• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

atm-picture
ଏଟିଏମ୍‌ର ଆବିଷ୍କାର କେବେ ହୋଇଥିଲା? ପ୍ରଥମେ ଚେକ୍‌ ପୁରାଇ ଉଠାଯାଉଥିଲା ଟଙ୍କା

ନୂଆଦିଲ୍ଲୀ: ଟଙ୍କା ଉଠାଇବା ପାଇଁ ଆମେ ଏଟିଏମ୍‌ର ବ୍ୟବହାର କରୁ। କିନ୍ତୁ ଆପଣ ଜାଣନ୍ତି ଏହି ମେସିନ୍‌ର ଆବିଷ୍କାର କେବେ ହୋଇଥିଲା? ଏଟିଏମ୍‌ ଅର୍ଥାତ୍‌ ଅଟୋମେଟେଡ୍‌ ଟେଲର୍‌ ମେସିନ୍ ବ୍ୟାକିଂ ଜଗତରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଥିଲା। ସର୍ବ ପ୍ରଥମେ ଲଣ୍ଡନରେ ଏଟିଏମ୍‌ର ବ୍ୟବହାର ହୋଇଥିଲା। ଯଦିଓ ଏଇଟା...

ରୋଗୀ ମୃତ୍ୟୁକୁ ନେଇ ବାଣପୁର ହସ୍ପିଟାଲରେ ଉତ୍ତେଜନା
ରୋଗୀ ମୃତ୍ୟୁକୁ ନେଇ ବାଣପୁର ହସ୍ପିଟାଲରେ ଉତ୍ତେଜନା

ଖୋର୍ଦ୍ଧା  : ରୋଗୀ ମୃତ୍ୟୁକୁ କେନ୍ଦ୍ରକରି ଖୋର୍ଦ୍ଧା ବାଣପୁର ହସ୍ପିଟାଲରେ ଉତ୍ତେଜନା। ଅଭିଯୋଗ ଅନୁଯାୟୀ, ବିଦ୍ୟୁତ ଅାଘାତ କାରଣରୁ ଖୁଣ୍ଟପଲ୍ଲୀ ଗାଁର ଯୁବକ ସୁଶାନ୍ତ ସାହୁଙ୍କ ଚିକିତ୍ସା ନିମନ୍ତେ ବାଣପୁର ହସ୍ପିଟାଲକୁ ଅଣାଯାଇଥିଲା। ହସ୍ପିଟାଲରେ ଡାକ୍ତର ରୋଗୀଙ୍କୁ ମୃତ ଘୋଷଣା କରିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ରୋଗୀଙ୍କ...

anushka
ଅନୁଷ୍କାଙ୍କ ସହ ଫଟୋ ଉଠାଇଲେ ଶାହବାଜ ଅହମ୍ମଦ: କହିଲେ ‘ଫ୍ୟାନ୍‌ ବୟ ମୋମେଣ୍ଟ’

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଅନୁଷ୍କାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ସଦସ୍ୟ ଶାହବାଜ ଅହମ୍ମଦଙ୍କ ସହ ଦେଖିବାକୁ ମିଳିଛି। ନିକଟରେ ଅନୁଷ୍କା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ମ୍ୟାଚ୍ ଦେଖିବା ପାଇଁ...

ARSS ସିନିୟର ଇଂଜିନିୟରଙ୍କ ସନ୍ଦେହ ଜନକ ମୃତ୍ୟୁ
ARSS ସିନିୟର ଇଂଜିନିୟରଙ୍କ ସନ୍ଦେହ ଜନକ ମୃତ୍ୟୁ

ଭୁବନେଶ୍ୱର : ARSS ସିନିୟର ଇଂଜିନିୟର ପ୍ରକାଶ ବେହେରାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ହରିଦାସପୁର-କେନ୍ଦ୍ରାପଡ଼ା ରେଲୱେ ଲାଇନ ପ୍ରୋଜେକ୍ଟର ଲଳିତଗିରି ବାଜିପଟା ନିକଟରେ ସାଇଟରେ କାମ କରୁଥିବା ବେଳେ ଗୁରୁତର ଅାହତ ହୋଇ ପ୍ରଥମେ କେନ୍ଦ୍ରାପଡା, ପରେ ଏକ ଘରୋଇ ହସ୍ପିଟାଲକୁ ନେବାବେଳେ ତାଙ୍କର...

QAT ପୁନର୍ଗଠିତ
QAT ପୁନର୍ଗଠିତ

ଭୁବନେଶ୍ୱର : କମିଶନରେଟ ପୁଲିସର କୁଇକ୍ ଅାକସନ ଟିମ୍ ପୁନର୍ଗଠିତ। କୁଇକ୍ ଅାକ୍ସନ ଟିମ୍ ଇନଚାର୍ଜ ହୋଇଛନ୍ତି ଶୁଭେନ୍ଦୁ ସାହୁ। କ୍ୟାପିଟାଲ ଥାନାର ସବ୍ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ ଶୁଭେନ୍ଦୁ। ତାଙ୍କୁ ସେଠାରୁ ତୁରନ୍ତ ବଦଳି କରାଯାଇଥିବା ଜଣାପଡିଛି। ବହୁ ପର୍ଯ୍ୟାଲୋଚନା ଓ ତର୍ଜମା ପରେ କୁଇକ ଅାକସନ...

ଖଣ୍ଡଗିରି ଗୁଳିକାଣ୍ଡ ମାମଲାରେ ପୁଲିସକୁ ମିଳିଲା ସିସିଟିଭି ଫୁଟେଜ
ଖଣ୍ଡଗିରି ଗୁଳିକାଣ୍ଡ ମାମଲାରେ ପୁଲିସକୁ ମିଳିଲା ସିସିଟିଭି ଫୁଟେଜ

ଭୁବନେଶ୍ୱର : ସିସିଟିଭି ଫୁଟେଜରେ ଖଣ୍ଡଗିରି ଗୁଳିକାଣ୍ଡ ଘଟଣାର ଦୁଇ ମାଷ୍ଟର ମାଇଣ୍ଡ। ଗୁଳିକାଣ୍ଡ ପୂର୍ବରୁ ମିଳିଥିବା ଫୁଟେଜ୍‌କୁ ଅାଧାର କରି ଦୁଇ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ। ଏହି ସିସିଟିଭି ଭିଡିଓରେ ଗୁଳିକାଣ୍ଡ ଘଟଣାର କିଛି ସମୟ ପୂର୍ବର ଦୃଶ୍ୟ ରହିଛି। ଘଟଣା ସ୍ଥଳରୁ ମାତ୍ର ୨୦ ମିଟର...

puri
ତେଣ୍ଟା ମାଡ଼ରେ ଚାଲିଗଲା ଦୁଇ ଜୀବନ

ପୁରୀ: ବ୍ରହ୍ମଗିରି ଥାନା ଅନ୍ତର୍ଗତ ଡିମିରିସେଣାରେ ପାଣି ପାଇପ୍ ପକାଇବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ସଂଘର୍ଷ ହୋଇଛି। ଡିମିରିସେଣାର ଶରତ ଭୋଇ ଓ ସୁରିଆ ଭୋଇଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତେବେ ତେଣ୍ଟା ମାଡ଼ରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ...

ojee
କାଲିଠୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଓଜେଇଇ ପରୀକ୍ଷା ଆରମ୍ଭ ହେଉଛି। ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ ମାଧ୍ୟମରେ ଦିନକୁ ୩ଟି ସିଫ୍ଟରେ ଏହି ପରୀକ୍ଷା କରାଯିବ। କୋଭିଡ୍ କଟକଣାକୁ ମାନି ମାସ୍କ ପିନ୍ଧି, ସାମାଜିକ ଦୂରତା ବଜାୟ ରଖି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ। ଓଜେଇଇ ପାଇଁ...

ଏସଅାଇଙ୍କ ଧମକପୂର୍ଣ୍ଣ କଲ ଯୋଗୁଁ ଅାତ୍ମହତ୍ୟା ଅଭିଯୋଗ
ଏସଅାଇଙ୍କ ଧମକପୂର୍ଣ୍ଣ କଲ ଯୋଗୁଁ ଅାତ୍ମହତ୍ୟା ଅଭିଯୋଗ

କନ୍ଧମାଳ  : ପୁଲିସ ଏସଅାଇଙ୍କ ଧମକପୂର୍ଣ୍ଣ କଲ ପାଇବାପରେ ଭୟରେ ଜଣେ ବ୍ୟକ୍ତି ବିଷପିଇ ଅାତ୍ମହତ୍ୟା କରିଥିବା ଅଭିଯୋଗ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଅା ଥାନା ଅନ୍ତର୍ଗତ ସଖୀପଡ଼ା ଗ୍ରାମରୁ ଅାସିଛି ଏଭଳି ଅଭିଯୋଗ। ମୃତ ଉତ୍ସବ ନାୟକଙ୍କ ପୁଅ କହିବା ଅନୁସାରେ ତାଙ୍କ ବାପା ଓ ମାଅାଙ୍କ ମଧ୍ୟରେ...

ସାତକୋଶିଅାର ବାଘୁଣୀ ସୁନ୍ଦରୀକୁ ନେଇ ଅାରମ୍ଭ ହେଲା ଅନୁଧ୍ୟାନ
ସାତକୋଶିଅାର ବାଘୁଣୀ ସୁନ୍ଦରୀକୁ ନେଇ ଅାରମ୍ଭ ହେଲା ଅନୁଧ୍ୟାନ

ଭୁବନେଶ୍ୱର : ସାତକୋଶିଅାର ବାଘୁଣୀ ସୁନ୍ଦରୀକୁ ନେଇ ଅାରମ୍ଭ ହେଲା ଅନୁଧ୍ୟାନ। ୱାଇଲଡ୍ ଲାଇଫ୍ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଅା WII, ୱାଇଲଡ୍ ଲାଇଫ୍ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋ ଓ NTCAର ଅଧିକାରୀମାନେ ସାତକୋଶିଅା ଅାସୁଛନ୍ତି। ଗୋଟିଏ ଘଟଣା ପାଇଁ ପ୍ରକଳ୍ପ ବନ୍ଦ ହେବ ନାହିଁ । ବାଘ ସଂରକ୍ଷଣ...

ଦୁର୍ନୀତି ପ୍ରସଙ୍ଗକୁ ନେଇ ନବୀନଙ୍କୁ ପୁଣି ଟାର୍ଗେଟ କଲା ବିଜେପି
ଦୁର୍ନୀତି ପ୍ରସଙ୍ଗକୁ ନେଇ ନବୀନଙ୍କୁ ପୁଣି ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର : ଦୁର୍ନୀତି ପ୍ରସଙ୍ଗକୁ ନେଇ ନବୀନଙ୍କୁ ପୁଣି ଟାର୍ଗେଟ କଲା ବିଜେପି। ଏକ ସାମ୍ବାଦିକ ସମ୍ମିଳନୀରେ ପୋଷ୍ଟର ଜରିଅାରେ ହମଲା କଲେ ବିଜେପି ଉପସଭାପତି ସମୀର ମହାନ୍ତି। ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବା ବିଜେଡି ନେତାଙ୍କ ପୋଷ୍ଟର ଦେଖାଇ ଏଭଳି ହମଲା କରିଛନ୍ତି। ଦୁର୍ନୀତି, ଭ୍ରଷ୍ଟାଚାରୀଙ୍କୁ ନବୀନ...

hospita
କରୋନାରେ ମୃତ୍ୟୁ ପରେ ମୃତକଙ୍କ ଟଙ୍କା, ସୁନା ହସ୍ପିଟାଲରୁ ଗାଏବ ?

ଭୁବନେଶ୍ୱର: କରୋନାରେ ମୃତ୍ୟୁ ପରେ ମୃତକଙ୍କ ବ୍ୟବହାର ଜିନିଷ ଫେରି ପାଉନାହାନ୍ତି ସମ୍ପର୍କୀୟ। କୋଭିଡ ଡାକ୍ତରଖାନା ମାନଙ୍କରେ ଡ୍ୟୁଟିରେ ଥିବା ଷ୍ଟାଫ୍‌ମାନେ ମୃତକଙ୍କ ସାମଗ୍ରୀକୁ ଚୋରି କରି ନେଉଛନ୍ତି। ମ୍ୟାନେଜମେଣ୍ଟ ଦାୟିତ୍ଵରେ ଥିବା କର୍ମଚାରୀମାନେ ମଧ୍ୟ ଏ ସମ୍ପର୍କରେ ତଥ୍ୟ କିମ୍ବା ଖବର ରଖୁନାହାନ୍ତି ବୋଲି ସିଧାସଳଖ ଅଭିଯୋଗ...