• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ଶନିବାର ଚନ୍ଦ୍ର – ସିଂହ ରାତ୍ରି ୦୮/୦୪ ଗତେ କନ୍ୟା ତିଥ ô- ୧୨ଶୀ ସନ୍ଧ୍ୟା ୦୬/୦୨ ଗତେ ୧୩ ଶୀ ଘାତ ଚନ୍ଦ୍ର- କର୍କଟ, ମକର ରାତ୍ରି ୦୮/୦୪ ଗତେ ବୃଷ ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ –୨ ପାଦ ଦିବା ୦୧/୪୯ ଗତେ ୩ ପାଦ- କୃଷି-ପଶୁ ଓ ବଂଶହାନି – ଭୂମି -ଅନ୍ନ ଓ ତିଳକାଞନ ଦାନ

ଶୁଭ ସମୟ:

ପ୍ରାତଃ ୦୭/୧୮ ରୁ ୦୮/୩୯

ଦିବା ୧୧/୫୩ ରୁ ୧୨/୫୭

ଦିବା ୦୨/୨୨ ରୁ ୦୨/୫୭

ଦିବା ୦୩/୪୩ ରୁ ୦୩/୪୮

ରାତ୍ରି ୦୨/୨୬ ରୁ ୦୩/୧୭

ଅଶୁଭ ସମୟ:

ଋାହୁକାଳ – ଦିବା୦୮/୩୯ ରୁ ୧୦/୦୫

କାଳବେଳା - ପ୍ରାତଃ ୦୫/୫୭ ରୁ ୦୭/୧୩

ବାରବେଳା – ଦିବା ୧୨/୫୭ ରୁ ୦୨/୨୨

କାଳରାତ୍ରି – ସନ୍ଧ୍ୟା ୦୫/୧୪ ରୁ ୦୬/୪୮ ଓ ରାତ୍ରି ୦୪/୧୩ ରୁ ୦୫/୫୭