• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

delhi
ରାଜଧାନୀ ଦିଲ୍ଲୀରେ ହାଡ଼ଭଙ୍ଗା ଶୀତ

ନୂଆ ଦିଲ୍ଲୀ : ଉତ୍ତର ଭାରତରେ ଜାରି ରହିଛି ଶୀତ ଲହରି। ବିଶେଷ କରି ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ କମୁଛି ପାରଦ। ରାତି ହେଲେ ବଢ଼ୁଛି ଶୀତର ପ୍ରକୋପ। ଶୀତ ଯେତେ ବଢ଼ୁଛି ସେତେ ସମସ୍ୟା ଆଣୁଛି ଏଠାକାର ନିରାଶ୍ରୟଙ୍କ ପାଇଁ।  ହେଲେ ଗତ କିଛି ଦିନ...

otet
OTET ପରୀକ୍ଷା ବାତିଲ୍‌

ଭୁବନେଶ୍ୱର : OTET ପ୍ରଶ୍ନପତ୍ର ସୋଶାଲ ମିଡିଆରେ ଭାଇରାଲ ହେବାପରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ବାତିଲ କରାଯାଇଛି।  ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଓ ଓଟିଇଟି ପକ୍ଷରୁ ପ୍ରସ୍ତୁତ ହୋଇଥିବା ପ୍ରଶ୍ନ ମେଳ ଖାଉଥିବାରୁ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। କିନ୍ତୁ କେଉଁ ପରିସ୍ଥିତିରେ ପ୍ରଶ୍ନପତ୍ର...

kumbha
ଅର୍ଦ୍ଧକୁମ୍ଭ ମେଳାର ଆଜି ଦ୍ୱିତୀୟ ଦିନ

ପ୍ରୟାଗରାଜ : ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଆରମ୍ଭ ହୋଇଥିବା ଅର୍ଦ୍ଧକୁମ୍ଭ ମେଳାର ଆଜି ଦ୍ୱିତୀୟ ଦିନ। ଗତକାଲି ଭୋରରୁ ସାଧୁସନ୍ଥଙ୍କ ସାହି ସ୍ନାନ ପରେ ଆରମ୍ଭ ହୋଇଥିଲା ଶ୍ରଦ୍ଧାଳୁଙ୍କ ସ୍ନାନ ନୀତି। ମଧ୍ୟରାତ୍ରରେ ଦିବ୍ୟ ମହାଯଜ୍ଞ ଆରମ୍ଭ ହୋଇଛି। ଏହି ଦୀପ ମହାଯଜ୍ଞ , ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର...

lawer strike
ଆଜି ବାଲେଶ୍ୱର ବାର୍‌ ଆସୋସିଏସନ ପକ୍ଷରୁ ଦିନିକିଆ ପ୍ରତୀକାତ୍ମକ ଧର୍ମଘଟ

ବାଲେଶ୍ୱର : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ପରେ ଏବେ ଉତ୍ତର ଓଡ଼ିଶାରେ ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଆଜି ବାଲେଶ୍ୱର ବାର୍‌ ଆସୋସିଏସନ ପକ୍ଷରୁ ଦିନିକିଆ ପ୍ରତୀକାତ୍ମକ ଧର୍ମଘଟ କରାଯାଉଛି। ଜିଲ୍ଲାର ସମସ୍ତ କୋର୍ଟରେ ଓକିଲମାନେ କାର୍ଯ୍ୟବନ୍ଦ...

tiger
ରେଙ୍ଗାଳି ଡ୍ୟାମ୍‌ରୁ ଏକ କଲରାପତରିଆ ବାଘର ମୃତଦେହ ଠାବ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଲଲହଡାର ରେଙ୍ଗାଳି ଡ୍ୟାମ୍‌ରୁ ଏକ କଲରାପତରିଆ ବାଘର ମୃତଦେହ ଠାବ କରାଯାଇଛି। ଆଜି ସକାଳୁ ଖମାର ରେଂଜର ମାଙ୍କଡଚୁଆ ଗାଁର କିଛି ଲୋକ ଶୌଚ ହେବାକୁ ଯାଇଥିବା ବେଳେ କଲରା ପତରିଆର ମୃତଦେହ ଭାସୁଥିବାର ଦେଖିଥିଲେ। ଏ ନେଇ ସେମାନେ ବନ ବିଭାଗକୁ...

krushna
କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ମହାରାଜ କଂସ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଲେ ନିର୍ଦ୍ଦେଶ

ବରଗଡ଼ : ଧନୁଯାତ୍ରାର ପଞ୍ଚମ ଦିନରେ ମହାରାଜ କଂସଙ୍କ ଦରବାରରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ହୋଇଥିଲେ। ରାଜ ଦରବାରରୁ ଆମନ୍ତ୍ରିତ ହୋଇ ଉପସ୍ଥିତ ରହିଥିବାରୁ ମହାରାଜ କଂସ ବେଶ୍ ଖୁସି ବ୍ୟକ୍ତ କରିଥିଲେ। ମଥୁରା ନଗରୀର ଚଷା ପୁଅ ହୋଇ କେନ୍ଦ୍ରରେ...

chenka
ଏବେ ବି କମୁନି ଅନ୍ଧବିଶ୍ୱାସ ; କେନ୍ଦୁଝରରେ ୫୬ ଶିଶୁଙ୍କୁ ଚେଙ୍କ

କେନ୍ଦୁଝର : ଗ୍ରାମାଞ୍ଚଳରେ ଏବେ ବି ଦୂର ହେଉନାହିଁ ଅନ୍ଧବିଶ୍ୱାସ। ପେଟ ରୋଗ ନ ହେବା ପାଇଁ ଶିଶୁଙ୍କୁ ଦିଆଯାଉଛି ଚେଙ୍କ। ଏଭଳି ଏକ ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍‌ ବରଦାପାଳ ପଞ୍ଚାୟତ ରୁଗୁଡିସାହିରୁ। ରୋଗ ନ ହେବା ଲାଗି ଗାଁରେ ରହୁଥିବା ୨୫ ପରିବାରର...

jogesh singh
ଯୋଗେଶ ସିଂ ବିଜେଡି ଆଡ଼କୁ ମୁହାଁଇଥିବା ଚର୍ଚ୍ଚା

ସୁନ୍ଦରଗଡ଼  : କଂଗ୍ରେସ୍ ଛାଡ଼ିବା ଚର୍ଚ୍ଚା ଭିତରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କ ନୂଆ ବୟାନ। ଆସନ୍ତା ୨୫ରେ କଂଗ୍ରେସ୍ ସଭାପତି ରାହୁଲ ଗାନ୍ଧିଙ୍କ ଭୁବନେଶ୍ୱର କାର୍ଯ୍ୟକ୍ରମରେ ସେ ଯୋଗ ଦେଇପାରିବେ ନାହିଁ ବୋଲି କହିଛନ୍ତି। ପୂର୍ବରୁ ଲୋକଙ୍କ ସହ କାର୍ଯ୍ୟକ୍ରମ ସ୍ଥିର କରିସାରିଥିବାରୁ ରାହୁଲଙ୍କ ସଭାରେ ସେ...

bridge
ଓକିଲଙ୍କ ଆନ୍ଦୋଳନ ଯୋଗୁଁ ସମ୍ବଲପୁରରେ ଉଦ୍‌ଘାଟିତ ହୋଇପାରୁନାହିଁ ବିଭିନ୍ନ ପ୍ରକଳ୍ପ

ସମ୍ବଲପୁର : ଓକିଲଙ୍କ ଆନ୍ଦୋଳନ ଯୋଗୁଁ ସମ୍ବଲପୁରରେ ଉଦ୍‌ଘାଟିତ ହୋଇପାରୁ ନାହିଁ ବିଭିନ୍ନ ପ୍ରକଳ୍ପ। ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁରରେ ଆଇନଜୀବୀଙ୍କ ଆନ୍ଦୋଳନ ୪ ମାସରୁ ଅଧିକ ସମୟ ଧରି ଚାଲିଥିବା ବେଳେ ସମସ୍ତ ସରକାରୀ ଅଫିସ ଓ କୋର୍ଟ କଚେରୀ ବନ୍ଦ...

youth murder
ପଥରରେ ଛେଚି ଯୁବକଙ୍କୁ ହତ୍ୟା

ମାଲକାନଗିରି : ମାଲକାନଗିରିରେ ଚାଞ୍ଚଲ୍ୟ। ପଥରରେ ଛେଚି ଜଣେ ଯୁବକଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି। ଖଇରପୁଟ ଥାନା କଦମଗୁଡା ଛକ ନିକଟରେ ମୃତଦେହ ପଡି ରହିଛି। ହତ୍ୟାର କାରଣ ସମ୍ପର୍କରେ ଜଣାପଡି ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି।

Jagannath-Temple
ଶ୍ରୀମନ୍ଦିର ଦ୍ୱାରଫିଟାରେ ବିଳମ୍ବ, ନୀତି ବିଭ୍ରାଟ ନେଇ ସେବାୟତଙ୍କୁ ନୋଟିସ୍

ପୁରୀ : ଗତ ୨୮ ତାରିଖରେ ଶ୍ରୀମନ୍ଦିରରେ ହୋଇଥିବା ବିଭ୍ରାଟକୁ ନେଇ ସେବାୟତଙ୍କୁ ନୋଟିସ୍। ଦ୍ୱାରଫିଟାରେ ବିଳମ୍ବ ଓ ନୀତି ବିଭ୍ରାଟ ନେଇ ୩୪ ଜଣ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ୭ଦିନ ଭିତରେ ଏହାର ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ଡିସେମ୍ବର...

photo
ନାବାଳକକୁ ଅପହରଣ ପରେ ହତ୍ୟା ! ଅଭିଯୁକ୍ତ ଅଟକ , ଜେରା କରୁଛି ପୁଲିସ

ବ୍ରହ୍ମପୁର: ଫେସବୁକରୁ ବନ୍ଧୁତା। ଆଉ ତାପରେ ସେହି ସୋଶାଲ୍ ସାଇଟ୍ ସଂପର୍କରୁ ପ୍ରେମ। ତାକୁ ଗ୍ରହଣ ନ କରିବାରୁ ମହିଳାଙ୍କ ନାବାଳକ ପୁଅକୁ ନୃଶଂସ ଭାବେ ହତ୍ୟା। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବ୍ରହ୍ମପୁରରେ। ଏହି ଘଟଣାରେ ଅଭିଯୁକ୍ତ ଦେବାଶିଷ ପଣ୍ଡାକୁ ଗିରଫ କରାଯାଇଛି। ପୁଲିସର ସୂଚନା...

krida gram
ଆଜିଠାରୁ ଆରମ୍ଭ ହେଉଛି ୭୧ତମ ରାଜ୍ୟ ପୁଲିସ ଦୌଡ଼କୁଦ ପ୍ରତିଯୋଗିତା

କଟକ : ଆଜି ଠାରୁ ଆରମ୍ଭ ହେଉଛି ୭୧ତମ ରାଜ୍ୟ ପୁଲିସ ଦୌଡ଼କୁଦ ପ୍ରତିଯୋଗିତା। କଟକ ପୁଲିସ ରିଜର୍ଭ ଗ୍ରାଉଣ୍ଡରେ ହେବାକୁ ଥିବା ଏହି ପ୍ରତିଯୋଗିତା ୧୯ ତାରିଖ ଯାଏ ଚାଲିବ। ପ୍ରତିଯୋଗୀତାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରାୟ ୫୨ଟି ଟିମ୍‌ ଅଂଶ ଗ୍ରହଣ କରିବେ। ଏହା ପୂର୍ବରୁ...

death
ସାମାନ୍ୟ ବଚସାକୁ ନେଇ ନାବାଳକଙ୍କୁ ପିଟିି ପିଟି ହତ୍ୟା ଅଭିଯୋଗ

କେନ୍ଦୁଝର : ସାମାନ୍ୟ ବଚସାକୁ ନେଇ ନାବାଳକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ। କେନ୍ଦୁଝର ମହୁଲିଡ଼ିଆଁ ଥାନା ଅନ୍ତର୍ଗତ ଶାଳଚୁଆଁ ଗାଁରେ ଘଟିଛି ଏଭଳି ଘଟଣା। ମୃତ ବାଳକଙ୍କ ନାଁ ବିଜୟ କୁମାର ନାୟକ। ବିଜୟ ସାଙ୍ଗମାନଙ୍କ ସହ ବରକୁଟି ମେଳା ବୁଲିବାକୁ ଯାଇଥିଲେ। ଫେରିବା ସମୟରେ ସାଙ୍ଗମାନଙ୍କ...

girl
ପଟ୍ଟାମୁଣ୍ଡାଇ ସମିଲିଙ୍ଗୀ ବିବାହ ପ୍ରସଙ୍ଗ ; ୧୫ ଦିନ ପାଇଁ ସୁଧାର ଗୃହରେ ଦୁଇ ଯୁବତୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ସମଲିଙ୍ଗୀ ବିବାହ କରିଥିବା ଦୁଇ ଯୁବତୀଙ୍କୁ ପୁଲିସ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରି ୧୫ ଦିନ ପାଇଁ ସୁଧାର ଗୃହକୁ ପଠାଇ ଦେଇଛି। ୧୬୪ ଧାରାରେ ବୟାନ ରେକର୍ଡ ପାଇଁ କୋର୍ଟରେ ଉଭୟଙ୍କୁ ହାଜର କରିଥିଲା ପୁଲିସ। ଜୀବନ ପ୍ରତି ବିପଦ ଥିବା ଦର୍ଶାଇବାରୁ...