• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

odiya
ଦାଦନଙ୍କୁ ଇଟାଭାଟି ମାଲିକର ସାଂଘାତିକ ନିର୍ଯାତନା

ସୁନ୍ଦରଗଡ଼ : ଆନ୍ଧ୍ରପ୍ରଦେଶ ବିଜୟନଗରରେ ଦାଦନ ଶ୍ରମିକଙ୍କୁ ଇଟାଭାଟି ମାଲିକର ସାଂଘାତିକ ନିର୍ଯାତନା। ଦରମା ମାଗିବାରୁ ମାଲିକ ଜଣେ ଶ୍ରମିକ ଉପରକୁ ଏସିଡ୍ ଫିଙ୍ଗିଥିବା ବେଳେ ଆଉ ଜଣକର ଅଙ୍ଗୁଳି କାଟି ଦେଇଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳର କିଛି ଦାଦନ ଏଭଳି ନିର୍ଯାତନାର ଶିକାର...

basanta panda
କ୍ଷମତାକୁ ଆସିଲେ କୃଷି ଋଣ ଛାଡ କରିବ ବିଜେପି : ବସନ୍ତ ପଣ୍ଡା

ଭୁବନେଶ୍ୱର : ରାଜ୍ୟରେ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ କରିବାକୁ ପ୍ରତିଶ୍ରୁତି ଦେଇଛି ବିଜେପି। ତାସହ ଚାଷୀଙ୍କୁ ବିନା ସୁଧରେ ଋଣ ଯୋଗାଇ ଦିଆଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା। ରାଜ୍ୟବ୍ୟାପୀ ମଣ୍ଡିରେ ଅବ୍ୟବସ୍ଥା ଦେଖାଦେଇଥିବା...

n
ନିର୍ବାଚନ ପୂର୍ବରୁ ସୁରତରେ ପ୍ରବାସୀ ଓଡିଆଙ୍କ ପାଇଁ ନବୀନଙ୍କ ପ୍ୟାକେଜ

ଗୁଜରାଟ : ସୁରତ ରାଜଓ୍ୱାଡି ଠାରେ ଆୟୋଜିତ ଓଡ଼ିଶା ମହୋତ୍ସବରେ ଯୋଗ ଦେଇ ପ୍ରବାସୀ ଓଡ଼ିଆଙ୍କ ପାଇଁ ବିଭିନ୍ନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାକାର ଓଡ଼ିଆ ପିଲାମାନଙ୍କୁ ଓଡ଼ିଆ ପାଠ୍ୟ ପୁସ୍ତକ ଯୋଗାଇବା ଏବଂ  +୨ କଲେଜ ଖୋଲିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ...

fee
ମନଇଛା ସ୍କୁଲ ଫି’ ଆଦାୟ ଉପରେ କେମିତି ଲାଗିବ ଅଙ୍କୁଶ ?

ଭୁବନେଶ୍ୱର : ଘରୋଇ ସ୍କୁଲମାନଙ୍କ ମନଇଛା ଫି’ ଯନ୍ତାରୁ ଅଭିଭାବକଙ୍କୁ ମୁକ୍ତି ଦେବା ଲକ୍ଷ୍ୟରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପ୍ରସ୍ତୁତ କରିଛି ସ୍ଲାବ୍। କେଉଁ ଶ୍ରେଣୀର ପିଲାଙ୍କ ପାଇଁ କେତେ ରହିବ ଫି ? ବର୍ଷକୁ କେତେ ପ୍ରତିଶତ ଭିତରେ ରହିବ ବର୍ଦ୍ଧିତ ହାର ? ସେ ନେଇ...

rajnath
ତିତ୍‌ଲି କ୍ଷତିପୂରଣ : ଓଡ଼ିଶା ପାଇଁ କେନ୍ଦ୍ର ମଂଜୁର କଲା ହଜାରେ ୨୩ କୋଟି ୫୯ ଲକ୍ଷ

ଭୁବନେଶ୍ୱର : ତିତ୍‌ଲି କ୍ଷତିପୂରଣ ବାବଦକୁ ଓଡ଼ିଶାକୁ ମିଳିବ ୧୦୨୩ କୋଟି ୫୯ ଲକ୍ଷର ଅତିରିକ୍ତ କେନ୍ଦ୍ରୀୟ ସହୟତା। ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ NDRF ପାଣ୍ଠିରୁ ଏହି ଅତିରିକ୍ତ ସହାୟତା ରାଶି ପ୍ରଦାନ ନିଷ୍ପତ୍ତିକୁ ଅନୁମୋଦନ ମିଳିଛି। ଅତିରିକ୍ତ...

BJD
ମହିଳା କାର୍ଡ ପରେ ବିଜେଡି ଖେଳିଲା ଚାଷୀ କାର୍ଡ

ଭୁବନେଶ୍ୱର : ଚାଷୀ ସମସ୍ୟା ନେଇ ପୁଣି ରାଜରାସ୍ତାକୁ ଓହ୍ଲାଇବ ବିଜେଡି। ଏଥର ଜିଲ୍ଲା କି ରାଜ୍ୟସ୍ତରରେ ନୁହେଁ, ଦିଲ୍ଲୀରେ କରିବ ଗର୍ଜନ। ଆଉ ଟାର୍ଗେଟ୍‌ରେ ରହିବେ ମୋଦି ସରକାର। ଚାଷୀ ସମସ୍ୟାକୁ ନେଇ ଆସନ୍ତା ଜାନୁଆରୀ ୮ ତାରିଖରେ ପାର୍ଲାମେଣ୍ଟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ।...

frud
ସୋଶାଲ ମିଡିଆରେ ବନ୍ଧୁତ୍ୱ ସ୍ଥାପନ କରି ଠକେଇ

ପୁରୀ : ସୋଶାଲ ମିଡିଆରେ ବନ୍ଧୁତ୍ୱ ସ୍ଥାପନ କରି ଠକେଇ। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲାରେ। ଜଣେ ମହିଳାଙ୍କ ହୋଇଛନ୍ତି ଏହି ଠକେଇର ଶିକାର। ସୂଚନା ଅନୁସାରେ, ୨ଜଣ ଯୁବକ ସୋଶାଲ ମିଡିଆରେ ଜଣେ ମହିଳାଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରିବା କରିଥିଲେ। ପରେ ମହିଳାଙ୍କ ଠାରୁ...

puri murder
ଘରେ ପଶି ଡାକ୍ତରଙ୍କ ପତ୍ନୀଙ୍କୁ ହାଣି ହତ୍ୟା!

ପୁରୀ : ଘର ଭିତରେ ପଡ଼ିଛି ଡାକ୍ତରଙ୍କ ପତ୍ନୀଙ୍କ ରକ୍ତାକ୍ତ ମରଶରୀର। ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି। ଏପରି ଅଭାବନୀୟ ଘଟଣା ପୁରୀ ସଦର ମହକୁମାରେ ଘଟିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।...

perth
ଭାରତ-ଅଷ୍ଟ୍ରେଲିଆ ପର୍ଥ ଟେଷ୍ଟ ; ପରାଜୟ ଦ୍ୱାରରେ ଟିମ୍ ଇଣ୍ଡିଆ

ପର୍ଥ  : ପର୍ଥ ଟେଷ୍ଟରେ ୨୮୭ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ। ଅଷ୍ଟ୍ରେଲିଆ ଦେଇଥିବା ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ଦଳ ଚତୁର୍ଥ ଦିନ ଖେଳ ସୁଦ୍ଧା ୫ ଓ୍ୱିକେଟ ହରାଇ ୧୧୨ ରନ କରିଛି। ଆଜି ପୁଣି ଥରେ...

wine ---
ମଦ ବିକ୍ରିକୁ ବିରୋଧ କରି ମହିଳାଙ୍କ ତୁମୁଳକାଣ୍ଡ

ଗଞ୍ଜାମ : ମଦ ବିକ୍ରିକୁ ବିରୋଧ କରି ମହିଳାଙ୍କ ତୁମୁଳକାଣ୍ଡ। ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ପିତ୍ତଳ ଗାଁରେ ମଦ ଭାଟିରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଛନ୍ତି ଶତାଧିକ ମହିଳା। ବହୁ ଦିନ ଧରି ମଦଭାଟି ବନ୍ଦ କରାଯିବା ନେଇ ଦାବି ହୋଇଆସୁଥିଲା। ହେଲେ ଏନେଇ...

rape arrest
ଦଳିତ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ୩ ଗିରଫ

ଗଞ୍ଜାମ  : ଦଳିତ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ଏନେଇ ଅଭିଯୋଗ ପରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ। ଅଭିଯୋଗ ଅନୁଯାୟୀ ଗତ ୧୫ ତାରିଖ ସନ୍ଧ୍ୟାରେ ନାବାଳିକା ଜଣକ ପଡ଼ୋଶୀ ଘରକୁ ଯାଇଥିବା ମାଆକୁ ଡାକିବାକୁ ଯାଉଥିଲେ।ମାଆକୁ ଡାକିବାକୁ ଯିବା ବେଳେ...

vijaya
ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ବିଜୟ ରୂପାଣି

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଥିବା ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ୧୯ ବର୍ଷରେ ସୁରତରେ ରହୁଥିବା ଓଡ଼ିଆଙ୍କ କଥା ନବୀନଙ୍କର ମନେପଡ଼ିଲା କି ? ସୁରତରେ ରହୁଥିବା ବହୁ ଓଡ଼ିଆ ଚିଟଫଣ୍ଡରେ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କୁ ନିଜର କଷ୍ଟ...

tej prata
ପୁଣିଥରେ ରାଜନୀତିରେ ସକ୍ରିୟ ହେଲେ ତେଜପ୍ରତାପ ଯାଦବ

ପାଟନା : ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାର୍‌ର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତେଜପ୍ରତାପ ଯାଦବ ଗତକାଲି ପୁଣିଥରେ ରାଜନୀତିରେ ସକ୍ରିୟ ହୋଇଥିବା ଘୋଷଣା କରିଛନ୍ତି। ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ପାଇଁ ଆବେଦନପତ୍ର ଦାଖଲ କରିବା ପରେ, ସେ ରାଜନୀତି ଠାରୁ ଦୂରେଇଯାଇଥିଲେ। ହେଲେ...

kk
ହକି ବିଶ୍ୱକପ୍‌ : ବେଲଜିୟମ ଚାମ୍ପିଅନ୍‌

ଭୁବନେଶ୍ୱର :  ବେଲଜିୟମ୍ ହକି ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି। ସଂଘର୍ଷ ପୂର୍ଣ୍ଣ ଫାଇନାଲ୍ ମ୍ୟାଚରେ ନେଦରଲାଣ୍ଡସ୍‌କୁ ପେନାଲ୍‌ଟି ସୁଟ୍ ଆଉଟରେ ପରାସ୍ତ କରି ଇତିହାସ ରଚିଛି ବେଲଜିୟମ୍। ପ୍ରଥମ ଥର ପାଇଁ ବିଶ୍ୱକପ୍ ହକି ଫାଇନାଲରେ ପ୍ରବେଶ କରିଥିବା ବେଲ୍‌ଜିୟମ୍ ଶେଷରେ ସମସ୍ତ ଦେଶକୁ ପଛରେ ପକାଇ ଚାମ୍ପିଅନ୍...

political
୧୯ ନିର୍ବାଚନ ପୂର୍ବରୁ ସରଗରମ ହେଉଛି ରାଜ୍ୟ ରାଜନୀତି

ଭୁବନେଶ୍ୱର : ଡିସେମ୍ବର ଶେଷ ବେଳକୁ ଚଢ଼ିବ ପଲିଟିକାଲ୍ ପାରା। ୨୪ରେ ଆସିବେ ପ୍ରଧାନମନ୍ତ୍ରୀ, ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ। ଆଉ ସେହିଦିନ କଂଗ୍ରେସ ପାଳିବ କଳା ଦିବସ। ପରେ ପରେ ୨୮ରେ କଂଗ୍ରେସର ପ୍ରତିଷ୍ଠା ଦିବସ ଆର୍ଥାତ୍‌ ବର୍ଷ ଶେଷ ବେଳକୁ ସରଗରମ ହେବ ରାଜ୍ୟ ରାଜନୀତି।...

uele
ଫେବ୍ରୁଆରୀ ୨ ଓ ୩ ତାରିଖରେ ହେବ ଅନୁସୂଚିତ ଜନଜାତି ମହାସମାବେଶ : ଜୁଏଲ ଓରାମ

ଭୁବନେଶ୍ୱର : ଆସନ୍ତା ଫେବ୍ରୁଆରୀ ୨ ଓ ୩ ତାରିଖରେ ଭୁବନେଶ୍ୱରରେ ହେବ ଅନୁସୂଚିତ ଜନଜାତି ମହାସମାବେଶ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ। ସମାବେଶରେ ସାରା ଦେଶରୁ ୫ ହଜାର ଅତିଥି ଯୋଗଦେବେ। ୩ ତାରିଖରେ ୧ ଲକ୍ଷ ଆଦିବାସୀଙ୍କୁ ନେଇ...

modi
ଡିସେମ୍ବର ୨୪ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର : ଡିସେମ୍ବର ୨୪ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି। ଗସ୍ତ ବେଳେ ମୋଦି ଅନେକ ଗୁଡିଏ କାର୍ଯ୍ୟକ୍ରମରେ ଯୋଗ ଦେବେ। ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦଦେଶରେ ଐତିହାସିକ ପାଇକ ବିଦ୍ରୋହର...

congress
କଟକରେ କଂଗ୍ରେସ ପକ୍ଷରୁ ମହିଳା ସମାବେଶ

କଟକ : ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କଟକ ନଗର କଂଗ୍ରେସ ପକ୍ଷରୁ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମାବେଶରେ ବହୁ ମହିଳା କର୍ମୀ ସାମିଲ ହୋଇଥିଲେ। ଆସନ୍ତା ୨୦୧୯ ନିର୍ବାଚନରେ ଦଳ ସପକ୍ଷରେ...