• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

tourist
ଭାରତ ବନ୍ଦରେ ପର୍ଯ୍ୟଟକ ହନ୍ତସନ୍ତ

ବାଲେଶ୍ୱର : ଭାରତ ବନ୍ଦରେ ପର୍ଯ୍ୟଟକ ହନ୍ତସନ୍ତ। ବାଲେଶ୍ୱର ନୀଳଗିରି ଅଞ୍ଚଳକୁ ଆସୁଥିବା ପର୍ଯ୍ୟଟକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସ୍ଥାନୀୟ ଜଗନ୍ନାଥ ମନ୍ଦିର ଓ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବା ବେଳେ ଅନେକ ଅଟକି ରହିଛନ୍ତି। ଅଧିକାଂଶ ପର୍ଯ୍ୟଟକ...

sree mandir
ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି

ପୁରୀ: ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ଅନୁଷ୍ଠିତ ହେବ ବନକଲାଗି ନୀତି।  ପରମ୍ପରା ବିଧି ମୁତାବକ ଆଜି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଦତ୍ତ ମହାପାତ୍ର ସେବକ ଏହି ଗୁପ୍ତସେବା କରିବେ। ଏହି ସେବାନୀତି ସମୟରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦର୍ଶନ...

lock in medical
ଡାକ୍ତର ନିଯୁକ୍ତି ଦାବିରେ ମେଡିକାଲରେ ତାଲା

କଟକ : ମେଡିକାଲରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ତାତିଲେ ଲୋକେ। ପ୍ରତିବାଦ କରି ମେଡିକାଲରେ ତାଲା ପକାଇଛନ୍ତି ସ୍ଥାଧାରଣ ଜନତା। ତାଲା ପକାଇବା ସହ ମେଡିକାଲ ବାହାରେ ଆନ୍ଦୋଳନରେ ବସିଛନ୍ତି। କଟକ ଜିଲ୍ଲା ନରସିଂହପୁର ବ୍ଲକ୍‌ ଅନ୍ତର୍ଗତ ଯୋଡୁମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୃଷ୍ଟି ହୋଇଛି ଏହିଭଳି...

death-2
ମୃତ୍ୟୁ ଏମିତି ବି ଆସେ ; ପମ୍ପ ଦେବାବେଳେ ଫାଟିଲା ଟ୍ରାକ୍ଟର ଟାୟାର

ସୁନ୍ଦରଗଡ଼  : ସୁନ୍ଦରଗଡ଼ ତଳସରା ଥାନା ରାଶିପତରାରେ ଅଘଟଣ। ଟ୍ରାକ୍ଟର ଟାୟାର ଫାଟି ଗାଡ଼ିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇ ସୁନ୍ଦରଗଡ଼ ମେଡିକାଲରେ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଟ୍ରାକ୍ଟର ଟାୟାର ଉପରେ ଠିଆ ହୋଇ ପମ୍ପ ଦେଉଥିବାବେଳେ...

finance
ପଞ୍ଚଦଶ ଅର୍ଥ କମିଶନଙ୍କୁ ସାକ୍ଷାତ କରିବେ ରାଜ୍ୟ ସରକାର

ଭୁବନେଶ୍ୱର : ଭୁବନେଶ୍ୱରରେ ପଞ୍ଚଦଶ ଅର୍ଥ କମିଶନଙ୍କ ବୈଠକ। ଆଜି ଅର୍ଥ କମିଶନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦାବିପତ୍ର ଦିଆଯିବ ବୋଲି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ୨୦୨୦ରୁ ୨୦୨୫ମସିହା, ଏହି ୫ ବର୍ଷ ମଧ୍ୟରେ ଓଡ଼ିଶାର ବିକାଶ ପାଇଁ କେଉଁ ଯୋଜନା କରାଯିବ ଓ କେତେ...

loka sabha
ଲୋକସଭାରେ ସବର୍ଣ୍ଣ ସଂରକ୍ଷଣ ବିଲ୍ ପାସ୍

ନୂଆଦିଲ୍ଲୀ : ଲୋକସଭାରେ ସବର୍ଣ୍ଣ ସଂରକ୍ଷଣ ବିଲ୍ ପାସ୍। ୧୨୪ତମ ସମ୍ବିଧାନ ସଂଶୋଧନ ବିଲ୍-୨୦୧୯ ଲୋକସଭାରେ ପାରିତ ହୋଇଛି। ବିଲ୍‌କୁ ୩୨୩ ସଦସ୍ୟ ସମର୍ଥନ କରିଥିବା ବେଳେ ମାତ୍ର ୩ଜଣ ସଦସ୍ୟ ବିରୋଧରେ ମତ ଦେଇଥିଲେ। ବିଲ୍‌ରେ ସାଧାରଣ ବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ...

strike
ଟ୍ରେଡ୍ ୟୁନିୟନର ଭାରତ ବନ୍ଦ ଡାକରାର ଆଜି ଦ୍ୱିତୀୟ ଦିନ

ଭୁବନେଶ୍ୱର : ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ଜାରି ରହିଥିବା ଆନ୍ଦୋଳନର ଆଜି ଦ୍ୱିତୀୟ ଦିନ। କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୋଧରେ ଦେଶବ୍ୟାପୀ ୧୦ରୁ ଅଧିକ ଟ୍ରେଡ ୟୁନିୟନ ଗତକାଲି ଠାରୁ ଦୁଇ ଦିନିଆ ଧର୍ମଘଟ କରୁଛନ୍ତି। କାଲି ପ୍ରଥମ ଦିନରେ ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ସହ...

modi
୧୯ ନିର୍ବାଚନ ପାଇଁ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ୍

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ମୋଦିଙ୍କ ମାଷ୍ଟ୍ରରଷ୍ଟ୍ରୋକ୍। ସାଧାରଣ ବର୍ଗର ଆର୍ଥିକ ପଛୁଆ ଶ୍ରେଣୀ ଲାଗି ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବା ବେଳେ ଏଥିଲାଗି ଆଜି ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍ ବି ଆଗତ ହୋଇଛି। ସାଧାରଣ ବର୍ଗର ଗରିବଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଲାଗି...

rahul
ଆସନ୍ତା ୨୫ରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି

ଭୁବନେଶ୍ୱର : ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ସେହି ଦିନ ସକାଳ ୧୦ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ କଟକ ବାଲିଯାତ୍ରା ପଡ଼ିଆ ସାଧାରଣ ସଭାରେ ଯୋଗଦେବେ ରାହୁଲ। ସାଢେ ୨ଟାରୁ ସାଢେ...

fire--
ଭୁବନେଶ୍ୱର ରୁଚିକା ମାର୍କେଟ୍‌ରେ ଅଗ୍ନିକାଣ୍ଡ

ଭୁବନେଶ୍ୱର  :  ଭୁବନେଶ୍ୱର ରୁଚିକା ମାର୍କେଟ୍‌ରେ ଅଗ୍ନିକାଣ୍ଡ। ମାର୍କେଟର ଏକାଧିକ ଦୋକାନ ଜଳିଯାଇଥିବା ସୂଚନା ମିଳିଛି। ତେବେ କେମିତି ନିଆଁ ଲାଗିଲା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି । ଅଗ୍ନିକାଣ୍ଡର କ୍ଷୟକ୍ଷତି ନେଇ ମଧ୍ୟ ସ୍ପଷ୍ଟ ହୋଇନାହିଁ। ୩ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି...

utkal
୧୧ରୁ କଳିଙ୍ଗ ଷ୍ଟାଡିୟମରେ ଉତ୍କଳ ଓପନ ଟେନିସ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର : ଆସନ୍ତା ୧୧ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହେବ ଷଷ୍ଠ ଅଲ୍‌ ଓଡ଼ିଶା ଉତ୍କଳ ଓପନ ଟେନିସ ଟୁର୍ଣ୍ଣାମେଣ୍ଟ। ଟେନିସ ଫର୍‌ ଫେଣ୍ଟ୍ରସିପ୍ ଆଣ୍ଡ ଫନ୍ ସ୍ଲୋଗାନରେ ୮ଟି ଇଭେଣ୍ଟରେ ପ୍ରତିଯୋଗିତା ହେବ। ସାରା ଓଡ଼ିଶାରୁ  ପ୍ରାୟ ୪୫୦ଜଣ ପ୍ରତିଯୋଗୀ ଭାଗ ନେବେ। ଟୁର୍ଣ୍ଣାମେଣ୍ଟର ପୁରସ୍କାର...

school closed
ଆସନ୍ତାକାଲି ଅଧିକାଂଶ ଜିଲ୍ଲାରେ ସ୍କୁଲ୍‌ ଛୁଟି

ଭୁବନେଶ୍ୱର : ଆସନ୍ତାକାଲି ଅଧିକାଂଶ ଜିଲ୍ଲାରେ ସ୍କୁଲ୍‌ ଛୁଟି ଘୋଷଣା କଲେ ଜିଲ୍ଲାପାଳ। ବାଲେଶ୍ୱର, ପୁରୀ,ଖୋର୍ଦ୍ଧା,ଜଗତସିଂହପୁର, ସମ୍ବଲପୁର, ଯାଜପୁର ,କନ୍ଧମାଳ, ନୂଆପଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କଟକ, କେନ୍ଦ୍ରାପଡ଼ା, ବଲାଙ୍ଗିର,ମୟୂରଭଞ୍ଜ, କୋରାପୁଟ , ଅନୁଗୁଳ, ନବରଙ୍ଗପୁର,ଢେଙ୍କାନାଳ , ରାୟଗଡ଼ା,ଗଜପତି, ମାଲକାନଗିରି ଓ ବରଗଡ଼ ଆଦି ଜିଲ୍ଲାରେ କାଲି ସ୍କୁଲ ଛୁଟି...