କେନ୍ଦୁଝର : ଛାତିରେ ଲୁହା ରଡ଼ ପଶିଯିବାରୁ ବାଳକ ଗୁରୁତର। କେନ୍ଦୁଝର ଟାଉନ ଥାନା ଡିମ୍ବୋ ଗାଁରେ ଏହି ଅଘଟଣ ଘଟିଛି। ଡିମ୍ବୋ ଗାଁର ଚନ୍ଦନ ମହାକୁଡ଼ ଏକ ଲୁହା ରଡ଼ ଧରି ଖେଳୁଥିବା ବେଳେ ହଠାତ୍ ରଡ଼ ଉପରେ ପଡିଯାଇଥିଲେ। ଫଳରେ ଲୁହା ରଡ଼ଟି ତାଙ୍କ ଛାତିରେ...
ସମ୍ବଲପୁର : ସଫଳ ହେଲା ପରିଶ୍ରମ। ସାଧନାକୁ ମିଳିଲା ସ୍ୱୀକୃତି । ଆଉ ଏହି ବିଶେଷ ମୁହୂର୍ତ୍ତରେ ନିଜେ କୁଳପତି ଭିସୁଟ ଇନୋଭେସନ ସେଲର ଗବେଷଣାରତ ଛାତ୍ରଛାତ୍ରୀ ଓ ଅନ୍ୟ ପ୍ରାଧ୍ୟାପକ ପ୍ରାଧ୍ୟାପିକାଙ୍କୁ ଡାକି ମିଠା ଖୁଆଉଛନ୍ତି। ସମସ୍ତଙ୍କ ମନରେ ଦେଖିବାକୁ ମିଳିଛି ଉତ୍ସାହ। ସୂଚନା ଅନୁସାରେ ବୁର୍ଲା...
ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଏସ୍ପି ଓ ବିଏସ୍ପି ମେଣ୍ଟ ଏବଂ କଂଗ୍ରେସ ୮୦ ଆସନରେ ଲଢ଼ିବାକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି। ବିଜେପି ନେତା ତଥା ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି, ସପା, ବସପା ଓ କଂଗ୍ରେସ ମିଶିକି ଗୋଟିଏ ଦଳ ଯାହା କଲେ ବି...
ରାଜସ୍ଥାନ : ହନିଟ୍ରାପ୍ରେ ଫସିଲେ ଜଣେ କାର୍ଯ୍ୟରତ ସେନା ଯବାନ। ଜାତୀୟ ସୁରକ୍ଷା ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇର ଜଣେ ମହିଳାଙ୍କ ଦେଇ ଗିରଫ ହୋଇଛନ୍ତି। ଏଭଳି ଅଭିଯୋଗରେ ସଂପୃକ୍ତ ସେନା ଯବାନଙ୍କୁ ରାଜସ୍ଥାନର ଜୈସଲମେର ପୁଲିସ ଗିରଫ କରି କୋର୍ଟ...
ନୀଳଗିରି : ନୀଳଗିରି ବ୍ଲକ୍ ସିଆଡ଼ିମାଳ ପଞ୍ଚାୟତ ସିନ୍ଦୁରିଆ ଗାଁରେ ହାତୀ ପଶି ବ୍ୟାପକ ଧାନ ଖାଇବା ସହ ଦୁଇଟି ଘର ଭାଙ୍ଗି ନଷ୍ଟ କରିଦେଇଛନ୍ତି। ଘଟଣାକୁ ଏକ ସପ୍ତାହରୁ ଅଧିକ ସମୟ ବିତିଲେବି କ୍ଷତିଗ୍ରସ୍ତ ଲୋକଙ୍କୁ କୌଣସି ସୁବିଧା ମିଳିନଥିବା ଅଭିଯୋଗ ହୋଇଛି। ଗାଁର ଉଜ୍ୱଳ ସିଂ...
ଦେବଗଡ଼ : ବଣାଇରେ ଓଲଟିଲା ପିକନିକ୍ ବସ୍। ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ଗତକାଲି ରାତିରେ ଦେବଗଡ଼ ଜିଲ୍ଲା ଲଇମରା ସ୍କୁଲର କର୍ମଚାରୀମାନେ ପିକନିକ୍ ଲାଗି ବସ୍ରେ ପୁରୀ ଯାଉଥିଲେ। ବଣାଇ ଟିକାୟତପାଲି ଥାନା କୁଲୁକୁତା ଘାଟି ନିକଟରେ ବସ୍ ଘାଟି ତଳକୁ ଖସି ପଡିଥିଲା। ଏଥିରେ...
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ଆକୁଳ ଏସ୍ବିଆଇ୍ ଏଟିଏମ୍ରୁ ଲୁଟ୍ ଉଦ୍ୟମ। ଗତକାଲି ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ଏଟିଏମ୍କୁ ତାଡ଼ି ନେବାକୁ ଚେଷ୍ଟା କରିଥିଲେ। ଦୁବୃର୍ତ୍ତମାନେ ଲୁହା ରଡ଼ ସାହାଯ୍ୟରେ ଏଟିଏମ୍ର ମନିଟର୍କୁ ବାଡ଼େଇ ଭାଙ୍ଗି ଦେଇଛନ୍ତି। ଏହାସହ ATMର ଟଙ୍କା ବାକ୍ସକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ...
ବଲାଙ୍ଗିର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଗଛ କଟାକୁ ନେଇ ବିବାଦ। ମୋଦିଙ୍କ ଗସ୍ତ ପାଇଁ ଅସ୍ଥାୟୀ ହେଲିକପ୍ଟର୍ ବ୍ୟବସ୍ଥା କରାଯାଇଛି। ତେବେ ଏଥିପାଇଁ ପ୍ରାୟ ହଜାରରୁ ୧୨ ଶହ ଚାରା ଗଛ କଟା ଯାଇଛି। ଏନେଇ ଆଜି ସୂଚନା ଦେଇଛନ୍ତି ବଲାଙ୍ଗିର ଡିଏଫ୍ଓ ସମୀର...
ନୂଆଦିଲ୍ଲୀ : ଗୁରୁ ଗୋବିନ୍ଦ ସିଂଙ୍କ ଜୟନ୍ତୀ ଅବସରରେ ଏକ ସ୍ମାରକୀ ମୁଦ୍ରାର ପ୍ରଚଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଦ୍ରାର ଶୁଭାରମ୍ଭ କରିବା ସହ ଉପସ୍ଥିତ ଅତିଥିଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ମୋଦି କହିଛନ୍ତି...
ଭୁବନେଶ୍ୱର : ରାଜ୍ୟରେ ବଢ଼ି ଚାଲିଥିବା ଦୁଷ୍କର୍ମ ଘଟଣାକୁ ନେଇ ଅଭିନବ ଉପାୟରେ ବିରୋଧ କରିବ ବିଜେପି। ଦଳ ମହିଳା ମୋର୍ଚ୍ଚା ପକ୍ଷରୁ ଆରମ୍ଭ ହେବ ଲାଲ୍ ଚୁଡ଼ି ସଂଗ୍ରହ ଅଭିଯାନ। ଆସନ୍ତାକାଲି ଠାରୁ ବିଭିନ୍ନ ପ୍ରାନ୍ତରୁ ଚୁଡ଼ି ସଂଗ୍ରହ କରାଯାଇ ଏହାକୁ ନବୀନ ନିବାସକୁ ପଠାଯିବ। ଆଜି...
ଭୁବନେଶ୍ୱର : ଭୁବନେଶ୍ୱରରେ ମଧ୍ୟାହ୍ନ ଭୋଜନରେ ପୁଣିଥରେ ପିଲାଙ୍କୁ ଅଣ୍ଡା ମିଳିଛି। ଭୁବନେଶ୍ୱର ବିଇଓ ଅଧିନରେ ଥିବା ୨୭୩ଟି ଏଲିମେଣ୍ଟାରୀ ସ୍କୁଲରେ ସପ୍ତାହକୁ ୨ ଦିନ ଶନିବାର ଓ ବୁଧବାର ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ସିଝା ଅଣ୍ଡା ମିଳିବ। ଏହାଦ୍ୱାରା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ୫୦ହଜାର ଛାତ୍ରଛାତ୍ରୀ...
ନୂଆଦିଲ୍ଲୀ : ସବର୍ଣ୍ଣ ସଂରକ୍ଷଣ ବିଲ୍ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତିଙ୍କ ମୋହର ପରେ ଏହା ଏବେ ଆଇନରେ ପରିଣତ ହୋଇଛି। ଏଣିକି ସରକାରୀ ଚାକିରୀରେ ୧୦ ପ୍ରତିଶତ ଆର୍ଥିକ ଅନଗ୍ରସର ଉଚ୍ଚ ବର୍ଗଙ୍କ ପାଇଁ ସଂରକ୍ଷିତ ରହିବ। ପୂର୍ବରୁ ଲୋକସଭା ଓ ରାଜ୍ୟସଭାରେ...
ଭୁବନେଶ୍ୱର : କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଓଡ଼ିଶା କାର୍ଯ୍ୟକ୍ରମ ନେଇ କଳ୍ପନାଜଳ୍ପନାର ଅନ୍ତ। ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଷ୍ଟାଡିୟମରେ ହେବ ରାହୁଲ ଗାନ୍ଧିଙ୍କ ସାଧାରଣ ସଭା। ଆସନ୍ତା ୨୫ତାରିଖରେ ସଭା ହେବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି। ରାହୁଲ ୨୫ ତାରିଖ ଦିନ ପୂର୍ବାହ୍ନ ୧୦ଟାରୁ...
ଭୁବନେଶ୍ୱର : ଏମ୍ଏସ୍ପି ଠାରୁ କମ୍ ଦରରେ ଧାନ ବିକ୍ରି ହେଉଥିବା ଅଭିଯୋଗକୁ ଚାଲେଞ୍ଜ କରିଥିବା ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଘେରିଛି ବିଜେପି। କୁଇଣ୍ଟାଲ ପିଛା ୧୭୫୦ଟଙ୍କାରୁ କମ୍ ଦରରେ ମଣ୍ଡିରେ ଚାଷୀ ଧାନ ବିକୁଥିଲେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବେ ବୋଲି ଗତକାଲି...
ଭୁବନେଶ୍ୱର : ଆସନ୍ତା ନିର୍ବାଚନରେ ନବୀନଙ୍କୁ ଚେକ୍ ଦେବା ପାଇଁ ପ୍ରସ୍ତୁତ ହେଉଛି କି ନୂଆ ଷ୍ଟ୍ରାଟେଜି ? ଏକାଠି ହେବେ କି ବିଜୁ ପରିବାରର ପୁରୁଣା ସଦସ୍ୟ ଓ ଅନ୍ୟ ନେତା? ବୈଜୟନ୍ତଙ୍କ ସମେତ ଦାମୋଦର ରାଉତ, ବ୍ରଜକିଶୋର ତ୍ରିପାଠୀ, ବିଜୟ ମହାପାତ୍ର, ଦିଲୀପ ରାୟ, ଖାରବେଳ...
ଭୁବନେଶ୍ୱର : ଗୋଲଡେନ ବାବା ଓରଫ୍ ଜ୍ୟୋତି ରଂଜନ ବେଉରାଙ୍କୁ ରିମାଣ୍ଡରେ ନେଲା କ୍ରାଇମ୍ ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା। ଗୋଟିଏ ଦିନ ରିମାଣ୍ଡରେ ନେବାକୁ ଏସଡିଜେଏମ ଅନୁମତି ଦେବା ପରେ ଇଓଡବ୍ଲୁର ଏକ ନିର୍ଦ୍ଦିଷ୍ଟ ଟିମ୍ ଝାଡପଡ଼ା ଜେଲରୁ ଗୋଲଡେନ ବାବାଙ୍କୁ ନିଜ ଅକ୍ତିଆରକୁ ନେଇ ପଚରା...
କଟକ : ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରା ମୃତ୍ୟୁ ମାମଲାରେ ନିକିତାଙ୍କ ଶାଶୁ ଘରେ ଆଜି ଚାଉଳିଆଗଂଜ ପୁଲିସ ତରଫରୁ ଲଟକା ଝୁଲାଯାଇଛି। ନୋଟିସ ସତ୍ତ୍ୱେ ଲିପନଙ୍କ ବାପା ଓ ମାଆ ହାଜର ନହେବାରୁ ଏହି ଲଟକା ଝୁଲାଯାଇଥିବା ଡିସିପି ସୂଚନା ଦେଇଛନ୍ତି। ଲଟକାରେ ୧୯ ତାରିଖ...
ନୂଆ ଦିଲ୍ଲୀ : ବଢ଼ିଲା ତୈଳ ଦର। ଆଜି ଲଗାତର ତୃତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ହୋଇଛି। ବର୍ଦ୍ଧିତ ଦାମ୍ ଅନୁସାରେ ଦିଲ୍ଲୀରେ ଗତ ୩ ଦିନ ଭିତରେ ପେଟ୍ରୋଲ ଲିଟର ପିଛା ୭୬ ପଇସା ବଢିଥିବା ବେଳେ ଡିଜେଲ ୮୬ ପଇସା...
ଛତିଶଗଡ଼ : କୁମ୍ଭୀର କାନ୍ଦଣା କଥା ଆପଣ ଶୁଣିଥିବେ। କିନ୍ତୁ କେବେ କୁମ୍ଭୀର ପାଇଁ କାନ୍ଦଣା କଥା ଶୁଣିନଥିବେ। ହେଲେ ଛତିଶଗଡ଼ରେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଛି। ଯାହା ଆଜିକାଲି ଭାରି ଚର୍ଚ୍ଚାରେ। ଏମିତି ତ ପ୍ରିୟର ଗୃହପାଳିତ ପଶୁ ପକ୍ଷୀଙ୍କ ମୃତ୍ୟୁରେ ଆମେ ଶୋକ ପ୍ରକାଶ...