• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

sita
କନ୍ଧମାଳରେ ହାଡ଼ଭଙ୍ଗା ଶୀତ

କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଦେଖିବାକୁ ମଳିଛି ଶୀତର ପ୍ରକୋପ।  ଲାଗାତାର ଭାବେ ଶୀତର ପ୍ରକୋପ ବଢି ଚାଲିଥିବାରୁ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ଲୋକେ। ବିଶେଷ ଭାବେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ଦାରିଙ୍ଗବାଡ଼ି, ବେଲଘର, କୋଟଗଡ଼, ତୁମୁଡିବନ୍ଧ, ବ୍ରାହ୍ମଣୀ ଗାଁ, ରାଇକିଆ ଏବଂ ଜି. ଉଦୟଗିରି ଅଞ୍ଚଳରେ ଏହାର...

youth deadbody
ପରିତ୍ୟକ୍ତ କୂଅରୁ ମିଳିଲା ଯୁବକଙ୍କ ମୃତଦେହ

ଗଞ୍ଜାମ : ପରିତ୍ୟକ୍ତ କୂଅରୁ ମିଳିଲା ଯୁବକଙ୍କ ମୃତଦେହ। ଗଞ୍ଜାମ ଜିଲ୍ଲା ସୋରଡ଼ାର ଗୋଚ୍ଛାମିଲ ପାଖରେ ଥିବା ଏକ ପରିତ୍ୟକ୍ତ କୂଅରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ସ୍ଥାନୀୟ ବାଲାପଙ୍କା ଗାଁର ବେଣୁଧର ମଲ୍ଲିକ। ତେବେ ବେଣୁଧରଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା...

kalinga
ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ଆଜି ପୂରିଛି ୧୩ ବର୍ଷ

ଯାଜପୁର  : ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ଆଜି ପୂରିଛି ୧୩ ବର୍ଷ। ମୃତକ ମାନଙ୍କ ଉଦ୍ଦେଶ୍ୟରେ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ପାଳିତ ହେଉଛି ସହିଦ୍ ସ୍ମୃତି ଦିବସ। ଗୁଳିକାଣ୍ଡ ସ୍ଥଳ ଚମ୍ପାକୋଇଲରେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା। ପୂଜା ସରିବା ପରେ ଆମ୍ବଗାଡ଼ିଆ ଅଭିମୁଖେ ଶୋଭାଯାତ୍ରା ବାହାରିବ।...

elephant
ବିଦ୍ୟୁତ୍‌ ଆଘାତରେ ହାତୀ ମୃତ

ଢେଙ୍କାନାଳ : ଢେଙ୍କାନାଳରେ ବିଦ୍ୟୁତ୍‌ ଆଘାତରେ ପୁଣି ଏକ ହାତୀର ମୃତ୍ୟୁ। ହିନ୍ଦୋଳ ରେଞ୍ଜ ଦୁଦୁରକୋଟ ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଛି। ବାର୍‌ହା ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାରରେ ଲାଗି ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ। ହାତୀର ମୃତ ଦେହ ଦୁଦୁରକୋଟ ଜଙ୍ଗଲରେ...

bank
ରାତିରେ ସଟର ତାଡ଼ି ବ୍ୟାଙ୍କ୍‌ ଲୁଟିଲେ ଦୁର୍ବୃତ୍ତ

ବାଲେଶ୍ୱର : ବାଲେଶ୍ୱରରେ ସଟର ତାଡ଼ି ବ୍ୟାଙ୍କ ଲୁଟ୍। ଗତକାଲି ରାତିରେ ସଦର ବ୍ଲକ ପରିଖି ସ୍ଥିତ ଆହ୍ଲାବାଦ ବ୍ୟାଙ୍କରୁ ସଟର ଭାଙ୍ଗି ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ତେବେ ବ୍ୟାଙ୍କରୁ କେତେ ଟଙ୍କା ଚୋରୀ ହୋଇଛି ଏନେଇ କୌଣସି ସୂଚନା ମିଳିପାରିନାହିଁ। ଏହାସହ ବ୍ୟାଙ୍କ ନିକଟରେ ଥିବା ଏକ...

temple-4
ପର୍ଯ୍ୟଟନ ଋତୁରେ ଚଳ ଚଞ୍ଚଳ ଗଜପତି ଜିଲ୍ଲାର ଜିରାଙ୍ଗ ବୌଦ୍ଧ ମନ୍ଦିର

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକ ଜିରାଙ୍ଗର ପ୍ରସିଦ୍ଧ ବୌଦ୍ଧ ମନ୍ଦିର। ତିବ୍ଦତୀୟ ସଂସ୍କୃତିର କଳାକୃତି ସହ ମନ୍ଦିର କାରୁକାର୍ଯ୍ୟ ବେଶ୍ ବିମୋହିତ କରୁଛି ପର୍ଯ୍ୟଟକଙ୍କୁ। ତାସହ ବୁଦ୍ଧଙ୍କ ବିରାଟ ପ୍ରତିମୂର୍ତ୍ତି ବେଶ ଆକର୍ଷଣୀୟ କରୁଛି। ଦକ୍ଷିଣ ଏସିଆର ୨ୟ ବୃହତ୍ତମ ବୌଦ୍ଧ ମନ୍ଦିର ଓଡିଶାର ଅନ୍ୟତମ...

ganeshi lal
ସଫ୍ଟୱେର ଆପ୍ଲିକେସନର ଶୁଭାରମ୍ଭ କଲେ ରାଜ୍ୟପାଳ ଗଣେଶୀ ଲାଲ

ଭୁବନେଶ୍ୱର : ବିଭିନ୍ନ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଯୋଗଦାନକୁ ବ୍ୟବସ୍ଥିତ କରିବା ଲକ୍ଷ୍ୟରେ ପ୍ରସ୍ତୁତ ସଫ୍ଟୱେର ଆପ୍ଲିକେସନକୁ ଶୁଭାରମ୍ଭ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ସଫ୍ଟୱେର ଆପ୍ଲିକେସନର ନାଁ ରହିଛି ‘ରାଜଭବନ ପ୍ରୋଗ୍ରାମ ମ୍ୟାନେଜମେଣ୍ଟ’ । ଆସନ୍ତା ଫେବ୍ରୁଆରୀ ମାସରୁ ଏହି ଆପ୍ଲିକେସନ ଜରିଆରେ ରାଜ୍ୟପାଳଙ୍କୁ କାର୍ଯ୍ୟକ୍ରମରେ ଯୋଗ...

challenge
ଆଗକୁ ରାଜନୀତିର ସବୁଠୁ ବଡ଼ ପରୀକ୍ଷା

ଭୁବନେଶ୍ୱର : ୧୮ ସରିଲା ୧୯ ଆସିଲା। ଏପ୍ରିଲ୍-ମେ ମାସ ବେଳକୁ ରାଜନୀତିର ସବୁଠୁ ବଡ଼ ପରୀକ୍ଷା ଦେବେ ରାଜ୍ୟର ସବୁ ରାଜନୈତିକ ଦଳ। ତେବେ ଏଥର ସବୁଠୁ ବଡ଼ ଆହ୍ୱାନ ରହିବ ଶାସକ ବିଜେଡି ପାଇଁ। ୧୮ ବର୍ଷ ଧରି କ୍ଷମତାରେ ଥିବାରୁ ଦଳ ପାଇଁ ଚ୍ୟାଲେଂଜ...

cm
ନୂଆବର୍ଷରେ ପୁରୀ ଶ୍ରୀମନ୍ଦିର ଗଲେ ମୁଖ୍ୟମନ୍ତ୍ରୀ

ପୁରୀ : ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଯାଇ ଶ୍ରୀମନ୍ଦିରରେ କେବଳ ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି।  ସେ ଶ୍ରୀମନ୍ଦିର ଭିତରକୁ ନଯାଇ ସିଂହଦ୍ୱାର ଗୁମୁଟରେ ପତିତପାବନଙ୍କୁ ଦର୍ଶନ କରିଥିଲେ। ଏହି ଅବସରେ ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାପରେ...

political
ନୂଆବର୍ଷରେ ରାଜ୍ୟରେ ଦୁଇଟି ନୂଆ ରାଜନୈତିକ ଦଳଙ୍କ ଆତ୍ମପ୍ରକାଶ ସମ୍ଭାବନା

ଭୁବନେଶ୍ୱର : ୨୩ ନଭେମ୍ବର। ବ୍ରଜ ତ୍ରୀପାଠୀଙ୍କ ସମତା କ୍ରାନ୍ତି ଦଳରେ ବିଜୁଙ୍କ ନାଁ ଯୋଡ଼ି ଦାମ ଘୋଷଣା କଲେ ବିଜୁ ସମତାକ୍ରାନ୍ତି ଦଳ। ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଲଢ଼େଇର ଆହ୍ୱାନ ଦେଇ ବିଜେଡି ବିରୋଧରେ ବିଜୁ ଅନୁଗାମୀଙ୍କୁ ଏକାଠି କରିବାର ପ୍ରୟାସ ହେଲା। ତେବେ ନାଁ...

modi
ବିମୁଦ୍ରାକରଣ ଏକ ଝଟକା ନଥିଲା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ବିମୁଦ୍ରାକରଣ ନିଷ୍ପତ୍ତି ଦେଶବାସୀଙ୍କ ପାଇଁ ଝଟକା ନଥିଲା। ନୂଆବର୍ଷ ଅବସରରେ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି, ବିମୁଦ୍ରାକରଣର ବର୍ଷକ ପୂର୍ବରୁ କଳାଧନ ଗଚ୍ଛିତ ରଖିଥିବା ଲୋକଙ୍କୁ ସତର୍କ କରାଇ ଦିଆଯାଇଥିଲା। ଯେଉଁମାନେ କଳା...

puri
ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀରେ ପ୍ରବଳ ଜନ ସମାଗମ

ପୁରୀ : ନୂଆ ବର୍ଷ ୨୦୧୯ର ପ୍ରଥମ ସୂର୍ଯ୍ୟୋଦୟ। ପୁରୀ ମହୋଦଧିରେ ସକାଳୁ ସକାଳୁ ସ୍ନାନ ସହିତ ଉଦିତ ସୂର୍ଯ୍ୟଙ୍କୁ ଦେଖି ନୂଆ ବର୍ଷ ଆରମ୍ଭ କରିଛନ୍ତି ପର୍ଯ୍ୟଟକ। ଲକ୍ଷାଧିକ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ କରି ତାଙ୍କ ଆଶିଷ ଲାଭ କରିଛନ୍ତି। ଲକ୍ଷାଧିକ ଭକ୍ତ ଆଜି ପୁରୀ ଆସିଥିଲେ।...

modi
ଆରବିଆଇ ଗଭର୍ଣ୍ଣରଙ୍କ ଉପରେ ଚାପ ନଥିଲା

ନୂଆଦିଲ୍ଲୀ : ନୂଆବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଗଣମାଧ୍ୟମ ANIକୁ ସାକ୍ଷାତକାର ଦେଇଛନ୍ତି। ଏଥିରେ ଆଗାମୀ ସାଧାରଣ ନିର୍ବାଚନରେ ଜନତା ବନାମ ଗଠବନ୍ଧନ ମଧ୍ୟରେ ମୁକାବିଲା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନ୍ୟାୟିକ ପ୍ରକ୍ରିୟା ଶେଷ ହେବା ପରେ ରାମ ମନ୍ଦିର ସମ୍ପର୍କିତ ଅଧ୍ୟାଦେଶ ଉପରେ ବିଚାର...

student
ଉପସ୍ଥାନ ବେଳେ 'ଜୟ ଭାରତ' କହିବେ ଛାତ୍ର

ଅହମ୍ମଦାବାଦ : ଗୁଜରାଟର ଛାତ୍ରଛାତ୍ରୀମାନେ ଏଣିକି ଉପସ୍ଥାନ ବେଳେ ‘ଜୟ ହିନ୍ଦ୍‌’ କିମ୍ବା ‘ଜୟ ଭାରତ’ କହିବାକୁ ପଡିବ। ଏନେଇ ଗୁଜରାଟ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ...

pak
ନୂଆ ବର୍ଷରେ ସୀମା ଲଙ୍ଘିଲା ପାକିସ୍ତାନ

ଜମ୍ମୁ-କାଶ୍ମୀର : ଆବର୍ଷରେ ବି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ। ଜମ୍ମୁ ଓ କାଶ୍ମୀରର ପୁଂଚ ଜିଲ୍ଲାରେ ଖାରୀ କରମରା ଅଂଚଳରେ ଅସ୍ତ୍ର ବିରତି ଉଲ୍ଲଂଘନ ହୋଇଛି। ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିଲା। ଭାରତୀୟ ସେନା ପକ୍ଷରୁ ଏହାର ଜବାବ ଦିଆଯାଇଛି। ସେପଟେ ସୀମାପାର ଅନୁପ୍ରବେଶ ଉଦ୍ୟମକୁ...

aradi
ଆରଡ଼ି ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଭଦ୍ରକ : ନୂଆ ଆଶା, ନୂଆ ସମ୍ଭାବନା ନେଇ ଆସିଛି ୨୦୧୯। ଏଥିପାଇଁ ସାରା ବିଶ୍ୱ ଉତ୍ସବ ମୁଖର। ବର୍ଷର ପ୍ରଥମ ଦିନରେ କିଏ ମନ୍ଦିର ଯାଇ ଠାକୁର ଦର୍ଶନ କରୁଛି ତ ପୁଣି କିଏ ବେଳାଭୂମି ଯାଇ ଉଦିତ ସୂର୍ଯ୍ୟର ଦର୍ଶନ କରିଛନ୍ତି। ଏହି ଅବସରରେ ଭଦ୍ରକ...

kill
କୋଣାର୍କ କୁରୁମ ଗାଁରେ ବାପର ନୃଶଂସକାଣ୍ଡ

କୋଣାର୍କ : କୋଣାର୍କ କୁରୁମ ଗାଁରେ ବାପା, ଝିଅର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ। ଅବସରପ୍ରାପ୍ତ ସେନା କର୍ମଚାରୀ ରବୀନ୍ଦ୍ର ପ୍ରଧାନ ଗତକାଲି ରାତିରେ ଝିଅ କଣ୍ଢେଇର ବେକକୁ ଓଢଣୀରେ ଚିପି ହତ୍ୟା କରିଥିବା ପୁଅ ରାକେଶ କହିଛନ୍ତି। ସେହିପରି ରବୀନ୍ଦ୍ର ଝିଅକୁ ହତ୍ୟା କରିଥିବା ନେଇ...

polibe
ମହିଳା ବିଜେପି-ପୁଲିସ ଧସ୍ତାଧସ୍ତି

ଭୁବନେଶ୍ୱର : ଗତକାଲି ଭଳି ଆଜି ମଧ୍ୟ ବିଜେପି ମହିଳା ମୋର୍ଚ୍ଚା ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ପିପିଲି ପୀଡ଼ିତା ମାମଲାରେ ମନ୍ତ୍ରୀ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୁପ୍ ରହିବା ନେଇ ପ୍ରତିବାଦ କରିବାକୁ ନବୀନ ନିବାସ ଗଲାବେଳେ ପୁଲିସ ସହ ଧସ୍ତାଧସ୍ତି...