାଳିତ

ବଲାଙ୍ଗିର : ବଲାଙ୍ଗିରରେ ପାଳିତ ହୋଇଯାଇଛି ଆର୍ନ୍ତଜାତୀୟ ପର୍ବତାରୋହଣ ଦିବସ। ସର୍କିଟ ହାଉସ୍‌ ଠାରେ ପାଳିତ ଏହି ଉତ୍ସବରେ ଯୋଗ ଦେଇଥିଲେ ଆର୍ନ୍ତଜାତୀୟ ପର୍ବତାରୋହୀ ଯୋଗଭ୍ୟାସ ଭୋଇ। ଯୋଗଭ୍ୟାସଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ପର୍ବତାରୋହୀ ଦଳ ବଲାଙ୍ଗିରର ମଠଖାଇ ପାହାଡକୁ ଚଢିବା କାର୍ଯ୍ୟକ୍ରମ ରହିଛି। ଏହି ପର୍ବତାରୋହଣ...

surjit
ବିଶିଷ୍ଟ ଅର୍ଥନୀତି ବିଷାରଦ ସୁରଜିତ ଭାଲାଙ୍କ ଇସ୍ତଫା

ନୂଆଦିଲ୍ଲୀ  : ବିଶିଷ୍ଟ ଅର୍ଥନୈତିଜ୍ଞ ତଥା ସ୍ତମ୍ଭକାର ସୁରଜିତ ଭାଲା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟଏକ ସଂସ୍ଥାରେ ଯୋଗ ଦେଇଥିବାରୁ ସେ ଇସ୍ତଫା ଦେଇଥିବା ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି। ସୁରଜିତ୍ ଅସ୍ଥାୟୀ ଭାବେ ପରାମର୍ଶଦାତା ପରିଷଦର ସଦସ୍ୟ ଥିଲେ। ନୀତି ଆୟୋଗର ସଦସ୍ୟ...

drone 3
କୋଣାର୍କ ମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍ କ୍ୟାମେରା

କୋଣାର୍କ : କୋଣାର୍କ ମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ୍। ଡ୍ରୋନ୍ କ୍ୟାମେରା ଉଡ଼ାଇବା ଅଭିଯୋଗରେ ୨ ରୁଷୀୟ ପର୍ଯ୍ୟଟକଙ୍କୁ ଅଟକ ରଖିଲା ପ୍ରତ୍ନତତ୍ତ୍ୱ ବିଭାଗ। ଆଜି ଦିନ ସାଢ଼େ ୧୦ଟା ସମୟରେ ଉଭୟେ କୋଣାର୍କ ବୁଲି ଆସିଥିବା ବେଳେ ମନ୍ଦିର ଉପରେ ଡ୍ରୋନ୍ କ୍ୟାମେରା ଉଡ଼ାଉ ଥିଲେଷ...

trs
ତେଲେଙ୍ଗାନାରେ ଟିଆର୍‌ଏସ୍ ସରକାର !

ହାଇଦ୍ରାବାଦ :  କେ. ଚନ୍ଦ୍ରଶେଖର ରାଓ କେଉଁ ରିସ୍କ ନେଇଥିଲେ, ତାହା କାମ ଦେଇଛି। ଟ୍ରେଣ୍ଡ ଅନୁସାରେ ତେଲେଙ୍ଗାନାରେ ସ୍ପଷ୍ଟ  ବହୁମତ ସହିତ ପୁଣି କ୍ଷମତାକୁ ଫେରୁଛି ଟିଆର୍‌ଏସ୍। ସେଥିପାଇଁ ଔପଚାରିକ ଘୋଷଣା ହୋଇନଥିଲେ ମଧ୍ୟ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରି। ବାଣ ଫୁଟାଇ, ରଙ୍ଗ ଖେଳି ସେମାନେ...