ଢେଙ୍କାନାଳ : ପୁଣି ଆବାସିକ ସ୍କୁଲରୁ ଆସିଲା କୁମାରୀ ମାତୃତ୍ୱର ଅଭିଯୋଗ। ଢେଙ୍କାନାଳ ଜିଲ୍ଲାର ଏକ ଆଶ୍ରମ ସ୍କୁଲରେ ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏନେଇ ସେବାଶ୍ରମର ପ୍ରଧାନଶିକ୍ଷକ ଢେଙ୍କାନାଳ ସଦର ଥାନାରେ ଏତଲା ଦେଇଛନ୍ତି । ଏହି ଘଟଣା ପରେ ଆରମ୍ଭ ହୋଇଛି...
ଭୁବନେଶ୍ୱର : ଭୁବନେଶ୍ୱରରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ତିନି ଦିନିଆ IPS ସମ୍ମିଳନୀର ଆଜି ଦ୍ୱିତୀୟ ଦିନ। ଆଜିର ଫୋକସରେ ରହିଛି ସାଇବର ଅପରାଧ। ସାଇବର କ୍ରାଇମ୍ ତଦନ୍ତର ବିଭିନ୍ନ ଦିଗ ଉପରେ ଆଲୋଚନା ରହିଛି। ଗୋଆ ପୁଲିସ ଡିଜି ମୁକେଶ ଚନ୍ଦର ଏଥିରେ ତାଲିମ ଦେଇଛନ୍ତି।...
ଭୁବନେଶ୍ୱର : OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ଏଯାଏ ଏତଲା ଦେଇ ନାହିଁ ବୋର୍ଡ। ଏତଲା ଦିଆଯାଇ ନଥିବାରୁ କେମିତି ଏହାର ତଦନ୍ତ ହେବ, ତାକୁ ନେଇ ଉଠିଛି ପ୍ରଶ୍ନ। ପ୍ରଶ୍ନପତ୍ର ଲିକ୍ ହେବା ପରେ ବୋର୍ଡ ପକ୍ଷରୁ କୁହାଯାଇଥିଲା ଯେ, ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। କିନ୍ତୁ...
ଭୁବନେଶ୍ୱର : କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ମିଳିନପାରେ କଂଗ୍ରେସ ଟିକେଟ। ଆଜି ଏ ନେଇ ଇଙ୍ଗିତ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଟିକେଟ ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି, ସଗରିଆଙ୍କ ବିଷୟରେ ଶୃଙ୍ଖଳା କମିଟିରେ ଆଲୋଚନା କରାଯାଇଛି। ସଗରିଆ ଆଚରଣ ପରିବର୍ତ୍ତନ କଲେ ଟିକେଟର ସମ୍ଭାବନା...
ଭୁବନେଶ୍ୱର : ଓଡ଼ିଶାର ୪ଜଣ ବାଳକ ଏବଂ ବାଳିକା ପାଇବେ ଜାତୀୟ ସାହସିକତା ପୁରସ୍କାର-୨୦୧୮ । ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ସିତୁ ମଲ୍ଲିକ, ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳର ଝିଲି ବାଗ, କଳାହାଣ୍ଡି ଜିଲ୍ଲା ନାକରୁଣ୍ଡି ଅଞ୍ଚଳର ରଂଜିତା ମାଝୀ ଏବଂ ଜଗତସିଂପୁର ଜିଲ୍ଲା...
ବାରିପଦା : ବାରିପଦାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ବେଞ୍ଚ ପ୍ରତିଷ୍ଠା ନ ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଅସହଯୋଗ। ଏଭଳି ଚେତାବନୀ ଦେଇଛି ମୟୁରଭଞ୍ଜ ବାର୍ ଆସୋସିଏସନ୍। ବାରିପଦାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବାର୍ ଆସୋସିଏସନ୍ ପକ୍ଷରୁ ୩ ଦିନିଆ କୋର୍ଟ ବର୍ଜନ ଆରମ୍ଭ କରାଯାଇଛି।...
ଜମ୍ମୁ : ଗତ କିଛି ଦିନ ମଧ୍ୟରେ ନିୟନ୍ତ୍ରଣ ରେଖାରେ ୫ ଜଣ ପାକିସ୍ତାନ ଯବାନଙ୍କୁ ଭାରତୀୟ ସେନା ହତ୍ୟା କରିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ପାକିସ୍ତାନ ଯବାନଙ୍କ ବିପକ୍ଷରେ ଭାରତୀୟ ଯବାନ ଶକ୍ତ କାର୍ଯ୍ୟାନୁଷ୍ଠାନ ନେଉଛି। ଗଣମାଧ୍ୟମକୁ ସୂଚନା ଦେଇ ନର୍ଦନ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ...
ଇଣ୍ଡୋନେସିଆ : ଇଣ୍ଡୋନେସିଆ ବାଲିରେ ପ୍ରଦାନ କରାଯାଇଛି ଦ୍ୱିତୀୟ ଭୂମିରତ୍ନ ଆନ୍ତର୍ଜାତିକ ସମ୍ମାନ। ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସମାଜରେ ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ୮ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ଏବଂ ୪ ଜଣ...
ହରିୟାଣା : ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ଡେରା ସଚ୍ଚାସୌଦା ମୁଖ୍ୟ ବାବା ଗୁରମିତ୍ ରାମ ରହିମ୍ ସିଂହଙ୍କୁ ଆଜୀବନ କାରାଦଣ୍ଡ। ହରିୟାଣା ପଞ୍ଚକୁଲାସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ରାମ ରହିମ୍ଙ୍କ ସହ ଅନ୍ୟ ୩ ଅଭିଯୁକ୍ତଙ୍କୁ ବି ଆଜୀବନ ଜେଲ...
ଖୋର୍ଦ୍ଧା : ଆଜି ସଂଧ୍ୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୃତ ଲକ୍ଷ୍ମୀଧରଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିଥିଲେ। ଲକ୍ଷ୍ମୀଧରଙ୍କ ଆତ୍ମହତ୍ୟା ଘଟଣାରେ କଡ଼ା ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର କହିଛନ୍ତି ଏହା ସରକାରୀ ପ୍ରାୟୋଜିତ ହତ୍ୟା। ପ୍ରଧାନମନ୍ତ୍ରୀ ଆବାସ ପାଇଁ ଲକ୍ଷ୍ମୀଧରଙ୍କ ସହ ଘଟିଥିବା ଘଟଣା ସଭ୍ୟ ସମାଜ...
ରାଉରକେଲା : ରାଉରକେଲା ମହାନଗର ନିଗମ ପକ୍ଷରୁ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ଆଦାୟକୁ ନେଇ ଅସନ୍ତୋଷ। ଏହାର ସମାଧାନ ଲାଗି ମ୍ୟୁନିସିପାଲ ଲାଇବ୍ରେରୀ ହଲ୍ରେ ଟ୍ୟାକ୍ସ ଦାତାଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରାଯାଇଥିଲା। ହେଲେ ହୋହଲ୍ଲା ଲାଗି କିଛି ସମୟ ଚାଲିବା ପରେ ଶୁଣାଣି ବନ୍ଦ ହୋଇଯାଇଥିଲା। ବର୍ଦ୍ଧିତ...
ଭୁବନେଶ୍ୱର : ଆକ୍ସନ ମୋଡ୍ରେ କଂଗ୍ରେସ୍। ଦଳ ବିରୋଧୀ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କୁ ଦଳରୁ ସସ୍ପେଣ୍ଡ କରାଯାଇଛି। AICCର ଅନୁମୋଦନ କ୍ରମେ ପିସିସି ପକ୍ଷରୁ ଯୋଗେଶଙ୍କୁ ନିଲମ୍ବନ କରାଯାଇଥିବା ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ ସୂଚନା ଦେଇଛନ୍ତି। ଗତକାଲି ଶୃଙ୍ଖଳା କମିଟିର...
ବାଲେଶ୍ୱର : ପିଠା କାର୍ଯ୍ୟକ୍ରମ ବେଳେ ବିଡିଓ ଅଟକ। ବାଲେଶ୍ୱର ଜିଲ୍ଲା ଭୋଗରାଇ ନାଚିନ୍ଦା ପଞ୍ଚାୟତରେ ଏହି ଘଟଣା ଘଟିଛି। ପଞ୍ଚାୟତର କିଛି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ବିଡିଓ ଦିପ୍ତୀରଞ୍ଜନ ସେଠୀଙ୍କୁ ଅଟକ ରଖିଥିଲେ। କାର୍ଯ୍ୟକ୍ରମ ବେଳେ ପୁରୁଣା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅର୍ଥ ଦିଆଯାଉଥିବା ଅଭିଯୋଗ...
ଅନୁଗୁଳ : ଅନୁଗୁଳ ଜିଲ୍ଲା ରେଙ୍ଗାଲି ଡ୍ୟାମ୍ କୂଳରୁ କଲରାପତରିଆ ବାଘର ମୃତ ଦେହ ଠାବ ଘଟଣା। ଏନେଇ ବନବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଖୋଳତାଡ଼। ୱାଇଲ୍ଡ ଲାଇଫ୍, ଟାଇଗର କନଜରଭେସନ, ଦେବଗଡ଼ ବନଖଣ୍ଡର ଅଧିକାରୀଙ୍କ ଉପସ୍ଥିତିରେ ମୃତ ବାଘର ଶବ ବ୍ୟବଚ୍ଛେଦ କରାଯାଇଛି। ତେବେ ରିପୋର୍ଟ ଆସିବା...
ଭୁବନେଶ୍ୱର : ଭୁବନେଶ୍ୱରରେ ଆରମ୍ଭ ହେଉଛି ତିନି ଦିନିଆ IPS ସମ୍ମିଳନୀ। ବିଭିନ୍ନ ଜିଲ୍ଲାର SP, DCP, IGP ଓ DIGମାନେ ଏଥିରେ ଯୋଗ ଦେଇଛନ୍ତି। ଆଜି ପ୍ରଥମ ଦିନରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଉଦ୍ବୋଧନ ରଖିଛନ୍ତି। ନକ୍ସଲ ଦମନ ପାଇଁ ରାଜ୍ୟ ପୁଲିସ ପକ୍ଷରୁ ରଣନୀତି...
ନୂଆ ଦିଲ୍ଲୀ : ଡ୍ୟାନ୍ସ ବାର୍ ମାଲିକଙ୍କୁ ଆଶ୍ୱସ୍ତି। ମହାରାଷ୍ଟ୍ର ସରକାରଙ୍କ ଡ୍ୟାନ୍ସ ବାର୍ ଆଇନକୁ ସାମାନ୍ୟ କୋହଳ କରିଛନ୍ତି ସୁପ୍ରିମକୋର୍ଟ। ଏହାଫଳରେ ଡ୍ୟାନ୍ସ ବାର୍ରେ ନୃତ୍ୟ ସହ ମଦ ପରିବେଷଣ ହୋଇପାରିବ। ହେଲେ ଟଙ୍କା ଉଡ଼ାଇବା ଓ ଅଶ୍ଳୀଳ ନୃତ୍ୟ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।...
ଭୁବନେଶ୍ୱର : ବିଧାୟକ ନବ ଦାସ କଂଗ୍ରେସରୁ ଇସ୍ତଫା ଦେବା ପରେ ବିଧାୟକ ପଦରୁ ମଧ୍ୟ ଖୁବ ଶୀଘ୍ର ଇସ୍ତଫା ଦେବେ ବୋଲି କହିଛନ୍ତି। ଏପରି ହେଲେ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୧୫ରୁ ୧୪କୁ ଖସି ଆସିବ। ଏହା ଦ୍ୱାରା ନରସିଂହ ମିଶ୍ର ବିରୋଧୀ ଦଳ ନେତା...
ଭୁବନେଶ୍ୱର : କଂଗ୍ରେସରେ ଦଳବଦଳକୁ ରୋକିବାକୁ ଉଦ୍ୟମ। ଦଳରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବ କଂଗ୍ରେସ। ଆଜି ଏହି ସୂଚନା ଦେଇଛନ୍ତି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ। ଆଜି ଅପରାହ୍ନ ୪ଟା ସୁଦ୍ଧା ହୋଇପାରେ କାର୍ଯ୍ୟାନୁଷ୍ଠାନ ବୋଲି ସେ ସୂଚନା ଦେଇଛନ୍ତି। ବିଶେଷ କରି...
ଭୁବନେଶ୍ୱର : ଶେଷରେ କଂଗ୍ରେସରୁ ଇସ୍ତଫା ଦେଲେ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ। ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ଓ ପିସିସି କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର AICC ସଭାପତି ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ନିଜ ଅଞ୍ଚଳର...
ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ୩ଦିନିଆ ଆଇପିଏସ୍ ସମ୍ମିଳନୀ। ଏଥିରେ ବିଭିନ୍ନ ଜିଲ୍ଲାର ଏସପି, ଡିସିପି, ଆଇଜିପି, ଡିଆଇଜି, ତାଲିମ ନେଉଥିବା ଆଇପିଏସ୍ ଅଧିକାରୀ, ଆର୍ମଡ ପୁଲିସ ବାଟାଲିୟନର କମାଣ୍ଡାଣ୍ଟଙ୍କ ସହ ହୋମଗାର୍ଡ, ଅଗ୍ନିଶମ, ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ଯୋଗ ଦେବେ। ତିନିଦିନ...