ସେ ମଦର୍ ଇଣ୍ଡିଆ। ପିଠିରେ ଝୁଲେଇଛି କଅଁଳା ଛୁଆ, ଆଉ ହାତରେ ଝାଡୁ ଧରି ମ୍ୟୁନିସିପାଲିଟିର ଝାଡୁଦାର ଡ୍ୟୁଟି କରୁଛି। ମଝିରେ ମଝିରେ ସମୟ ପାଇଲେ ପୁଅକୁ ଖାଇବାକୁ ଦେଉଛି ଓ ତା ସହ ଖେଳୁଛି। ଦୃଶ୍ୟ ଦେଖିଲେ ଆପଣ ବି କହିବେ, ଏମିତି ମାଆକୁ ଶହେ ସଲାମ୍। ଆସନ୍ତୁ ଭେଟିବା ଏହି ମାଆ ଲକ୍ଷ୍ମୀଙ୍କୁ ...
Published: Pallipuspa Samal
Last updated: 28 May 2022, 09:18 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।