ଏ କଳିଙ୍ଗା ଘାଟି ଆଉ କେତେ ଜୀବନ ନେବ? କେତେ ଛୁଆଙ୍କଠାରୁ ମାଆକୁ ଛଡ଼େଇ ନେବ? ଏଇ କୁନି ଝିଅଟି ଜାଣି ନାହିଁ ଯେ, ତା ମାଆ ଆଉ ଏ ଦୁନିଆରେ ନାହିଁ। ଦୁର୍ଘଟଣା ତା ମାଆକୁ ସବୁଦିନ ପାଇଁ ଛଡ଼େଇ ନେଇଛି।
Published: Pallipuspa Samal
Last updated: 28 May 2022, 08:51 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।