ବାଲେଶ୍ୱର : ବାଲେଶ୍ୱର ଅରଡ ବଜାରରେ ଅଭାବନୀୟ ଘଟଣା। ପ୍ରେମକୁ ନେଇ ନାବାଳିକାଙ୍କୁ ଗୁଳିକରି ହତ୍ୟା ଅଭିଯୋଗ। ଅଭିଯୋଗ ଅନୁସାରେ ଅରଡ ବଜାରର ସେକ୍ ସାହାବାଦ୍ ନାମକ ଜଣେ ଯୁବକ ନାବାଳିକାଙ୍କୁ ୮ଦିନ ତଳେ ଘରୁ ନେଇ ପଳାଇଯାଇଥିଲା। ତେବେ ଗତକାଲି ରାତିରେ ନାବାଳିକାଙ୍କୁ କେହି ଗୁଳିକରି ହତ୍ୟା...
ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ। ନବୀନ ନିବାସରେ ରାତ୍ରିଯାପନ କରିବେ ବୋଲି ଚର୍ଚ୍ଚା ହେଉଛି। ଆସନ୍ତାକାଲି ସକାଳେ ସପରିବାର କୋଣାର୍କ ଏବଂ ପୁରୀ...
ଭୁବନେଶ୍ୱର : ଓଡ଼ିଶା ମାନବାଧିକାର ଆୟୋଗ ସଦସ୍ୟ ଭାବେ ନିଯୁକ୍ତ ହେଲେ ଜଷ୍ଟିସ୍ ରଘୁବୀର ଦାସ। ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଘୁବୀର ଦାଶଙ୍କୁ ରାଜ୍ୟପାଳ ଗଣେଷୀ ଲାଲ ମାନବାଧିକାର କମିଶନଙ୍କ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ଆଜି ରାଜ୍ୟ ଆଇନ ବିଭାଗ ପକ୍ଷରୁ...
ଉମରକୋଟ : ନବରଙ୍ଗପୁର କୋଡିଙ୍ଗାର ପୂର୍ବତନ କଂଗ୍ରେସ ବିଧାୟକ ସଦନ ନାୟକଙ୍କଠାରୁ ଲୁଟ୍ ଅଭିଯୋଗ। ସଦନ ନାୟକ କାରରେ ଆସୁଥିବା ବେଳେ ଦୁଇ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଠାରୁ ୨ ଲକ୍ଷ ୫୫ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି। ସଦନ ନାୟକ ନିଜ ପେଟ୍ରୋଲ...
ଭୁବନେଶ୍ୱର : ରାଜ୍ୟର ସବୁ ଚାଷୀ ପରିବାର ପାଇବେ କି କାଳିଆ ଯୋଜନାର ଫାଇଦା? ଚାଷୀଙ୍କ ସଂଖ୍ୟାକୁ ନେଇ ସରକାରଙ୍କ ଭିନ୍ନ ଭିନ୍ନ ତଥ୍ୟ ଏବେ ଏମିତି ସନ୍ଦେହ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ କହୁଛନ୍ତି ରାଜ୍ୟର ଚାଷୀ ପରିବାର ସଂଖ୍ୟା ୩୨ ଲକ୍ଷ। ଆଉ ଏଥିରୁ ୯୨ ପ୍ରତିଶତ...
ନୂଆଦିଲ୍ଲୀ : ଏଣିକି ଶସ୍ତା ହେବ ଟେଲିଭିଜନ, କମ୍ପୁଟର, ସିନେମା ଟିକଟ୍ ଓ ତୀର୍ଥଯାତ୍ରୀଙ୍କ ପାଇଁ ବିମାନ ଯାତ୍ରା। ଗାଡ଼ି ପାଇଁ ଥାର୍ଡ ପାର୍ଟି ଇନ୍ସୁରାନ୍ସରେ ବି ପଡ଼ିବ କମ୍ ଖର୍ଚ୍ଚ। ଦ୍ରବ୍ୟ ଓ ସେବା କର ବା ଜିଏସଟିକୁ ଆହୁରି ସରଳୀକରଣ କରିବାକୁ ଯାଇ ଆଜି ବହୁ...
ମାଲକାନଗିରି : ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରୁ ଦୁଇ ଇଟାଲୀୟ ଦମ୍ପତିଙ୍କୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରିଛି। ଦୁଇ ଦମ୍ପତି ହେଲେ ଇଣ୍ଡିକୋ ସେସୋଡି ଏବଂ ଫ୍ରାଙ୍କ ଶାଖା। ସୂଚନା ଅନୁସାରେ, ଦୁଇ ଦମ୍ପତି ଜଣେ ଇଗ୍ନୋ କର୍ମଚାରୀଙ୍କ ସହାୟତାରେ ବଣ୍ଡାଘାଟି ଯାଇଥିଲେ। ତେବେ ରାସ୍ତାରେ ସ୍ଥାନୀୟ ଲୋକେ...
ଭୁବନେଶ୍ୱର : ଆସନ୍ତା ୨୪ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମଧ୍ୟାହ୍ନ ପ୍ରାୟ ୧ଟା୫ରେ ମୋଦି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସଡ଼କ ପଥରେ ପ୍ରାୟ ୧ଟା ୪୦ରେ ଆଇଆଇଟି ଅରଗୁଳରେ ପହଞ୍ଚିବେ। ସେଠାରେ ପ୍ରଧାନମନ୍ତ୍ରୀ ଅରଗୁଳ ଆଇଆଇଟିକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହାପରେ ବ୍ରହ୍ମପୁର...
ମାଲକାନଗିରି : ପୁଲିସ କନଷ୍ଟେବଳଙ୍କ ସଫଳତା। ଅଙ୍ଗରକ୍ଷୀରୁ ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ନିଳାଦ୍ରୀ ବିହାରୀ ଦାଡ଼ିଆ। OPSCରେ ୯୭ ରାଙ୍କ ପାଇ କୃତକାର୍ଯ୍ୟ ହୋଇଛନ୍ତି ନିଳାଦ୍ରୀ। ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ ଗତ ୨୦୦୨ ମସିହାରେ ସେ କନଷ୍ଟେବଳ ଚାକିରିରେ ଯୋଗଦାନ କରିଥିଲେ। ୨୦୦୩ ମସିହାରେ ମାଓ...
ବାରିପଦା : ଅନ୍ଲାଇନ ଅର୍ଡର କରୁଥିଲେ ସାବଧାନ। କାରଣ ଆପଣ ମଧ୍ୟ ହୋଇପାରନ୍ତି ଠକେଇର ଶୀକାର। ଏଭଳି ଅନ୍ଲାଇନ୍ ଡେଲିଭରି ନାଁରେ ଅଭିନବ ଠକେଇର ଶୀକାର ହୋଇଛନ୍ତି ବାରିପଦାର ଜଣେ ଗ୍ରାହକ। କୋରିଅର ପ୍ୟାକେଟ୍ରେ ମୋବାଇଲ ବଦଳରେ ଗ୍ରାହକଙ୍କୁ ମିଳିଛି ସାବୁନ। ଅଭିଯୋଗ ଆଧାରରେ କୋରିଅର ସଂସ୍ଥାର ମ୍ୟାନେଜର...
ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟରୁ ପୁଣି ସୁନା ଜବତ କଲା କଷ୍ଟମ ବିଭାଗ। କୁଆଲାଲୁମ୍ପୁରରୁ ବିମାନରେ ଆସିଥିବା ଜଣେ ଯାତ୍ରୀଙ୍କ ଠାରୁ ମିଳିଲା ସୁନା। ଯାତ୍ରୀ ଜଣକ ମଳଦ୍ୱାରରେ ସେଲୋଟେପ୍ ଲଗାଇ ସୁନାକୁ ପାଉଡର କରି ଆଣୁଥିବା ବେଳେ କଷ୍ଟମ ବିଭାଗ ଖବର ପାଇ ମୋଟ ୨୫୪ ଗ୍ରାମ...
ଭୁବନେଶ୍ୱର : ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପାସ୍ ଫେଲ୍ର ବ୍ୟବସ୍ଥା ରହିବା ଉଚିତ୍। ଏହା ଦ୍ୱାରା ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଦକ୍ଷତାର ମୂଲ୍ୟାୟନ ହୋଇପାରିବ। ଏହି ଯୁକ୍ତି ବାଢିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର। ଆଜି କଟକରେ ମାଧ୍ୟମିକ ଶିକ୍ଷା ବୋର୍ଡର ୬୩ତମ...
ଭୁବନେଶ୍ୱର : ରାଫେଲ୍ ଡିଲ୍କୁ ନେଇ ସୁପ୍ରିମ୍କୋର୍ଟ କ୍ଲିନ୍ଚିଟ୍ ଦେବା ପରେ ବି ଥମିନି ରାଜନୀତି। ଆଜି ରାଫେଲ୍ ଡିଲ୍କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି। ଦେଶର ସବୁଠୁ ବଡ଼ ଦୁର୍ନୀତି ହେଉଛି ରାଫେଲ୍। ରାଫେଲ୍ ଡିଲ୍କୁ...
ବଲାଙ୍ଗିର : ଦାଦନ ସମସ୍ୟାର ନିରାକରଣ ଉଦ୍ଦେଶ୍ୟରେ ବର୍ଷକ ତଳେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଦେଇଥିଲେ ପ୍ରତିଶ୍ରୁତି। ଏହି ପ୍ରତିଶ୍ରୁତି ପରେ ଆଶା କରାଯାଉଥିଲା ବଦଳିଯିବ ସବୁକିଛି। କିନ୍ତୁ ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲାର ବନ୍ଦେଇପଦର ଗାଁରେ କାମ ଧନ୍ଦା ଅଭାବରୁ ହାତବନ୍ଧି ବସିଛନ୍ତି ସ୍ଥାନୀୟ ଶ୍ରମିକ। ଗାଁର...
ପୁରୀ : ଓଏଏସ୍ ପରୀକ୍ଷାରେ ପାନ ଚାଷୀଙ୍କ ପୁଅଙ୍କ ସଫଳତା। ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ସମିଆଁ ଗାଁର ଶେଖ୍ ଜହରଙ୍କ ପୁଅ କୃତିତ୍ୱ ହାସଲ କରିଛନ୍ତି। ଶେଖ୍ ଜହରଙ୍କ ପୁଅ ଶେଖ୍ ସଗିର୍ ୧୦ ନମ୍ବର ସ୍ଥାନରେ ରହି ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଶେକ୍ ଜହର...
ଭୁବନେଶ୍ୱର : ଓଡ଼ିଶା ଚାଷୀଙ୍କ ଧାନ ଉପରେ ପଡ଼ୋଶୀ ରାଜ୍ୟର ବେପାରୀଙ୍କ ଆଖି। ଠିକ୍ ସମୟରେ ମଣ୍ଡି ନଖୋଲିବା, ଖୋଲିଥିବା ମଣ୍ଡିରେ ଶୋଷଣ ଏବଂ ଧାନର ଅଣ୍ଡର ରେଟ୍ ଭଳି ସମସ୍ୟାରେ ଧନ୍ଦି ହେଉଥିବା ଓଡ଼ିଶାର ଚାଷୀ ଏବେ ପଡ଼ୋଶୀ ରାଜ୍ୟର ମଣ୍ଡି ପ୍ରତି ଆକୃଷ୍ଟ ହେଉଛନ୍ତି। ଛତିଶଗଡ଼...
ଭୁବନେଶ୍ୱର : ‘ପିଠା’ ପରେ ‘କାଳିଆ’। ରାଜ୍ୟର ଚାଷ ଓ ଚାଷୀଙ୍କ ପାଇଁ ସରକାର ଘୋଷଣା କରିଛନ୍ତି ନୂଆ ଯୋଜନା- କୃଷକ ଆସିଷ୍ଟାନ୍ସ ଫର୍ ଲାଇଭ୍ଲିହୁଡ୍ ଆଣ୍ଡ ଇନ୍କମ୍ ଅଗ୍ମେଣ୍ଟେସନ୍ (କାଳିଆ)। ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନୂଆ ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ‘କାଳିଆ’ ଯୋଜନାରେ...
ନୂଆଦିଲ୍ଲୀ : ବୈଦେଶିକ ବ୍ୟାପର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ଚୀନ ବୈଦେଶିକ ମନ୍ତ୍ରୀ ୟାଙ୍ଗ ୟିଙ୍କ ଆଲୋଚନା। ଆଜି ନୂଆଦିଲ୍ଲୀରେ ଉଭୟଙ୍କ ମଧ୍ୟରେ ହୋଇଛି। ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ଉଭୟ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଏହି ୱାନ୍ ଟୁ ୱାନ୍ ବୈଠକ ଉଭୟ ଦେଶ ପାଇଁ ବେସ୍ ଗୁରୁତ୍ୱବହନ...
ଦେବଗଡ଼ : ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଏଏସ୍ ୨୦୧୬-୧୭ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଦେବଗଡ଼ର ଲୋପାମୁଦ୍ରା ସାମଲ। ସେ ପ୍ରଥମ ଥରରେ ଏହି ସଫଳତା ହାସଲ କରିଛନ୍ତି। ଲୋପାମୁଦ୍ରା ଓଏଏସ୍ ୨୦୧୬-୧୭ ପରୀକ୍ଷାରେ ୩୨ ତମ ସ୍ଥାନରେ ରହି କୃତକାର୍ଯ୍ୟ ହୋଇଛନ୍ତି। ସଫଳତା ପାଇଥିବାରୁ ଖୁସି...
ପୁରୀ : ଥମିବାର ନାଁ ନେଉନି ବାର୍ଡଫ୍ଲୁ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ରେ ବ୍ୟାପିଥିବା ବାର୍ଡଫ୍ଲୁ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଅଷ୍ଟମ ଦିନରେ ବି ଜାରି ରହିଛି କୁକୁଡା ମରା ଅଭିଯାନ। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆଜି ଆଉ ଏକ ୧୦ ଜଣିଆ ଟିମ୍ ପହଞ୍ଚି...