• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

CBSE Exam
CBSE ର ବଡ଼ ଘୋଷଣା: ଏପ୍ରିଲ ୨୬ ରେ ହେବ ଟର୍ମ-୨ ପରୀକ୍ଷା

ସ୍କୁଲ ଦୀର୍ଘଦିନ ଧରି ବନ୍ଦ ଥିବାରୁ ପରୀକ୍ଷାରେ ଅଧିକ ଦିନ ବ୍ୟବଧାନ ରଖିବାକୁ ପଦକ୍ଷପ ନେଇଛି ସିବିଏସଇ । ସେପଟେ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ହୋଇଥିବା ଟର୍ମ ୱାନ୍ ପରୀକ୍ଷାର ଫଳାଫଳ ଖୁବଶୀଘ୍ର ଘୋଷଣା ସମ୍ଭାବନା ରହିଛି ।

Missile Misfire
ଭୁଲରେ ଫାୟାର ହୋଇଗଲା, ଭାରତରୁ ଯାଇ ପାକିସ୍ତାନରେ ପଡିଲା..

ହରିୟାଣାର ଶିର୍ସାରୁ ଭୁଲ୍‌ରେ ମିଜାଇଲ ଫାୟାର ହୋଇ ପାକିସ୍ତାନରେ ପଡ଼ିଲା । ଭାରତ ସୀମା ଠାରୁ ୧୨୪ କିମି ଦୂର ପାକିସ୍ତାନ ଭିତରେ ପଡ଼ିଲା ଏହି ମିଜାଇଲ ।

Firing
ପୌରନିର୍ବାଚନ ପୂର୍ବରୁ ସମିତି ସଭ୍ୟାଙ୍କ ଗାଡ଼ିକୁ ଗୁଳି

ସମିତି ସଭ୍ୟାଙ୍କ ଗାଡ଼ିକୁ ଗୁଳି ସହ ୨ ଜଣଙ୍କୁ ଅପହରଣ ହୋଇଥିବାର ଅଭିଯୋଗ ହୋଇଛି ।

Dhinkia Row
ଏଣିକି ସତ୍ୟପାଠ କରିବେ ଢିଙ୍କିଆବାସୀ: ହାଇକୋର୍ଟ

ଗତ ୫ରେ କମିଟି ପାଖକୁ କିଛି ଲୋକ ଆସି ନ ପାରିବା ଅଭିଯୋଗ ହୋଇଥିଲା । ଜାନୁଆରୀ ୧୪ ଗଣ୍ଡଗୋଳ ଘଟଣାରେ ଏସ୍ପିଙ୍କ ଠାରୁ ରିପୋର୍ଟ ତଲବ ହୋଇଥିଲା । କେତେଜଣଙ୍କୁ କେଉଁ ଦଫାରେ ଗିରଫ କରାଯାଇଛି ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Fake Doctor
ଲାଏ ଡିଟେକ୍ସନ୍‌ ଖୋଲିବ ରସିକିଆ ଡାକ୍ତରଙ୍କ ଗୁମର

ବିଭିନ୍ନ ସମୟରେ ବିଭିନ୍ନ ନାଁରେ ମହିଳା, ଡାକ୍ତର, ଛାତ୍ରଛାତ୍ରୀ ଓ ବେରୋଜଗାରୀଙ୍କୁ ଠକାଇ ଆସିଛନ୍ତି ରମେଶ । ଏପରିକି ଅନେକ ମହିଳାଙ୍କୁ ମଧ୍ୟ ବିବାହ କରିଥିବା ଭଳି ଅଭିଯୋଗ ତାଙ୍କ ନାଁରେ ରହିଛି ।

At least 10 college students of a private college at Rupsa taken ill after allegedly consuming pheny
ତରକାରୀରେ ଫିନାଇଲ,୧୦ ଛାତ୍ର ଅସୁସ୍ଥ

ମେସ୍‌ରେ ଫିନାଇଲ ମିଶା ଖାଦ୍ୟ ଖାଇ ୧୦ କଲେଜ ଛାତ୍ର ଅସୁସ୍ଥ ହୋଇଥିବା ସୂଚନା । ବାଲେଶ୍ୱର ରୁପ୍‌ସାରେ  ଥିବା ଏକ ଘରୋଇ କଲେଜର ୧୦ରୁ ଊର୍ଦ୍ଧ୍ୱ ଛାତ୍ର ଅସୁସ୍ଥ ହୋଇଥିବା ଜଣାପଡିଛି ।

Youth Goes Missing After Jumping Into Mahanadi River From Sudhamal Bridge In Cuttack
ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଛନ୍ତି । କାନପୁର ଥାନା ସୁଧାମାଳ ବ୍ରିଜ ଉପରୁ ମହାନଦୀକୁ ଡେଇଁ ଯୁବକଜଣକ ଆତ୍ମହତ୍ୟା କରିଛନ୍ତି । 

The Great Odisha Political Circus | Sarpanch Candidate Asks For Refund After Defeat
The Great Odisha Political Circus | Sarpanch Candidate Asks For Refund After Defeat

The Great Odisha Political Circus | Sarpanch Candidate Asks For Refund After Defeat OdishaTV is Odisha\'s no 1 News Channel. OTV being the first private

News Fuse | Violent Protest At Bhawanipatna BJP Office After Denial Of Ticket To A Candidate
News Fuse | Violent Protest At Bhawanipatna BJP Office After Denial Of Ticket To A Candidate

News Fuse | Violent Protest At Bhawanipatna BJP Office After Denial Of Ticket To A Candidate OdishaTV is Odisha\'s no 1 News Channel. OTV being the first

Odisha student returned from Ukraine
ୟୁକ୍ରେନ୍‌ରୁ ଫେରିଲେ ଓଡ଼ିଆ ଛାତ୍ରୀ; ଖୁସିରେ ଗଦଗଦ ପରିବାର

ୟୁକ୍ରେନ୍‌ରୁ ଫେରିଲେ ଓଡ଼ିଆ ଡାକ୍ତରୀ ଛାତ୍ରୀ । କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଅଳତି ଗାଁର ଡାକ୍ତରୀ ଛାତ୍ରୀ ଶୁଭଲଷ୍ମୀ ବରାଳ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଘରେ ପହଞ୍ଚିଛନ୍ତି ।

Russia-Ukraine war updates
୧୬ ଦିନରେ ମଧ୍ୟ ଥମୁନି ଯୁଦ୍ଧ; ବିଭୀଷିକାର ଶିକାର ହେଉଛନ୍ତି ସାଧାରଣ ଜନତା

୧୬ ଦିନରେ ପହଞ୍ଚିଲାଣି ଋୁଷ-ୟୁକ୍ରେନ୍ ଯୁଦ୍ଧ । ଯୁଦ୍ଧରେ ଦେଶର ୨୮୦ଟି ଶିକ୍ଷାନୁଷ୍ଠାନ ଧ୍ୱଂସ ହୋଇଥିବାର ୟୁକ୍ରେନ ପକ୍ଷରୁ ସୂଚନା ଦିଆଯାଇଛି । ଏମିତିକି ସୈନ୍ୟଙ୍କ ଅପେକ୍ଷା ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବାର ମଧ୍ୟ ୟୁକ୍ରେନ ପକ୍ଷରୁ ସ୍ପଷ୍ଟ କୁହାଯାଇଛି ।

CMC's Preparation For Municipal Election
ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା CMC

ସ୍ୱଚ୍ଛ ,ଅବାଧ ଓ ନିରପେକ୍ଷ ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା କଟକ ଜିଲ୍ଲା ପ୍ରଶାସନ । ଆସନ୍ତା ୨୪ ତାରିଖରେ ନିର୍ବାଚନ ହେବାକୁ ଥିଲା ବେଳେ ସୁରକ୍ଷା ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।

Daily Horoscope 11 March 2022
Daily Horoscope 11 March 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୧୧ ତାରିଖ, ଶୁକ୍ରବାର, କୁମ୍ଭ୨୭ ଦିନ, ଫାଲଗୁନମାସ, ଶୁକ୍ଳପକ୍ଷ,ନବମୀତିଥି, ମୃଗଶିରା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Awareness On Cyber Fraud
ନୂଆ ଏଟିଏମ୍‌ ଡିଟେଲ୍ସ ଦେଖିବେ କହି ଖାଲି କରିଦେଲେ ଆକାଉଣ୍ଟ...

ଆମେ ଆପଣଙ୍କର ଆକାଉଣ୍ଟ ଡିଟେଲ୍ସ ପଚାରୁନୁ...ଖାଲି ନୂଆ ଏଟିଏମ୍‌ର ଟିକିଏ ଡିଟେଲ୍ସ ଦିଅନ୍ତୁ, ଆମେ ଖାଲି ଚେକ୍‌ କରିବୁ...ଏପଟେ ଡିଟେଲ୍ସ ଦେଇଦେଲେ ସେପଟେ ଆକାଉଣ୍ଟରୁ କଟିଗଲା ଟଙ୍କା...

Interview With Bollywood Actress Huma Qureshi
ଧକ୍‌ ଧକ୍‌ କରି ମାର୍କେଟ୍‌ରେ ଧମାକା କରେ ମୋ ସିନେମା : ହୁମା କ୍ୟୁରେସୀ

ଓଡ଼ିଆରେ ଅଫର ମିଳିଲେ ମୁଁ ନିଶ୍ଚୟ ଫିଲ୍ମ କରିବି। ମୁଁ କାହାଣୀ ଦେଖେ...ଭଲ ଲାଗିଲେ ଆକ୍ଟିଂ କରିବେ। ହେଲେ ମାର୍କେଟ୍‌ରେ ଧକ୍‌ ଧକ୍‌ କରି ଧମାକା କରେ ମୋର ସବୁ ଫିଲ୍ମ : ବଲିଉଡ୍‌ ଅଭିନେତ୍ରୀ ହୁମା କ୍ୟୁରେସୀ

Mayurbhanj Man Collects Currency Notes & Coins From Different Countries
ଅଜବ ନିଶା, ଶିକ୍ଷକ ରଖିଛନ୍ତି ୫୦ ଦେଶର ଟଙ୍କା

ପେଶା ଶିକ୍ଷକତା କିନ୍ତୁ ନିଶା ପୁରୁଣା ନୋଟ୍‌ ସଂଗ୍ରହ କରିବା। ଜାପାନଠୁ ଜର୍ମାନୀ...ଚାଇନାଠୁ ଋଷିଆ...ପ୍ରାୟ ୫୦ ଦେଶର ନୋଟ୍‌ ରଖିଛନ୍ତି ଉଦଳାର ସନ୍ତୋଷ ସାହୁ। ବିଦେଶ ଯିବା ପୂର୍ବରୁ ବନ୍ଧୁବାନ୍ଧବ ଓ ପ୍ରିୟଜନ ସନ୍ତୋଙ୍କଠାରୁ ଭାରତର ଟଙ୍କା ଦେଇ ବଦଳାଇ ନେଉଛନ୍ତି ବିଦେଶୀ ଟଙ୍କା

Jojonara Na Hariloot । Corruption In Cowshed Construction In Bolangir
ଗୁହାଳ ପାଇଁ ସରକାର ଦେଇଥିଲେ ଟଙ୍କା, ଗୁହାଳ ମିଳିଲାନି କିନ୍ତୁ ଖାଇଗଲେ ଟଙ୍କା

ଘରେ ମୂଳରୁ ଗାଈ କି ଛେଳି କିଛି ନାହିଁ। ହେଲେ ସେମାନଙ୍କ ନାଁରେ ଉଠିଛି ଲକ୍ଷାଧିକ ଟଙ୍କା। ଦୁର୍ନୀତିର ଚେର ଲମ୍ବିଛି....

Meet Anju Sharma Who Failed In School But Cracked UPSC
କ୍ଲାସ୍‌ ପରୀକ୍ଷାରେ ବାରମ୍ବାର ଫେଲ୍‌ ହେଉଥିଲେ, ଏବେ IAS ଟପ୍ପର ହେଲେ...

କ୍ଲାସ୍‌ ପରୀକ୍ଷାରେ ବାରମ୍ବାର ଫେଲ୍‌ ହେବା ପରେ ବି ହାର ମାନୁନଥିଲେ। କଠିନ ପରିଶ୍ରମ କରି ଏବେ IAS ଟପ୍ପର ହେଲେ। କହିଲେ, ବିଫଳ ହିଁ ସଫଳତାର ଚାବିକାଠି

Reasons For AAP’s Victory In Punjab
ଏହି ୧୦ କାରଣ ପାଇଁ ପଂଜାବରେ ଜିତିଲା ଆପ୍‌

ଏହି ୧୦ କାରଣ ପାଇଁ ପଂଜାବରେ ଜିତିଲା ଆପ୍‌। ଚିତ୍‌ପଟାଙ୍ଗ୍‌ ମାରିଲେ ବିରୋଧୀ...

Bhagwant Mann From Comedy King To Punjab CM
କମେଡ଼ି କିଙ୍ଗ୍‌ ଥିଲେ, ଏବେ ମୁଖ୍ୟମନ୍ତ୍ରୀ ହେବେ !

ଦିନେ କମେଡ଼ି କିଙ୍ଗ୍‌ ଥିଲେ ଏବେ ପଂଜାବର ମୁଖ୍ୟମନ୍ତ୍ରୀ ହେବେ। ପରଦା ପଥରେ ରହି ଅଭିନୟ କରୁଥିଲେ ଏବେ ପଂଜାବର ମଙ୍ଗ ଧରି ଲୋକଙ୍କ ଦୁଃଖ ଶୁଣିବେ