• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 09 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ଛତ୍ରବଜାର ପୋଲ ଭୁଶୁଡିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ପୋଲ କାମ ଚାଲିଥିବା ବେଳେ ଆଜି ହଠାତ୍ ସାଇଡ୍ ଓ୍ବାଲ୍ ଭୁଶୁଡ଼ି ପଡ଼ିଥିଲା। More
  • Chandan Shishu
  • 2 years ago

ମନ୍ଦିରରୁ ଶିବ, ପାର୍ବତୀ, ରାଧାକୃଷ୍ଣଙ୍କ ମୂର୍ତ୍ତି ଉଭାନ

ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣା ସମସ୍ତଙ୍କୁ ଚକିତ କରିଛି।  More
  • Satyendu Shekher Mishra
  • 2 years ago

ରାତି ଅଧରେ ମଣିଷ ମାରିଦେଲା ସରକାରୀ ଗାଡ଼ି, ରାଗରେ ଜାଳିଦେଲେ ଲୋକେ

ବିଳମ୍ବିତ ରାତି ପ୍ରାୟ ୧୨ଟା ବେଳେ ଘଟିଛି ଏଭଳି ଦୁର୍ଘଟଣା । ଏଥିରେ ଜଣେ ମୃତ ଜଣେ ଗୁରୁତର ହୋଇଥିବା ସୂଚନା । More
  • Chandan Shishu
  • 2 years ago

ଜିତିଥିବା ପ୍ରାର୍ଥୀଙ୍କ ଚିହ୍ନକୁ ନେଇ ଦ୍ଵନ୍ଦ୍ୱ

ଶ୍ରୀ ଦାସଙ୍କ ନାମର ବର୍ଣ୍ଣମାଳା ଅନୁଯାୟୀ ନିକିତି ଚିହ୍ନ ପାଇ ପ୍ରଚାର ମୈଦାନରେ ଅବତୀର୍ଣ୍ଣ ହୋଇଥିଲେ। More
  • Chandan Shishu
  • 2 years ago

ପୌର ନିର୍ବାଚନରେ କୋଟିପତି ପ୍ରାର୍ଥିନୀ

ଏମାନଙ୍କ କହିବା କଥା ଆଜି ବି ଲୋକମାନେ ଦୁର୍ଦ୍ଦିନରେ ଅଛନ୍ତି। More
  • Chandan Shishu
  • 2 years ago

ନିୟମର ଘୋର ବ୍ୟତିକ୍ରମ: ଶ୍ରୀମନ୍ଦିର ପ୍ରତି ବିପଦ ଆଶଙ୍କା

ନିକଟରେ ଏଥିପାଇଁ ASI ଓ NMAର ଏନଓସି ମଧ୍ୟ ମିଳିଛି। ତେବେ ଏଭଳି ବିପଜ୍ଜନକ ଖନନ AMASR ବାହାରେ ବୋଲି କଡ଼ା ଆପତ୍ତି ଉଠିଛି। More
  • Satyendu Shekher Mishra
  • 2 years ago

କଟକରେ ବଡ଼ ଦୁର୍ଘଟଣା ! ମାଲ ଗୋଦାମ ପୋଲ ଭୁଶୁଡ଼ି ଦୁଇ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ଭଗ୍ନାଂଶ ତଳୁ ୩ ଜଣଙ୍କୁ ଉଦ୍ଧାର କରି SCB ନିଆଗଲା । ଉଦ୍ଧାର ୩ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ ICUରେ ଭର୍ତ୍ତି । ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ସୂଚନା । ପୋଲ ତଳେ ଆଉ କିଛି ଲୋକ ଚାପି ରହିଥିବା ଆଶଙ୍କା । More
  • Satyendu Shekher Mishra
  • 2 years ago

ବଡ଼ ଦୁର୍ଘଟଣା ! ଭୁଶୁଡ଼ିଲା ପୋଲ, ୩ ଗୁରୁତର ଉଦ୍ଧାର; ଜିଲ୍ଲାପାଳ କହିଲେ ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ

ଏହି ଘଟଣା କାହିଁକି ଘଟିଲା, କେମିତି ଘଟିଲା ? ସେନେଇ ତଦନ୍ତ କରାଯିବ । ତଦନ୍ତ କିଏ କରିବ ସେନେଇ ସରକାର ନିଷ୍ପତ୍ତି ନେବେ । ଯେଉଁମାନେ ଦାୟୀ, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଜିଲ୍ଲାପାଳ । More
  • Satyendu Shekher Mishra
  • 2 years ago

ବଡ଼ ଦୁର୍ଘଟଣା ! କଟକରେ ଭୁଶୁଡ଼ିଲା ପୋଲ, ଅନେକଙ୍କ ଜୀବନ ସଙ୍କଟାପନ୍ନ

ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ପୋଲ ଭୁଶୁଡ଼ିଲା । ପୋଲ କାମ ଚାଲିଥିବା ବେଳେ କିଛି ଅଂଶ ଭୁଶୁଡ଼ିଥିବା ସୂଚନା । ପୋଲ ତଳେ କିଛି ଲୋକ ଚାପି ହୋଇ ରହିଯାଇଥିବା ସୂଚନା । More
  • Otv Khabar Bureau
  • 2 years ago

ଜମ୍ମୁ କାଶ୍ମୀର ଉଧମପୁରରେ ବିସ୍ଫୋରଣ; ୧୪ ଆହାତ

ଜମ୍ମୁ-କଶ୍ମୀର ଉଧମପୁର ସଲାଥିଆ ଛକରେ ଏକ ବଡ ଧରଣରେ ବିସ୍ଫୋରଣ । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି । ଖବର ପାଇ ପୁଲିସ ଓ ବମ୍ ଡିସପୋଜାଲ୍ ସ୍କ୍ୱାଡ ଏବଂ ଫୋରେନ୍ସିକ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୂରା ମାମଲାର ଛାନଭିନ କରିଛନ୍ତି । More
  • Satyendu Shekher Mishra
  • 2 years ago

ବଡ଼ ଅଭିଯୋଗ: ‘BJP ସମିତି ସଭ୍ୟଙ୍କୁ ଡରାଉଛି BJD, ପୋଲିସ କରୁଛି ରାତି ଅଧିଆ ଚଢ଼ାଉ’

ବ୍ଲକ ଚେୟାରମ୍ୟାନ ନିର୍ବାଚନ ପୂର୍ବରୁ ବିଜେପି ସମର୍ଥିତ ସମିତି ସଭ୍ୟଙ୍କ ଉପରେ ମିଛ କେସ କରାଯାଉଛି । ଗୋଡେଇ ଗୋଡେଇ ତାଙ୍କୁ ଘରୁ ଉଠାଇ ନିଆଯାଉଛି । More
  • Prangyan Parimita
  • 2 years ago

ଶ୍ରୀମନ୍ଦିର ଶହେ ମିଟର ଚୌହଦିରେ ଖନନକୁ ନେଇ ପୁଣି ଦ୍ୱନ୍ଦ୍ୱ

ଜିଲ୍ଲାପାଳ ଗତ ୭ ତାରିଖରେ ସମସ୍ତ ଅନୁମତି ମିଳିଥିବା କହିଥିବା ବେଳେ ASIର ସୁପରିଟେଣ୍ଡଣ୍ଟ ଆରକ୍ୟଲୋଜିଷ୍ଟ ଅରୁଣ ମଲ୍ଲିକ କହିଛନ୍ତି ASI ପକ୍ଷରୁ ପ୍ରଶାସନକୁ ଏବାବଦରେ କିଛି କୁହାଯାଇନାହିଁ More
  • Otv Khabar Bureau
  • 2 years ago

ମମିତା ମେହେର ହତ୍ୟାକାଣ୍ଡ ମାମଲା: ADJ କୋର୍ଟରେ ହାଜର ହେଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ

ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବଲାଙ୍ଗିର କଣ୍ଟାବାଂଜି ADJ କୋର୍ଟରେ ହାଜର ହେଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ପ୍ରଥମଥର ପାଇଁ ଡ୍ରାଇଭର ରାଧେଶ୍ୟାମ ସହ ଗୋବିନ୍ଦ ସାହୁଙ୍କୁ ହାଜର କରାଯାଇଛି । More
  • Prangyan Parimita
  • 2 years ago

କଟକ ବିଡ଼ାନାସୀ ଭୁଆଶୁଣି ପଠା ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ : ଅନୈତିକ ସମ୍ପର୍କରୁ ବିହାରୀ ମିସ୍ତ୍ରୀଙ୍କୁ କରାଯାଇଥିଲା ହତ୍ୟା

ଗତ ଫେବ୍ରୁଆରୀ ୨୫ ତାରିଖରେ ଭୁବନେଶ୍ୱରରୁ କଟକ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ ଆଜାଦ ଯାଦବ More
  • Prangyan Parimita
  • 2 years ago

ରାଜସ୍ୱ ଯୋଗାଉଥିବା ରାସ୍ତା ସାଜିଛି ମରଣଯନ୍ତା : ୯ କିମିରେ ୯ ଶହ ବଡ଼ ବଡ଼ ଖାଲ

ଯେଉଁଠୁ ଅଧିକ ରାଜସ୍ୱ ମିଳୁଛି ସେଇଠି ନାହିଁ ରାସ୍ତା। ମାତ୍ର ୯ କିମି ରାସ୍ତାରେ ଯିବା ବେଳେ ସାମ୍ନା କରିବେ ୯ ଶହ ଖାଲ। ଟିକିଏ ଅସାବଧାନ ହେଲେ ସିଧା ପାହାଡ଼ ତଳେ More
  • Prangyan Parimita
  • 2 years ago

କୁକୁର ସହ ନାବାଳିକାର ପଡ଼ିଲା ହାତଗଣ୍ଠି ! ଢେଙ୍କାନାଳ କଙ୍କଡାହାଡ଼ରେ ରିଷ୍ଟ ଖଣ୍ଡନ ପରମ୍ପରା

ଆଦିବାସୀ ସମ୍ପ୍ରଦାୟରେ ଶିଶୁକନ୍ୟା ଜନ୍ମ ନେବା ପରେ ପ୍ରଥମେ ଦାନ୍ତ ଉପର ମାଢ଼ିରେ ଉଠିଲେ , ଏହାକୁ ଅଶୁଭ ବୋଲି ଧରାଯାଇଥାଏ ।  ଯାହାର ପ୍ରତିକାର ସଦୃଶ ତାକୁ ଏକ କୁକୁର ସହିତ ବିବାହ କରାଗଲେ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । More
  • Otv Khabar Bureau
  • 2 years ago

ଆଜି ପ୍ରାର୍ଥୀପତ୍ର ଯାଞ୍ଚ; ୧୦୬ଟି ମ୍ୟୁନିସିପାଲିଟି, ଏନ୍ଏସି ଓ ୩ଟି ମହାନଗର ନିଗମରେ ହେବ ମତଦାନ

ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଆସନ୍ତା ୧୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି ଓ ଏନ୍ଏସି ଏବଂ ୩ଟି ମହାନଗର ନିଗମ ଭୁବନେଶ୍ୱର,କଟକ, ବ୍ରହ୍ମପୁର ପାଇଁ ମତଦାନ ହେବ । More
  • Otv Khabar Bureau
  • 2 years ago

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି; ୩ ଘଣ୍ଟା ବନ୍ଦ ରହିବ ଦର୍ଶନ

ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନଙ୍କ ଦ୍ୱାରା ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରାଯିବ । More
  • Chandan Shishu
  • 2 years ago

୨୦୨୪ ସୁଦ୍ଧା ହେବ ମାଲକାନଗିରି ଏୟାରପୋର୍ଟ

ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। More
  • Chandan Shishu
  • 2 years ago

ତେଲ ଉପରେ କଟକଣା ଲଗାଇଲେ ମୁଖାର୍ମୀ ହେବ: ଋଷ ଉପପ୍ରଧାନମନ୍ତ୍ରୀ

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୩୯ ଡଲାରରେ ପହଞ୍ଚିଛି। More
  • Satyendu Shekher Mishra
  • 2 years ago

ଏକ୍‌ଜିଟ୍‌ ପୋଲ କହୁଛି ୟୁପି-ମଣିପୁରରେ ବିଜେପି ସରକାର, ପଞ୍ଜାବରେ ଆପ୍‌ର ହେବ ଐତିହାସିକ ବିଜୟ

୪୦୩ ଆସନ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭା ଲାଗି ମ୍ୟାଜିକ୍ ନମ୍ବର ୨୦୨ । ତେବେ ଏଥର ବିଜେପି ମ୍ୟାଜିକ୍ ସଂଖ୍ୟାଠୁୁ ଅଧିକ ଅର୍ଥାତ ୨୩୦ ଉପରେ ସିଟ୍ ଦଖଲ ନେଇ ସବୁ ଏକଜିଟ୍ ପୋଲ ସଂସ୍ଥା ପୂର୍ବାନୁମାନ କରିଥିବାରୁ ଏଠାରେ ପୁଣି ବିଜେପି ରାଜ୍ ଚାଲିବା ସମ୍ଭାବନା ଅଧିକ । More
  • Pramod Behera
  • 2 years ago

ନିଜ ଜୀବନ ସିନା ସଂଘର୍ଷରେ, କିନ୍ତୁ ପର ପାଇଁ କାନ୍ଦୁଛି ହୃଦୟ

ନିଜ ଜୀବନକୁ ଅନ୍ୟ ପାଇଁ ସମର୍ପଣ କରିବାରେ ଜଣେ ନାରୀଠୁ କିଏ ବା ବଳିଯାଇପାରିବ? ଯାହାଙ୍କ ସକାଳ ହୁଏ ସେବାରୁ, ଆଉ ସଞ୍ଜ ହୁଏ ସମର୍ପଣରୁ। ଏନେଇ କିଏ ଶାରୀରିକ ଭାବେ ଅସମ୍ପୂର୍ଣ୍ଣ ହୋଇଥାଇପାରନ୍ତି ତ ଆଉ କିଏ ସୁଖ, ସ୍ୱାଛନ୍ଦକୁ ଭୁଲିଯାଇଛନ୍ତି। ହେଲେ ସମାଜସେବାକୁ ଛାଡି ନାହାନ୍ତି। More
  • Chandan Shishu
  • 2 years ago

ବୁଲେଟ୍‌ରେ ବୁଲି ନାରୀ-ପୁରୁଷ ସମାନତା ବୁଝାଇଲେ ମହିଳା

ପ୍ରାଚୀନ କାଳରୁ ନାରୀମାନେ ଶାରିରୀକ ଓ ମାନସିକ ଭାବେ ପୁରୁଷଙ୍କ ସହ ସମାନ More