• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

dadan--1
ଆନ୍ଧ୍ରରୁ ଉଦ୍ଧାର ହେଲେ କୋରାପୁଟ୍ ଜିଲ୍ଲାର ୧୭ ଯୁବତୀ

କୋରାପୁଟ : ଦୀର୍ଘ ତିନିମାସ ପରେ ଭିଟାମାଟିକୁ ଫେରିଲେ ଆନ୍ଧ୍ରରେ ଦାଦନ ଖଟୁଥିବା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ୧୭ ଜଣ ଯୁବତୀ। ଉଦ୍ଧାର ହୋଇଥିବା ୧୭ ଜଣଙ୍କ ମଧ୍ୟରୁ ୬ଜଣ ନାବାଳିକା ହୋଇଥିବାରୁ ସେମାନଙ୍କୁ ଶିଶୁ ସୁରକ୍ଷା ସେଲ୍‌କୁ ହସ୍ତାନ୍ତର କରାଯାଇଛି। ଅନ୍ୟମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ...

zero
ଟ୍ୱିନ୍ ସିଟିରେ ଜିରୋ ନାଇଟ୍‌ ସେଲିବ୍ରେସନ ପ୍ରସ୍ତୁତି

ଭୁବନେଶ୍ୱର : ଆଉ ଦିନକ ପରେ ନୂଆବର୍ଷ। ବିଦାୟ ନେବ ପୁରୁଣା ବର୍ଷ। ୨୦୧୮ ନୂଆବର୍ଷକୁ ସ୍ୱାଗତ ପାଇଁ ସମସ୍ତଙ୍କ ମନରେ ନାହିଁନଥିବା ଉତ୍ସାହ। ରାଜଧାନୀ ସମେତ ରାଜ୍ୟର ପ୍ରମୁଖ ସହରରେ ଥିବା ବିଭିନ୍ନ ହୋଟେଲରେ ଆୟୋଜନ ହେଉଛି ଜିରୋ ନାଇଟ୍‌ ସେଲିବ୍ରେସନ୍। ହୋଟେଲ ସହ କ୍ଲବ, ରେଷ୍ଟୁରାଣ୍ଟ...

mrinal
ପ୍ରଖ୍ୟାତ ସିନେ ନିର୍ମାତା ମୃଣାଳ ସେନଙ୍କ ବିୟୋଗ

କୋଲକାତା : ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ନିର୍ମାତା ମୃଣାଳ ସେନଙ୍କ ପରଲୋକ। ୯୫ ବର୍ଷ ବୟସରେ କୋଲକାତାରେ ମୃଣାଳ ସେନଙ୍କ ଦେହାନ୍ତ ଘଟିଛି। ମୃଣାଳ ସେନଙ୍କୁ ଫିଲ୍ମ ଜଗତରେ ବଳିଷ୍ଠ ଅବଦାନ ଲାଗି ପଦ୍ମଭୂଷଣ ଏବଂ ୨୦୦୫ରେ ସିନେମା ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ଦାଦା ସାହେବ ଫାଲକେ ସମ୍ମାନରେ...

dharmendra
ଚାଷୀଙ୍କୁ କଳାକନା ବୁଲାଇଛନ୍ତି ରାଜ୍ୟ ସରକାର : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : କାଳିଆ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ପୁଣି ଟାର୍ଗେଟ। ଆଜି ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଚାଷୀଙ୍କୁ କଳାକନା ବୁଲାଇଛନ୍ତି ରାଜ୍ୟ ସରକାର। ରାଜ୍ୟର ୧୦ ଲକ୍ଷ ହେକ୍ଟର ଜମିରେ ଜଳସେଚନ ପାଇଁ ସରକାର...

farmer
ଧାନ ମଣ୍ଡିରେ ଧାନ କିଣା ନ ଯିବା ପ୍ରତିବାଦରେ ଧାରଣା

 ମାଲକାନଗିରି : ମଣ୍ଡିରେ ଧାନ କିଣା ଯାଉନଥିବାରୁ ମାଲକାନଗିରିରେ ତାତିଲେ ଚାଷୀ। ମାଲକାନଗିରି-ଜୟପୁର ରାସ୍ତାର ପଦ୍ମଗିରି ଛକରେ ଚାଷୀ ମେଳି କରିଛନ୍ତି। ଧାନମଣ୍ଡିରେ ଧାନ କିଣା ନ ଯିବା ପ୍ରତିବାଦରେ ଚାଷୀ ଧାରଣାରେ ବସିଥିଲେ। ୧୫ ଦିନ ହେଲା ମଣ୍ଡିରେ ଧାନ ପଡ଼ିରହିଛି। ଚାଷୀଙ୍କ ସହ ଧାରଣାରେ ଜିଲ୍ଲା...

post
ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା କମଳା ପୂଜାରୀଙ୍କୁ ସରକାରଙ୍କ ଚରମ ଅବହେଳା ଅଭିଯୋଗ

ଜୟପୁର: ପ୍ରଶାସନିକ ଅଧିକାରୀ ହୁଅନ୍ତୁ କି ରାଜନେତା, ମୂଳରୁ କେହି ବି ଖବର ଦେଇନାହାନ୍ତି। ତେଣୁ କେମିତିବା ଗତକାଲି ଜୟପୁରରେ ଆୟୋଜିତ ଏ ସରକାରୀ କାର୍ଯ୍ୟକ୍ରମକୁ ଅତିଥି ହୋଇ ଆସିଥାନ୍ତେ ରାଜ୍ୟ ଯୋଜନାବୋର୍ଡ ସଦସ୍ୟା କମଳା ପୂଜାରୀ। ଜୟପୁର ପୌର ପରିଷଦ ପ୍ରାଙ୍ଗଣରେ ଅନୁଷ୍ଠିତ ଏ କାର୍ଯ୍ୟକ୍ରମରେ କିନ୍ତୁ...

dg
ଆନ୍ଦୋଳନ ବେଳେ ଭଙ୍ଗାରୁଜା ଓ ଗଣ୍ଡଗୋଳ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ବିଭିନ୍ନ ଆନ୍ଦୋଳନ ବେଳେ ଭଙ୍ଗାରୁଜା ଓ ଗଣ୍ଡଗୋଳ କରୁଥିବା ବିଶୃଙ୍ଖଳାକାରୀଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଆଜି ଏଭଳି ଢଙ୍ଗରେ ଆନ୍ଦୋଳନକାରୀଙ୍କୁ ଚେତାଇ ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ଆର.ପି. ଶର୍ମା। ପୁଲିସ ବିଭାଗର ବାର୍ଷିକ ରିପୋର୍ଟ ଉପସ୍ଥାପନ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା...

odisha cabinet
ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କ ଦରମା ବଢିବ

ଭୁବନେଶ୍ୱର :  ନୂଆବର୍ଷ ପୂର୍ବରୁ କଲେଜ ଅଧ୍ୟାପକଙ୍କ ପାଇଁ ଖୁସି ଖବର। ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକଙ୍କ ଦରମା ବୃଦ୍ଧି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି। ଅଧ୍ୟାପକଙ୍କ ବର୍ଦ୍ଧିତ ଦରମା ପିଛିଲା ଭାବେ ୨୦୧୬ ଜାନୁଆରୀ ପହିଲାରୁ ଲାଗୁ ହେବ। ଏହାଦ୍ୱାରା ରାଜ୍ୟର ମୋଟ...

girl misbehaving
ଅଭିଯୁକ୍ତ କନଷ୍ଟେବଲ ଛୁକେଶ ମେହେର ସସ୍‌ପେଣ୍ଡ

ପୁରୀ : ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ କରି ପୁଲିସ କର୍ମଚାରୀ ନିଲମ୍ବିତ। ସିସିଟିଭି ଫୁଟେଜ୍ ଯାଞ୍ଚ୍ ପରେ ଅଭିଯୁକ୍ତ ଛୁକେଶ ମେହରକୁ ନିଲମ୍ବନ କରାଯାଇଛି। କଳାହାଣ୍ଡିସ୍ଥିତ IRB ନବମ ବାଟାଲିୟନରେ କାର୍ଯ୍ୟରତ ଛୁକେଶ ପୁରୀ ଶ୍ରୀମନ୍ଦିରେ ଡ୍ୟୁଟି କରୁଥିଲେ। ଆଜି ବାହାରକାଠ ନିକଟରେ ଜଣେ ନାବାଳିକା ଠାକୁର ଦର୍ଶନ...

cricket
ମେଲବୋର୍ଣ୍ଣ ଟେଷ୍ଟ : ଅଷ୍ଟ୍ରେଲିଆ ଆଗରେ ୩୯୯ ରନ୍ ବିଜୟ ଲକ୍ଷ୍ୟ

ମେଲବୋର୍ଣ୍ଣ  : ମେଲବୋର୍ଣ୍ଣ ଟେଷ୍ଟରେ ବିଜୟ ଦ୍ୱାର ଦେଶରେ ଭାରତ। ବିଜୟ ପାଇଁ ଟିମ୍‌ ଇଣ୍ଡିଆକୁ ଦରକାର ଆଉ ମାତ୍ର ୨ ୱିକେଟ୍‌। ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଆଜି ଅଷ୍ଟ୍ରେଲିଆ ୮ ୱିକେଟ୍‌ ହରାଇ କରିଛି ୨୫୮ ରନ୍। ପ୍ରଥମ ଇନିଂସ୍‌ ଭଳି ଦ୍ୱିତୀୟ ଇନିଂସରେ...

augusta case
ଜେରା ବେଳେ ମିସେଲ ପରୋକ୍ଷରେ ସୋନିଆଙ୍କ ନାଁ ନେଲେ

ନୂଆଦିଲ୍ଲୀ : ଅଗଷ୍ଟା ୱେଷ୍ଟଲାଣ୍ଡ ଭିଭିଆଇପି ଚପ୍‌ର ଦୁର୍ନୀତି ମାମଲାରେ କୋର୍ଟରେ ହାଜର ହୋଇଛନ୍ତି ମଧ୍ୟସ୍ଥି ଖ୍ରୀଷ୍ଟିଆନ୍ ମିସେଲ୍। ଇଡି ପକ୍ଷରୁ ତାଙ୍କୁ ଆଜି ଦିଲ୍ଲୀ ପତିଆଲା ହାଉସ୍ କୋର୍ଟରେ ହାଜର କରାଯାଇଛି। ତେବେ ମାମଲାକୁ ନେଇ ସଙ୍ଗୀନ ଏବଂ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଲଗାଇଛି ଇଡି। ପଚରାଉଚରା ବେଳେ...

farmer
ଋଣ ବୋଝ ଓ ଫସଲ ନଷ୍ଟ ପାଇଁ ଚାଷୀଙ୍କ ଆତ୍ମହତ୍ୟା

 କଟକ : କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକରେ ଚାଷୀ ଆତ୍ମହତ୍ୟା ଅଭିଯୋଗ। ଶୀତ ଋତୁରେ ପନିପରିବା ଚାଷରେ କ୍ଷତି ସହ ହାତ ଉଧାରି ଋଣ ଶୁଝିନପାରି ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି। ମୃତ ଚାଷୀ ହେଉଛନ୍ତି ଡମପଡ଼ା ବ୍ଲକ କୁସୁପଙ୍ଗି ଗାଁର ଚୈତନ୍ୟ ପରିଡ଼ା। ଗତ...

dharmendra
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଖୋର୍ଦ୍ଧାରେ ପ୍ରସ୍ତାବିତ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଜମି ଯୋଗାଣ ନେଇ ଚିଠି ଲେଖାଯାଇଛି। ଜମି ହସ୍ତାନ୍ତରଣରେ ଅସହଯୋଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର। ‘ଲୋକଙ୍କ ସ୍ୱାର୍ଥ ତଥା ଅର୍ଥନୀତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ’। ଜମି...

gajapti
'ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କର' : ଗଜପତି ମହାରାଜା

ପୁରୀ : ପୁରୀ ଶ୍ରୀମନ୍ଦିରରେ ନୀତିକାନ୍ତି ନେଇ ଗତକାଲିର ବିଭ୍ରାଟ ପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗଜପତି ମହାରାଜ।। ସେ କହିଛନ୍ତି ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କର। ୧୯୬୦ମସିହା ଠାରୁ ଏହି ଦାୟିତ୍ୱ ଗଜପତିଙ୍କ ଠାରୁ ନିଆଯାଇଛି। ଗଜପତିଙ୍କ ସମୟରେ ସେବା ଓ ରାଜକାର୍ଯ୍ୟ ଶୀର୍ଷରେ ଥିଲା।...

minor rape
୨ ନାବାଳିକାଙ୍କୁ ଦୁଷ୍କର୍ମ !

ସୁନ୍ଦରଗଡ଼  : ସୁନ୍ଦରଗଡ଼ ଜିଲ୍ଲାରେ ଲଜ୍ଜା। ଚାନ୍ଦିପୋଷ ଥାନା ଅଞ୍ଚଳରେ ଥିବା ଏକ ଜଙ୍ଗଲ ମଧ୍ୟରେ ୨ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି। ଚାନ୍ଦିପୋଷ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ୨ ଜଣ ନାବାଳିକା ପୀଡ଼ିତା। ଦୁଇ ନାବାଳିକାଙ୍କୁ ଯାତ୍ରା ଦେଖାଇବାକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ...

homo
ଦୁଇ ଯୁବତୀ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ

ବାରିପଦା : ଝାଡ଼ଖଣ୍ଡର ସଢେଇକେଲା ଖରସୁଆଁ ଜିଲ୍ଲା ଗହ୍ମରିଆ ଥାନା ବୋଲାୟାଡ଼ିହରେ ଦୁଇ ଜଣ ଯୁବତୀ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଦୁଇ ମହିଳା ମୟୁରଭଞ୍ଜ ଜିଲ୍ଲାର କୁଲିଓରାବ ଥାନାର ବୋଲି ଜଣାପଡ଼ିଛି। ଏହି ଦୁଇ ଯୁବତୀଙ୍କ ନିଖୋଜ ନେଇ ସେମାନଙ୍କ ପରିବାର ଲୋକେ...

channel
ଏଣିକି କେବଲ ଓ DTHରେ ଚାନେଲ ଅନୁସାରେ ଟଙ୍କା

ନୂଆଦିଲ୍ଲୀ : ଏଣିକି ଉପଭୋକ୍ତା ଯେଉଁ ଚାନେଲ ଦେଖିବେ କେବଳ ସେଇ ଚ୍ୟାନେଲ ପାଇଁ ପଇସା ଦେବେ। ଟେଲିକମ୍ ନିୟନ୍ତ୍ରଣ ନିୟାମକ ବା ଟ୍ରାଇର ନୂଆ ଟାରିଫ୍ ନୀତି ଅନୁଯାୟୀ ଏହି ବ୍ୟବସ୍ଥା ଲାଗୁ ହେବ। ଚାନେଲ ଦର ନିର୍ଦ୍ଧାରଣ ପ୍ରକ୍ରିୟାରେ ସ୍ପଷ୍ଟତା ଆଣିବା ଲାଗି ଏହି ବ୍ୟବସ୍ଥା...

VV
ପିପିଲି ଦୁଷ୍କର୍ମ ମାମଲା : ମହାରଥୀଙ୍କ ଇସ୍ତଫା ଦାବି କଲେ ବିରୋଧୀ

ଭୁବନେଶ୍ୱର : ପିପିଲି ପୀଡିତାଙ୍କୁ ଗଣଦୁଷ୍କର୍ମ ଘଟଣା ପରେ ପୀଡ଼ିତାଙ୍କୁ ନ୍ୟାୟର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ। ହେଲେ ପୀଡ଼ିତା ତ ବଞ୍ଚିଲେନି, ତାଙ୍କ ମୃତ୍ୟୁର ସାଢ଼େ ୬ ବର୍ଷ ପରେ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଗଲେ ଦୋଷୀ।   ଆଉ କୋର୍ଟଙ୍କ ରାୟ ଆସୁ ଆସୁ କଟା...

sunita
ବିବାହ ବନ୍ଧନରେ ଆବଦ୍ଧ ହେଲେ ସୁନୀତା ଲାକ୍ରା

ରାଉରକେଲା : ବିବାହ ବନ୍ଧନରେ ଆବଦ୍ଧ ହେଲେ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ସୁନୀତା ଲାକ୍ରା। ଟିମ୍ ଇଣ୍ଡିଆର ଏହି ଡିଫେଣ୍ଡର ଓଡ଼ିଶା ପୁଲିସରେ କାମ କରୁଥିବା ଦୀପକ ଲାକ୍ରାଙ୍କୁ ବିବାହ କରିଛନ୍ତି। ଦୀପିକଙ୍କ ଘର ସୁନ୍ଦରଗଡ ଜିଲ୍ଲା ସବଡେଗାର କିରାଲଗା ଗାଁରେ। ସୁନୀତାଙ୍କ ନିଜ ଗାଁ ସୁନ୍ଦରଗଡ...