ସାରା ପୃଥିବୀରେ ଅନେକ ସୁନ୍ଦର ଦେଶ ରହିଛି ତା ଭିତରୁ ୟୁକ୍ରେନ୍ ଥିଲା ଗୋଟିଏ ସୁନ୍ଦର ଦେଶ। ଆଗରୁ ଯିଏ ଯାଇଛି ସେହିଁ ପାଖରୁ ଦେଖିଛି ୟୁକ୍ରେନ୍ର ସୌନ୍ଦର୍ଯ୍ୟକୁ । ହେଲେ କାହିଁଙ୍କି ୟୁକ୍ରେନ୍କୁ କୁହାଯାଏ ୟୁରୋପ୍ ମହାଦେଶର ଭୂସ୍ୱର୍ଗ ବୋଲି।
Watch Special Episode Of Apana Eka Nuhanti On OTV OdishaTV is Odisha\'s no 1 News Channel. OTV being the first private satellite TV channel in Odisha
Making News | All About The Fake Doctor Who Married 17 Women OdishaTV is Odisha\'s no 1 News Channel. OTV being the first private satellite TV channel
Public Attack On Chilika MLA Prashant Jagdev OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ପୌର ନିର୍ବାଚନ ପ୍ରଚାରରେ କଂପୁଛି ସହରର ଗଳିକନ୍ଦି । ନେତା ଓ ସମର୍ଥକଙ୍କୁ ଧରି ଭୋଟରକୁ ମନାଇବାକୁ ମଇଦାନରେ ପ୍ରାର୍ଥୀ । ପଞ୍ଚାୟତ ପରେ କଣ ହେବ ପୌର ନିର୍ବାଚନ ଫଳାଫଳ ।
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ପଛରେ, ସେ କାମ କରୁଥିବା ୱେବ ଚ୍ୟାନେଲ୍ ମାଲିକାଣୀଙ୍କ ସଂପୃକ୍ତି ଥିବା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ତାଙ୍କ ବିରୋଧରେ ପ୍ରମାଣ ଥିବା ନେଇ ସ୍ପଷ୍ଟ କରିଛନ୍ତି ଚାନ୍ଦବାଲି SDPO ।
ବାରବାଟୀ ଜାଗାଘର ନୃସିଂହଙ୍କୁ ଦର୍ଶନ କରିବାକୁ ଯାଇଥିବାବେଳେ ଗୁଳି କରାଯାଇଥିଲା କୃଷ୍ଣଚନ୍ଦ୍ରଙ୍କୁ । ଏଣେ ତେଣେ ପଡ଼ିରହିଛି ଖୋକା, ଆଉ ଚପଲ । ରକ୍ତ ଜୁଡୁବୁଡୁ ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କୁ ମେଡ଼ିକାଲ୍ ଅଣାଯାଇଥିଲା । କିନ୍ତୁ ସେତେବେଳକୁ ଚାଲିଯାଇଥିଲା ପ୍ରାଣ ।
ୟୁକ୍ରେନ ରାଜଧାନୀ କିଭ୍ସ୍ଥିତ ଏକ ୧୨ ମହଲା ଅଟ୍ଟାଳିକାକୁ ଟାର୍ଗେଟ କରିଛି ଋଷୀୟ ରକେଟ୍ । ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ସୌଭାଗ୍ୟବଶତଃ କାହାରି ଜୀବନ ଯାଇନି ।
୨୧ ଦିନରେ ପହଞ୍ଚିଛି ଋଷିଆ ୟୁକ୍ରେନ ଯୁଦ୍ଧ । ରାଜଧାନୀ କିଭ୍ ଦଖଲ ଲାଗି ଋଷ ସେନାର ପ୍ରୟାସ ଜାରି ରହିଛି । କିଭ୍ ଉପକଣ୍ଠରେ ଋଷ ସେନା ପକ୍ଷରୁ ଜୋରଦାର ଆକ୍ରମଣ କରାଯାଉଛି । ଅଧିକରୁ ଅଧିକ ବେସାମରିକ ବିଲଡିଂକୁ ଋଷ ସେନା ଟାର୍ଗେଟ କରୁଥିବା ଅଭିଯୋଗ...
ଚିରାଚରିତ ଧାରାଠୁ ସମ୍ପୂର୍ଣ୍ଣ ଅଲଗା, ସାଧାରଣ ମନୋରଞ୍ଜନ ଧର୍ମୀ ଭାବନାଠୁ ଅନେକ ଉଚ୍ଚ, ତଥାପି ଖାଲି ହିଟ୍ ନୁହେଁ, ବକ୍ସ ଅଫିସରେ ସୁପର ଡୁପର ହିଟ୍ । ୧୯୯୦ରେ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାର ଓ ନରସଂହାର ଘଟଣାକୁ ପୁଣି ଦେଶବାସୀଙ୍କ ଆଖି ସାମ୍ନାରେ ତାଜା କରିଛି...
ଚିରାଚରିତ ସିନେମା ଭଳି ମନୋରଞ୍ଜନର କୌଣସି ଖୋରାକ୍ ନଥାଇ ବି ଥିଏଟର ହାଉସଫୁଲ । କୋଭିଡ୍ କବଳରୁ ବର୍ତ୍ତି ନଥିବା ବକ୍ସ ଅଫିସରେ ଏକପ୍ରକାର ସୁନାମୀ ଆଣିଛି ଫିଲ୍ମ କାଶ୍ମୀର ଫାଇଲ୍ସ ।
ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି। ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ। ନିଜ ନିଜର ପାରମ୍ପରିକ ରିତୀନିତୀରେ ହୋଲି ପାଳନ କରୁଛନ୍ତି ଦେଶବାସୀ।
ସୋସିଆଲ ମିଡିଆରେ ଶାହାରୁଖ୍ଙ୍କ ‘ପଠାନ୍’ ଫିଲ୍ମର ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଶାହାରୁଖ୍ ନିଜ ପୁରୁଣା ଅନ୍ଦାଜରେ ଫେରିଥିବାର ଦେଖିବାକୁ ମିଳିଛି । ଶାହାରୁଖ୍ଙ୍କୁ ସାର୍ଟଲେସ୍ ଓ ଏଇଟ୍ ପ୍ୟାକ୍ ଦେଖାଇ ପୋଜ୍ ଦେଉଥିବାର ଦେଖିବାକୁ ମିଳିଛି ।
୧୫ ମିନିଟ୍ରେ ୧୫ ଲକ୍ଷ ଲୁଟ୍ । ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ଆତଙ୍କରାଜ୍ । ଅଳଙ୍କାର ଲୁଟିଲେ, ବନ୍ଧୁକ ଦେଖାଇ ଚମ୍ପଟ ମାରିଲେ ।
ପଦ ଛାଡିବାକୁ ଚାହୁଁଛନ୍ତି ନିରଞ୍ଜନ, ହେଲେ ଇସ୍ତଫା ଗ୍ରହଣ କରୁନାହାନ୍ତି ହାଇକମାଣ୍ତ। ବାରମ୍ବାର ଇସ୍ତଫା ଦେବାକୁ ନିରଞ୍ଜନ କହୁଥିଲେ ବି ଅମଙ୍ଗ ହେଉଛନ୍ତି ସୋନିଆ। ତେବେ କାହିଁକି ଉପୁଜିଛି ଏଭଳି ସ୍ଥିତି ? ରାଜ୍ୟ କଂଗ୍ରେସରେ ନାହାନ୍ତି କି ନିରଞ୍ଜନଙ୍କ ସମକକ୍ଷ ନେତା? ନା ନିରଞ୍ଜନଙ୍କ ଉପରେ ରହିଛି ସୋନିଆଙ୍କ ଅତୁଟ ଆସ୍ଥା।
ପୁଣି ଭିଜିଲାନ୍ସ ଫାସରେ ପଡିଲେ ସରକାରୀ କୁବେର । ଗରମ ମିଜାଜ ଦେଖାଇ ଲୁଟିଥିବା କଳା ଟଙ୍କାକୁ ଫ୍ରିଜ୍ ଭିତରେ ଲୁଚାଇ ଥଣ୍ଡା କରୁଥିଲେ । ଏ ବାବୁ ଜଣକ ହେଉଛନ୍ତି କଟକ ଡ୍ରେନେଜ୍ ଡିଭିଜନ ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରା ।
ଗୋଟିଏପଟେ ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇ ଥିବାବେଳେ ଅନ୍ୟପକ୍ଷେ ପୁଅର କଟୁରି ଚୋଟରେ ମା’ର ମୃତ୍ୟୁ ହୋଇଛି।