• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

gold
ବିଶାଖାପାଟନମ୍ ଷ୍ଟେସନରୁ ଏକ କୋଟିରୁ ଅଧିକ ଟଙ୍କାର ସୁନା ଜବତ

ବିଶାଖାପାଟନମ୍  : ବିଶାଖାପାଟନମ୍ ରେଲ୍‌ୱେ ଷ୍ଟେସନରୁ ଏକ କୋଟିରୁ ଅଧିକ ଟଙ୍କାର ଚୋରା ସୁନା ଜବତ। ସୂଚନା ଅନୁସାରେ ଗତ ୪ ତାରିଖରେ ଦୁଇ ଜଣ ବ୍ୟକ୍ତି ଗୁଆହାଟି-ସିକନ୍ଦରାବାଦ ଏକ୍ସପ୍ରେସରେ ଗୁଆହାଟିରୁ ସିକନ୍ଦରାବାଦ ଯାଉଥିଲେ। କୌଣସି ସୂତ୍ରରୁ ଖବର ପାଇଁ ରାଜସ୍ୱ ଗୁଇନ୍ଦା ବିଭାଗ ବିଶାଖାପାଟନମ୍ ଷ୍ଟେସନରେ ଚଢାଉ...

modi
ଆସନ୍ତା ୧୫ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଲାଙ୍ଗୀର ଗସ୍ତର କାର୍ଯ୍ୟକ୍ରମ

ଭୁବନେଶ୍ୱର : ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ନେଇ ସମ୍ଭାବ୍ୟ କାର୍ଯ୍ୟସୂଚୀ ଜାରି ହୋଇଛି। ପ୍ରଧାନମନ୍ତ୍ରୀ ସେହି ଦିନ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସକାଳ୯ଟା ୩୦ରେ ଝାରସୁଗୁଡ଼ା ଏୟାରପୋର୍ଟରେ ପହଞ୍ଚିବେ। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ବଲାଙ୍ଗିର ଯିବେ ମୋଦି। ଦିନ ୧୦ଟା ୪୦ରେ ବଲାଙ୍ଗିର...

accident
ନୂଆପଡ଼ା ଦର୍ଲିମୁଣ୍ଡା ଗାଁ ନିକଟରେ ସଡ଼କ ଦୁର୍ଘଟଣା

ନୂଆପଡ଼ା  : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଦର୍ଲିମୁଣ୍ଡା ଗାଁ ନିକଟରେ ସଡ଼କ ଦୁର୍ଘଟଣା। ଏକ ନିର୍ମାଣାଧିନ ପୋଲ ତଳକୁ ବାଇକ୍‌ ଖସି ପଡିବା ଫଳରେ ୩ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ୨ଜଣଙ୍କ ପରିଚୟ ମିଳିଥିବାବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ। ମୃତକ ନିକଟସ୍ଥ ଖଲିଆପାଣି ଗାଁର...

naveen
ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ : ବିଜେଡି ମହାମେଣ୍ଟରେ ଯୋଗ ଦେବ ନାହିଁ

ଭୁବନେଶ୍ୱର : ଜାତୀୟସ୍ତରରେ କୌଣସି ପ୍ରକାର ମହାମେଣ୍ଟରେ ବିଜେଡିର ଯୋଗଦାନ ସମ୍ଭାବନାକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସେ ପୁଣି ଥରେ ସ୍ପଷ୍ଟ କରିଛନ୍ତି, ବିଜେଡି ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ୱ ବଜାୟ ରଖିବ। କୌଣସି ମେଣ୍ଟରେ ଯୋଗ ଦେବ ନାହିଁ। ଏହା...

attack on player house
ମହିଳା କ୍ରିକେଟରଙ୍କ ଘର ଉପରେ ଆକ୍ରମଣ

ବଲାଙ୍ଗିର : ବଲାଙ୍ଗିରରେ ମହିଳା କ୍ରିକେଟର ସରିତା ମେହେରଙ୍କ ଘର ଉପରେ ଆକ୍ରମଣ। ଏହି ଆକ୍ରମଣ ଘଟଣାରେ ପୁଲିସ ୧୦ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୮ଜଣ ମହିଳା ଅଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତ ୫ ତାରିଖରେ ସରିତାଙ୍କ ଘର ଉପରେ ଆକ୍ରମଣ...

deer
ପୁରୀ ଇଣ୍ଡୋର ଷ୍ଟାଡିୟମ୍‌ ପରିସରରୁ ଏକ ଚିତ୍ରା ହରିଣର ମୃତଦେହ ଉଦ୍ଧାର

ପୁରୀ  : ପୁରୀ ଇଣ୍ଡୋର ଷ୍ଟାଡିୟମ୍‌ ପରିସରରୁ ଏକ ଚିତ୍ରା ହରିଣର ମୃତଦେହ ଉଦ୍ଧାର ହୋଇଛି। ହରିଣଟିକୁ କେହି ଆକ୍ରମଣ କରି ମାରି ଦେଇଥିବା ସନ୍ଦେହ କରାଯାଉଛି। ତା’ର ପେଟ ଓ ଲାଞ୍ଜ ନିକଟରେ ଗଭୀର କ୍ଷତ ସୃଷ୍ଟି ହେବା ସହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡିରହିଛି। ତେବେ...

cm
ଅର୍ଥ କମିଶନଙ୍କ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଦାବି ଉପସ୍ଥାପନ

ଭୁବନେଶ୍ୱର : ପଞ୍ଚଦଶ ଅର୍ଥ କମିଶନଙ୍କ ନିକଟରେ  ରାଜ୍ୟ ପାଇଁ ସ୍ୱତନ୍ତ୍ର ପାହ୍ୟା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଟ୍ୟାକ୍ସ ଡିଭୋଲ୍ୟୁସନକୁ ୪୨ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି। ଏହା ସହିତ ଆହୁରି ୧୦ ବର୍ଷ ରାଜ୍ୟ ସହିଥିବା ଜିଏସ୍‌ଟି କ୍ଷତିର ଭରଣା...

fire
ଶ୍ରମିକ ନେତାଙ୍କ ଘର ଜାଳିଦେଲେ ଦୁର୍ବୃତ୍ତ

ରାଉରକେଲା : ରାଉରକେଲା ଝିରିପାଣି ଅଂଚଳରେ ରହୁଥିବା ମୂଳ ଆଦିବାସୀ ବଞ୍ଚାଅ ମଞ୍ଚର ନେତା ତଥା ଶ୍ରମିକ ନେତା ଚକ୍ରଧର ମହନ୍ତଙ୍କ ଘରେ ଅଗ୍ନିକାଣ୍ଡ। ଗତକାଲି ରାତିରେ ଶୋଇଥିବାବେଳେ, କେହି ଦୁର୍ବୃତ୍ତ ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ପରେ ଆଖପାଖ ଲୋକ ନିଆଁକୁ ଆୟତ...

glory fest
ପୁରୀ ବେଳାଭୂମିରେ ଅନୁଷ୍ଠିତ ଗ୍ଲୋରି ଫେଷ୍ଟ

ପୁରୀ  : ପୁରୀ ବେଳାଭୂମିରେ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଛି ଗ୍ଲୋରି ଫେଷ୍ଟ। ଚତୁର୍ଥ ସଂଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଚତୁର୍ଥ ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ରାମ୍ପ ସୋ’। ଆୟୋଜିତ ଉତ୍ସବରେ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିବା କଳାକାରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଭିନ୍ନ ରାଜ୍ୟରୁ ଅନେକ...

raj
ରାଜଭବନରେ ଫୁଲ ବଗିଚା, ଫାଉଣ୍ଟେନର ମଜା ଉଠାଉଛନ୍ତି ଦର୍ଶକ

ଭୁବନେଶ୍ୱର : ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଭୁବନେଶ୍ୱର ରାଜଭବନ ପାର୍କ ସର୍ବସାଧାରଣଙ୍କ ପାଇଁ ଖୋଲା ରହିଛି। ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିବା ରାଜଭବନ ପାର୍କକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଆସି ମଜା ଉଠାଉଛନ୍ତି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିଥିବା ରାଜ ଭବନକୁ ସ୍କୁଲ...

pm
‘ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ସିନେମାକୁ ନେଇ ତୁଟୁନି ବିବାଦ

ମୁମ୍ବାଇ : ମୁଭି ‘ଆକ୍ସିଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’କୁ ନେଇ ତୁଟୁନି ବିବାଦ। ଦିନକ ପରେ ଅର୍ଥାତ୍ ୧୧ ତାରିଖରେ ଫିଲ୍ମ ରିଲିଜ ହେବାକୁ ଥିବା ବେଳେ ପୁଣି ଦିଲ୍ଲୀ ହାଇକୋର୍ଟରେ ଫିଲ୍ମ ବିରୋଧରେ ଜନସ୍ୱାର୍ଥ ମାମଲା ଦାଏର ହୋଇଛି। ଆଜି ଏହାର ଶୁଣାଣି ହୋଇପାରେ। ଫିଲ୍ମକୁ ବ୍ୟାନ୍‌ କରିବା...

sri mandir
ଶ୍ରୀମନ୍ଦିର ସଂସ୍କାରକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବାର ସମ୍ଭାବନା

ପୁରୀ : ଶ୍ରୀମନ୍ଦିର ସଂସ୍କାରକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବାର ସମ୍ଭାବନା ଅଛି। ଆବେଦନକାରୀ ମୃଣାଳିନୀ ପାଢୀଙ୍କ ପକ୍ଷରୁ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇପାରେ। ଜଷ୍ଟିସ୍ ଏ.କେ. ସିକ୍ରି, ଜଷ୍ଟିସ୍ ଏମ୍.ଏ. ଶାହ ଓ ଜଷ୍ଟିସ୍ ଅବ୍‌ଦୁଲ୍‌ ନଜିରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ତିନିଜଣିଆ...

delivery
ଜନନୀ ଯନ୍ତ୍ରଣା ,ରାସ୍ତା ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଜନନୀ ଯନ୍ତ୍ରଣା। ରାସ୍ତା ନଥିବା ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ। ଫଳରେ ଦୀର୍ଘ ୧୨ ଘଣ୍ଟା ଗର୍ଭ ଯନ୍ତ୍ରଣାରେ ଛଟପଟ ହେବା ପରେ ଖଟିଆରେ ବୁହା ହେଲେ ଗର୍ଭବତୀ। ମିଳିଥିବା ସୂଚନା ଅନୁସାରେ, ଡାକ୍ତରଖାନା ନେବା ବାଟରେ ଆମ୍ବୁଲାନ୍ସ ଭିତରେ ଏକ ପୁତ୍ର...

train strike
ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳ ବନ୍ଦ; ରେଳ ରୋକ୍‌ ଯୋଗୁଁ ଯାତ୍ରୀ ହଇରାଣ

ଭୁବନେଶ୍ୱର : ଭାରତ ବନ୍ଦର ଆଜି ଦ୍ୱିତୀୟ ଦିନ। ଦେଶର ୧୦ଟି ପ୍ରମୁଖ ଶ୍ରମିକ ସଂଗଠନର ଡାକରାରେ ଚାଲିଛି ବନ୍ଦ ପାଳନ। କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ସେମାନେ ଏହି ଆନ୍ଦୋଳନ କରୁଛନ୍ତି। ଭୁବନେଶ୍ୱରରେ ବନ୍ଦର ସେତେଟା ପ୍ରଭାବ ପଡ଼ି ନାହିଁ। ସକାଳୁ ଗାଡ଼ି ଚଳାଚଳ ଏକ...

a
ଧନୁଯାତ୍ରା ଲାଗି ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ବରଗଡ଼ : ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା।  ୧୧ ଦିନ ଧରି ଏହି ଅନୁଷ୍ଠିତ ହେବାକୁ ଥିବା ଏହି ଧନୁଯାତ୍ରା ଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି। ସହରର ହାଟପଦା ପଡିଆ ଠାରେ ମହାରାଜ କଂସଙ୍କ ପାଇଁ ରାଜଦରବାର ପ୍ରସ୍ତୁତି ଚାଲିଛି। ୧୨୦ଫୁଟ ଲମ୍ବ...

rahul
ରାହୁଲ ଗାନ୍ଧି ଓ ଚନ୍ଦ୍ରବାବୁ ନାଇଡୁଙ୍କ ମଧ୍ୟରେ ମହାଗଠବନ୍ଧନ ପ୍ରସଙ୍ଗକୁ ନେଇ ଆଲୋଚନା

ହାଇଦ୍ରାବାଦ : ଏନ୍‌ଡିଏ ବିରୋଧରେ ମହାମେଣ୍ଟ ଗଠନକୁ ଆଗେଇ ନେବା ପାଇଁ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ମଧ୍ୟରେ ଆଲୋଚନା ହୋଇଛି। ଗତକାଲି ରାହୁଲଙ୍କ ବାସଭବନରେ ନାଇଡୁ ଭେଟି ସବୁ ବିରୋଧୀ ଦଳ କିଭଳି ଏକଜୁଟ ହେବେ ସେ ନେଇ ବିଚାର...