• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

congress
ଉତ୍ତର-ପୂର୍ବାଞ୍ଚଳ କଂଗ୍ରେସମୁକ୍ତ

ମିଜୋରାମ  : ସାରା ଭାରତରେ ନ ହେଲା ନାହିଁ, ଦେଶର ଉତ୍ତର-ପୂର୍ବାଞ୍ଚଳରେ ମୋଦି-ଶାହାଙ୍କ ମିଶନ ସଫଳ ହୋଇଛି।  ଅର୍ଥାତ ଉତ୍ତର-ପୂର୍ବାଞ୍ଚଳ କଂଗ୍ରେସ ଶାସନମୁକ୍ତ ହୋଇଛି। କଂଗ୍ରେସ ହାତରୁ ଯାଇଛି ମିଜୋରାମ। ଶାସକ ଦଳକୁ କ୍ଷମତାଚ୍ୟୁତ କରି ବିଜୟ ଆଡ଼କୁ ଅଗ୍ରସର ହେଉଛି ମିଜୋରାମ ନ୍ୟାସନାଲ ଫ୍ରଣ୍ଟ। ଅବସ୍ଥା ଏପରି...

sachin
ରାଜସ୍ଥାନରେ ମ୍ୟାଜିକ୍‌ ନମ୍ବର ପାର୍ କରିଛି କଂଗ୍ରେସ

ରାଜସ୍ଥାନ : ରାଜସ୍ଥାନରେ ବହୁମତ ଆଡ଼କୁ ଅଗ୍ରସର ହେଉଛି କଂଗ୍ରେସ। ୨୦୦ ଆସନ ବିଶିଷ୍ଟ ବିଧାନସଭା ଆସନରେ ଟ୍ରେଣ୍ଡ ଅନୁସାରେ ମ୍ୟାଜିକ୍‌ ନମ୍ବର ପାର୍ କରିଛି କଂଗ୍ରେସ। ଦଳ ୧୦୨ଟି ଆସନରେ ଆଗୁଆ ଅଛି। ଗଣତି ଆରମ୍ଭରୁ ହିଁ  କଂଗ୍ରେସ ଆଗୁଆ ରହିଥିଲା। ମଧ୍ୟାହ୍ନରେ ଉଭୟ କଂଗ୍ରେସ ଓ...

vijaya-up
ଭାରତ ଫେରିବେ ବିଜୟ ମାଲ୍ୟା!

ଲଣ୍ଡନ : ଭାରତକୁ ପ୍ରତ୍ୟର୍ପଣ ହେବେ ବିଜୟ ମାଲ୍ୟା। ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ ସପକ୍ଷରେ ରାୟ ଦେଇଛନ୍ତି ଲଣ୍ଡନର ୱେଷ୍ଟମିନ୍‌ଷ୍ଚର କୋର୍ଟ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ସତ୍ୟତା ଥିବା କୋର୍ଟ କହିଛନ୍ତି। କିଙ୍ଗ୍ ଫିସର ଏୟାରଲାଇନ୍ସ ପାଇଁ ଭାରତର ବିଭିନ୍ନ ବ୍ୟାଙ୍କରୁ ୯ ହଜାର କୋଟିରୁ ଅଧିକ...

deep deprasion
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି

 ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।  ଏହା ୱେଲ୍‌ମାର୍କ ଲୋ ପ୍ରେସରରେ ପରିଣତ ହେବ। ତେବେ ଏହାର ପ୍ରଭାବ ଓଡିଶା ଉପରେ ପଡିନପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆସନ୍ତା ସପ୍ତାହେ ଯାଏଁ...

noc-up
NOC ନଥିବା ପବ୍ଲିକ ସ୍କୁଲ୍ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଆଶଙ୍କାରେ ଅଭିଭାବକ। ଅନିଶ୍ଚିତତାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ରାଜ୍ୟ ସରକାରଙ୍କ ପକ୍ଷରୁ ନୋ ଅବ୍‌ଜେକ୍ସନ୍ ସାର୍ଟିଫିକେଟ୍ ବା ଏନ୍ଓସି ପାଇଥିବା ପବ୍ଲିକ୍ ସ୍କୁଲ ମାନଙ୍କ ତାଲିକା ପ୍ରକାଶ ପରେ ଏବେ ସ୍ୱୀକୃତି ପାଇନଥିବା ସ୍କୁଲରେ ପିଲାଙ୍କୁ ପଢାଉଥିବା ଅଭିଭାବକମାନେ ଆଶଙ୍କାରେ। ଜିଲ୍ଲା ଓ୍ୱାରି ତଥ୍ୟ ଥିବା ତାଲିକା...

otv-up
ହକି ବିଶ୍ୱକପ୍ କଭରେଜ୍ ନେଇ OTV ସପକ୍ଷରେ ହାଇକୋର୍ଟଙ୍କ ରାୟ

ଭୁବନେଶ୍ୱର : କ୍ରୀଡ଼ା ବିଭାଗର ଅହଂକାର ଓ ହକି ଇଣ୍ଡିଆର ସ୍ୱେଚ୍ଛାଚାରିତାକୁ ହାଇକୋର୍ଟଙ୍କ ଚାପୁଡ଼ା। ହକି ବିଶ୍ୱକପ୍ ସମ୍ପର୍କିତ ଖବର ସଂଗ୍ରହରେ OTVକୁ ବାଧା ଦେବା ମାମଲାରେ FIH ଓ ହକି ଇଣ୍ଡିଆ ସହ ରାଜ୍ୟ ସରକାରଙ୍କୁ ଉଚ୍ଚ ନ୍ୟାୟାଳୟଙ୍କ ଝଟ୍‌କା। ଅନ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ ଭଳି ଓଟିଭି...

paika
ପାଇକ କାର୍ଡକୁ ନେଇ ପୁଣି ତେଜିଲା ରାଜନୀତି

ଖୋର୍ଦ୍ଧା : ପାଇକ କାର୍ଡକୁ ନେଇ ପୁଣି ତେଜିଲା ରାଜନୀତି। ମୋଦିଙ୍କ ଖୋର୍ଦ୍ଧା ଗସ୍ତ ପୂର୍ବରୁ ସରକାର ବରୁଣେଇରେ ପାଇକ ସ୍ମୃତିସ୍ତମ୍ଭ ପାଇଁ ଜମି ଦେବା ଦାବିକୁ ଜୋରଦାର କରିଛନ୍ତି ବିଭିନ୍ନ ପାଇକ ସଂଗଠନ। ଆଜି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ନେତୃତ୍ୱରେ ସଂଗଠନର ଟିମ୍‌ କେନ୍ଦ୍ର...

congress-up
ତେଜୁଛି ଶ୍ରୀକାନ୍ତ-ନିରଞ୍ଜନ କଳି ; ଶୃଙ୍ଖଳା କଥା କହି ଶ୍ରୀକାନ୍ତଙ୍କୁ ଟାର୍ଗେଟ୍ କଲେ ତାରା

ଭୁବନେଶ୍ୱର : ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି କଂଗ୍ରେସ କନ୍ଦଳ। ତାରା-କୃଷ୍ଣ କଳି ପରେ ଏବେ ଶ୍ରୀକାନ୍ତ-ନିରଞ୍ଜନ ବିବାଦ ଘନୀଭୂତ ହେବାରେ ଲାଗିଛି। ଶ୍ରୀକାନ୍ତଙ୍କୁ ଆଜି ପୁଣି ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ଅନୁସୂଚିତ ଜାତି ଓ ଜନଜାତି ମଧ୍ୟରୁ ମୁଖ୍ୟମନ୍ତ୍ରୀ...

brown sugar
ରାଜଧାନୀ ପାଲଟିଲାଣି ବ୍ରାଉନ୍‌ ସୁଗାରର ପେଣ୍ଠସ୍ଥଳୀ !

ଭୁବନେଶ୍ୱର : ରାଜଧାନୀ ପାଲଟିଲାଣି ବ୍ରାଉନ୍‌ ସୁଗାରର ପେଣ୍ଠସ୍ଥଳୀ। ଆଜି ଅବକାରୀ ବିଭାଗ ପ୍ରାୟ ୭୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବ୍ରାଉନ୍‌ସୁଗାର ସବ୍‌ଡିଲର ହୋଇଥିବା ବେଳେ ଅନ୍ୟ ଜଣେ ବ୍ରାଉନସୁଗାର ବେପାରୀ। ସବ୍‌ଡିଲର ଟୁକୁନା ଦାସ...

urjit
ଆରବିଆଇ ଗଭର୍ଣ୍ଣରଙ୍କ ଇସ୍ତଫା

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରୁ ଉର୍ଜିତ ପଟେଲଙ୍କ ଇସ୍ତଫା ପ୍ରଦାନ। ବ୍ୟକ୍ତିଗତ କାରଣ ଦର୍ଶାଇ ପଟେଲ ପଦ ଛାଡ଼ିଛନ୍ତି। ଗତ କିଛିଦିନ ହେଲା ଆରବିଆଇ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। କେନ୍ଦ୍ର ସରକାର ଆରବିଆଇର କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ନେଇ ଡେପୁଟି...

Orissa-High-Court
ଓଟିଭି ସପକ୍ଷରେ ହାଇକୋର୍ଟଙ୍କ ରାୟ

ଭୁବନେଶ୍ୱର :  ହକି ବିଶ୍ୱକପ୍‌ ଖବର ସଂଗ୍ରହରେ OTVକୁ ବାଧା ଦେବା ମାମଲା। FIH ଓ ହକି ଇଣ୍ଡିଆ ସହ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଝଟକା। OTV ପ୍ରତିନିଧିଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ଦେବାକୁ FIH, ହକି ଇଣ୍ଡିଆ, ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। OTV ପକ୍ଷରୁ...

baijayanta
ଟାଙ୍ଗୀ ଅଞ୍ଚଳ ପରିଦର୍ଶନ କଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା

କଟକ : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳ ପରିଦର୍ଶନ କରିଛନ୍ତି। ବୈଜୟନ୍ତ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ସେ ଘରକୁ ଘର ବୁଲି ବୁଲି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ପଚାରି...

meeting
କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରତି କୌଣସି ବିପଦ ନାହିଁ : କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା

ଭୁବନେଶ୍ୱର : କୋଣାର୍କ ମନ୍ଦିରର ସୁରକ୍ଷା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ। ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ବିଭାଗୀୟ ଅଧିକାରୀ ଏହି ବୈଠକରେ ସାମିଲ ହୋଇଛନ୍ତି। ଉନ୍ନୟନ କମିଶନର ଅସିତ୍‌ ତ୍ରିପାଠୀଙ୍କ ସହ ବହୁ ବରିଷ୍ଠ ଅଧିକାରୀ...

tara
ଧାନ କିଣା ଓ ମଣ୍ଡି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ୍‌

ଭୁବନେଶ୍ୱର : ଧାନ କିଣା ଓ ମଣ୍ଡି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି। ୨-୩ ଦିନ ଭିତରେ ସମସ୍ୟାର ସମାଧାନ କରି ଚାଷୀଙ୍କ ଧାନ କିଣାଯାଉ। ବନ୍ଦ କରାଯାଉ କଟ୍‌ନୀ ଛଟ୍‌ନୀ। ନ ହେଲେ କଂଗ୍ରେସ ରାଜରାସ୍ତାକୁ...

pak
ହକି ବିଶ୍ୱକପ୍ : ପାକିସ୍ତାନକୁ ୫-୧ ଗୋଲରେ ପରାସ୍ତ କଲା ନେଦରଲ୍ୟାଣ୍ଡସ୍

ଭୁବନେଶ୍ୱର : ବିଶ୍ୱକପ୍ ପୁରୁଷ ହକି ପୁଲ୍-ଡିର ଶେଷ ଲିଗ୍‌ ମ୍ୟାଚ୍‌ରେ ପାକିସ୍ତାନକୁ ୫-୧ ଗୋଲରେ ପରାସ୍ତ କରିଛି ନେଦରଲ୍ୟାଣ୍ଡସ୍‌। ତେବେ ଏହି ମ୍ୟାଚ୍‌ରେ ପରାସ୍ତ ହୋଇ ବି ପାକିସ୍ତାନ କ୍ରସ୍‌ ଓଭର ମ୍ୟାଚ୍‌ ଖେଳିବ। କ୍ରସ୍‌ ଓଭର ମ୍ୟାଚ୍‌ରେ ପାକିସ୍ତାନ-ବେଲଜିୟମ ମଧ୍ୟରେ ମୁକାବିଲା ହେବ। ସେପଟେ ପାକିସ୍ତାନକୁ...

school-up
ଅଭିଭାବକ ସାବଧାନ; ଇଂରାଜୀ ମାଧ୍ୟମ ସ୍କୁଲରେ ଆଡମିସନ ପୂର୍ବରୁ ରୁହନ୍ତୁ ସତର୍କ

ଭୁବନେଶ୍ୱର : ଇଂଲିସ୍ ମିଡିୟମ ସ୍କୁଲରେ ପିଲାଙ୍କୁ ପଢାଇବାକୁ ଚାହୁଁଥିଲେ ସାବଧାନ। ସ୍କୁଲକୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଠାରୁ NOC ମିଳିଛି ନା ନାହିଁ ପ୍ରଥମେ ଯାଞ୍ଚ କରିନିଅନ୍ତୁ। ନଚେତ୍ ଆଗକୁ ଅସୁବିଧାରେ ପଡିବା ଆଶଙ୍କା ରହିଛି। ରାଜ୍ୟର ଅନେକ ସ୍କୁଲ ବିନା NOCରେ ଚାଲୁଥିବା ଅଭିଯୋଗ ଆସିବା ପରେ...

isha 0
ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ବାହାଘରକୁ ନେଇ ଚର୍ଚ୍ଚା

ରାଜସ୍ଥାନ  : ରାଜସ୍ଥାନ ଉଦୟପୁରରେ ଅଦିନିଆ ଉତ୍ସବ। ମାଳ ମାଳ ସେଲିବ୍ରିଟିଙ୍କ ଉପସ୍ଥିତିରେ ଚମକୁଛି ପରିବେଶ। ଉଦୟପୁରର ଓବରୋଇ ଉଦୟ ବିଳାସ ଓ ସିଟି ପାଲେସ ହୋଟେଲରେ ଚାଲିଛି ଦେଶର ସବୁଠୁ ବଡ଼ ଧନୀ, ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଇଶାଙ୍କ ପ୍ରି-ୱେଡିଂ ସେରିମନି। ୪ ଦିନ ଧରି...

vhp bbsr2
ଭୁବନେଶ୍ୱର ଧର୍ମସଭାରେ ସାମିଲ ହେଲେ ଶହ ଶହ ସାଧୁସନ୍ଥ

ଭୁବନେଶ୍ୱର : ରାମଧ୍ୱନୀରେ ପ୍ରକମ୍ପିତ ଗାନ୍ଧୀମାର୍ଗ। ହଜାର ହଜାର ଶ୍ରଦ୍ଧାଳୁଙ୍କ ମୁଖରେ ରାମନାମ ସହ ସଂକୀର୍ତ୍ତନ। କିଏ ସଂକୀର୍ତ୍ତନରେ ମସଗୁଲ ତ ଆଉ କିଏ ରାମ ଭକ୍ତିରେ ବିଭୋର। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାବି ସହ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରବିବାର ଭୁବନେଶ୍ୱର...

fire
ନିଆଁରେ ଜିଅନ୍ତା ପୋଡିଗଲେ ମହିଳା

 ମୟୂରଭଞ୍ଜ : ନିଆଁରେ ଜିଅନ୍ତା ପୋଡିଗଲେ ମହିଳା। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଚୁଆପାଣି ଗାଁରେ ଆଜି ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁସାରେ ସନ୍ଧ୍ୟା ପ୍ରାୟ ସାଢେ ପାଂଚଟା ସମୟରେ ଗାଁର ଦିନକୃଷ୍ଣ ଗିରିଙ୍କ ଘରେ ହଠାତ ଚିତ୍କାର ଶୁଣିବାକୁ ମିଳିଥିଲା। ଘରେ କେହି ନଥିବାବେଳେ,...

accused
ସେୟାନ୍ ଥାନାରେ ଯବାନ ଜିତେନ୍ଦ୍ର ମଲ୍ଲିକଙ୍କୁ ପଚରାଉଚରା

ଲକ୍ଷ୍ନୌ : ୟୁପି ବୁଲନ୍ଦସହର ହିଂସା ମାମଲାରେ ଗିରଫ ସେନା ଯବାନ ଜିତେନ୍ଦ୍ର ମଲ୍ଲିକଙ୍କୁ ପଚରାଉଚରା କରୁଛି ପୁଲିସ। ବୁଲନ୍ଦସହର ସେୟାନ୍ ପୁଲିସ୍ ଷ୍ଟେସନରେ ତଦନ୍ତକାରୀ ଟିମ୍ ଘଟଣା ଦିନର ବିବରଣୀ ସମ୍ପର୍କରେ ଖୋଲତାଡ଼ କରୁଛି। ଜିତେନ୍ଦ୍ର ମଲ୍ଲିକଙ୍କୁ କୋର୍ଟରେ ହାଜର କରାଯାଇଛି। ଅଧିକ ପଚରାଉଚରା ଲାଗି ରିମାଣ୍ଡରେ...