ନୂଆଦିଲ୍ଲୀ : ରେଳ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରେନ୍ ଛାଡ଼ିବାର ୧୫ରୁ୨୦ ମିନିଟ୍ ପୂର୍ବରୁ ଆପଣ ଷ୍ଟେସନରେ ପହଞ୍ଚିବାକୁ ପଡ଼ିବ। ନଚେତ ଆପଣ ଟ୍ରେନ୍ ଯାତ୍ରାରୁ ବଞ୍ଚିତ ହେବେ। ବିମାନ ବନ୍ଦର ଭଳି ଟ୍ରେନ୍ ଛାଡ଼ିବାର ୨୦ ମିନିଟ୍ ପୂର୍ବରୁ ହିଁ ଷ୍ଟେସନ ସିଲ୍ କରାଯିବ। ରେଳ...
ଟିଟିଲାଗଡ଼ : ଗରିବ ଲୋକେ ଯେମିତି ସୁବିଧାରେ ରହିବେ ସେନେଇ ସରକାରଙ୍କ ରହିଛି କେତେ ଯୋଜନା। ହେଲେ ଏହି ସବୁ ଯେମିତି ବହୁ ଦୂରରେ ଅଛି ଟିଟିଲାଗଡ଼ ବ୍ଲକ ବର୍ଣ୍ଣେଇ ଜଙ୍ଗଲରେ ଖୋଲା ଆକାଶ ତଳେ ଶୀତ କାକରରେ ପଡିଥିବା ବ୍ୟକ୍ତି ଜଣଙ୍କ ପାଇଁ। ତାଙ୍କ ପରିଚୟ କିଛି...
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରେ ଜଣେ ମହିଳାଙ୍କୁ ପୁଲିସର ଦୁର୍ବ୍ୟବହାର ଅଭିଯୋଗ। ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଭିଡିଓଟିରେ ଥାନାର ଏଏସ୍ଆଇ ଅଭିଯୁକ୍ତକୁ ଗିରଫ କରିବେ ନାହିଁ କହି ଗାଳି ଗୁଲଜ ଦେଉଥିବା ଦେଖାଦେଉଛି। ସୂଚନା ଅନୁସାରେ, ମହିଳା ଜଣଙ୍କୁ ତାଙ୍କ ଯା’...
ଭୁବନେଶ୍ୱର : ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ରାଜଭବନ ଉଦ୍ୟାନ। ଚଳିତ ମାସ ୨୦ ତାରିଖ ଯାଏ ଉଦ୍ୟାନ ଖୋଲା ରହିବ। ଛୁଟି ଦିନ ଓ ରବିବାର ସହିତ ପ୍ରତ୍ୟେକ ଦିନ ଅପରାହ୍ନ ୨ଟାରୁ ୫ଟା ଯାଏ ସମସ୍ତେ ରାଜଭବନ ଉଦ୍ୟାନ ପରିଦର୍ଶନ କରି ପାରିବେ। ତେବେ ସାଢ଼େ...
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ସଜନାଗଡ଼ ଗାଁରେ ଅଭାବନୀୟ ଘଟଣା। ଅର୍ଥ ଅଭାବରୁ ୩ ଦିନ ଯାଏ ଘରେ ପଡ଼ି ରହିଲା ଶବ। ଅନ୍ତିମ ସଂସ୍କାର ନକରିପାରି ଶେଷରେ ଶବକୁ ପୋତିଦେଲେ ପରିବାର ଲୋକେ। ଗତ ୪ ତାରିଖରେ ସଜନାଗଡ଼ ଗାଁର ମକରା ବିନ୍ଧାଣୀ ନାମକ ଜଣେ...
ଭୁବନେଶ୍ୱର: ଶେଷରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରଦୀପ ମହାରଥୀ। ବିରୋଧୀ ଦଳର ପ୍ରବଳ ଚାପ ପରେ ମହାରଥୀ ଆଜି କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। ପିପିଲି ଗଣଦୁଷ୍କର୍ମ ମାମଲାରେ କୋର୍ଟଙ୍କ ରାୟ ଆସିବା ପରେ ପିପିଲି ପୀଡ଼ିତାକୁ ନ୍ୟାୟ ମିଳିଥିବା...
ଚିଲିକା : ଚିଲିକାର ସୋରଣ ଜେଟି ନିକଟରୁ ବନ୍ୟପ୍ରାଣୀ ବିଭାଗ ୭୦ରୁ ଅଧିକ ମୃତ ବିଦେଶୀ ପକ୍ଷୀ ଜବତ କରିଛି। ୪ଟି ଅଖାରେ ଭର୍ତ୍ତିକରି ୪ଜଣ ଦୁର୍ବୃତ୍ତ ମୃତପକ୍ଷୀ ନେଉଥିବା ଖବର ପାଇ ବନ୍ୟପ୍ରାଣୀ ବିଭାଗ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଘଟଣା ସ୍ଥଳରୁ ୪ଜଣ ଦୁର୍ବୃତ୍ତ ଫେରାର...
ଝାରସୁଗୁଡ଼ା : ପଶ୍ଚିମ ଓଡ଼ିଶାର ଆଲବମ୍ ଅଭିନେତ୍ରୀ ସିମରନ୍ ସିଂଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ତାଙ୍କୁ ପ୍ରେମବିବାହ କରିଥିବା ଧୃବରାଜ ସୁନାଙ୍କୁ ଶେଷରେ କୋର୍ଟ ଚାଲାଣ କରିଛି ଝାରସୁଗୁଡ଼ା ପୁଲିସ। ସିମରନଙ୍କୁ ଅପହରଣ ଏବଂ ନିର୍ଯାତନା ଦେଉଥିବା ନେଇ ଗତ ଏପ୍ରିଲ ଏବଂ ଡିସେମ୍ବର ୨୭ରେ ହୋଇଥିବା ଏତଲା...
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ମହାକାଳପଡ଼ା ନିପାଣିଆ ଡଙ୍ଗାବୁଡି ଘଟଣାରେ ବହୁ ଲୋକଙ୍କ ଜୀବନ ବଞ୍ଚାଇଥିବା ଦୁଇ ଭଉଣୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିପାଣିଆ ଗାଁର ଦୁଇ ଭଉଣୀ ପୂର୍ଣ୍ଣିମା ଗିରି ଓ ବବିତା ଗିରିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଗତ ୨ ତାରିଖ...
ଭୁବନେଶ୍ୱର : ଯେଉଁ ହାତରେ ତିଆରି କରିଥିଲେ ଏବେ ସେହି ହାତରେ ହିଁ ଭଙ୍ଗାରୁଜା କରୁଛନ୍ତି। ନିର୍ମାଣର ଏକ ମାସ ପରେ ଶ୍ରମିକମାନଙ୍କ ଦ୍ୱାରା ଭଙ୍ଗାରୁଜା ସହ ଆନ୍ଦୋଳନ ଚାଲିଛି। ଏମିତି ଦୃଶ୍ୟ ଭୁବନେଶ୍ୱର ଶିଶୁ ଭବନ ଛକ ବସ ଷ୍ଟପ୍ରେ ଦେଖିବାକୁ ମିଳିଛି। ଖୋଲି ଦିଆଯାଉଛି ବସ୍...
ଭୁବନେଶ୍ୱର : ଖୋଲୁଛି ରାଜଧାନୀର ଗୋଲଡେନ୍ ବାବା ତଥା ଜ୍ୟୋତିରଂଜନ ବେହେରାଙ୍କ ସମ୍ପତ୍ତିର ପେଡ଼ି। ଆଜି କମିଶନରେଟ୍ ପୁଲିସ ଲକ୍ଷ୍ମୀସାଗରରେ ଦେଢ କେଜି ଓଜନ ସୁନା ଥିବା ଲକରକୁ ଅଚଳ କରିଛି। ଯାହାର ମୂଲ୍ୟ ପ୍ରାୟ ୪୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ତାସହ ତାଙ୍କ ନାଁରେ ଥିବା...
ଭୁବନେଶ୍ୱର : ସାଂସଦ ଅଚ୍ୟୁତ ସାମନ୍ତଙ୍କ ରାଜ୍ୟସଭା ପ୍ରାର୍ଥୀ ପତ୍ରରେ ମିଥ୍ୟା ସତ୍ୟପାଠ ଦାଖଲ ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି ନିର୍ବାଚନ କମିଶନ। ଏନେଇ ତୁରନ୍ତ ରାଜ୍ୟ ନିର୍ବାଚନ ଅଧିକାରୀ ଏକ ରିପୋର୍ଟ ଦେବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟସଭା ନିର୍ବାଚନ ସମୟରେ ଅଚ୍ୟୁତ ସାମନ୍ତ ମିଥ୍ୟା...
କଟକ : ଓଡ଼ିଆ ଟେଲିଭିଜନ ଜଗତରେ ପୁଣି ଚାଞ୍ଚଲ୍ୟ। ଆଲବମ୍ ଅଭିନେତ୍ରୀ ସିମ୍ରନ୍ଙ୍କ ମୃତ୍ୟୁର ୪୮ ଘଣ୍ଟା ପରେ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ। ଏଠି ବି ସସ୍ପେନ୍ସ। ଟେଲିଭିଜନ ଧାରାବାହିକ ତଥା ଫିଲ୍ମ ଜଗତର ଜଣାଶୁଣା ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କ ହୋଇଛି ରହସ୍ୟଜନକ ମୃତ୍ୟୁ।। ବିବାହିତା...
ନୂଆଦିଲ୍ଲୀ : ଦେଶରେ ଅସହିଷ୍ଣୁ ପରିବେଶ ସୃଷ୍ଟି ହୋଇଥିବା ଅଭିଯୋଗ ପରେ ବରିଷ୍ଠ ଅଭିନେତା ନାସିରୁଦ୍ଦିନ ଶାହ ପୁଣି ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଅନ୍ତର୍ଜାତୀୟ ସଂଗଠନ ‘ଆମନେଷ୍ଟି ଇଣ୍ଟରନେସନାଲ’ ବ୍ୟାନରରେ ଛଡ଼ାଯାଇଥିବା ଭିଡିଓ ବାର୍ତ୍ତାରେ ନାସିରୁଦ୍ଦିନ ଦେଶର ସାଂପ୍ରତିକ ପରିସ୍ଥିତି ନେଇ ନିଜର ମତ ରଖିଛନ୍ତି। ଧର୍ମ...
ନୂଆପଡ଼ା : ଉଦ୍ଦେଶ୍ୟ ଥିଲା ଦୁଗର୍ମ ଅଞ୍ଚଳରେ ବସ୍ ଚଳାଇ ଲୋକଙ୍କୁ ଗମନାଗମନରେ ସୁବିଧା ଯୋଗାଇବା। ହେଲେ କିଛି ବର୍ଷ ପରେ ଲକ୍ଷ୍ୟରୁ ଯେପରି ଏହା ବିଚ୍ୟୁତ୍ ହେବାକୁ ବସିଲାଣି। ଏହି କଥା ହେଉଛି ନୂଆପଡ଼ା ଜିଲ୍ଲାରେ ଚାଲିଥିବା ବିଜୁ ଗାଁ ଗାଡ଼ି ଯୋଜନା ସମ୍ପର୍କରେ। ୨୦୧୬ରେ ଜିଲ୍ଲାରେ...
ବାରିପଦା : ବାରିପଦାରେ କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଛଉ ପଡିଆରେ ଆୟୋଜିତ ସାଧାରଣ ସଭାରେ ନିଜ ଭାଷଣ ଆରମ୍ଭରୁ କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି, ଭାରତ ମାତା କି ଜୟ କହିଲେ ସେ ଦଳ ବିରୋଧ କରୁଛି। ମଧ୍ୟପ୍ରଦେଶରେ ତାଙ୍କ ସରକାର ଆସୁ...
ବାରିପଦା : ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଧାରଣ ସଭା। ବାରିପଦାର ପୁଲିସ୍ ସରକାରୀ ହାଇସ୍କୁଲ ପଡ଼ିଆରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୪ ହଜାର ୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ। IOCL...
କେରଳ : କେରଳ ସବରିମାଳାର ମନ୍ଦିରରେ ମହିଳାଙ୍କ ପ୍ରବେଶ ପ୍ରତିବାଦରେ ରାଜ୍ୟରେ ହିଂସାକାଣ୍ଡ। ରାଜ୍ୟରେ ପରମ୍ପରା ସପକ୍ଷବାଦୀଙ୍କ ପକ୍ଷରୁ ବନ୍ଦ ପାଳନ ବେଳେ ହିଂସାକାଣ୍ଡ ହୋଇଛି। ଆନ୍ଦୋଳନକୁ ସମର୍ଥନ କରିଛି ବିଜେପି। ବନ୍ଦ ଡାକରା ସତ୍ତ୍ୱେ ଖୋଲା ରହିଥିବା ଦୋକାନଗୁଡ଼ିକ ଉପରେ ବିକ୍ଷୋଭକାରୀମାନେ ଆକ୍ରମଣ କରିଥିଲେ। ଏପରିକି ପର୍ଯ୍ୟଟକମାନେ...
ଭୁବନେଶ୍ୱର : ରାଜ୍ୟରେ ଜଳସେଚିତ ଜମି ପରିମାଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରତିବାଦ ପତ୍ର ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରେ ପ୍ରକାଶିତ ମିଡିଆ ରିପୋର୍ଟକୁ ନେଇ ମୁଖ୍ୟମନ୍ତ୍ରୀ କାଉଣ୍ଟର କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକାଳରେ ରାଜ୍ୟରେ ୨୨ ହଜାର ହେକ୍ଟର ଜମି ଜଳସେଚିତ...
ଭୁବନେଶ୍ୱର : ଆସନ୍ତା ୧୮ ତାରିଖରେ କଟକ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସେ କଟକର ୪ଟି ସ୍ଥାନରେ ବୁଥ୍ସ୍ତରୀୟ ସମ୍ମିଳନୀରେ ଯୋଗଦେବେ। ଏହି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ। ତେବେ କଟକର କେଉଁ ଜାଗାରେ ସମ୍ମିଳନୀ ହେବ ତାହା ସ୍ଥିର...