ସିଡ୍ନୀ : ସିଡ୍ନୀରେ ଚେତେଶ୍ୱର ପୂଜାରାଙ୍କ ଦମଦାର ଇଂନିସ। ପୂଜାରାଙ୍କ ଶତକ ବଳରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୪ ଓ୍ୱିକେଟ ହରାଇ ୩୦୩ ରନ କରିଛି। ବର୍ଡର-ଗାଭାସ୍କର ସିରିଜରେ ପୂଜାରାଙ୍କ ଏହା ତୃତୀୟ ଶତକ ହୋଇଥିବା ବେଳେ...
କେନ୍ଦ୍ରାପଡ଼ା : କାନ୍ଦ ବୋବାଳିରେ ଫାଟି ପଡୁଛି ହସ୍ପିଟାଲ୍ ପରିସର। ଆଉ ଏପଟେ ହସ ଲିଭିଯାଇଛି ହସିନା ଗାଁରୁ। ହୁକିଟୋଲା ବଣଭୋଜିକୁ ଯିବା ପୂର୍ବରୁ ଯେଉଁ ଗାଁ ଦାଣ୍ଡରେ କାଲି ସକାଳେ ହସ ଖୁସିର ଲହଡ଼ି ଭାଙ୍ଗୁଥିଲା, କୁନି କୁନି କୋଳାହଳରେ ଫାଟି ପଡୁଥିଲା ଘର ଅଗଣା, ସେ...
ଭୁବନେଶ୍ୱର : ପିପିଲି ପୀଡିତାଙ୍କ ସଂପର୍କରେ ମନ୍ତବ୍ୟକୁ ନେଇ ବଢୁଛି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅଡୁଆ। ତାଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଜୋରଦାର କରିଛନ୍ତି ମହିଳା କଂଗ୍ରେସ ଓ ବିଜେପି। ପିପିଲି ଗଣଦୁଷ୍କର୍ମ ପୀଡିତାଙ୍କ ସଂପର୍କରେ ତାଚ୍ଛଲ୍ୟକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ଟାର୍ଗେଟରେ ଏବେ ମନ୍ତ୍ରୀ...
ଭୁବନେଶ୍ୱର : ସୁରକ୍ଷା ମାମଲାରେ ଆଉ ପାଦେ ଆଗେଇଲା ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର। ବିମାନବନ୍ଦର ପରିସରରେ ଥିବା ବିମାନ, ଅନ୍ୟାନ୍ୟ ଗାଡ଼ିକୁ ସିଧାସଳଖ ନିୟନ୍ତ୍ରଣ କରିବା ପାଇଁ ଖୁବ୍ ଶୀଘ୍ର ଆରମ୍ଭ ହେବ ‘ଆଡଭାନ୍ସଡ ସର୍ଫେସ ମୁଭ୍ମେଣ୍ଟ ଗାଇଡାନ୍ସ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ୍’। ଏଥିପାଇଁ ୨୫...
ମୁମ୍ବାଇ : ଦିବଂଗତ କ୍ରିକେଟ୍ କୋଚ୍ ରମାକାନ୍ତ ଆଚରେକରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ମୁମ୍ବାଇ ଶ୍ମଶାନରେ ସଂଧ୍ୟାରେ ଆଚରେକରଙ୍କ ଶେଷକୃତ୍ୟ କରାଯାଇଛି। ଏଥିରେ ଆଚରେକରଙ୍କ ଶିଷ୍ୟ ତଥା ଖ୍ୟାତନାମା କ୍ରିକେଟର ସଚିନ ତେନ୍ଦୁଲକର, ବିନୋଦ କାମ୍ବଲି, ଚନ୍ଦ୍ରକାନ୍ତ ପଣ୍ଡିତ ଯୋଗଦେଇଥିଲେ। ରମାକାନ୍ତଙ୍କ ମର ଶରୀରକୁ ମୁମ୍ବାଇ ବାସଭବନରୁ ଷ୍ଟାଡିଅମ...
ନୂଆଦିଲ୍ଲୀ: ଦକ୍ଷିଣ ଚୀନ୍ ସାଗର ଉପରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଏବେ ଭୟଙ୍କର ରୂପ ନେଇଛି। ଏହାର ନାଁ ‘ପାବୁକ’ ରଖାଯାଇଛି। ଏହା ଏବେ ଆହୁରି ଭୟଙ୍କର ରୂପ ନେଇ ଜାନୁଆରୀ ୫ ସୁଦ୍ଧା ଆଣ୍ଡାମାନ ସାଗରରେ ପହଞ୍ଚିବ। ଏହା ଠାରୁ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି...
ସୁନ୍ଦରଗଡ଼ : ମିସ୍ କଲରୁ ପ୍ରେମ, ପ୍ରେମ ପରେ ବ୍ଲାକ୍ ମେଲ୍ , ପରେ ହତ୍ୟା। ଏଭଳି ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି ସୁନ୍ଦରଗଡ଼ ହାତୀବାରୀ ପୁଲିସ୍। ଏନେଇ ତଲସରା ଥାନା ଦେଓବହଲ ଗାଁର ଜ୍ୟୋତି ଟେଟେ ଏବଂ ତାଙ୍କ ୨ ସହଯୋଗୀଙ୍କୁ ଗିରଫ କରିଛି ପୁଲିସ୍ ।...
ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ଟାଗେର୍ଟ। ମହିଳା ସଶକ୍ତିକରଣ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ। ରାଜ୍ୟରେ ମହିଳା ସଶକ୍ତିକରଣ କେବଳ ଯୋଜନାରେ ସୀମିତ ରହିଛି। ମହିଳାଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବା ଆବଶ୍ୟକ ରହିଛି। ରାଜ୍ୟରେ ଚାଲୁଥିବା ଅନେକ...
ବ୍ରହ୍ମଗିରି : ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ପକ୍ଷୀଗଣନା। ବ୍ରହ୍ମଗିରି ନିକଟ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ନନ୍ଦନକାନନ ଓ ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ବନ୍ୟପ୍ରାଣୀ ଡିଭିଜନ୍ରେ ପକ୍ଷୀ ଗଣନା କରାଯିବ। ଏହାପରେ ଭିତରକନିକା ଓ ହୀରାକୁଦ ବନଖଣ୍ଡରେ ହେବ ପକ୍ଷୀ ଗଣନା। ଏଥିପାଇଁ...
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଡଙ୍ଗାବୁଡ଼ି ଘଟଣାରେ ୯ ଜଣଙ୍କ ମୃତଦେହକୁ କୁଜଙ୍ଗ ଚଉମୁହାଣି ଅଣାଯାଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି ୭ ଜଣ ଶିଶୁ ଓ ୨ ଜଣ ମହିଳା। କୁଜଙ୍ଗ ମେଡିକାଲ୍ରେ ମୃତଦେହ ଗୁଡିକର ପୋଷ୍ଟମର୍ଟମ ହୋଇଛି। ଏହା ପରେ ମୃତକଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ।...
ସମ୍ବଲପୁର : ସମ୍ବଲପୁରରେ ମହାନଦୀ ପୋଲ ତଳୁ ମିଳିଥିବା ଯୁବତୀଙ୍କ ମୃତଦେହର ପରିଚୟ ମିଳିଛି। ସେ ହେଉଛନ୍ତି ପଶ୍ଚିମ ଓଡ଼ିଶା ସମେତ ସାରା ରାଜ୍ୟରେ ଚହଳ ପକାଇଥିବା ସମ୍ବଲପୁରୀ ମ୍ୟୁଜିକ୍ ଆଲବମ୍ ‘ସେଲ୍ଫି ବେବୋ’ ଫେମ୍ ସିମ୍ରନ। ତାଙ୍କ ମୁଣ୍ଡ, ମୁହଁ ସମେତ ଶରୀରର ବିଭିନ୍ନ ଅଂଶରେ ଗଭୀର କ୍ଷତ...
କେନ୍ଦ୍ରାପଡ଼ା : ମୃତ ବିନୋଦ ବାୟୀ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବି ନେଇ ପ୍ରତିବାଦ। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଓଳାଭର ଗାଁରେ ମୃତ ବିନୋଦକୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା। ଯଥାଶୀଘ୍ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାନଗଲେ ଗ୍ରାମବାସୀମାନେ...
ନୂଆଦିଲ୍ଲୀ : ଆଜିଠାରୁ ପୁଣି ଆରମ୍ଭ ହୋଇଛି ସଂସଦର ଶୀତ ଅଧିବେଶନ। ତେବେ ନଜର ରହିଛି ରାଜ୍ୟସଭା ଉପରେ। ଆଜି ରାଜ୍ୟସଭାରେ ଆସିପାରେ ଗୁରୁତ୍ୱପୂର୍ଣ୍ଣ ଟ୍ରିପଲ୍ ତଲାକ ବିଲ୍। ସେପଟେ କିନ୍ତୁ ଆଜି ଅଧିବେଶନ ଆରମ୍ଭ ହେବା ପରେ ଗୃହରେ ହଟ୍ଟଗୋଳ ଦେଖାଦେଇଥିଲା। ବିରୋଧୀ ଦଳ ସଦସ୍ୟମାନେ ହୋହଲ୍ଲା...
କୋରାପୁଟ : ଘର ଦାଣ୍ଡରେ ଦୀର୍ଘ ୨୦ ଘଣ୍ଟା ଧରି ଶବ ପଡିରହିଛି। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଲୋକେ। କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନାର ମାଝୀଗୁଡା ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ୧୫ଦିନ ତଳେ ମାଝୀଗୁଡା ଗାଁର କେଶବ ରାମପୁରିଆଙ୍କ ସହ ଗାଁ ଲୋକଙ୍କ ଗଣ୍ଡଗୋଳ...
ରାଉରକେଲା : ବିଜେଡି କିମ୍ବା ଅନ୍ୟ କୌଣସି ଦଳକୁ ଯିବି ନା ନାହିଁ, ସେ ସମ୍ପର୍କରେ ଏଯାଏଁ ନିଷ୍ପତ୍ତି ନେଇନି। ବିଜେପିରୁ ଇସ୍ତଫା ପରେ ଦିଲୀପ ରାୟ ଆଜି ପ୍ରଥମ ଥର ପାଇଁ ରାଉରକେଲାରେ ପହଞ୍ଚି ଗଣମାଧ୍ୟମକୁ ଏହା କହିଛନ୍ତି। ରାଉରକେଲା ଏବଂ ରାଉରକେଲାବାସୀଙ୍କ ଉନ୍ନତି ପାଇଁ ଶୁଭେଚ୍ଛୁ...
ଭୁବନେଶ୍ୱର : ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ହିତାଧିକାରୀଙ୍କୁ ମଧ୍ୟ ମାଗଣାରେ ମିଳିବ ସ୍ୱାସ୍ଥ୍ୟ ସେବା। ବିଜୁ କୃଷକ କଲ୍ୟାଣ ଯୋଜନା ଜରିଆରେ ମାଗଣା ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ। ଏହି ଯୋଜନା ମାଧ୍ୟମରେ ରାଜ୍ୟର ମୋଟ ୪୪ ଲକ୍ଷ ୮୭୦ ହିତାଧିକାରୀ ମାଗଣା ସ୍ୱାସ୍ଥ୍ୟ ସେବାର ସୁବିଧା...
ନୂଆଦିଲ୍ଲୀ : ଦିଲ୍ଲୀର ଜେଏନୟୁ କ୍ୟାମ୍ପସ ପରିସରରେ ଥିବା ପାହାଡ଼ ଚଢୁଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି। ମୃତଙ୍କ ନାଁ ପ୍ରବୀଣ ତିୱାରୀ। ସେ ଜେଏନୟୁରେ ରିସର୍ଚ୍ଚ ସହାୟକ ଭାବେ କାର୍ଯ୍ୟ କରୁଥିଲେ। ପ୍ରବୀଣ ବିନା କୌଣସି ସୁରକ୍ଷା ଉପକରଣରେ ପାହାଡ଼ ଚଢୁଥିଲେ। ଏପରିକି ଏହି ଦୃଶ୍ୟର ରେକର୍ଡିଂ...
ମୋହନା : ଗଜପତି ଜିଲ୍ଲା ମୋହନାରେ ଅଭାବନୀୟ ଘଟଣା। ନବମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା କରିବା ପରେ ଏକ ଗଛରେ ଟାଙ୍ଗିଦେଲେ ଦୁର୍ବୃତ୍ତ। ଆଜି ମୋହନା ରଣ୍ଡବା ପାତ୍ରବସା ଛକ ନିକଟ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଗତ ଡିସେମ୍ବର ୧୦ ତାରିଖରୁ...
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କ ସଂଖ୍ୟା ୬ କୋଟି ଛୁଇଁଛି। ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ୬ କୋଟିତମ ହିତାଧିକାରୀଙ୍କୁ ଏଲ୍ପିଜି ସିଲିଣ୍ଡର ପ୍ରଦାନ କରିଥିଲେ। ଉତ୍ସବରେ ପୌରୋହିତ୍ୟ କରିଥିଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ...
ଭୁବନେଶ୍ୱର : ପ୍ରବଳ ଶୀତରେ ଆହୁରି ୪ରୁ ୫ଦିନ ଯାଏଁ ଥରିବ ଓଡ଼ିଶା। ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟରେ କୋଲ୍ଡ ୱେଭ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଭୁବନେଶ୍ୱର, ଅନୁଗୁଳ ଓ ଟିଟିଲାଗଡ଼ରେ କୋଲ୍ଡ ୱେଭ ସ୍ଥିତି ଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ...