ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ।୨୦ ବର୍ଷ ଜେଲ ଦଣ୍ଡ ସହ ୨୦ ହଜାର ଜୋରିମାନା ନିର୍ଦ୍ଦେଶ ଦିଆଯାଇଛି। ୨୦୧୮ ଅଗଷ୍ଟ ୧୨ରେ ଜଗତପୁର ଥାନା ଅଞ୍ଚଳର ଏକ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ କରି କଟକ ସ୍ୱତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ ଏହି ନିର୍ଦେଶ ଦେଇଛନ୍ତି...
ଅଧା ରାସ୍ତାରେ ଛାଡ଼ିଦେଇ ଚାଲିଗଲେ ବାପା-ମାଆ। ତିନି ଭାଇଭଉଣୀଙ୍କର ସବୁ ଦାୟିତ୍ୱ ଏବେ ଲକ୍ଷ୍ମୀଙ୍କ ଉପରେ। କୁନି ଭାଇଭଉଣୀଙ୍କ ମୁହଁରେ ଆହାର ଦେବାକୁ ଦିନରେ ମୂଲ ଲାଗୁଛନ୍ତି, ସନ୍ଧ୍ୟାରେ ଖଲି ଟିପୁଛନ୍ତି। ଯେତିକି ରୋଜଗାର ହେଲା ସେଇଥିଲେ ପାଠପଢାଠୁ ଖାଇବା ଖର୍ଚ୍ଚ ସବୁ ତୁଲାଉଛନ୍ତି। ସରକାରୀ ସାହାଯ୍ୟ ଅପେକ୍ଷାରେ...
ବାଟବଣା ହେଲା ଜାଗା ମିଶନ ଯୋଜନା। ନିର୍ବାଚନ ପୂର୍ବରୁ ଲୋକଙ୍କୁ ଜାଗା ବାଣ୍ଟିଦେଲେ। କହିଲେ, ଭୂମିହୀନ ଏଇଠାରେ ରହିବେ...ଆଉ ଏବେ ରେଲୱେ କହୁଛି ଏଇଠୁ ଉଠ, ଅକଲ ଗୁଡ଼ୁମ୍ ହୋଇଗଲା ବସ୍ତି ଲୋକଙ୍କର...ସାମ୍ନାକୁ ଆସିଲା ଦୁର୍ନୀତିର ଭୟଙ୍କର ଚିତ୍ର
ପୁଟିନ୍ଙ୍କ ବଡ଼ ନିଷ୍ପତ୍ତି। ଆଣବିକ ଅସ୍ତ୍ର ପ୍ରସ୍ତୁତ ରଖିବାକୁ ଦେଲେ ନିର୍ଦ୍ଦେଶ...କହିଲେ, ସାମାନ୍ୟତମ ଇସାରା ମିଳିବା ପରେ ତତ୍କ୍ଷଣାତ୍ ୟୁକ୍ରେନ ଉପରେ...
ୟୁକ୍ରେନ ଉପରେ ଏହି ଭୟଙ୍କର ବୋମା ପକାଇଲା ଋଷିଆ। ହେଲେ ଫୁଟିବା ପୂର୍ବରୁ ପାଣି ଢାଳି ଲିଭାଇ ଦେଲେ ୟୁକ୍ରେନବାସୀ...ସୋସିଆଲ ମିଡ଼ିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ଏହି ଭାଇରାଲ ଭିଡ଼ିଓ
ମୁଁ ମେୟର ହେଲେ ସକାଳୁ ଉଠିଲେ ଯେଉଁ ସମସ୍ୟାଟା ହୁଏ ସେଇଟାକୁ ଆଗେ ଠିକ୍ କରିବି। ହେଲେ ସକାଳୁ ଆମର ଯାହା ହୁଏ ଇଏ କେମିତି ଜାଣିଲେ? ମେୟର ହେବା ପୂର୍ବରୁ ମ୍ୟାଡମ୍ ବୋଧହୁଏ ଥିଲେ ଡାକ୍ତର...ନା କଣ କହୁଛୁ ନାରଣ?
ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୧୨ ତାରିଖ, ଶନିବାର, କୁମ୍ଭ୨୮ଦିନ, ଫାଲଗୁନମାସ, ଶୁକ୍ଳପକ୍ଷ, ନବମୀତିଥି, ଆଦ୍ରା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
KHOLA KATHA EP 743 MARCH 10 2022| BJP & Congress Mayor Candidates of Bhubaneswar In One Frame OdishaTV is Odisha\'s no 1 News Channel. OTV being the
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ଖାର୍କିଭ୍, ଖେରସନ୍, ଚନୋବିଲ୍, ମାରିଉପୋଲ, ମେଲିଟପୋଲ ଏବଂ ଓଡେଶା, ୟୁକ୍ରେନ୍ର ୫-୬ଟି ପ୍ରମୁଖ ସହରକୁ କବ୍ଜା କରିବା ପରେ, ଋଷ ଟାର୍ଗେଟ୍ରେ କ୍ୟାପିଟାଲ୍ ସିଟି କିଭ୍ ।
ଖାର୍କିଭ୍, ଖେରସନ୍, ଚନୋବିଲ୍, ମାରିଉପୋଲ, ମେଲିଟପୋଲ ଏବଂ ଓଡେଶା, ୟୁକ୍ରେନ୍ର ୫-୬ଟି ପ୍ରମୁଖ ସହରକୁ କବ୍ଜା କରିବା ପରେ, ଋଷ ଟାର୍ଗେଟ୍ରେ କ୍ୟାପିଟାଲ୍ ସିଟି କିଭ୍ ।
ନାଏବ ସରପଞ୍ଚ ନିର୍ବାଚନ ବେଳେ ତୁମୁଳକାଣ୍ଡ । ମୁହାଁମୁହିଁ ପୋଲିସ-ଜନତା କଥା କଟାକଟିରୁ ହାତାହାତି କେନ୍ଦୁଝର ସାହାରପଡା ବ୍ଳକ୍ ରାଇଡିହା ପଞ୍ଚାୟତ କାର୍ଯ୍ୟାଳୟରେ ନିର୍ବାଚନ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମୁହାମୁହିଁ ହୋଇଥିଲେ । ସେମାନଙ୍କ ଆକ୍ରୋଶରୁ ମଧ୍ୟ ବାଦ୍ ପଡିନଥିଲା ପୋଲିସ ।
ନାଏବ ସରପଞ୍ଚ ନିର୍ବାଚନ ବେଳେ ତୁମୁଳକାଣ୍ଡ । ମୁହାଁମୁହିଁ ପୋଲିସ-ଜନତା କଥା କଟାକଟିରୁ ହାତାହାତି କେନ୍ଦୁଝର ସାହାରପଡା ବ୍ଳକ୍ ରାଇଡିହା ପଞ୍ଚାୟତ କାର୍ଯ୍ୟାଳୟରେ ନିର୍ବାଚନ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମୁହାମୁହିଁ ହୋଇଥିଲେ । ସେମାନଙ୍କ ଆକ୍ରୋଶରୁ ମଧ୍ୟ ବାଦ୍ ପଡିନଥିଲା ପୋଲିସ ।
ୟୁପିରେ ଖାଲି ଯୋଗୀ ରାଜ ଫେରିନି ବରଂ ଦୀର୍ଘ ୩୭ବର୍ଷ ପରେ କୌଣସି ଦଳକୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ରାଜ୍ୟରେ କ୍ଷମତାସୀନ କରାଇବାର ଗୌରବ ବି ଦେଇଛନ୍ତି ଯୋଗୀ । ତାସହ ଜଣେ ୟୁପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୂର୍ଣ୍ଣ ୫ବର୍ଷ କ୍ଷମତାରେ ରହିବା ସହ ପୁଣି...
ଗୋରଖପୁର ମଠ ମହନ୍ତରୁ ବୁଲଡୋଜର ବାବା । ବିଜେପିର ଆଉ ଜଣେ ବଡ଼ ଚେହେରା, ଯାହାଙ୍କ ପାଇଁ ଉତ୍ତର ପ୍ରଦେଶରେ ପ୍ରଚଣ୍ଡ ବହୁମତ ହାସଲ ସହ ପୁଣିଥରେ କ୍ଷମତାକୁ ଫେରି ନୂଆ ଇତିହାସ ସୃଷ୍ଟି କରିଛି ବିଜେପି ।
୨୦୨୨ର ପ୍ରଥମ ବାଜିକୁ ୪-୧ରେ ଜିତିନେଲା ବିଜେପି । ୫ ରାଜ୍ୟରୁ ୪ ରାଜ୍ୟରେ ପଦ୍ମ ଛାଇ ଯିବା ପରେ ପୁଣି ମୋଦି ମ୍ୟାଜିକ୍କୁ ନେଇ ଚର୍ଚ୍ଚା । ଆଗକୁ ଓଡ଼ିଶାରେ ପଡ଼ିବ କି ମୋଦି ଯାଦୁର ପ୍ରଭାବ? ରାଜ୍ୟ ବିଜେପି ଏହାକୁ ନେଇ ବେଶ୍ ଆଶାବାଦୀ ଥିଲା...
ପଶ୍ଚିମବଙ୍ଗ ଝଟକା ପରେ ପୁଣି ଲେଉଟିଲା ମୋଦି ମ୍ୟାଜିକ୍ । ଖାଲି ଲେଉଟିଲାନି, ରାଜନୀତିର କ୍ରିକେଟ୍ ଫିଲ୍ଡରେ ଯାଦୁ ଚାଲିଲା ଆହୁରି ଜବରଦସ୍ତ ।
ଏଥର ଅଫ୍ଲାଇନ୍ରେ ମାଟ୍ରିକ୍ ପରୀକ୍ଷା ସବୁ ଅଂଶୀଦାରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେଇଛନ୍ତି ସରକାର । ଏପ୍ରିଲ୍ ୨୯ରୁ ଆରମ୍ଭ ହୋଇ ପରୀକ୍ଷା ମେ ୬ଯାଏ ଚାଲିବ । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହେବ । ଚଳିତ ବର୍ଷ ମାଟ୍ରିକ୍ ମୂଲ୍ୟାୟନ ଲାଗି ତିନି ସୂତ୍ରୀ...
ଦ୍ୱନ୍ଦ୍ୱ ଦୂର କଲେ ସରକାର ଅଫ୍ଲାଇନରେ ହିଁ ହେବ ମାଟ୍ରିକ୍ ପରୀକ୍ଷା । ଏପ୍ରିଲ ୨୯ରୁ ମେ ୬ ଯାଏଁ ପରୀକ୍ଷା ଚାଲିବ । ତେବେ ଛାତ୍ରଛାତ୍ରୀ ନିଜ ସ୍କୁଲରେ ପରୀକ୍ଷା ଦେବେ ।