• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

book
ଉନ୍ମୋଚିତ ହେଲା ବୈଜୟନ୍ତଙ୍କ ପୁସ୍ତକ ‘ଲଟିଏନ୍ସ ମ୍ୟାଭରିକ୍‌’

ନୂଆଦିଲ୍ଲୀ : ଉନ୍ମୋଚିତ ହୋଇଛି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ରଚିତ ପୁସ୍ତକ “ଲଟିଏନ୍ସ ମ୍ୟାଭରିକ୍”। ରୂପା ପବ୍ଲିକେସନ୍ ଦ୍ୱାରା ପ୍ରକାଶିତ ହୋଇଛି ଏହି ପୁସ୍ତକ। ଦିଲ୍ଲୀ ତିନ୍ ମୂର୍ତ୍ତି ଭବନ ସ୍ଥିତ ନେହରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍ରେରୀଠାରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର...

school
ଆସନ୍ତାକାଲି ସବୁ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ୍‌ ବନ୍ଦ ରହିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଟ୍ରେଡ ୟୁନିଅନର ବନ୍ଦ ଡାକରା ଯୋଗୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର...

3
ପତଞ୍ଜଳି ଯୋଗପୀଠ, ହରିଦ୍ୱାର ଦ୍ୱାରା ସଂଚାଳିତ ସହ-ଯୋଗଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବବିହାର ସ୍ଥିତ ଟିଟିଡି କଲ୍ୟାଣ ମଣ୍ଡପ ଠାରେ ପତଞ୍ଜଳି ଯୋଗପୀଠ , ହରିଦ୍ୱାର ଦ୍ୱାରା ସଂଚାଳିତ ସହ-ଯୋଗଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଯୁବ ଭାରତ ସଂଗଠନ ଦ୍ୱାରା ରାଜ୍ୟ ଯୁବ ପ୍ରଭାରୀ ପିତାମ୍ବର ସାହୁଙ୍କ ତତ୍ତ୍ୱାବଧାନରେ ଏହି ୨୦ ଦିନିଆ ସହ-ଯୋଗ ଶିକ୍ଷକ...

protest
ଏଏସ୍ଓ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ତାତିଲେ ପରୀକ୍ଷାର୍ଥୀ

କଟକ : ଏ.ଏସ୍.ଓ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ନେଇ ତାତିଲେ ପରୀକ୍ଷାର୍ଥୀ। ଏକା ଦିନରେ ତିନୋଟି ପରୀକ୍ଷା ରହୁଥିବାବେଳେ ସେଣ୍ଟର ବିଭିନ୍ନ ଯାଗାରେ ପଡିଥିବାରୁ ଏହାକୁ ବିରୋଧ କରିଛନ୍ତି ପରୀକ୍ଷାର୍ଥୀ। ଏନେଇ OPSC କାର୍ଯ୍ୟାଳୟ ଘେରାଉ କରିବାକୁ ଆସୁଥିବାବେଳେ ବାଟରେ ସେମାନଙ୍କୁ ଅଟକାଇଥିଲା ପୁଲିସ୍। ଏଥିରେ ବିଜେପିର ନେତା...

dkl-1
ଢେଙ୍କାନାଳର ନାବାଳିକାଙ୍କୁ ବାହାର ରାଜ୍ୟରେ ବିକ୍ରି ଘଟଣା; ପୁଲିସର ତଦନ୍ତ ଆରମ୍ଭ

ଢେଙ୍କାନାଳ :  ଢେଙ୍କାନାଳର ଜଣେ ନାବାଳିକାକୁ ରାଜ୍ୟ ବାହାରେ ବିକ୍ରି ମାମଲାର ତନଘନା ଆରମ୍ଭ କରିଛି ପୁଲିସ। ଏନେଇ ଶିଶୁ ମଙ୍ଗଳ କମିଟିର ଏତଲା ଆଧାରରେ ପୁଲିସ ଗନ୍ଦିଆ ଥାନାରେ ମାମଲା ରୁଜ୍ଜୁ କରିଛି। ଘଟଣାର ତଦନ୍ତ କରାଯିବା ସହ  ନାବାଳିକାକୁ ଉଦ୍ଧାର କରିବାକୁ ପୁଲିସର ଏକ ଟିମ୍...

women
ସିଡିପିଓ ଓ ବିଡିଓଙ୍କ ଅଫିସ ଆଗରେ ମହିଳାଙ୍କ ନାରାବାଜି

ବ୍ରହ୍ମଗିରି : ମୁଖ୍ୟମନ୍ତ୍ରୀଙ୍କ ମିଶନ ଶକ୍ତି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ୍‌ ମହିଳା ଫେଡେରେସନ ଶକ୍ତିରୂପା ମହିଳା ମହାସଂଘର ସଦସ୍ୟାଙ୍କୁ ଦୁର୍ବ୍ୟବହାର। ଏହାର ପ୍ରତିବାଦରେ ସିଡିପିଓ ଓ ବିଡ଼ିଓଙ୍କ ଅଫିସ ଘେରିଲେ ମହିଳା। କେବେଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ, ପ୍ରତି ବ୍ଲକ୍‌ ମହିଳା ଫେଡେରେସନକୁ ଘୋଷଣା କରିଥିବା ୨୫ ଲକ୍ଷ...

firing
ନରାଜ ଫାୟାରିଂ ରେଞ୍ଜରେ ଟ୍ରେନିଂ ବେଳେ ଅଘଟଣ

କଟକ : କଟକ ନରାଜ ଫାୟାରିଂ ରେଞ୍ଜରେ ଟ୍ରେନିଂ ବେଳେ ଅଘଟଣ। ଆର୍‌ପିଏଫ୍‌ର ଟ୍ରେନିଂ କ୍ୟାମ୍ପରେ ଫାୟାରିଂ ଚାଲିଥିବା ବେଳେ ଜଣେ ରେଲ୍‌ୱେ ଲାଇନ୍‌ମ୍ୟାନଙ୍କ ହାତରେ ଗୁଳି ବାଜିଥିବା ଜଣାପଡ଼ିଛି। ଆହତ ଲାଇନ୍‌ମ୍ୟାନଙ୍କୁ ଭୁବନେଶ୍ୱର ରେଲ୍‌ୱେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

nuapada
ଆନ୍ଧ୍ର ପ୍ରଦେଶ କାମ କରିବାକୁ ଯାଇ ଶ୍ରମିକ ନିଖୋଜ ଥିବା ଅଭିଯୋଗ

ନୂଆପଡ଼ା : ଆନ୍ଧ୍ର ପ୍ରଦେଶ ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ ଅଭିଯୋଗ। ନିଖୋଜ ବ୍ୟକ୍ତି ହେଲେ ନୂଆପଡ଼ା ଜିଲ୍ଲା କୋମନା ବ୍ଳକ୍‌ କମକେଡ଼ା ଗାଁର ଯମାର ବିଶ୍ୱାଳ। କିଛି ଦିନ ତଳେ ସେ ଆନ୍ଧ୍ର ପ୍ରଦେଶର ଏକ ଇଟାଭାଟିକୁ କାମ କରିବାକୁ ଯାଇଥିଲେ। କିଛି ଦିନ କାମ...

encounter--1
ଆସ୍କାରେ ପୁଲିସ ଏନକାଉଣ୍ଟର

ଆସ୍କା : ଆସ୍କାରେ ପୁଲିସ ଏନକାଉଣ୍ଟର। ଆସ୍କା ଥାନା ପଲ୍ଲୀମାଳ ରାସ୍ତାରେ ପୁଲିସ ଏନକାଉଣ୍ଟରରେ ଦୁଇ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ କୃଷ୍ଣ ଜେନା ଓ ସୁନୀଲ ଜେନା। ଉଭୟଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି। ଆହତ ଦୁଇଜଣଙ୍କୁ ଆସିକା ଡାକ୍ତରଖାନାରେ ଚିକିତ୍ସା ପରେ ବ୍ରହ୍ମପୁର ବଡ଼...

kalia yojana
‘କାଳିଆ’ ଯୋଜନା ହିତାଧିକାରୀ ଫର୍ମ ପାଇଁ ବିଭିନ୍ନ ଯାଗାରେ ଝାମେଲା

ବାଲେଶ୍ୱର : ‘କାଳିଆ’ ଯୋଜନା ହିତାଧିକାରୀ ଫର୍ମ ପାଇଁ ବିଭିନ୍ନ ଯାଗାରେ ଝାମେଲା। ବାଲିକୁଦା, ବାଲେଶ୍ୱର, ବଣାଇ ଓ ଜଳେଶ୍ୱରରେ ଝାମେଲା ହୋଇଥିବା ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଳକ୍‌ କଲ୍ୟାଣପୁର ପଞ୍ଚାୟତରେ ଚାଷୀଙ୍କୁ ଆବଶ୍ୟକ ଠାରୁ କମ୍‌ ଫର୍ମ ମିଳୁଥିବା ଅଭିଯୋଗ ହୋଇଛି। ପଞ୍ଚାୟତ ନିର୍ବାହୀ...

dkl-1
ଢେଙ୍କାନାଳର ନାବାଳିକାଙ୍କୁ ବାହାର ରାଜ୍ୟରେ ବିକ୍ରି ସୂଚନା

ଢେଙ୍କାନାଳ ( ରାଜଶ୍ରୀ ଶତପଥୀ) : ଢେଙ୍କାନାଳର ଜଣେ ନାବାଳିକାଙ୍କୁ ବିକ୍ରି କରାଯାଇଛି। ପ୍ରାୟ ବର୍ଷେ ତଳେ ୫୦ ହଜାର ଟଙ୍କାରେ ଗୋଆରେ ବିକ୍ରି କରାଯାଇଥିବା ସୂଚନା ମିଳିଛି। ନାବାଳିକାଙ୍କ ଘର ସଦର ଥାନା ଦାମଦରନାଳୀ ଗାଁରେ। ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷଙ୍କ ସୂଚନା ଅନୁସାରେ, ନାବାଳିକାଙ୍କ...

nikita2
ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାର ନୂଆ ମୋଡ଼

କଟକ : ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣା ନେଇଛି ନୂଆ ମୋଡ଼। ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ନିକିତାଙ୍କ ବାପା ସନାତନ ବେହେରା। ଚାଉଳିଆଗଞ୍ଜ ଥାନାରେ ଜ୍ୱାଇଁ ଓ ନିକିତାଙ୍କ ଶାଶୁଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ନିକିତାଙ୍କ ବାପା। ଗତକାଲି ସନ୍ଦେହଜନକ ଭାବେ ନିକିତାଙ୍କର ମୃତ୍ୟୁ...

sashin ramesh
ଶଶି ଓ ରମେଶଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର :  ମନ୍ତ୍ରିମଣ୍ଡଳରୁ ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ମନ୍ତ୍ରୀ ଶଶିଭୂଷଣ ବେହେରା ଓ ରମେଶ ମାଝୀଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ। ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ କୃଷି ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ଅତିରିକ୍ତି ଦାୟିତ୍ୱ ମିଳିଥିବା ବେଳେ ଏସସିଏସଟି ବିକାଶ ମନ୍ତ୍ରୀ...

puri
ମିଶନ ଶକ୍ତି କାର୍ଯ୍ୟକ୍ରମରେ ବିଜେଡି ଛାପ!

ପୁରୀ : ମହିଳା ସଶକ୍ତିକରଣ ନାଁରେ ବିଜେଡି ସଶକ୍ତିକରଣ ଉଦ୍ୟମ। ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହନ ବାହାନାରେ ଭୋଟ୍ ବ୍ୟାଙ୍କ୍ ରାଜନୀତି। ଗତକାଲି ପୁରୀରେ ମିଶନ ଶକ୍ତିର ଅସଲ ମୁଖା ଖୋଲିଛନ୍ତି ବ୍ରହ୍ମଗିରି ବ୍ଲକର କିଛି ମହିଳା। ମହାସଂଘ ସଦସ୍ୟା ସେମାନେ ଖୋଲାଖୋଲି ଅଭିଯୋଗ ଆଣିଛନ୍ତି ଯେ ,ବ୍ରହ୍ମଗିରି...

କଟକରେ କମିଶନରେଟ ପୁଲିସର ଗଣଦୌଡ଼

କଟକ : କମିଶନରେଟ୍ ପୁଲିସର ୧୧ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଗଣଦୌଡ଼ ଆୟୋଜିତ ହୋଇଛି। କଟକ ପୁଲିସ ରିଜର୍ଭ ପଡ଼ିଆରେ ଏହି ଗଡ଼ଦୌଡ଼ ହୋଇଥିଲା। ଚଳିତ ବର୍ଷ ଦୌଡ଼କୁ ହଁ ଏବଂ ନିଶାକୁ ନାଁ ଥିମ୍‌ରେ ଏହି ଦୌଡ଼ ଆୟୋଜିତ ହୋଇଛି। ଏହି ଅବସରରେ ପୁଲିସ କମିଶନର୍ ସତ୍ୟଜିତ୍...

pipili
ମୋ ଝିଅକୁ ନ୍ୟାୟ ମିଳିଲେ ଖୁସି ହେବି : ପୀଡ଼ିତାଙ୍କ ବାପା

ପିପିଲି  : ମହାରଥୀଙ୍କ ଇସ୍ତଫା ପରେ ପିପିଲି ଯାଇ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ପୀଡ଼ିତାଙ୍କ ବାପା କହିଛନ୍ତି ,ମନ୍ତ୍ରୀ ଇସ୍ତଫା ଦେଇଦେଲେ ମୋ ଝିଅକୁ ନ୍ୟାୟ ମିଳିବ ନାହିଁ। କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଠିକ୍‌ରେ ହୋଇନି, ଘଟଣାର ସିବିଆଇ ତଦନ୍ତ...

film
‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’କୁ ନେଇ ବଢୁଛି ବିବାଦ

ମୁମ୍ବାଇ : ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ର ରିଲିଜ ଡେଟ୍ ଯେତିକି ପାଖଉଛି, ବିବାଦ ସେତିକି ତୀବ୍ର ହେଉଛି। ଫିଲ୍ମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପିଟିସନ୍ ଦାଏର କରିଥିବା ପୂଜା ମହାଜନ କହିଛନ୍ତି, ଲୋକଙ୍କ ବ୍ରେନ୍ ୱାସ୍ କରିବା ଏବଂ ଲୋକଙ୍କ ମଧ୍ୟରେ ଭିନ୍ନ ଏକ ଭାବନା ସୃଷ୍ଟି...

goldmine collaspe
ସୁନା ଖଣିରେ ମାଟି ଅତଡ଼ା ଖସି ୩୦ ମୃତ

ଆଫଗାନିସ୍ତାନ : ଆଫଗାନିସ୍ତାନରେ ଅଘଟଣ। ଗୋଲ୍‌ଡ ମାଇନ୍ସରେ ମାଟି ଅତଡ଼ା ଖସିବାରୁ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନର କୋହିସ୍ତାନ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ସୁନା ଅନୁସନ୍ଧାନ ପାଇଁ ଗ୍ରାମବାସୀମାନେ ୨୦୦ ଫୁଟ୍ ତଳକୁ ଖଣି ଖନନ...