• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

dama
ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ଦାମ ରାଉତ

ଭୁବନେଶ୍ୱର : ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ବରିଷ୍ଠ ନେତା ଦାମୋଦର ରାଉତ। ମୁଖ୍ୟମନ୍ତ୍ରୀଙ୍କ ମନର ଭାଷା ତାମିଲ। ପାଣ୍ଡିଆନ୍ ଯାହା ଲେଖୁଛନ୍ତି ସେ ପଢ଼ୁଛନ୍ତି ବୋଲି କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ନବୀନଙ୍କୁ ମୁଁ ଚୋର କହିବାରୁ ଦଳରୁ ବାହାରିଛି ବୋଲି କହିଛନ୍ତି ଦାମ। ଦୁର୍ନୀତି,...

sanad
ଅନ୍ୟ ଜାତିରେ ଝିଅ ବାହା କରି ଅକଳରେ ପୂର୍ବତନ ବିଧାୟକ ସଦନ ନାୟକ

ନବରଙ୍ଗପୁର : ସଂପ୍ରଦାୟର ଲକ୍ଷ୍ମଣ ରେଖା ଡେଇଁ ହରଡ଼ଘଣାରେ ପୂର୍ବତନ କଂଗ୍ରେସ ବିଧାୟକ ସଦନ ନାୟକ। ଝିଅକୁ ଅନ୍ୟ ଜାତିରେ ବାହା ଦେଇଥିବାରୁ ସଦନକୁ ବାସନ୍ଦ କରିଛି ଭତରା ସମାଜ। ଅନ୍ୟ ଜାତିରେ ଝିଅ ବାହା ଦେଇ ସଦନ ଆଦିବାସୀ ସମାଜର ପରମ୍ପରା ଭାଙ୍ଗିଥିବା ଅଭିଯୋଗ ହୋଇଛି। ତେବେ...

sri mandir
ଶ୍ରୀମନ୍ଦିର ବିଶୃଙ୍ଖଳା : ପୁରୀ ଏସ୍‌ପିଙ୍କୁ ସ୍ପେଶାଲ ବ୍ରାଞ୍ଚ୍ ଏସ୍‌ପିଙ୍କ ଚିଠି

ପୁରୀ : ଶ୍ରୀମନ୍ଦିର ବିବାଦ ସମାଧାନରେ ଜିଲ୍ଲା ଓ ମନ୍ଦିର ପ୍ରଶାସନର ଚରମ ଉଦାସୀନତା। ଆସନ୍ତାକାଲି ଠାରୁ ପୁଣି ପାରମାଣିକ ଦର୍ଶନ ଆରମ୍ଭ କରାଯିବା, ମହାପ୍ରସାଦର ରେଟ୍ ଚାଟ୍ ଓ ଗତ ୨୮ ତାରିଖରେ ଶ୍ରୀମନ୍ଦିରର ମହାବିଶୃଙ୍ଖଳା ପ୍ରସଙ୍ଗରେ ସ୍ପେଶାଲ ବ୍ରାଞ୍ଚ ଏସ୍‌ପି  ପୁରୀ ଏସ୍‌ପିଙ୍କୁ ଲେଖିଥିବା ଚିଠିରୁ...

neta-1
ରାଜନୀତି କ୍ଷେତ୍ରରେ କିଭଳି ପରିବର୍ତ୍ତନ ଆଣିବ ନୂଆବର୍ଷ ? କଣ କହୁଛନ୍ତି ଜ୍ୟୋତିର୍ବିଦ୍? ପଢନ୍ତୁ -

ଭୁବନେଶ୍ୱର : ନବୀନଙ୍କ ପାଇଁ କାଠିକର ପାଠ ହେବ ୨୦୧୯। ଆଉ ସେପଟେ ଦିଲ୍ଲୀରେ ଟଳମଳ ହେବ ମୋଦିଙ୍କ ଗାଦି। ଜ୍ୟୋତିର୍ବିଦ୍‌ଙ୍କ ଅନୁସାରେ, କିଛି ଏଭଳି ସଂକେତ ଦେଉଛି ରାଜ୍ୟ ଓ କେନ୍ଦ୍ର ମୁଖିଆଙ୍କ ଭାଗ୍ୟରେଖା। ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କଲେ ମଧ୍ୟ...

kalia
‘କାଳିଆ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଘୋଷଣାର ୧୦ ଦିନ ଭିତରେ ଆରମ୍ଭ ହେଲା ‘କାଳିଆ’ ଯୋଜନା। ଜିଲ୍ଲାପାଳଙ୍କ ସହ ଭିଡିଓ କନଫେରେନସରେ କଥା ହୋଇ ମୁଖ୍ୟମନ୍ତ୍ରୀ ଯୋଜନାର ଲୋଗୋ, ୱେବ୍‌ସାଇଟ୍ ଓ ହିତାଧିକାରୀଙ୍କ ତାଲିକା ଉନ୍ମୋଚନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୧ ଲକ୍ଷ ୪୦ ହଜାର ହିତାଧୀକାରୀ ତାଲିକାରେ ସ୍ଥାନ ପାଇଛନ୍ତି।...

golden baba
ପୁଲିସ କବ୍‌ଜାରେ ଗୋଲଡେନ୍‌ ବାବା

ଭୁବନେଶ୍ୱର : ପୁଲିସ କବ୍‌ଜାରେ ଗୋଲଡେନ ବାବା। ୧୨ କୋଟି ଟଙ୍କା ଚେକ୍ ଜାଲିଆତି ଅଭିଯୋଗରେ ତାଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୁଲିସ୍‌। ଅଭିଯୁକ୍ତ ହେଲେ ଭୁବନେଶ୍ୱର ନୀଳାଦ୍ରି ବିହାରର ଜ୍ୟୋତି ରଂଜନ ବେଉରା। ସୁନା ପିନ୍ଧିବାରେ ତାଙ୍କର ବହୁତ ସଉକ। ସବୁବେଳେ ଭରି ଭରି ସୁନା ଅଳଙ୍କାର...

sajjan
କୋର୍ଟରେ ଆତ୍ମସମର୍ପଣ କଲେ କଂଗ୍ରେସ ନେତା ସଜ୍ଜନ କୁମାର

ନୂଆଦିଲ୍ଲୀ  : ୧୯୮୪ମସିହା ଶିଖ୍ ବିରୋଧୀ ହିଂସାରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା କଂଗ୍ରେସ ନେତା ସଜ୍ଜନ କୁମାର ଆତ୍ମସମର୍ପଣ କରିଛନ୍ତି। ଆଜି ସଜ୍ଜନ କୁମାର ଦିଲ୍ଲୀର କରକରଡୁମା କୋର୍ଟରେ ଆତ୍ମସମର୍ପଣ କରିବା ପରେ ମଣ୍ଡୋଲି ଜେଲ୍‌କୁ ପଠାଇ ଦିଆଯାଇଛି। ଆତ୍ମସମର୍ପଣ ପାଇଁ ଅଧିକ ସମୟ ଦେବାକୁ ସଜ୍ଜନ କୁମାର...

triple talaq
ରାଜ୍ୟସଭାରେ ଅଟକି ରହିଲା ‘ତିନି ତଲାକ୍‌’ ବିଲ୍

ନୂଆଦିଲ୍ଲୀ : ବାରମ୍ବାର ହୋହାଲ୍ଲା ଓ ବିରୋଧ ପ୍ରଦର୍ଶନ ଯୋଗୁଁ ରାଜ୍ୟସଭାରେ ଗୁରୁତ୍ୱପୂର୍ଣ୍ଣ ତିନି ତଲାକ ବିଲ୍ ଆଜି ଉପସ୍ଥାପନ ହୋଇପାରି ନାହିଁ।  ତିନି ତଲାକ୍‌କୁ ନେଇ ଆଜି ଗୃହ ସରଗରମ ରହିଥିବା ବେଳେ ବିରୋଧୀ ବିଲ୍‌ର ବର୍ତ୍ତମାନର ରୂପରେଖକୁ ବିରୋଧ କରି ହୋହାଲ୍ଲା କରିଥିଲେ। ଏଥିପାଇଁ ଜାନୁୟାରୀ...

dam
ଶୀତ ବଢିବା ସାଙ୍ଗକୁ ଆରମ୍ଭ ହୋଇଛି ପର୍ଯ୍ୟଟନର ଋତୁ

ଢେଙ୍କାନାଳ : ଦୁଇଟି ପାହାଡ଼ ମଝିରେ ବିସ୍ତୀର୍ଣ୍ଣ  ନୀଳ ଜଳରାଶି। ଶୀତୁଆ ସକାଳରେ ଏଠାକର ସୌନ୍ଦର୍ଯ୍ୟ ପ୍ରକୃତି ପ୍ରେମୀଙ୍କୁ କରିଥାଏ ଆକର୍ଷିତ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଠାରୁ କଙ୍କଡ଼ାହାଡ଼ ଯିବା ରାସ୍ତାରେ ପଡେ ରାମିଆଳ ଦଣ୍ଡାଧାର ଡ୍ୟାମ। ପର୍ଯ୍ୟଟନର ଋତୁରେ ଏଠାକୁ ଲୋକଙ୍କ ସୁଅ ଛୁଟିଥାଏ। ପ୍ରକୃତିର ସୌନ୍ଦର୍ଯ୍ୟ...

bijaya mohapatra
ଗଜପତି ମହାରାଜାଙ୍କୁ ଟାର୍ଗେଟ କଲେ ବରିଷ୍ଠ ନେତା ବିଜୟ ମହାପାତ୍ର

ଭୁବନେଶ୍ୱର : ଶ୍ରୀମନ୍ଦିର ନୀତିରେ ବିଳମ୍ବ ଓ ମହାପ୍ରଭୁ ଜଗନ୍ନାଥ ଉପାସ ରହିବା ଘଟଣାକୁ ନେଇ ଗଜପତି ମହାରାଜାଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର। ଗଜପତି ମହାରାଜା ଶସ୍ତା ବିବୃତି ଦେଇ ଖସିଯିବା ଉଚିତ ନୁହଁ ବୋଲି ବିଜୟ କହିଛନ୍ତି। ଗଜପତି ମହାରାଜ ଠାକୁରଙ୍କ ଆଦ୍ୟ...

athletic
କଟକରେ ରାଜ୍ୟ ଆଥଲେଟିକ୍ ମିଟ୍ ଉଦ୍‌ଯାପିତ

କଟକ : କଟକରେ ଉଦ୍‌ଯାପିତ ହୋଇଯାଇଛି ରାଜ୍ୟ ଆଥଲେଟିକ୍ ମିଟ୍। ବାରବାଟୀ ଷ୍ଟାଡିୟମରେ ଚାଲିଥିବା ୬୬ତମ ରାଜ୍ୟ ଆଥଲେଟିକ୍ ମିଟ୍‌ରେ କଟକ ଦଳଗତ ଚାଂପିଅନ୍ ହୋଇଥିବାବେଳେ ସୁନ୍ଦରଗଡ଼ ରନର୍ସଅପ୍ ହୋଇଛି। ବେଷ୍ଟ ଆଥଲେଟ୍ ବିବେଚିତ ହୋଇଛନ୍ତି ଅଲମ୍ପିଆନ୍ ଦୂତୀ ଚାନ୍ଦ। ୩ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ୧୫୦୦ରୁ...

kalia
ଆସନ୍ତାକାଲି 'କାଳିଆ' ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୧ ଡିସେମ୍ବରରେ ଚାଷୀଙ୍କ ସହାୟତା ପାଇଁ ସରକାର ଘୋଷଣା କଲେ ଯୋଜନା ‘କାଳିଆ’। ୨୨ ଡିସେମ୍ବର ‘କାଳିଆ’କୁ କାର୍ଯ୍ୟକାରୀ କରିବା ପାଇଁ ସରକାର ପ୍ରସ୍ତୁତ କଲେ ମୋଡାଲିଟିଜ ବା ନିୟମାବଳୀ।  ଆଉ ଏହାର ୭ ଦିନ ପରେ ସରକାର ମୁଣ୍ଡକୁ ଘାରିଲା ପାଣ୍ଠି ଚିନ୍ତା। କ୍ୟାବିନେଟ...

murder
ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିଲା ; ୩ଜଣ ଗିରଫ

ଚୌଦ୍ୱାର : କଟକ ଚୌଦ୍ୱାର କମାଙ୍ଗ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ ପୁଲିସ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। ହତ୍ୟାକାଣ୍ଡରେ ସଂପୃକ୍ତ ୩ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆ  ଓ...

chiranjiv
ଗୋଷ୍ଠୀ କନ୍ଦଳ ଯୋଗୁଁ କଂଗ୍ରେସ କ୍ଷମତାରୁ ଦୂରେଇ ରହିଛି : ଚିରଂଜୀବ ବିଶ୍ୱାଳ

ଖୋର୍ଦ୍ଧା : ଗୋଷ୍ଠୀ କନ୍ଦଳ ଯୋଗୁଁ କଂଗ୍ରେସ କ୍ଷମତାରୁ ଦୂରେଇ ରହିଛି। ଏଭଳି ଆଚରଣ ଯୋଗୁଁ ୧୯ ବର୍ଷ ହେଲା ଆମକୁ ଲୋକେ ବିଶ୍ୱାସକୁ ନେଉ ନାହାନ୍ତି ,କ୍ଷମତା ଦେଉନାହାନ୍ତି। କଂଗ୍ରେସର ଗୋଷ୍ଠୀ କନ୍ଦଳକୁ ନେଇ ମୁହଁ ଖୋଲିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ଚିରଂଜୀବ ବିଶ୍ୱାଳ। ଖୋର୍ଦ୍ଧା ଜିଲ୍ଲା...

rabindra
ମହାନଦୀ ଜଳ ବିବାଦ : ଛତିଶଗଡ଼ ଜଳସମ୍ପଦ ମନ୍ତ୍ରୀଙ୍କ ବୟାନ ପରେ ହରଡ଼ଘଣାରେ ରାଜ୍ୟ କଂଗ୍ରେସ

ଭୁବନେଶ୍ୱର : ମହାନଦୀକୁ ନେଇ ଛତିଶଗଡ଼ର ନୂଆ କୃଷି ଓ ଜଳସମ୍ପଦ ମନ୍ତ୍ରୀ ରବୀନ୍ଦ୍ର ଚୌବେଙ୍କ ରୋକଠୋକ୍ ମନ୍ତବ୍ୟ। କହିଛନ୍ତି, ମହାନଦୀ ଉପରେ ରହିଛି ତାଙ୍କ ରାଜ୍ୟର ପୂର୍ଣ୍ଣ ଅଧିକାର। ଉତ୍ପତ୍ତି ସ୍ଥଳରୁ ଶେଷ ଯାଏଁ, ମହାନଦୀ କେବଳ ଛତିଶଗଡ଼ର। ତେଣୁ ରବୀନ୍ଦ୍ରଙ୍କ ଏଭଳି ଯୁକ୍ତି ପରେ ଏବେ...

puri
ନୂଆବର୍ଷକୁ ନେଇ ପୁରୀରେ ବ୍ୟାପକ ବ୍ୟବସ୍ଥା

ପୁରୀ : ନୂଆବର୍ଷକୁ ନେଇ ପୁରୀରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ହୋଟେଲ ଗୁଡିକୁ ରଙ୍ଗିନ୍ ଆଲୋକ ମାଳାରେ ସଜାଯାଇଛି। ଡିସେମ୍ବର ୩୧ରେ ଜିରୋ ନାଇଟ୍ ସେଲିବ୍ରେସନ  ସହ ପର୍ଯ୍ୟଟକଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ହୋଟେଲ ଆସୋସିଏସନ୍ ତରଫରୁ ଏକ ସ୍ୱତନ୍ତ୍ର ଦର...

agusta
ଅଗଷ୍ଟା ୱେଷ୍ଟଲାଣ୍ଡ ଦୁର୍ନୀତି ପ୍ରସଙ୍ଗ : ଇଡିର ତଥ୍ୟକୁ ନେଇ ଜୋରଦାର ରାଜନୀତି

ନୂଆଦିଲ୍ଲୀ : ଭିଭିଆଇପି ହେଲିକପ୍ଟର ଅଗଷ୍ଟା ୱେଷ୍ଟଲାଣ୍ଡ କିଣା ଦୁର୍ନୀତିରେ ସଂପୃକ୍ତ ଥିବା ମଧ୍ୟସ୍ଥି କ୍ରିଷ୍ଟିଆନ୍ ମିସେଲ ଜେରାବେଳେ ମିସେସ୍‌ ଗାନ୍ଧି ଓ ସନ୍ ଅଫ୍ ଇଟାଲୀୟନ ଲେଡିଙ୍କୁ ଇଙ୍ଗିତ କରିଥିବା ନେଇ କୋର୍ଟରେ ତଥ୍ୟ ରଖିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମିସେଲଙ୍କୁ ରିମାଣ୍ଡରେ ନେବା ଲାଗି ଇଡିର ଏଭଳି...

pump
ପେଟ୍ରୋଲ ଟାଙ୍କି ଭିତରେ ପଶି ଟଙ୍କା ଲୁଟ୍ ସହ ଆକ୍ରମଣ

ଭଦ୍ରକ : ପେଟ୍ରୋଲ ଟାଙ୍କି ଭିତରେ ପଶି ଟଙ୍କା ଲୁଟ୍‌ କରିବା ସହ କର୍ମଚାରୀଙ୍କୁ ମାଡ଼ ଅଭିଯୋଗ। ଭଦ୍ରକ ଜିଲ୍ଲା ଧାମନଗରରୁ ଆସିଛି ଏଭଳି ଅଭିଯୋଗ। ଧାନନଗରର ଗୁହାଳିଆ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କିଛି ଦୁବୃର୍ତ୍ତ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ...

child marriage
ମୟୂରଭଂଜ ଉଦଳାରେ ବାଲ୍ୟ ବିବାହ ଉଦ୍ୟମ ପଣ୍ଡ

ମୟୂରଭଞ୍ଜ : ମୟୂରଭଞ୍ଜ ଉଦଳାରେ ବାଲ୍ୟ ବିବାହ ଉଦ୍ୟମ ରୋକିଲା ପୁଲିସ। ନାବାଳିକାକୁ ଉଦ୍ଧାର କରିବା ସହ ବିବାହ କରିବାକୁ ଯାଉଥିବା ବରକୁ , ପୁଲିସ ଥାନାରେ ଅଟକ ରଖିଛି।  ଆଜି ରାଢ଼ୋ ଗାଁରେ ନାବାଳିକା ସହ ଉତ୍ତର ପ୍ରଦେଶର ପ୍ରମୋଦ କୁମାର ସିଂହଙ୍କ ବାହାଘର ଆୟୋଜନ ହୋଇଥିଲା।...