• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

rto9
ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଆର୍‌ଟିଓ

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଆର୍‌ଟିଓ  ଦିବାକର ସିଂ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦିବାକରଙ୍କ ଢେଙ୍କାନାଳରେ ଥିବା ଭଡାଘର, ମୟୂରଭଂଜର ନିଜଘର, ଭୁବନେଶ୍ୱର ଓ ବାଲେଶ୍ୱର ଘରେ ମଧ୍ୟ ଚଢଉ କରାଯାଉଛି। ପୂର୍ବରୁ ଢେଙ୍କାନାଳରେ ଆର୍‌ଟିଓ ଥିବା ବସନ୍ତ କୁମାର ବେହେରା ଭିଜିଲାନ୍ସ ଦ୍ୱାରା...

anu
‘ଦି ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ଫିଲ୍ମକୁ ନେଇ ମହାରାଷ୍ଟ୍ର ଯୁବ କଂଗ୍ରେସର ଆପତ୍ତି

ମୁମ୍ବାଇ : ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଉପରେ ଆଧାରିତ ଫିଲ୍ମ ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ଫିଲ୍ମକୁ ନେଇ ବିବାଦ ଦେଖାଦେଇଛି। ଗତକାଲି ଟ୍ରେଲର ରିଲିଜ ପରେ, କଂଗ୍ରେସ ପାଇଁ ସ୍ୱତନ୍ତ୍ର ଭାବେ ସ୍କ୍ରିନିଂ କରିବାକୁ ମହାରାଷ୍ଟ୍ର ଯୁବ କଂଗ୍ରେସ ସଭାପତି ଫିଲ୍ମର ପ୍ରଯୋଜକଙ୍କୁ ଚିଠି...

sivraj
ସୂର୍ଯ୍ୟ ମନ୍ଦିର ବୁଲି ଦେଖିଲେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ

କୋଣାର୍କ  : ଓଡ଼ିଶା ଗସ୍ତରେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ଆଜି ଶିବରାଜ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଛନ୍ତି। ଶିବରାଜ ନିଜ ସପରିବାର ମନ୍ଦିର ବୁଲିଛନ୍ତି। ଏହି ଅବସରରେ ସ୍ଥାନୀୟ ଗାଇଡ୍‌ ତାଙ୍କୁ ମନ୍ଦିରର ମାହାତ୍ମ ଏବଂ କାରୁକାର୍ଯ୍ୟ ସମ୍ପର୍କରେ ଅବଗତ କରିଥିଲେ।...

bus
ଭାରସାମ୍ୟ ହରାଇ ଓଲଟିଲା ବସ୍, ୧୨ ଆହତ

ରାଇରଙ୍ଗପୁର : ମୟୂରଭଂଜ ରାଇରଙ୍ଗପୁରରେ ଓଲଟିଲା ବସ୍ । କଲିକତାରୁ କେନ୍ଦୁଝର ଆସୁଥିବା ‘ଅଗ୍ରୱାଲା’ ବସ୍‌ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା କଟାସ ନିକଟରେ ଏନ୍‌ଏଚ୍‌-୪୯ ଉପରେ ଓଲଟି ପଡ଼ିଛି। ଫଳରେ ୧୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବିଶୋଇ...

school
ସ୍କୁଲରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଅଭିଯୋଗ

 କଟକ : ସ୍କୁଲ ଗୁଡ଼ିକ ଛୁଟିଥିବାବେଳେ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ହେଉଥିବା ଅଭିଯୋଗ କରିଛନ୍ତି ଲୋକେ। କଟକ ଜିଲ୍ଲା ଟାଙ୍ଗୀ ଭଟିମୁଣ୍ଡା ଗାଁରୁ ଆସିଛି ଏହି ଅଭିଯୋଗ। ରାତିରେ ଚାଉଳ ଚୋରି ହେଉଥିବାର ଏକ ଭିଡ଼ିଓ ସୋଶାଲ ମିଡ଼ିଆରେ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା...

pu
ଖୋଲିଲା ଶ୍ରୀମନ୍ଦିରର ଭିତର କବାଟ : ଆରମ୍ଭ ହେଲା ନୀତିକାନ୍ତି

ପୁରୀ : ଶେଷରେ ଖୋଲିଛି ଶ୍ରୀମନ୍ଦିରର ଭିତର କବାଟ। ଦିନ ସାରା ଚରମ ବିଶୃଙ୍ଖଳା ପରେ କିଛି ସମୟ ପୂର୍ବରୁ ବଡଦେଉଳ ଦ୍ୱାର ଫିଟାଯାଇଛି। ଏଥିସହ ଦୀର୍ଘ ୧୨ ଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ମଙ୍ଗଳ ଆରତୀ ଆରମ୍ଭ ହୋଇଛି। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର...

gg
ଉତ୍ତେଜିତ ହେଲେଣି ଭକ୍ତ : ବର୍ତ୍ତମାନ ସୁଦ୍ଧା ଖୋଲିନାହିଁ ଶ୍ରୀମନ୍ଦିର ବଡ଼ ଦେଉଳର ଦ୍ୱାର

ପୁରୀ : ଶ୍ରୀମନ୍ଦିରରେ ଚରମ ଅବସ୍ଥାରେ ପହଞ୍ଚିଛି ବିଶୃଙ୍ଖଳା। ବର୍ତ୍ତମାନ ସୁଦ୍ଧା ଖୋଲିନାହିଁ ଶ୍ରୀମନ୍ଦିର ବଡ଼ ଦେଉଳର ଦ୍ୱାର। ଶ୍ରୀଜିଉଙ୍କ ମଙ୍ଗଳଆଳତୀ କିମ୍ବା କୌଣସି ନୀତିକାନ୍ତି ଆରମ୍ଭ ହୋଇନି। ଏଥିଯୋଗୁଁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି। ଭକ୍ତ ଉତ୍ତ୍ୟକ୍ତ ହୋଇ ଶ୍ରୀମନ୍ଦିରକୁ ଧସେଇ ପଶିଛନ୍ତି।...

puri-=1
ଶ୍ରୀମନ୍ଦିର ଅଚଳାବସ୍ଥା : ଏ ପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରି ପାରିନାହିଁ

ପୁରୀ : ଶ୍ରୀମନ୍ଦିର ଅଚଳାବସ୍ଥାର ସମାଧାନ ପାଇଁ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ସେବାୟତଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ସେବାୟତମାନେ ଜିଦ୍‌ରେ ଅଟଳ ରହିଛନ୍ତି। ଜିଲ୍ଲାପାଳଙ୍କ ଅନୁରୋଧ ସତ୍ତ୍ୱେ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ସେବାୟତମାନେ ଗ୍ରହଣ କରିନାହାନ୍ତି। ଅତୀତରେ ଏଭଳି...

gajapati
ମହାପ୍ରଭୁଙ୍କ ସେବାପୂଜା ଠାରୁ ଆଉ କୌଣସି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ନୁହେଁ : ଗଜପତି ମହାରାଜ ଦିବ୍ୟସିଂହ ଦେବ

ପୁରୀ : ଶ୍ରୀମନ୍ଦିରରେ ଚରମ ଅବସ୍ଥାରେ ପହଞ୍ଚିଛି ବିଶୃଙ୍ଖଳା। ବର୍ତ୍ତମାନ ସୁଦ୍ଧା ଖୋଲିନାହିଁ ଶ୍ରୀମନ୍ଦିର ବଡଦେଉଳର ଦ୍ୱାର। ଶ୍ରୀଜିଉଙ୍କ ମଙ୍ଗଳଆଳତୀ କିମ୍ବା କୌଣସି ନୀତିକାନ୍ତି ଆରମ୍ଭ ହୋଇନି। ଏଥିଯୋଗୁଁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି। ସେପଟେ ସମଗ୍ର ପ୍ରସଙ୍ଗକୁ ନେଇ ଗଜପତି ମହାରାଜ ଦିବ୍ୟସିଂହ...

school-up
CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା

ଭୁବନେଶ୍ୱର : ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଘୋଷଣା ହୋଇଛି ତାରିଖ। ଆସନ୍ତା ଫେବ୍ରୁଆରୀ ୧୫ରୁ ଦ୍ୱାଦଶ ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା, ଯାହା ମାର୍ଚ୍ଚ...

kalia-up
ନୂଆ ଯୋଜନା କାଳିଆକୁ ନେଇ ଥମୁନି ରାଜନୀତି

ଭୁବନେଶ୍ୱର : କିଭଳି କାର୍ଯ୍ୟକାରୀ ହେବ ଚାଷୀଙ୍କ ପାଇଁ ଘୋଷଣା ହୋଇଥିବା କାଳିଆ ଯୋଜନା ? ଚାଷୀ କେମିତି ପାଇବେ ସହାୟତା ? ଏ ନେଇ ସରକାର ନିୟମାବଳୀ ପ୍ରସ୍ତୁତ କରିଛନ୍ତି। ମୋଡାଲିଟିଜ୍‌ର ବିଜ୍ଞପ୍ତିରେ ଅଛି ଯୋଜନାକୁ ରାଜ୍ୟ ସ୍ତରରେ ମୁଖ୍ୟ ଶାସନ ସଚିବ ଏବଂ କୃଷି, ମତ୍ସ୍ୟ...

nk-up
ପୁଣି ଜୋର ଧରିଲା ଜାତୀୟ ସାମ୍ମୁଖ୍ୟ ଚର୍ଚ୍ଚା

ଭୁବନେଶ୍ୱର :  ନବୀନ ନିବାସରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ତେଲଙ୍ଗାନା ନିର୍ବାଚନ ପୂର୍ବରୁ ଅନେକ ଆଂଚଳିକ ଦଳର ନେତାଙ୍କୁ ଭେଟି ଫେଡେରାଲ୍ ଫ୍ରଣ୍ଟ ଅଭିଯାନ ଆରମ୍ଭ କରିଥିଲେ କେସିଆର୍। ଏମିତିକି ବିଧାନସଭା...

bbsr-up
ଭୁବନେଶ୍ୱର ପଥ ଉତ୍ସବରେ ଖ୍ରୀଷ୍ଟମାସ୍ ଥିମ୍

ଭୁବନେଶ୍ୱର : ବଡ଼ଦିନ ଅବ୍ୟବହିତ ପୂର୍ବରୁ ଆଜି ଭୁବନେଶ୍ୱର ପଥ ଉତ୍ସବରେ ଦେଖିବାକୁ ମିଳିଥିଲା କୁନି କୁନି ପିଲାଙ୍କ ସାନ୍ତାକ୍ଲଜ୍ ବେଶ। ମୁଣ୍ଡରେ ସାନ୍ତାକ୍ଲଜର କ୍ୟାପ୍ ଓ ଦେହରେ ନାଲି ରଙ୍ଗର ଡ୍ରେସ୍ ପିନ୍ଧି ଖ୍ରୀଷ୍ଟମାସ୍ ରଙ୍ଗରେ ସମସ୍ତଙ୍କୁ ନଚାଇଥିଲେ କୁନି କୁନି ସାନ୍ତାକ୍ଲଜ। ଏହାସହିତ ସେମାନଙ୍କ ମାଆମାନେ...

winter
ଉତ୍ତର ଭାରତରେ ଭୀଷଣ ଶୀତ ଲହରୀ

ନୂଆଦିଲ୍ଲୀ : ଉତ୍ତର ଭାରତରେ ଭୀଷଣ ଶୀତ ଲହରୀ ଜାରି ରହିଛି। ଗତ ଏକ ସପ୍ତାହ ଧରି ହରିଆଣା, ପଂଜାବରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଏପରିକି ଅନେକ ସ୍ଥାନରେ ତାପମାତ୍ରା ସାଧାରଣ ସ୍ତରଠାରୁ ଅନେକ ତଳେ ରହିଛି। ହରିଆଣାର କର୍ଣ୍ଣାଲରେ ତାପମାତ୍ରା ଶୂନ ଡିଗ୍ରୀ ରେକର୍ଡ କରାଯାଇଛି। ...

elephant
ନୀଳଗିରି ଅଞ୍ଚଳରେ ଜାରି ରହିଛି ହାତୀ ଉପଦ୍ରବ

ନୀଳଗିରି : ନୀଳଗିରି ଅଞ୍ଚଳରେ ଜାରି ରହିଛି ହାତୀ ଉପଦ୍ରବ। ଏହି ରେଞ୍ଜର ସିଆଡ଼ିମାଳ ପଞ୍ଚାୟତର ସିନ୍ଦୁରିଆ ଗାଁରେ ଗତ ରାତିରେ ହାତୀ ପଶି ଜଣକ ଘର ଭାଙ୍ଗିବା ସହ କଳେଇ ଭାଙ୍ଗି ଧାନ ଖାଇଦେଇଥିବା ଅଭିଯୋଗ ହୋଇଛି। ହାତୀ ଭୟରେ ଗ୍ରାମର କବିତା ସିଂଙ୍କ ଘର ଭାଙ୍ଗିଥିବା...

kujanga
ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ସ୍ୱାମୀ ପରିତ୍ୟକ୍ତା ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ଆସିଛି। ଘରେ ଶୋଇଥିବା ସମୟରେ ଅଭିଯୁକ୍ତ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ କୁଜଙ୍ଗ ଥାନାରେ ଏତଲା ଦେଇଛନ୍ତି। ପରିବାର ଲୋକେ...

bihar
ବିହାରରେ ଏନ୍‌ଡିଏ ଆସନ ବୁଝାମଣା ବିବାଦ ତୁଟିଲା

ନୂଆଦିଲ୍ଲୀ :  ଆସନ ବୁଝାମଣାକୁ ନେଇ ବିହାରରେ ଏନ୍‌ଡିଏରେ ଦେଖାଦେଇଥିବା ଅସନ୍ତୋଷ ଦୂର ହୋଇଛି। ରାଜ୍ୟରେ ବିଜେପି ଓ ସଂଯୁକ୍ତ ଜନତା ଦଳ ପ୍ରତ୍ୟେକ ୧୭ଟି ଲେଖାଏଁ ଆସନରେ ଲଢ଼ିବେ। ଅନ୍ୟତମ ସହଯୋଗୀ ଦଳ ଲୋକ ଜନଶକ୍ତି ପାର୍ଟି ୬ଟି ଆସନରେ ପ୍ରାର୍ଥୀ ଦେବ। ଏହାସହ ଏଲ୍‌ଜେପି ନେତା...

kcr -1
ଭୁବନେଶ୍ୱରରେ ପହଞ୍ଚିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ସଂଧ୍ୟାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ। ନବୀନ ନିବାସରେ ରାତ୍ରିଯାପନ କରିବେ ବୋଲି ଚର୍ଚ୍ଚା ହେଉଛି। ଆସନ୍ତାକାଲି ସକାଳେ ସପରିବାର କୋଣାର୍କ ଏବଂ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ...