• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

seba
ସେବାଶ୍ରମର ଅଷ୍ଟମ ଶ୍ରେଣୀ ଛାତ୍ରୀ ଜନ୍ମଦେଇଥିବା ଶିଶୁକନ୍ୟାର ମୃତ୍ୟ

କନ୍ଧମାଳ :  ଦୁଷ୍କର୍ମରୁ ଅନ୍ତଃସତ୍ତ୍ୱା। ଆଉ ୮ ମାସ ପରେ ସେବାଶ୍ରମ ପରିସରରେ ଶିଶୁକନ୍ୟା ପ୍ରସବ। ଶେଷରେ ମୃତ୍ୟୁସହ ସଂଗ୍ରାମ କରୁ କରୁ ଆଖିବୁଜି ଦେଲା ନବଜାତ। ଏମିତି ଦୁଃଖଦ ପରିଣାମ ଘଟିଛି କନ୍ଧମାଳ ଦାରିଙ୍ଗବାଡ଼ି ସେବାଶ୍ରମ କେଳେଙ୍କାରୀ ମାମଲାରେ। ଶନିବାର ମଧ୍ୟରାତ୍ରରେ ସେବାଶ୍ରମର ଜଣେ ଛାତ୍ରୀ ଜନ୍ମ...

modi--2
୧୫୫୦ କୋଟିର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ରାତି ପାହିଲେ ବଲାଙ୍ଗିର ଆସିବେ ପ୍ରଧାନମନ୍ତ୍ରୀ। ସ୍ୱାଗତ ଲାଗି ବ୍ୟାନର ଓ ପୋଷ୍ଟରରେ ଛାଇ ଯାଇଛି ସାରା ସହର। ପ୍ରଥମେ ସରକାରୀ କାର୍ଯ୍ୟକ୍ରମରେ ବଲାଙ୍ଗିର ଷ୍ଟେସନରରୁ ବିଛୁପାଲିକୁ ନୂଆ ରେଳ ଲାଇନ୍‌ରେ ନୂଆ ଟ୍ରେନ୍‌ର ଶୁଭାରମ୍ଭ କରିବେ ମୋଦି। ସେଥିପାଇଁ ପ୍ଲାଟଫର୍ମରେ ଲାଗି ସାରିଛି ପାସେଞ୍ଜର...

students
ଏକା ସାଙ୍ଗରେ ଲକ୍ଷେ ୧୫ ହଜାର ଛାତ୍ରଛାତ୍ରୀ ଗାଇଲେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ

ଭୁବନେଶ୍ୱର  : ଏକା ସାଙ୍ଗରେ ୧ଲକ୍ଷେ ୧୫ ହଜାର ଛାତ୍ରଛାତ୍ରୀ ଗାଇଲେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ। ଭୁବନେଶ୍ୱରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ଆୟୋଜିତ ହୋଇଥିବା ଉତ୍କଳ ଜନନୀ ପୂଜନ ସଂକଳ୍ପ ସମାରୋହରେ ଆଜି ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ। ଗୋଟିଏ ସ୍ଥାନରେ ମହାପ୍ରଭୁ ଜଗନ୍ନାଥଙ୍କ...

baba
ଖୋଲୁଛି ଗୋଲଡେନ ବାବାଙ୍କ ଗୁମର

ଭୁବନେଶ୍ୱର: ଖୋଲୁଛି ଗୋଲଡେନ ବାବାଙ୍କ ଗୁମର। କ୍ରାଇମବ୍ରାଞ୍ଚ ଅଥନୈତିକ ଅପରାଧ ଶାଖା ହାତରେ ଲାଗିଛି ଗୋଲଡେନ ବାବାଙ୍କ ଫ୍ରଡ୍‌ ନକ୍ସା। କେମିତି ମାୟାଜାଲର ଗୁମର ରଚି ଅର୍ଥ ହଡପ କରୁଥିଲେ ଗୋଲଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରା। ତାର ଗୁମର ଖୋଲିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ଗୋଟିଏ...

gadakhai
ଅବହେଳିତ ଅବସ୍ଥାରେ କଟକ ଗଡ଼ଖାଇ

କଟକ : ୧୪ଶହ ଶତାବ୍ଦୀରେ ଗଙ୍ଗବଂଶୀୟ ରାଜାଙ୍କ ଦ୍ୱାରା ନିର୍ମିତ କରାଯାଇଥିବା ଗଡ଼ଖାଇ। ଏବେ ଅବହେଳିତ ରକ୍ଷଣା ବେକ୍ଷଣ ଅଭାବରୁ ଜୀର୍ଣ୍ଣ ଦିଶୁଥିଲେ ମଧ୍ୟ ଅନେକ ଐତିହାସିକ ଗାଥା ବହନ କରୁଛି ଏହି ଗଡ଼ଖାଇ। ତେବେ ଇତିହାସକୁ ବଞ୍ଚାଇ ରଖିବା ପାଇଁ ଗଡ଼ଖାଇର ପୁନରୁଦ୍ଧାର ଓ ନବୀକରଣ ଲାଗି...

cricket
ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌

ଆଡିଲେଡ : ଆସନ୍ତାକାଲି ଆଡିଲେଡରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ। ଏହି ମ୍ୟାଚ୍ ଜିତି ଭାରତ ସିରିଜକୁ ବରାବର କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପରାଜୟର ପ୍ରତିଶୋଧ ନେବା ଅପେକ୍ଷାରେ ରହିଛି। ପ୍ରଥମ ଦିନିକିଆରେ ୩୪ ରନ୍‌ରେ ପରାସ୍ତ ହୋଇଥିବା ଟିମ୍ ଇଣ୍ଡିଆ ସିରିଜ୍‌...

banai
ଅଧସ୍ତନ ମହିଳା କର୍ମଚାରୀଙ୍କ ସହ ଅଶ୍ଳୀଳ ଆଚରଣ ଅଭିଯୋଗ

ସୁନ୍ଦରଗଡ଼ : ଅଫିସରେ ଅଧସ୍ତନ ମହିଳା କର୍ମଚାରୀଙ୍କ ସହ ଅଶ୍ଳିଳ ଆଚରଣ। କାମ ବାହାନାରେ ନାନା ଅଶ୍ଳୀଳ ଇଙ୍ଗିତ କରୁଛନ୍ତି ଉପରିସ୍ଥ ଅଧିକାରୀ। ସୁନ୍ଦରଗଡ଼ ବଣାଇ ଉପଖଣ୍ଡ ପ୍ରାଣି ଚିକିତ୍ସାଧିକାରୀଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜିଲ୍ଲା ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ୪ ମହିଳା କର୍ମଚାରୀ। ମହିଳା...

1
ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ପେଲେଟ ଗୁଳି

କେନ୍ଦୁଝର : କାରଖାନାରୁ ବାହାରୁ ଥିବା ପେଲେଟ ଲୋକଙ୍କ ପାଇଁ ସମସ୍ୟାର କାରଣ ପାଲଟିଛି। ନିୟମ ଅନୁସାରେ ରାସ୍ତାରେ ପଡିଥିବା ପେଲେଟ ପରିବହନ କରୁଥିବା ଠିକା ସଂସ୍ଥା ଉଠାଇବା କଥା। ହେଲେ ଠିକା ସଂସ୍ଥାର ଅବହେଳା ଯୋଗୁଁ ରାସ୍ତାରେ ଟନ୍ ଟନ୍ ପେଲେଟ ଗୁଳି ପଡି ରହୁଛି। ଫଳରେ...

murder
ମକର ଯାତ୍ରା ଖର୍ଚ୍ଚ ନ ଦେବାରୁ ଜେଜେ ବାପାଙ୍କୁ ହତ୍ୟା କଲା ନାତି

ମୟୁରଭଞ୍ଜ : ମକରରେ ଅଘଟଣ। ମୟୁରଭଞ୍ଜ ଜିଲ୍ଲାରେ ଦୁଇଟି ହତ୍ୟାକାଣ୍ଡ। ମକର ଯାତ୍ରା ଲାଗି ଟଙ୍କା ନ ଦେବାରୁ ଜେଜେ ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନାତି। ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଦାନ୍ତିଆମୁହାଁ ଗାଁରେ ଘଟିଛି ଏଭଳି ହତ୍ୟା। ମୃତକ ହେଲେ ଦାନ୍ତିଆମୁହାଁ ଗାଁର...

niranjan--1
କଂଗ୍ରେସ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : କଂଗ୍ରେସ ବିଧାୟକ ନବ ଦାସ ବିଜେଡିକୁ ଯିବା ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ। ସେ କହିଛନ୍ତି, ଏ କଥା ମୁଁ ବାହାରୁ ଶୁଣିବାକୁ ପାଉଛି, ଖବର ଶୁଣି ଦୁଃଖିତ। ଏହା ଦ୍ୱାରା କଂଗ୍ରେସ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ...

rana
ଭାରତକୁ ପ୍ରତ୍ୟର୍ପଣ ହୋଇପାରେ ତାହାଓ୍ୱର ହୁସେନ ରାଣା

ନୂଆଦିଲ୍ଲୀ : ୨୦୦୮ ମସିହା ନଭେମ୍ବର ୨୬ ମୁମ୍ବାଇ ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ତାହାଓ୍ୱର ହୁସେନ ରାଣା। କାନାଡ଼ା ଜନ୍ମିତ ଏହି ପାକିସ୍ତାନୀ ତାହାଓ୍ୱର ହୁସେନ ରାଣାକୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ସମ୍ଭାବନା ସୃଷ୍ଟି ହୋଇଛି। ଆମେରିକାରେ ବନ୍ଦୀ ଥିବା ରାଣାକୁ ୨୦୨୧ମସିହା ପୂର୍ବରୁ ଭାରତକୁ ପ୍ରତ୍ୟର୍ପଣ କରାଯାଇପାରେ...

mao
ହାର୍ଡକୋର ମହିଳା ମାଓ ନେତ୍ରୀଙ୍କ ଆତ୍ମସମର୍ପଣ

ମାଲକାନଗିରି  : ମାଲକାନଗିରି ଜିଲ୍ଲା ପୁଲିସ ନିକଟରେ ହାର୍ଡକୋର ମହିଳା ମାଓ ନେତ୍ରୀଙ୍କ ଆତ୍ମସମର୍ପଣ। ତାଙ୍କ ନା ଦେବେ ମାଢି ଓରଫ ଶାନ୍ତି। ୨୦୦୮ରୁ ୨୦୧୧ ମସିହା ପର୍ଯ୍ୟନ୍ତ ମାଓ ସଂଗଠନର ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲା ଶାନ୍ତି।  ବିଭିନ୍ନ ହିଂସାକାଣ୍ଡରେ ଶାନ୍ତି ମୁଖ୍ୟ ଭୂମିକା ଗ୍ରହଣ...

kalikesh
ମୋଦିଙ୍କୁ କଳିକେଶଙ୍କ ଚିଠି

ଭୁବନେଶ୍ୱର : ବଲାଙ୍ଗିର ଗସ୍ତ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଂସଦ କଳିକେଶ ସିଂହଦେଓଙ୍କ ଚିଠି। ଚିଠିରେ ବିଭିନ୍ନ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି କଳିକେଶ। ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପ୍ରସଙ୍ଗରେ ଦୃଷ୍ଟି ଦେବାକୁ ସେ ଚିଠିରେ ଲେଖିଛନ୍ତି। ରେଳଲାଇନ ପାଇଁ ସୋନପୁର ଜିଲ୍ଲାରେ ଜମି ଦିଆସରିଥିବାବେଳେ ଟେଣ୍ଡର...

dama
ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ଦାମ ରାଉତ

ଭୁବନେଶ୍ୱର : କନ୍ଧମାଳର ଏକ ସେବାଶ୍ରମରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣାକୁ ନେଇ ବିଧାୟକ ଦାମୋଦର ରାଉତ କ୍ଷୋଭ ପ୍ରକାଶ କରିଛନ୍ତି। ନବୀନ ସରକାରରେ ମହିଳା ସୁରକ୍ଷିତ ନାହାନ୍ତି ବୋଲି ସେ କହିଛନ୍ତି।  ପ୍ରଶାସନିକ ଅଧିକାରୀ ଓ ରାଜନେତାମାନଙ୍କର ମହିଳାଙ୍କ ପ୍ରତି ଦରଦ ନାହିଁ।  ବିଭିନ୍ନ...

rasogola
ମକର ସଂକ୍ରାନ୍ତିରେ ହେବ ରସଗୋଲା ମହୋତ୍ସବ

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମକର ସଂକ୍ରାନ୍ତିରେ ଓଡ଼ିଶା ଟେଲିଭିଜନ ନେଟ୍‌ୱର୍କ, ଭାରତ ମସଲା ସହଯୋଗରେ ଆୟୋଜନ କରୁଛି ରସଗୋଲା ମହୋତ୍ସବ। ଭୁବନେଶ୍ୱର ପଟିଆ ବିଗ୍‌ବଜାର ନିକଟସ୍ଥ ପାଲଟ୍ରୋନିକ୍ସ ପଡିଆରେ ଅପରାହ୍ନ ୩ଟାରୁ ଏହି ମହୋତ୍ସବ ଆରମ୍ଭ ହେବ। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୦ରୁ ଅଧିକ...

love
ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ 'ଅଜବ ସଞ୍ଜୁର ଗଜବ ଲଭ୍'

ଭୁବନେଶ୍ୱର : ରିଲିଜ୍ ହୋଇଛି ସାଇଶ୍ରଦ୍ଧା ଟେଲିପ୍ରଡକସନ୍‌ର ନୂଆ ଓଡ଼ିଆ ଫିଲ୍ମ ‘ଅଜବ ସଞ୍ଜୁର ଗଜବ ଲଭ୍’। ଏହି ଫିଲ୍ମ ଜରିଆରେ ଦୀର୍ଘ ବର୍ଷ ପରେ ଏକାଠି ନଜରକୁ ଆସିଛନ୍ତି ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ଅର୍ଚ୍ଚିତା। ଏହା ସହ ମିହିର ଦାସ, ଅପରାଜିତା, ପ୍ରଦ୍ୟୁମ୍ନ ଲେଙ୍କା ଓ...

congress-in-up
ଉତ୍ତରପ୍ରଦେଶରେ କଂଗ୍ରେସ ଏକାକୀ ଲଢ଼ିବ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି-ବହୁଜନ ସମାଜ ପାର୍ଟି ମେଣ୍ଟରୁ ବାଦ୍ ପଡ଼ିଥିବା କଂଗ୍ରେସ ଏକାକୀ ଲଢ଼ିବାକୁ ଯୋଜନା କରିଛି। ରାଜ୍ୟର ୮୦ଟି ନିର୍ବାଚନମଣ୍ଡଳୀରେ କଂଗ୍ରେସ ଏକାକୀ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି। ବିଜେପିକୁ ମାତ୍ ଦେବା ଲାଗି ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି...

nava
ବିଜେଡିରେ ସାମିଲ ନେଇ ନବଙ୍କ ଇଙ୍ଗିତ

ଭୁବନେଶ୍ୱର : ରାହୁଲଙ୍କ ଗସ୍ତ ପୂର୍ବରୁ କଂଗ୍ରେସକୁ ଲାଗିପାରେ ଝଟକା। ବିଜେଡିରେ ସାମିଲ ହେବା ନେଇ ଇଙ୍ଗିତ ଦେଲେ ବରିଷ୍ଠ ବିଧାୟକ ନବ ଦାସ। ଆସନ୍ତା ୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝାରସୁଗୁଡ଼ା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ଲୋକଙ୍କ ମତ...

bolangiri
ପୂରଣ ହେବାକୁ ଯାଉଛି ବଲାଙ୍ଗିରବାସୀଙ୍କ ସ୍ୱପ୍ନ

ବଲାଙ୍ଗିର : ଆଉ ଟିକେ ଆଗେଇବାକୁ ଯାଉଛି ଖୋର୍ଦ୍ଧା ବଲାଙ୍ଗିର ରେଳ ପ୍ରକଳ୍ପ। ଆଉ ୧୯ କିଲୋମିଟର ରୁଟ୍‌ରେ ଆରମ୍ଭ ହେବ ଟ୍ରେନ୍ ସେବା। ଖୋର୍ଦ୍ଧାରୁ ନୟାଗଡ଼ ୬୬ କିଲୋମିଟର ରୁଟ୍‌ରେ ପୂର୍ବରୁ ଟ୍ରେନ୍‌ ଚାଲୁଥିବା ବେଳେ ଏଥର କିନ୍ତୁ ଟ୍ରେନ୍ ଚାଲିବ। ବଲାଙ୍ଗିର ପଟୁ ସେପଟେ ଟ୍ରେନ୍...