ଏ ଦୁଇ ଭଉଣୀ ବାହାସାହା ହୋଇନାହାଁନ୍ତି। କିନ୍ତୁ ମାଆ ହୋଇ ସାରିଲେଣି। ଏମାନେ ହେଉଛନ୍ତି ବୁଲା ପଶୁପକ୍ଷୀଙ୍କ ମଣିଷ ମାଆ। ଏମାନଙ୍କ ପ୍ରେମ ପାଖରେ ବୁଲା ଷଣ୍ଢ ବି ଚୁପ୍ ପଡ଼ିଯାଏ। ମଣିଷଙ୍କ ପରି ଏମାନଙ୍କ ଘରେ ରୁହନ୍ତି ପଶୁ ପକ୍ଷୀ। ଏମାନେ ଏତେ ପଶୁପ୍ରେମୀ ଯେ, ନିଜ ଦେହରେ କୁଟେଇଛନ୍ତି ପଶୁଙ୍କ ଟାଟୁ। ଆଜି ମହିଳା ଦିବସରେ ଆସନ୍ତୁ ଭେଟିବା ଅବିବାହିତା ମାଆ ପାଲିଟିଥିବା ତପସ୍ୱୀ ଓ ତନୁଶ୍ରୀଙ୍କୁ।
Published: Otv Khabar Bureau
Last updated: 08 March 2022, 11:16 AM IST
ପୁଟିନ୍ଙ୍କ ଟାଇଟ୍ ସିକ୍ୟୁରିଟି। ଗସ୍ତ ପୂର୍ବରୁ ସାମ୍ନାରେ ଯାଏ ଅସ୍ତ୍ରଶସ୍ତ୍ରର ସ୍ୱତନ୍ତ୍ର ଗାଡ଼ି, ଲୁଚିକି ରୁହନ୍ତି ସୁରକ୍ଷାକର୍ମୀ। ରହିବା ସ୍ଥାନରେ ବନ୍ଦ ରହେ ମୋବାଇଲ ଫୋନ୍। ଖାଇବା ପୂର୍ବରୁ ୪ ଥର ଖାଇବା ଚାଖନ୍ତି ଖାଦ୍ୟ ବିଶେଷଜ୍ଞ...ଦିନରାତି ଘେରି ରହିଥାଆନ୍ତି ୪ ସ୍ତରୀୟ ସୁରକ୍ଷାକର୍ମୀ