• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

peetha
ଆଜିଠାରୁ ଆରମ୍ଭ ହୋଇଛି ‘ପିଠା’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ସରକାରର ବିଭିନ୍ନ ଯୋଜନା ସମ୍ପର୍କରେ ପଞ୍ଚାୟତସ୍ତରରେ ଲୋକଙ୍କୁ ସଚେତନ କରିବାକୁ ଆଜିଠାରୁ ଆରମ୍ଭ ହୋଇଛି ‘ପିଠା’ କାର୍ଯ୍ୟକ୍ରମ। ‘ପିଠା’ ବା ପିପୁଲ୍‌ସ ଏମ୍ପାଓ୍ୱାରମେଣ୍ଟ-ଏନାବ୍‌ଲିଂ ଟ୍ରାନ୍ସପେରେନ୍ସି ଆଣ୍ଡ ଆକାଉଣ୍ଟବିଲିଟି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟବାସୀଙ୍କୁ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଇବା ସହିତ ସେମାନଙ୍କ ହକ୍‌ ଲୋକଙ୍କ...

mahanadi tribunal
ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ଶୁଣାଣି ଆରମ୍ଭ

ଭୁବନେଶ୍ୱର : ମହାନଦୀ ଜଳବିବାଦ ପ୍ରସଙ୍ଗରେ ଆଜି ମହାନଦୀ ଟ୍ରିବ୍ୟୁନାଲରେ ହୋଇଥିବା ଶୁଣାଣିରେ ଓଡ଼ିଶାକୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ। ଓଡ଼ିଶାର ଯୁକ୍ତି ଉପସ୍ଥାପନ ପରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଛତିଶଗଡ଼ ବେଆଇନ ପାଣି ଅବରୋଧ କରୁଥିବା ଓଡ଼ିଶା ଦର୍ଶାଇଥିଲା ଗତ ୨୦...

shelter
ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ ନିର୍ଯାତନା ଘଟଣା ; ବିଦେଶୀ ପୁଞ୍ଜି ଖୋଜିବ ଇଡି

ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ ନିର୍ଯାତନା ଘଟଣାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ED। ସଂସ୍ଥାର ଆର୍ଥିକ ନେଣଦେଣ ଓ ବିଦେଶୀ ପୁଞ୍ଜିର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଉଁଠୁ ଏବଂ କେତେ ବିଦେଶୀ ପୁଞ୍ଜି ଆସୁଥିଲା ED ତାର ତଦନ୍ତ କରିବ। ଏହି ପ୍ରସଙ୍ଗରେ  ED...

looty
ବନ୍ଧୁକ ଦେଖାଇ ଲୁଟିନେଲେ ବାଇକ୍‌

ଭୁବନେଶ୍ୱର : ହକି ବିଶ୍ୱକପ୍‌ ପାଇଁ ରାଜଧାନୀ ଭୁବନେଶ୍ୱର ପୁଲିସ ଛାଉଣୀରେ ପରିଣତ ହୋଇଛି। ଲୁଟ୍‌ ଓ ଛିନ୍‌ତାଇକୁ ଲକ୍ଷ୍ୟକରି କମିଶନରେଟ୍‌ ପୁଲିସ ଛକମାନଙ୍କରେ ସିସିଟିଭି ଲଗାଇବା ସହିତ ପିସିଆର୍‌ ଭ୍ୟାନ୍‌ ପଇଁତରା ମାରୁଛି। ଏହା ସତ୍ତ୍ୱେ ଦୁର୍ବୃତ୍ତମାନେ ପୁଲିସକୁ ଚକ୍‌ମା ଦେଇ ଲୁଟି ନେଉଛନ୍ତି। ଆଜି ଏମିତି...

kali-up
ଶ୍ରୀକାନ୍ତ-ନିରଞ୍ଜନ କଳିରେ କାହ୍ନୁଙ୍କ ଏଣ୍ଟ୍ରି

ଭୁବନେଶ୍ୱର : ଘନଉଛି କଂଗ୍ରେସ କଳି। ଶ୍ରୀକାନ୍ତ-ନିରଞ୍ଜନ ବିବାଦରେ ଏଣ୍ଟ୍ରି ମାରିଛନ୍ତି ବରିଷ୍ଠ ନେତା କାହ୍ନୁଚରଣ ଲେଙ୍କା। ଶ୍ରୀକାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ପିସିସି ଶୃଙ୍ଖଳା କମିଟି, ଏଆଇସିସିକୁ ସୁପାରିଶ କରିବାକୁ ନାପସନ୍ଦ କରିଛନ୍ତି କାହ୍ନୁ। ଯାହା ଆପୋଷରେ ସମାଧାନରେ ହେବ, ତାକୁ ନେଇ ନାଟ କରିବାର କଣ...

tara
'ତୃତୀୟ ମହଲା ନିର୍ଦ୍ଦେଶରେ ଚାଲେ ବିଧାନସଭା' : ଗୁମର ଖୋଲିଲେ ତାରା

ଭୁବନେଶ୍ୱର : ତୃତୀୟ ମହଲା ନିର୍ଦ୍ଦେଶରେ ଚାଲେ ବିଧାନସଭା। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ଭାଗ ନେଇ, ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି। ତାରା କହିଛନ୍ତି ବାଚସ୍ପତିଙ୍କ ପାଖକୁ ବିଧାୟକ ଓ ମନ୍ତ୍ରୀଙ୍କ ଜରିଆରେ ତୃତୀୟ ମହଲାରୁ ନିର୍ଦ୍ଦେଶ ଆସେ। ଓଟିଭି...

ind-up
ବିଶ୍ୱକପ୍ ପୁରୁଷ ହକିରେ ଭାରତର ଅଭିଯାନ ଶେଷ

ଭୁବନେଶ୍ୱର :  ବିଶ୍ୱକପ୍ ପୁରୁଷ ହକିରେ ଭାରତର ଅଭିଯାନ ଶେଷ ହୋଇଛି। କ୍ୱାର୍ଟର ଫାଇନାଲରେ ନେଦରଲାଣ୍ଡସ୍‌ ଠାରୁ ୨-୧ ଗୋଲରେ ହାରିଛି ଟିମ୍‌ ଇଣ୍ଡିଆ। ଫଳରେ ଭାରତର ବିଶ୍ୱକପ୍  ଆଶା ଧୂଳିସାତ୍ ହୋଇଛି। ଏହି ମ୍ୟାଚ୍‌ରେ ବିଜୟୀ ହେବା ସହ ସେମି ଫାଇନାଲ ଯାଇଛି ନେଦରଲାଣ୍ଡସ୍। ସେମିରେ ଅଷ୍ଟ୍ରେଲିଆ-ନେଦରଲ୍ୟାଣ୍ଡସ୍...

shelter-up
NCPCR ଟିମ୍ ସଦସ୍ୟଙ୍କ ତନାଘନା ଜାରି

ଭୁବନେଶ୍ୱର : ବଲାଙ୍ଗିର, ବୌଦ୍ଧ, ଝାରସୁଗୁଡ଼ା, ବାଲେଶ୍ୱର, ପୁରୀ ସମେତ ଢେଙ୍କାନାଳ। ଗୋଟିଏ ପରେ ଗୋଟିଏ ଆଶ୍ରମ ଗୃହରେ ପଶି ଜୋରଦାର ଚଢ଼ାଉ କରିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟ। କେଉଁଠି ଗୁଡ୍ ନ୍ୟୁଜ୍‌ ଇଣ୍ଡିଆ ଦ୍ୱାରା ପରିଚାଳିତ ଡ୍ରିମ୍ ହୋମ୍‌ରେ ଚଢ଼ାଉ କରାଯାଇଛି ତ...

rahul
୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନ ନେଇ ରାହୁଲଙ୍କ ବାସଭବନରେ ଘମାସାନ

ନୂଆଦିଲ୍ଲୀ : ତିନି ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ? କଂଗ୍ରେସ ପାଇଁ ଅଡୁଆ ସାଜିଛି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଅଛିଣ୍ଡା ଗଣିତ। ରାହୁଲଙ୍କ ବାସଭବନରେ ସକାଳ ୯ଟାରୁ ମାରାଥନ୍ ବୈଠକ ଚାଲିଥିଲେ ମଧ୍ୟ ବାହାରି ପାରିନି ସମାଧାନର ବାଟ। ଖାସ୍ କରି ରାଜସ୍ଥାନରେ ଗେହଲଟ୍ ଓ...

+2
ଯୁକ୍ତ ୨ ପରୀକ୍ଷା ପାଇଁ ତାରିଖ ଘୋଷଣା

ଭୁବନେଶ୍ୱର :  ଯୁକ୍ତ ୨ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା ହୋଇଛି କାର୍ଯ୍ୟସୂଚୀ। ମାର୍ଚ୍ଚ ୭ରୁ ସାରା ରାଜ୍ୟରେ ହେବ +୨ ପରୀକ୍ଷା। ଏହା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ହେବ। ମାର୍ଚ୍ଚ ୮ରୁ...

cyclone
ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ ; ଆସନ୍ତାକାଲି ସାଇକ୍ଲୋନର ରୂପନେବ

ଆନ୍ଧ୍ରପ୍ରଦେଶ  : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେଇଛି। ଚେନ୍ନାଇ ଉପକୂଳ ଠାରୁ ଏହା ୧୧୪୦ କିଲୋମିଟର ଏବଂ ଶ୍ରୀଲଙ୍କାର ତ୍ରିଙ୍କୋମାଲି ଉପକୂଳରୁ ୮୨୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଅତିକ୍ରମ...

nilagiri
ନୀଳଗିରିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ନୀଳଗିରି : ଶୀତ ବଢିବା ସହ ଅପରୂପ ସୌନ୍ଦର୍ଯ୍ୟରେ ସଜେଇ ହେଲାଣି ପ୍ରକୃତି ରାଣୀ। ସକାଳର ପହଲି ସୂର୍ଯ୍ୟ କିରଣରେ କାକର ବିନ୍ଦୁର ବାସ୍ନା ଅବା ରଙ୍ଗବେରଙ୍ଗ ଫୁଲର ସମ୍ଭାର। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଆରମ୍ଭ ହେଲାଣି ପିକ୍‌ନିକ୍ ଋତୁ।  ପାହାଡ଼ ଉପରେ ଥିବା ଏଠାକାର ପଞ୍ଚଲିଙ୍ଗେଶ୍ୱର...

rape allegation
ସରପଞ୍ଚଙ୍କ ପୁଅଙ୍କ ବିରୁଦ୍ଧରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ

କଟକ : ସରପଞ୍ଚଙ୍କ ପୁଅଙ୍କ ବିରୁଦ୍ଧରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ। ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ପଞ୍ଚାୟତରୁ। ନାବାଳିକା ଜଣକ ସାଇକଲରେ ଏକୁଟିଆ ଟ୍ୟୁସନରୁ ଫେରୁଥିବା ସମୟରେ ଅଭିଯୁକ୍ତ ମୃତ୍ୟୁଞ୍ଜୟ ସ୍ୱାଇଁ ରାସ୍ତାରେ ଟଣାଓଟରା କରିଥିଲା। ପରେ ନାବାଳିକାଙ୍କ ସହ ଦୁଷ୍କର୍ମ ଉଦ୍ୟମ...

dharmendra
ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି। ପେଟ୍ରୋଲିୟମ ଶିଳ୍ପ ପ୍ରକଳ୍ପ ପାଇଁ ଭିତ୍ତିଭୂମି ଯୋଗାଇବା ନେଇ ଚିଠି ଲେଖିଛନ୍ତି। କେନ୍ଦ୍ରମନ୍ତ୍ରୀ ଅନେକ ପ୍ରକଳ୍ପକୁ ଜମି ମିଳିନଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଧର୍ମେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟର ୪ଟି ପ୍ରକଳ୍ପକୁ ରାଜ୍ୟ ଜମି ଯୋଗାଉ ନାହିଁ ଚିଠିରେ...

rosevally 2
ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥାର ଜମାକାରୀ ଫେରିପାଇବେ ଟଙ୍କା

କଟକ : ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥାର ଜମାକାରୀଙ୍କୁ ସେମାନଙ୍କ ଟଙ୍କା ଫେରାଇବାକୁ ରାଜ୍ୟ ସରକାରଙ୍କୁ କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତଙ୍କ ନିର୍ଦ୍ଦେଶ। ମୋଟ ୨ ଲକ୍ଷ ୩୮ ହଜାର ୪୭୭ ଜମାକାରୀଙ୍କୁ ୯୨ କୋଟି ୮ ଲକ୍ଷ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆର୍‌ଆଇ ଓ ପଞ୍ଚାୟତ...

india
ହକି ବିଶ୍ୱକପ୍ : ଆଜି ଭାରତ-ନେଦରଲାଣ୍ଡସ୍ ମୁକାବିଲା

ଭୁବନେଶ୍ୱର : ହକି ବିଶ୍ୱକପ୍ କ୍ୱାର୍ଟର ଫାଇନାଲ୍‌ରେ ଆଜି ନେଦରଲାଣ୍ଡସକୁ ଭେଟିବ ଟିମ୍‌ ଇଣ୍ଡିଆ। ସେମିଫାଇନାଲ ସିଟ୍ ପାଇଁ ଉଭୟଙ୍କ ମଧ୍ୟରେ ହେବ କଡ଼ା ଟକ୍କର। ଆଟାକିଂ ହକି ପାଇଁ ପରିଚିତ ଡଚ୍ ଖେଳାଳିଙ୍କୁ ଟିମ୍ ଇଣ୍ଡିଆର ଡିଫେଣ୍ଡରମାନେ କିଭଳି ଜବାବ ଦେଉଛନ୍ତି ତା ଉପରେ ହକି ପ୍ରେମୀମାନେ...

press meet
ରାଜ୍ୟ ସରକାରଙ୍କୁ NCPCRର ଭର୍ତ୍ସନା

ଢେଙ୍କାନାଳ : ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ ନିର୍ଯାତନା ମାମଲା ପରେ ସାରା ରାଜ୍ୟରେ କେମିତି ଚାଲିଛି ଚାଇଲ୍ଡ କେୟାର ୟୁନିଟ୍ ତାର ତନାଘନା କରିଛି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ-NCPCR। ତେବେ ଆଜି ପୁରା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଭତ୍ସନା କରିଛନ୍ତି NCPCR ସଦସ୍ୟ...

hc-up
ଆର୍ଜେଣ୍ଟିନାକୁ ୩-୨ ଗୋଲରେ ହରାଇ ସେମିରେ ଇଂଲଣ୍ଡ

ଭୁବନେଶ୍ୱର : ବିଶ୍ୱକପ ପୁରୁଷ ହକିରେ ଆଜି ଠାରୁ ଆରମ୍ଭ ହୋଇଛି କ୍ୱାର୍ଟରଫାଇନାଲ ପର୍ଯ୍ୟାୟ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନାକୁ ୩-୨ ଗୋଲରେ ହରାଇ ସେମିରେ ପ୍ରବେଶ କରିଛି ଇଂଲଣ୍ଡ। ସେପଟେ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ-ଫ୍ରାନସ୍ ମୁକାବିଲା ଚାଲିଛି। ସେହିପରି ଆସନ୍ତାକାଲି ଭାରତ-ନେଦରଲାଣ୍ଡସ ମଧ୍ୟରେ କ୍ୱାର୍ଟର...

cong-up
ଛତିଶଗଡ଼ରେ କ୍ଷମତା ପରିବର୍ତ୍ତନ ପରେ ଚର୍ଚ୍ଚା , କଣ ହେବ ମହାନଦୀ ଜଳ ବିବାଦର ଭବିଷ୍ୟତ?

ଭୁବନେଶ୍ୱର : ଛତିଶଗଡ଼ରେ ଗଡ଼ିଲା ରମଣ ସିଂ ସରକାର ଶାସନ। ଗାଦି ସମ୍ଭାଳିବାକୁ ଯାଉଛି କଂଗ୍ରେସ। ଏଭଳି ସ୍ଥିତିରେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ, ଫିଟିବ କି ମହାନଦୀ ବିବାଦ ସମାଧାନର ବାଟ ? ଓଡ଼ିଶାର ଦାବିକୁ ଅଣଦେଖା କରିଥିବା ଛତିଶଗଡ଼ ସରକାରଙ୍କ ଆଭିମୁଖ୍ୟରେ ଆସିବ କି ପରିବର୍ତ୍ତନ ?...