ଅନୁଗୁଳ : ସାତକୋଶିଆ ଜଙ୍ଗଲରେ କେବେ ମୁକ୍ତ ବିଚରଣ କରିବ ବାଘୁଣୀ ସୁନ୍ଦରୀ। ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ବାଘୁଣୀ ଏନ୍କ୍ଲୋଜରରୁ କେବେ ଜଙ୍ଗଲରେ ଛଡ଼ାଯିବ, ସେ ନେଇ ନିଷ୍ପତ୍ତି ଚୂଡାନ୍ତ ହୋଇନି। ସୁନ୍ଦରୀକୁ ସାତକୋଶିଆ ଅଭୟାରଣ୍ୟରେ ଛାଡ଼ିବାକୁ ନିଷ୍ପତ୍ତି ପରେ, ଏଥିରେ ସହାୟତା ପାଇଁ ଗତକାଲି...
ଭୁବନେଶ୍ୱର :ଆଜି ପବିତ୍ର ଶାମ୍ବ ଦଶମୀ। ପୌଷ ଶୁକ୍ଲ ପକ୍ଷ ଦଶମୀରେ ପାଳିତ ହୁଏ ଓଡ଼ିଶାର ଏହି ମହାନ ପର୍ବ। ମାଆମାନେ ସନ୍ତାନମାନଙ୍କର ମଙ୍ଗଳ କାମନା କରି ଏହି ଦିନ ସୂର୍ଯ୍ୟଦେବତାଙ୍କୁ ପୂଜା କରନ୍ତି। କିମ୍ୱଦନ୍ତୀ କହେ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାପଗ୍ରସ୍ତ ହୋଇ କୁଷ୍ଠ ରୋଗାକ୍ରାନ୍ତ ହୋଇଥିଲେ।...
ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳରେ ସାଙ୍ଗଠନିକ ପରିବର୍ତ୍ତନ। ଦେବାଶିଷ ସାମନ୍ତରାୟଙ୍କୁ ଦଳର ସାଧାରଣ ସଂପାଦକ ପଦରୁ ଅବ୍ୟାହତି ଦିଆଯାଇଥିବା ବେଳେ ତାଙ୍କୁ କଟକ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ମିଳିଛି। ସେହିଭଳି ବିଜୁ ଶ୍ରମିକ ସାମ୍ମୁଖ୍ୟର ଇନ୍ଚାର୍ଜ ନିଯୁକ୍ତ ହୋଇଛନ୍ତି ବିମ୍ବାଧର କୁଅଁର।...
ବଲାଙ୍ଗିର : ମୋଦିଙ୍କ ବଲାଙ୍ଗିର ଗସ୍ତରେ ରେଲ୍ୱେ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମାଲୋଚନା। ମୋଦିଙ୍କ ଭାଷଣ ନୈରାଶ୍ୟଜନକ ବୋଲି ସେ କହିଛନ୍ତି। ନରସିଂହ କହିଛନ୍ତି, ବୋଧ ହୁଏ ପରାଜୟ ଆଶଙ୍କାରେ ମୋଦି ଏପରି ଭାଷଣ ଦେଇଛନ୍ତି। ସେଥତ୍ପାଇଁ...
ବ୍ରହ୍ମପୁର : ରାଜ୍ୟ ଶିଶୁ ସୁରକ୍ଷା ଓ ଅଧତ୍କାର ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଗସ୍ତ କରି ପୀଡ଼ିତାଙ୍କୁ ଭେଟିଥିଲେ। ପୀଡିତାଙ୍କ ସହ ଆଲୋଚନା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଗଣମାଧ୍ୟମ ଆଗରେ କହିଛନ୍ତି। ତେବେ ଏହି ଘଟଣାରେ ଯେଉଁ ଅଧତ୍କାରୀମାନେ ସେମାନଙ୍କ...
ଭୁବନେଶ୍ୱର : ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବାକୁ ଯାଉଛି ୪୦ତମ ମନନ ନାଟ୍ୟ ମହୋତ୍ସବ। ୨୨ ଜଣ କଳାକାରଙ୍କୁ ନେଇ ୪ଟି ନାଟକ ପ୍ରସ୍ତୁତ କରାଯାଇଛି। ଏନେଇ ମନନ ପକ୍ଷରୁ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମନନର କର୍ମକର୍ତ୍ତା।...
ବ୍ରହ୍ମପୁର : ଓଟିଭିରେ ଖବର ପ୍ରସାରଣର ପ୍ରଭାବ। ପ୍ରଶାସନ ପକ୍ଷରୁ ଶିକୁଳି ବନ୍ଧା ବୃଦ୍ଧ ସୁରେନ୍ଦ୍ର ସେଠୀ ଉଦ୍ଧାର ହେବା ପରେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ସୁରେନ୍ଦ୍ରଙ୍କ ହାତ ଗୋଡରେ ଶିକୁଳି ବାନ୍ଧି ପରିବାର ଲୋକେ ବାହାରେ ଛାଡ଼ି ଦେଇଥିବା ଖବର ଓଟିଭିରେ...
କଟକ : କଟକରେ ପୁଣି ଜଣ୍ଡିସ ଆତଙ୍କ। ସାହିକୁ ସାହି ଡେଇଁବାରେ ଲାଗିଛି ଜଣ୍ଡିସ। ସହରର ଶିଖରପୁର ଅଞ୍ଚଳରେ ସରକାରୀ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ଅଧିକ। ୨ଦିନ ତଳେ ଶିଖରପୁର ତଳସାହି ଅଞ୍ଚଳରେ ୧୫ ଜଣ୍ଡିସ ରୋଗୀ ଚିହ୍ନଟ...
ବରଗଡ଼ : ମଥୁରାନଗରୀ ପାଲଟିଥିବା ବରଗଡ଼ରେ ଏବେ ଚାଲିଛି ପ୍ରବଳ ପ୍ରତାପୀ ମହାରାଜା କଂସଙ୍କ ରାଜୁତି। ଏହି କ୍ରମରେ କାର୍ଯ୍ୟରେ ଅବହେଳା କରିଥିବା ଦର୍ଶାଇ ଆଜି ମହାରାଜା କଂସ ବାଣିଜ୍ୟକର ଅଧିକାରୀ ଓ ବନଖଣ୍ଡ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି। ମଥୁରା ନଗରୀରେ କାହିଁକି ରାଜସ୍ୱ ଆଦାୟ କମିଛି, ତାହାର...
ଅନୁଗୁଳ : ପୁଣି ସାତକୋଶିଆ ଜଙ୍ଗଲକୁ ଫେରିବ ବାଘୁଣୀ ‘ସୁନ୍ଦରୀ’। ଏବେ ଏନ୍କ୍ଲୋଜରରେ ଥିବା ସୁନ୍ଦରୀକୁ ଜଙ୍ଗଲରେ ଛାଡ଼ିବା ପ୍ରକ୍ରିୟା ଆରମ୍ଭ କରିଛି ବନ ବିଭାଗ। ଏଥିରେ ସହାୟତା ପାଇଁ କୁମ୍କୀ ହାତୀ ଯଶୋଦାକୁ ଚନ୍ଦକା ଗୋଡ଼ିବାରୀ ଜଙ୍ଗଲରୁ ସାତକୋଶିଆ ନିଆଯାଇଛି। ଯଶୋଦା ଓ ଅନ୍ୟ ହାତୀଙ୍କ ସହାୟତାରେ...
ପୁରୀ : ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା। ପୁରୀରେ ନେତାଜୀଙ୍କ ପୈତୃକ ବାସଭବନରେ ଲୋକାର୍ପିତ ହୋଇଛି ନେତାଜୀ ସଂଗ୍ରହାଳୟ। ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଏହି ସଂଗ୍ରହାଳୟଙ୍କୁ ଲୋକାର୍ପିତ କରି ସର୍ବସାଧାରଣଙ୍କ ପାଇଁ ଉତ୍ସର୍ଗ କରିଛନ୍ତି। ଏଠାରେ ରହିଛି ନେତାଜୀଙ୍କ ବାଲ୍ୟ...
ଭୁବନେଶ୍ୱର: ଗୋଲଡେନ ବାବା ଓରଫ ଜ୍ୟୋତିରଂଜନ ବେଉରାଙ୍କ ୪୦ ଲକ୍ଷ ଟଙ୍କାର ଗୋଲଡ ଲକର ଫ୍ରିଜ୍ ହେବାପରେ ୭ଟି ବ୍ୟାଙ୍କ୍ ଆକାଉଣ୍ଟରେ ଥିବା ୫୧ ଲକ୍ଷ ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା। HDFC, ICICI, ଆକ୍ସିସ୍ ବ୍ୟାଙ୍କ୍ରେ ୬ଟି ଓ ଇଣ୍ଡସ୍ ଇଣ୍ଡ ବ୍ୟାଙ୍କ୍ରେ...
ଭୁବନେଶ୍ୱର : ପରମପୂଜ୍ୟ ସ୍ୱାମୀ ରାମଦେବଜୀଙ୍କ ମାର୍ଗଦର୍ଶୀତ ଏକ ନିଃଶୁଳ୍କ ତ୍ରି-ଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିର ନିଳାଦ୍ରି ବିହାର, ଦୁର୍ଗାମଣ୍ଡପ ପଡ଼ିଆ ଯୋଗକେନ୍ଦ୍ର ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ସୂଚନା ମୁତାବକ ,ତା-୧୮.୦୧.୨୦୧୯ରିଖ(ଶୁକ୍ରବାର) ଠାରୁ ତା- ୨୦.୦୧.୨୦୧୯ରିଖ(ରବିବାର) ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଏହି ଶିବିରରେ ...
ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ରଥଯାତ୍ରା ଆୟୋଜନ ପାଇଁ ବିଜେପିର ପ୍ରୟାସକୁ ଆଉ ଏକ ଝଟକା। ସୁପ୍ରିମକୋର୍ଟ ରଥଯାତ୍ରା ପାଇଁ ଅନୁମତି ଦେବାକୁ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି। ନିଜ ରାୟରେ କୋର୍ଟ କହିଛନ୍ତି ଯେ, ରଥଯାତ୍ରା ଯୋଗୁଁ ହିଂସାକାଣ୍ଡ ହେବା ନେଇ ରାଜ୍ୟ ସରକାରଙ୍କ ଆଶଙ୍କାକୁ ନଜର...
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଲଜ୍ଜା। ବିଧବା ଭାଉଜ ବିବାହ କରିବା ପ୍ରସ୍ତାବକୁ ଗ୍ରହଣ ନ କରିବାରୁ ଭୁଜାଲୀରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରି ଦିଅର ଫେରାର । ସୂଚନା ମୁତାବକ, କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ଗାଁରେ ଘଟିଛି ଏଭଳି ଘଟଣା। ଏହି ଘଟଣା ଘଟିବା ପରେ...
ଭୁବନେଶ୍ୱର : ଆସନ୍ତା ୪ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ। ଏ ନେଇ ଆଜି ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୪ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ। ତେବେ ୭ ତାରିଖରେ ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ। ନିର୍ବାଚନ...
କର୍ଣ୍ଣାଟକ : କର୍ଣ୍ଣାଟକରେ ଏଚ୍. ଡି. କୁମାରସ୍ୱାମୀଙ୍କ ସରକାରରୁ ୨ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର କରିଛନ୍ତି। ଏଚ୍. ନାଗେଶ ଏବଂ ଆର. ଶଙ୍କର ଏନେଇ ରାଜ୍ୟପାଳଙ୍କୁ ଲେଖିଛନ୍ତି। ଏସବୁ ସତ୍ତ୍ୱେ ତାଙ୍କ ସରକାର ସଂପୂର୍ଣ୍ଣ ସୁରକ୍ଷିତ ବୋଲି ମୁଖ୍ୟମନ୍ତ୍ରୀ ଏଚ୍. ଡି. କୁମାରସ୍ୱାମୀ କହିଛନ୍ତି। କଂଗ୍ରେସ ମଧ୍ୟ...
ଭୁବନେଶ୍ୱର: ବିଜେଡି ଓ ନବୀନ ସରକାର ପ୍ରତି ବଲାଙ୍ଗିରରେ ମୋଦିଙ୍କ ନରମ ଆଭିମୁଖ୍ୟ ନେଇ ତେରଛା ବାଣ ମାରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ପରୋକ୍ଷରେ ଉଭୟ ବିଜେପି ଓ ବିଜେଡିକୁ ସମାଲୋଚନା କରି ବୈଜୟନ୍ତ ଟୁଇଟ୍ କରିଛନ୍ତି, ଏହା ଖେଳନା ବନ୍ଧୁକରେ ମରାମରି ଭଳି କଥା। ଖେଳନା...
ନୂଆଦିଲ୍ଲୀ : ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରେ ଦେଶବିରୋଧୀ ନାରାବାଜି ମାମଲାରେ ଆଜି ପତିଆଲା ହାଉସ୍ କୋର୍ଟରେ ଚାର୍ଜସିଟ ଦାଖଲ କରିଛି ଦିଲ୍ଲୀ ପୁଲିସ। ଚାର୍ଜସିଟ୍ରେ ୧୦ ଜଣଙ୍କ ନାଁ ରହିଛି। ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଜେଏନୟୁର ପୂର୍ବତନ ସଭାପତି କହ୍ନୈୟା କୁମାରଙ୍କ ସହ ଉମର ଖାଲିଦ ଓ ଅନିର୍ବାଣ...