• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

4
୬ଜଣ କଏଦୀଙ୍କ ପାଇଁ ଜଣେ ସୁରକ୍ଷାକର୍ମୀ, ଲାଗୁ ହେଲା ନୂଆ ଜେଲ୍ ମାନୁଆଲ୍

ଭୁବନେଶ୍ୱର: ରାଜ୍ୟରେ ନୂଆ ଜେଲ୍ ମାନୁଆଲ୍ ଲାଗୁ ହୋଇଛି। ଏଣିକି ପ୍ରତି ୬ଜଣ କଏଦୀଙ୍କ ପାଇଁ ଜଣେ ସୁରକ୍ଷାକର୍ମୀ ମୁତୟନ ହେବେ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏନେଇ ଅନୁମୋଦନ ଦେଇଛନ୍ତି। ଗତ ସେପ୍ଟେମ୍ୱର ୨୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପରେ କାର୍ଯ୍ୟକାରୀ ହୋଇଛି ନୂଆ...

11
ଚା' ପତି ଭାବି ବଗମରା ଔଷଧକୁ ପିଇଦେଲେ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଔପଦା ଥାନା ଦୁର୍ଗାପୁର ନୂଆହାଟ ଅଞ୍ଚଳର ଗୋଟିଏ ପରିବାରର ୫ ଜଣ ବଗମରା ବିଷ ଖାଇ ଗୁରୁତର ହୋଇଛନ୍ତି। ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଦୁର୍ଗାପୁର ନୂଆହାଟ ଅଞ୍ଚଳର ବନମାଳି ସିଂ, ସବିନ ସିଂ, ପେଟୁ ସିଂ ଓ ଦୁଇ...

1
ଦୀର୍ଘ ୮ ବର୍ଷ ପାକିସ୍ତାନ ଜେଲ୍‌ରେ ରହି ଘରକୁ ଫେରିଲେ ୭୦ ବର୍ଷୀୟ ବୃଦ୍ଧ

କାନପୁର: ଜଣେ ୭୦ ବର୍ଷିୟ ବୃଦ୍ଧ ଦୀର୍ଘ ୮ ବର୍ଷରୁ ଅଧିକ ସମୟ ପାକିସ୍ତାନ ଜେଲ୍‌ରେ ରହିବା ପରେ ଏବେ ପରିବାର ପାଖକୁ ଫେରିଛନ୍ତି। ପରିବାରକୁ ପାଖରେ ପାଇ ସେ ଖୁସିରେ କାନ୍ଦି ପକାଇଛନ୍ତି। ସାମ୍‌ସୁଦ୍ଦିନ ନାମକ ଏହି ବ୍ୟକ୍ତି ଘରକୁ ଫେରି ଅତ୍ୟନ୍ତ ଖୁସି ହୋଇଥିବାବେଳେ ଆତ୍ମୀୟଙ୍କୁ...

8pm
ରାତି ୮ଟା ବେଳର ମୁଖ୍ୟଖବର

https://www.youtube.com/watch?v=g2Qe2KIJgkU

ବଜାରକୁ ଆସିପାରେ ଆପଲ୍‌ର ଫୋଲ୍ଡେବଲ୍‌ ଫୋନ୍‌

ନିଜର ସ୍ୱତନ୍ତ୍ର ମଡେଲ୍‌ ଏବଂ ଫିଚର୍‌ ପାଇଁ ଆଦୃତ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ଆପଲ୍‌ ଏବେ ସ୍ମାର୍ଟଫୋନ୍‌ ଜଗତରେ ଏକ ପରିବର୍ତ୍ତନ ଆଣିବାକୁ ଯାଉଛି। ଆପଲ୍‌ ପ୍ରଥମ କରି ବିଶ୍ୱରେ ଫୋଲ୍ଡେବଲ୍‌ ସ୍ମାର୍ଟଫୋନ୍‌ ପ୍ରସ୍ତୁତ କରିବାକୁ ଯାଉଛି। ଏ ନେଇ କମ୍ପାନୀ କାମ ଆରମ୍ଭ କରିବା ସହ ୨୦୨୨...

16
କିଡ୍‌ନୀ ବିକି କିଣିଥିଲେ ଆଇଫୋନ୍‌, କିନ୍ତୁ ଏବେ ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ

ଗତ ଅକ୍ଟୋବର ମାସରେ ଆପଲ୍‌ କମ୍ପାନି ତାର ଆଇଫୋନ୍‌ ସିରିଜ୍‌ର ଘୋଷଣା କରିଛି। ଏହି ଘୋଷଣା ପରେ ଇଣ୍ଟରନେଟ୍‌ରେ କିଛି ମେମ୍ସ ଭାଇରାଲ ହୋଇଥିଲା। ଯେଉଁଥିରେ କିଡ୍‌ନୀ ବିକି ଆଇଫୋନ୍‌ କିଣିବାର ମେମ୍ସ ଅଧିକ ଭାଇରାଲ୍ ହୋଇଥିଲା। କିନ୍ତୁ ଆପଣ ଜାଣିଛନ୍ତି କି? ଏହା ସତ ଯେ ଜଣେ...

5
୪୮ ବର୍ଷୀୟ ବରକୁ ୧୩ ବର୍ଷୀୟା କନ୍ୟା

ଫିଲିପାଇନ୍ସରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୪୮ ବର୍ଷୀୟ ବ୍ୟକ୍ତି ୧୩ ବର୍ଷର ଜଣେ ନାବାଳିକାଙ୍କୁ ବିବାହ କରିଛନ୍ତି। ସେ ବି ପୁଣି ତାଙ୍କର ୫ମ ବିବାହ। ଫିଲିପାଇନ୍ସର ମାମାସୌପାନୋ ସହରରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ଅତିଥି ଯୋଗ ଦେଇଥିଲେ।...

9
କଏଦୀ ବଦଳାଇଲେ ଜେଲ୍‌ର ଚିତ୍ର

ରାଜସ୍ଥାନର ଉଦୟପୁର ସେଣ୍ଟ୍ରାଲ ଜେଲ୍‌ର କଏଦୀ ନମ୍ୱର ୨୫୯ ନିଜର କଳାକାରୀତାର ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କ ହାତର ଚିତ୍ରକଳାରେ ଜେଲ୍‌ର କାନ୍ଥ କୌଣସି ମ୍ୟୁଜିୟମ୍‌ଠାରୁ ମଧ୍ୟ କମ୍‌ ଲାଗୁନାହିଁ। ଏହି ଜେଲ୍‌ର କାନ୍ଥକୁ ଚିତ୍ରକଳାରେ ପରିପୂର୍ଣ୍ଣ କରିଥିବା ବ୍ୟକ୍ତି ହେଉଛନ୍ତି ଏନ୍‌ଡିପିଏସ୍‌ ଆକ୍ଟ ମାମଲାରେ...