ଭୁବନେଶ୍ୱର : ବଢିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା। ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୬ ହଜାର ଟଙ୍କାରୁ ୭୫୦୦ଟଙ୍କାକୁ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନା ମୁତାବକ, ମିନି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୪ ହଜାର୧୨୫ ଟଙ୍କାରୁ ୫ ହଜାର ୩୭୫ ଟଙ୍କାକୁ ବୃଦ୍ଧି କରାଯାଇଛି।...
ପାରାଦୀପ : ଗଭୀର ସମୁଦ୍ର ଭିତରରୁ ମିଳିଥିବା ବୋଟ୍ ଡ୍ରାଇଭରଙ୍କ ମୃତଦେହ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ଭାରତୀୟ ତଟରକ୍ଷୀ ବାହିନୀ। କୋଷ୍ଟଗାର୍ଡ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି, ଗତକାଲି ରାତି ପ୍ରାୟ ୯ଟା ୨୦ ବେଳେ ଗହିରମଥା ଉପକୂଳରେ ପାଟ୍ରୋଲିଂ ବେଳେ ଏକ ସନ୍ଦିଗ୍ଧ...
ମୟୁରଭଞ୍ଜ : ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ VLW ଅଟକ। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ବଡ଼ଖିଲାଡି ପଞ୍ଚାୟତ କାର୍ଯ୍ୟାଳୟରେ ଏହି ଘଟଣା ଘଟିଛି। ଆଜି ଖାଉଟି ସାମଗ୍ରୀ ଓ ଭତ୍ତା ବଣ୍ଟନ ବେଳେ VLW ବିଦ୍ୟୁତ୍ ମହାପାତ୍ର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ହିତାଧିକାରୀମାନେ...
ମୟୂରଭଞ୍ଜ : ଦିନକ ପରେ ମକର ସଂକ୍ରାନ୍ତି। ଘରେ ଘରେ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ମୟୂରଭଞ୍ଜ ଜିଲ୍ଲା। ଚାଲିଛି ଘରର ଲିପାପୋଛା, ଅଙ୍କା ଯାଉଛି ରଙ୍ଗବେରଙ୍ଗରେ ଚିତ୍ର। ଏହାକୁ ଗଣପର୍ବ ରୂପେ ପାଳନ କରନ୍ତି ଏହି ଜିଲ୍ଲାବାସୀ। ଆଦିବାସୀ ବହୁଳ...
ବ୍ରହ୍ମଗିରି : ଚିଲିକା ସାତପଡ଼ାରେ ଉଦ୍ଘାଟିତ ହୋଇଯାଇଛି ୭ମ ଚିଲିକା ମହୋତ୍ସବ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ମହୋତ୍ସବ ଆୟୋଜିତ ହୋଇଛି। ଉଦଘାଟନୀ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ...
ବରଗଡ଼ : ଉଦ୍ଘାଟିତ ହୋଇଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଜି ଠାରୁ ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି। ଏଥିପାଇଁ ଚଳଚଞ୍ଚଳ ହୋଇଛି ବରଗଡ଼ ସହର। ବରଗଡ଼ ମଥୁରାନଗରୀ ଏବଂ ଅମ୍ବାପାଲ୍ଲୀ ସାଜିଛି ଗୋପପୁର। ମଥୁରା ନଗରୀରେ ଚାଲିବ ମହାରାଜ କଂସଙ୍କ ରାଜୁତି ଏବଂ ଗୋପପୁର...
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଆଳି ଅଞ୍ଚଲର ଦୁଶାସନ ପାତ୍ରଙ୍କ ମର ଶରୀର ଦୁବାଇରୁ ଓଡ଼ିଶା ଆସିଛି। ମୃତ୍ୟୁର ୧୧ ଦିନ ପରେ ଆଜି ଓଡିଶାରେ ପହଞ୍ଚିଛି ମୃତଦେହ। ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କ ମରଶରୀର ପହଞ୍ଚିବା ପରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି...
ପୁରୀ : ଚିଲିକା କାଳିଜାଈ ପୀଠର ଉନ୍ନତିକରଣ ପ୍ରକଳ୍ପ ଉଦ୍ଘାଟନକୁ ନେଇ ବିବାଦ। ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପୂର୍ବରୁ ଏହାକୁ ତରବରିଆ ଉଦ୍ଘାଟନ କରାଯାଇଥିବା ଅଭିଯୋଗ କରିଛନ୍ତି ପାରିକୁଦ ଗଡ଼ ରାଜା ସନ୍ତୋଷ ଦେଓ। ଏହାସହ ଉଦ୍ଘାଟନ ପ୍ରକଳ୍ପକୁ ତାଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ଏହାକୁ ନେଇ ରାଜା...
ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଟେନିସ୍ କମ୍ପ୍ଲେକ୍ସରେ ଆରମ୍ଭ ହୋଇଛି ଅଲ୍ ଓଡ଼ିଶା ଉତ୍କଳ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ। ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରେଶ ମହାପାତ୍ର, ମଧୁସୂଦନ ପାଢୀ ଅତିଥିଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ୮ଟି ଗ୍ରୁପରେ ୪ଶହ ପ୍ରତିଯୋଗୀ ଭାଗ ନେଉଛନ୍ତି।...
କଟକ : ଆଗକୁ ଆସୁଛି ମକର ସଂକ୍ରାନ୍ତି। ଏହି ଦିନ ଆସିଲେ ମନକୁ ଆସିଯାଏ କଟକର ଗୁଡ଼ି ଉଡା ପରମ୍ପରା। କାହିଁ କେଉଁ କାଳରୁ କଟକରେ ଏହି ପରମ୍ପରା ଚାଲି ଆସିଥିବାବେଳେ, ବିଭିନ୍ନ ଦୋକାନରେ ଦେଖିବାକୁ ମିଳିଲାଣି ଭଳିକି ଭଳି ଗୁଡ଼ି। ହାତରେ ମାତ୍ର ଦୁଇ ଦିନ ଥିବାରୁ...
ଭୁବନେଶ୍ୱର : ବିଜେପି- ବିଜେଡି ପରସ୍ପର ପ୍ରତି ଢଳୁଥିବା ଚର୍ଚ୍ଚାକୁ ଖୋରାକ୍ ଯୋଗାଇଲା ମୋଦିଙ୍କ ଆହ୍ୱାନ। ଗତକାଲି ଭିଡିଓ କନଫରେନ୍ସରେ ତାମିଲନାଡୁର କର୍ମୀଙ୍କୁ ଉଦ୍ବୋଧନ ଦେବା ବେଳେ ମୋଦି କହିଛନ୍ତି, ପୁରୁଣା ସାଥୀଙ୍କ ପାଇଁ ଏନଡିଏର ଦ୍ୱାର ଖୋଲା। ମୋଦିଙ୍କ ଏ ଆହ୍ୱାନ ପରେ ପ୍ରଶ୍ନ ଉଠୁଛି ଏନଡିଏର...
ଉତ୍ତର ପ୍ରଦେଶ : ସଜେଇ ହେଉଛି ଧାର୍ମିକ ନଗରୀ ପ୍ରୟାଗରାଜ। ଏଥରର ଅର୍ଦ୍ଧ କୁମ୍ଭମେଳାରେ ଦେଶବିଦେଶରୁ ପ୍ରାୟ ୧୫ କୋଟିରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି। ମେଳା ପୂର୍ବର ପ୍ରସ୍ତୁତି ଏବେ ଖୁବ୍ ରୋମାଂଚକର ହୋଇଉଠିଛି। ଆଲୋକମାଳାରେ ଝଲସୁଛି ଟେଣ୍ଟ ସିଟି। ଆସନ୍ତା ୧୫ ତାରିଖରୁ...
ଶ୍ରୀନଗର : ଜମ୍ମୁ ଓ କାଶ୍ମୀରରେ ଭୀଷଣ ବରଫପାତ। ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ମାଇନସ୍କୁ ଖସିଆସିଛି। ଏଥିଯୋଗୁ ଗାଡ଼ି ଚଳାଚଳ ଗୁରୁତର ପ୍ରଭାବିତ ହୋଇଛି। ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ଶହ ଶହ ଗାଡ଼ି ଅଟକି ରହିଛି। ଫଳରେ ହଜାର ହଜାର ପର୍ଯ୍ୟଟକ ଫସି ରହିଛନ୍ତି। ପ୍ରଶାସନ ପକ୍ଷରୁ...
ହରିୟାଣା : ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ୍ ରାମ ରହିମ ସିଂହ ଦୋଷୀ ସାବ୍ୟସ୍ତ। ରାମ ରହିମଙ୍କ ସମେତ ୪ ଜଣଙ୍କୁ ଏଥିରେ ଦୋଷୀ ସବ୍ୟସ୍ତ କରାଯାଇଛି। ହରିୟାଣା ପଞ୍ଚକୁଲା ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ହାଇପ୍ରୋଫାଇଲ୍ ହତ୍ୟା ମାମଲାର...
ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରାକୋଣ୍ଡା ପଂଚାୟତ ସମିତିର ୧୮ଟି ପଂଚାୟତରେ ଆରମ୍ଭ ହୋଇଛି କାଳିଆ ଯୋଜନା। ଚଳିତମାସ ୨ ତାରିଖରୁ ଏହି ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରତ୍ୟେକ ପଂଚାୟତ କାର୍ଯ୍ୟାଳୟରେ ଆବେଦନ ପତ୍ର ସଂଗ୍ରହ କରି କୃଷକମାନେ ଆବେଦନ କରିଛନ୍ତି। ରାଜ୍ୟସରକାରଙ୍କ କାଳିଆ ଯୋଜନାରେ କୃଷକମାନେ ଅନ୍ତର୍ଭୁକ୍ତ...
ବଲାଙ୍ଗିର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ନେଇ ମୁହାଁମୁହିଁ ବିଜେଡି ଓ କଂଗ୍ରେସ। ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍ ଶିବତଲା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀଙ୍କ ସହ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର, ସାଂସଦ...
କେନ୍ଦ୍ରାପଡ଼ା : ଭିତରକନିକା ଜାତୀୟ ଉଦ୍ୟାନ ଅହିରାଜପୁର ଜଙ୍ଗଲ ନିକଟରେ ଭାସୁଛି ଏକ ବିରାଟକାୟ ମଲା ତିମି। ଏହାର ଲମ୍ବ ପାଖାପାଖି ୩୦ ଫୁଟ୍ ବୋଲି ଅନୁମାନ କରିଛି ବନବିଭାଗ। ତେବେ ଏତେ ବଡ଼ ତିମି କିପରି ମଲା, ସେନେଇ କୌଣସି କାରଣ ସ୍ପଷ୍ଟ ହୋଇପାରିନି। ଖବର ପାଇ...
ନୂଆଦିଲ୍ଲୀ : ଚାକିରିରୁ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଇସ୍ତଫା। କେନ୍ଦ୍ର ସରକାରଙ୍କ ଚାକିରିରୁ ଇସ୍ତଫା ଦେଲେ ବର୍ମା। ଗତକାଲି ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇପାୱାର ସିଲେକ୍ସନ ପ୍ୟାନେଲ ତାଙ୍କୁ ହଟାଇଥିଲ। ଏହାପରେ ବର୍ମାଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଅଗ୍ନିଶମ,...
ଭୁବନେଶ୍ୱର : ବଢ଼ିଲା ଇନ୍ଦ୍ରାଣୀ ପଟ୍ଟନାୟକ ମାଇନ୍ସ ପାଇଁ ଅଡୁଆ। ଆଜି କମ୍ପାନିର ବିଭିନ୍ନ ଖଣି ଓ ଠିକଣାରେ ଚଢ଼ଉ କରିଛି ଆୟକର ବିଭାଗ। ଟିକସ ଯାଞ୍ଚ ନେଇ ସଂସ୍ଥାର ୧୫ରୁ ୧୬ ସ୍ଥାନରେ ରେଡ୍ କରିଛି ଆୟକର ବିଭାଗ। ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ରାଉରକେଲା ଘର, କାର୍ଯ୍ୟାଳୟ ଓ...
ଭୁବନେଶ୍ୱର : ରାଜ୍ୟର ଚାଷୀ ମଣ୍ଡିରେ ଧାନ କ୍ୱିଣ୍ଟାଲ୍ ପିଛା ୧୭୫୦ ଟଙ୍କାରେ ବିକ୍ରି କରୁଛନ୍ତି। ଏହାର ଗୋଟିଏ ଟଙ୍କା ବି କମ୍ ମୂଲ୍ୟରେ ଚାଷୀ ବିକ୍ରି କରୁନାହାନ୍ତି। ଯଦି ଏଥିରୁ କମ୍ ମୂଲ୍ୟରେ ଧାନ ବିକ୍ରି ହେଉଥିବ, ସେ ରାଜନୀତିରୁ ବିଦାୟ ନେବେ। ଆଜି ସାମ୍ବାଦିକ ସମ୍ମିଳନୀରେ...