• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

୧୮ ବର୍ଷ ପରେ ବି ହୋଇପାରିନି କ୍ଷତିଗ୍ରସ୍ତଙ୍କ ସମସ୍ୟାର ସମାଧାନ

ନୂଆପଡ଼ା: ତିନି ପଟେ ପାଣି ,ମଝିରେ ଗାଁ। ଅନେକ ଘରେ ପାଣି ପଶିଯାଇଛି। ନୂଆପଡ଼ା ଜିଲ୍ଲା ନିର୍ମାଣାଧିନ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ସମ୍ପୂର୍ଣ୍ଣ ବୁଡ଼ିଯାଇଛି କାଲିମାଟି ଗାଁ । ଗାଁର ବିସ୍ଥାପିତ ଲୋକଙ୍କୁ ଏ ଯାଏଁ ମିଳିନି କ୍ଷତିପୂରଣ, ଏଣେ ଲୋକେ ଗାଁ ଛାଡ଼ିପାରୁନାହାଁନ୍ତି କି ରହି...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ଜଣ ନାବାଳିକା
ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ଜଣ ନାବାଳିକା

ବାଲେଶ୍ୱର : ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ଜଣ ନାବାଳିକା। ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଚକୁଳିଅା ଗାଁରେ ଘଟିଛି ଏହି ଘଟଣା। ଗାଁର ଦୁଇ ଛାତ୍ରୀ ରାଇମଣି ବିନ୍ଧାଣୀ ଓ ବର୍ଜୁ ମୁର୍ମୁ ସ୍କୁଲରୁ ଫେରି ସାଙ୍ଗ ହୋଇ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ...

ପ୍ରବଳ ବର୍ଷାରେ ରେଳ ଧାରଣା ଉପରକୁ ଖସିଲା ମାଟି ଅତଡା
ପ୍ରବଳ ବର୍ଷାରେ ରେଳ ଧାରଣା ଉପରକୁ ଖସିଲା ମାଟି ଅତଡା

ଲକ୍ଷ୍ମୀପୁର : ପ୍ରବଳ ବର୍ଷାରେ ରେଳ ଧାରଣା ଉପରକୁ ଖସିଲା ମାଟି ଅତଡା। ଲକ୍ଷ୍ମୀପୁର ତୟାପୁଟ ନିକଟରେ ପାହାଡ଼ ମାଟି ଅତଡ଼ା ଧସି ରେଳ ଧାରଣା ଉପରେ ପଡିବାରୁ ରାୟଗଡ଼ା-କୋରାପୁଟ ରୁଟରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଥିଲା। ବିଭିନ୍ନ ସ୍ଥାନରେ ଟ୍ରେନ୍ ଅଟକି ରହିଥିଲା। ୩ ଘଣ୍ଟା ଧରି...

Untitled-1
ପଞ୍ଜାବକୁ ୧୭୨ ରନ୍‌ର ଟାର୍ଗେଟ ଦେଲା ବେଙ୍ଗାଲୁରୁ

ଶାରଜା: ଚଳିତ ଆଇପିଏଲର ୩୧ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କିଙ୍ଗସ ଏକାଦଶ ପଞ୍ଜାବ ମୁହାଁମୁହିଁ ହେଇଛନ୍ତି। ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ପଞ୍ଜାବ ବୋଲିଂ ଭାର ସମ୍ଭାଳିଥିଲା। ପ୍ରଥମେ ବ୍ୟାଟିଂ...

ଅାଣ୍ଠୁଏ ପାଣିରେ ପୁଲିସ୍‌ ପରେଡ୍

ନବରଙ୍ଗପୁର: ସ୍ୱାଧୀନତା ଦିବସ ପରେଡରେ ବର୍ଷା ସାଜିଲା ବାଧକ। ଏଥିପାଇଁ ଆଣ୍ଠିଏ ଉଚ୍ଚର ପାଣିରେ ପରେଡ କଲେ ପୋଲିସ କର୍ମୀ। ନବରଙ୍ଗପୁର ସହରର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ପରେଡ ଉତ୍ସବରେ ଦୁଇ ଫୁଟ ଉଚ୍ଚର ପାଣି ଜମିଥିଲା। ଫଳରେ ବାଧ୍ୟ ହୋଇ ସେହି ପାଣିରେ ହିଁ ପରେଡ...

କୋରାପୁଟ ଜିଲ୍ଲାରେ ବନ୍ୟା ବିଭୀଷିକା
କୋରାପୁଟ ଜିଲ୍ଲାରେ ବନ୍ୟା ବିଭୀଷିକା

କୋରାପୁଟ  : କୋରାପୁଟ ଜିଲ୍ଲାରେ ଜାରି ରହିଛି ଲଗାଣ ବର୍ଷା। ବୋରିଗୁମା ନିକଟରେ ଏକ ଟ୍ରାକ୍ଟର ପାଣିରେ ଭାସି ଯାଇଛି। ରାସ୍ତା ଉପରେ ବନ୍ୟାପାଣି ଚାଲୁଥିବାବେଳେ ଟ୍ରାକ୍ଟର ଡ୍ରାଇଭର ଗାଡ଼ିକୁ ନେଇ ଅାସୁଥିଲା। ଏହି ସମୟରେ ଟ୍ରାକ୍ଟର ସମେତ ଡ୍ରାଇଭର ଏବଂ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଭାସି...

u
ଭାଇରାଲ ହେଲା କୋହଲିଙ୍କ ଡ୍ୟାନ୍ସ

ନୂଆଦିଲ୍ଲୀ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ ଆଜିର ମ୍ୟାଚ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ଏହା ରନ୍‌ କରି ନୁହେଁ ବରଂ ପଡ଼ିଆରେ ତାଙ୍କର ନାଚ ପାଇଁ। ଆଶ୍ଚର୍ଯ୍ୟ ହୋଇଗଲେ କି, ହଁ ଆପଣ ଠିକ୍‌ ପଢ଼ିଛନ୍ତି। ଥରେ ଏହି ଭିଡିଓ ଦେଖନ୍ତୁ… https://twitter.com/LogicalBakwaas/status/1316732878714142721?s=20 ଏହି...

ଆଜି ରିଲିଜ ହେବ ନୂଆ ଓଡ଼ିଆ ଫିଲ୍ମ ‘ଲୋକାଲ ଟୋକା ଲଭ୍ ଚୋଖା’
ଆଜି ରିଲିଜ ହେବ ନୂଆ ଓଡ଼ିଆ ଫିଲ୍ମ ‘ଲୋକାଲ ଟୋକା ଲଭ୍ ଚୋଖା’

ଭୁବନେଶ୍ୱର: ଆଜି ରିଲିଜ ହେଉଛି ନୂଆ ଓଡ଼ିଆ ଫିଲ୍ମ ‘ଲୋକାଲ ଟୋକା ଲଭ୍ ଚୋଖା’। ଏହାର ପ୍ରିମିୟର ସୋ’ କଟକର ଜୟଶ୍ରୀ ସିନେମା ହଲ୍‌ରେ ଅନୁଷ୍ଠିତ ହେବ। ବାବୁସାନ୍‌ ଓ ସନ୍‌ମିରାଙ୍କ ଲଭ୍, ରୋମାନ୍ସ ଦର୍ଶକ ଏହି ଫିଲ୍ମରେ ଦେଖିବାକୁ ପାଇବେ। ଏ ଦୁହିଁଙ୍କ ବ୍ୟତୀତ ଫିଲ୍ମରେ ପ୍ରଦ୍ୟୁମ୍ନ...

t
ମହଙ୍ଗା ପଡ଼ିଲା କୁମ୍ଭୀର ସହ ଗାଧୋଇବା

ନୂଆଦିଲ୍ଲୀ: ଆପଣ ଦେଖିଥିବେ ସାଧାରଣତଃ ଲୋକମାନେ କୁକୁର ଏବଂ ନିଜ ପିଲାମାନଙ୍କ ସହ ଗାଧୋଉଥାନ୍ତି। ବେଳେ ବେଳେ ଡଲ୍‌ଫିନ୍‌ ଭଳି ସାମୁଦ୍ରିକ ଜୀବ ସହ ମଧ୍ୟ ଗାଧୋଇଥାନ୍ତି। କିନ୍ତୁ କେବେ ମଣିଷକୁ କୁମ୍ଭୀର ସହ ଗାଧୋଉଥିବାର ଦେଖିଛନ୍ତି କି? କେବେ ନୁହେଁ। କାରଣ କୁମ୍ଭୀର ଗୋଟେ ହିଂସ୍ର ପ୍ରାଣୀ।...

ରାଜନୀତି ପଶାପାଲିରେ ଚିଲିକା ଓ୍ୱାଟର ଏରୋଡ୍ରମ୍ ପ୍ରୋଜେକ୍ଟ
ରାଜନୀତି ପଶାପାଲିରେ ଚିଲିକା ଓ୍ୱାଟର ଏରୋଡ୍ରମ୍ ପ୍ରୋଜେକ୍ଟ

ଭୁବନେଶ୍ୱର: କେନ୍ଦ୍ର ବେସାମରିକ ମନ୍ତ୍ରାଳୟ ଚିଲିକାରେ ଓ୍ୱାଟର ଏରୋଡ୍ରମକୁ ନୀତିଗତ ଅନୁମୋଦନ ଦେବା ପରେ ବିଜେଡି ଶିବିରରୁ ଉଠିଛି ବିରୋଧର ସ୍ୱର। ଖୋଦ ବ୍ରହ୍ମଗିର ବିଧାୟକ ସଂଜୟ ଦାସ ବର୍ମା ଏରୋଡ୍ରମ ହେଲେ ଚିଲିକାର ଜୈବ ବିବିଧତା ବ୍ୟାହାତ ହେବ ବୋଲି ଦର୍ଶାଇ ଏହାର ପୁର୍ନବିଚାର ପାଇଁ କେନ୍ଦ୍ରକୁ...

ଲୌହ ଦାନବର ରକ୍ତ ଭୋଜି

ଭୁବନେଶ୍ୱର: ଶିବଙ୍କୁ ସନ୍ତୁଷ୍ଟ କରିବାକୁ କାଉଡିଆ ହୋଇ ଆସିଥିଲେ, ହେଲେ ତାପୂର୍ବରୁ ଶବ ପାଲଟି ଗଲେ। ରାତି ଅନ୍ଧାରରେ ଜୀବନ ନେଇଗଲା ଲୌହ ଦାନବ। ଟ୍ରେନ୍ ଧକ୍କାରେ ଗୋଟିଏ ପରିବାରର ଚାରି ଚାରି ଜଣ ସଦସ୍ୟଙ୍କ ମୃତ୍ୟୁରେ ହତବାକ୍ ହୋଇଯାଇଛି ରାଉରକେଲା। ବେଦବ୍ୟାସ ପୀଠରେ ଜଳ ଲାଗି ପାଇଁ...

ରାଜ୍ୟ ବିଧାନ ପରିଷଦକୁ ନେଇ ବିଜେଡି-ବିଜେପି ମଧ୍ୟରେ ହୋଇଛି କି ମ୍ୟାଚ୍ ଫିକ୍ସିଂ ?
ରାଜ୍ୟ ବିଧାନ ପରିଷଦକୁ ନେଇ ବିଜେଡି-ବିଜେପି ମଧ୍ୟରେ ହୋଇଛି କି ମ୍ୟାଚ୍ ଫିକ୍ସିଂ ?

ଭୁବନେଶ୍ୱର : ଅାଟାକିଂ ମୁଡ୍‌ରେ କଂଗ୍ରେସ୍। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ପିସିସି ସଭାପତିଙ୍କ ଧନାଧନ୍ ଅାକ୍ରମଣ ପରେ ଅାଜି ମୈଦାନକୁ ଓହ୍ଲାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ୍ ନେତା ଅାନନ୍ଦ ଶର୍ମା। ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି...

ଓଡଙ୍ଗ ଉପ-ଡାକଘରେ ଚିଠି ବଣ୍ଟାକୁ ନେଇ ଅବ୍ୟବସ୍ଥା

ଭଦ୍ରକ: ଲୋକେ ଚିଠି ଖଣ୍ଡେ ପଠେଇସାରିଲେ ପ୍ରତିଚିଠିକୁ ଅପେକ୍ଷା କରିଥାନ୍ତି। ହେଲେ ଆଜି ଯେଉଁ ଘଟଣା ସାମ୍ନାକୁ ଆସିଛି ସେଠାରେ ପ୍ରତିଚିଠି ବଦଳରେ ନିଜ ଚିଠି ବି ଠିକଣା ଜାଗାରେ ପହଞ୍ଚିଥିବ ତାହାର ଗ୍ୟାରେଣ୍ଟି ନାହିଁ। ଏଠି ଲୋକଙ୍କ ଭାଗ୍ୟ ଯେମିତି ବନ୍ଧା ପଡିଛି। କାହାର ଚାକିରୀ, କାହାର...

g
ବାଙ୍ଗାଲୋରକୁ ହରାଇ ୱିନିଂ ଟ୍ରାକ୍‌କୁ ଫେରିଲା ପଞ୍ଜାବ

ଶାରଜା: ଆଇପିଏଲର ୩୧ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ଓ୍ୱିକେଟରେ ପରାସ୍ତ କରିଛି  କିଙ୍ଗସ୍‌ ଇଲେଭେନ ପଞ୍ଜାବ।  ଶାରଜା ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ମ୍ୟାଚର  ଦ୍ୱିତୀୟ ପାଳିରେ ବ୍ୟାଟିଂ କରୁଥିବା  ପଞ୍ଜାବ ୧୭୨ ରନର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୨ଟି ଓ୍ୱିକେଟ...

n
୧୦ ବର୍ଷ ହେଲା ଶିକୁଳିରେ ବନ୍ଧାପଡ଼ିଛି ଜୀବନ

ନିଆଳି: ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୦ ବର୍ଷରୁ ଅଧିକ ହେଲା ଶିକୁଳିରେ ବନ୍ଧାପଡ଼ିଛି ଯୁବକଙ୍କ ଜୀବନ। ନିଜ ଆଖି ସାମ୍ନାରେ ବାପାଙ୍କର ମୃତ୍ୟୁ ଦେଖି ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ଯୁବକ। ହେଲେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ଏଭଳି...

dg
କୁକୁର ସାଜିଛି ଜିମ୍‌ ଟ୍ରେନର୍‌

ନୂଆଦିଲ୍ଲୀ: ଆଜିକାଲିର ବିଳାସମୟ ଜୀବନରେ ମଣିଷ, ମଣିଷ ଅପେକ୍ଷା କୁକୁରକୁ ଅଧିକ ଭଲପାଉଛି। ସେହିଭଳି କୁକୁର, ମାଲିକର ଏତେ ବିଶ୍ୱସ୍ତ ହେଇଯାଉଛି ଯେ ସେ ତା ଉପରେ ବିଭିନ୍ନ କ୍ଷେତ୍ରରେ ନିର୍ଭର କରୁଛି। କେତେବେଳେ କୁକୁର ମାଲିକ ପାଇଁ ଖାଇବା ଆଣି ଦେଉଛି ତ ଆଉ କେତେବେଳେ ମାଲିକ...

h
ଦୁଇ ଦିନର ବର୍ଷାରେ ତେଲଙ୍ଗାନାରେ ୫୦ ମୃତ

ହାଇଦ୍ରାବାଦ: ଦୁଇ ଦିନର ବର୍ଷା ବିତ୍ପାତରେ ତେଲଙ୍ଗାନାରେ ୫୦ ଜଣଙ୍କ ଜୀବନ ଯାଇଛି। କେବଳ ଗ୍ରେଟର ହାଇଦ୍ରାବାଦ ଅଞ୍ଚଳରେ ୩୧ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଏହା ସହ ଲଗାଣ ବର୍ଷା କାରଣରୁ ୬ ହଜାର କୋଟି ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ଏବେ ବି...

bridge collapse
ଭୁଶୁଡ଼ି ପଡ଼ିଲା ଓଭରବ୍ରିଜ୍‌

ମୁମ୍ବାଇ: ମୁମ୍ବାଇରେ ଭୁଶୁଡିଲା ଫୁଟ୍‌ ଓଭରବ୍ରିଜ୍‌। ମୁମ୍ବାଇର ଅନ୍ଧେରି ଷ୍ଟେସନ୍‌ରେ ଆଜି ସକାଳୁ ଓଭରବ୍ରିଜର କିଛି ଅଂଶ ଭୁଶୁଡ଼ି ଯାଇଥିଲା। ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଏସ୍‌ଭି ରୋଡ଼୍‌ର ଏହି ଗୋଖେଲ ବ୍ରିଜ୍‌ ଅନ୍ଧେରି…

Capture
ଇମ୍ରାନଙ୍କ ପିଟିଆଇକୁ ସର୍ବାଧିକ ଆସନ, ପ୍ରଥମ ପତ୍ନୀ କହିଲେ ‘ମୋ ପୁଅର ବାପା ହେବେ ପ୍ରଧାନମନ୍ତ୍ରୀ’

ଇସ୍‌ଲାମ୍‌ବାଦ୍‌: ପାକିସ୍ତାନରେ ନିର୍ବାଚନ ପରେ ଆଜି ଔପଚାରିକ ଭାବେ ଘୋଷିତ ହୋଇଛି ଫଳାଫଳ। ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ- ଏ- ଇନସାଫ୍‌କୁ ସର୍ବାଧିକ ଆସନ ମିଳିଥିବା ଆଜି ସରକାରଙ୍କ ପକ୍ଷରୁ ସ୍ପଷ୍ଟ ହୋଇଛି। ପାକିସ୍ତାନ ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ ୨୭୨…

result
ଆସନ୍ତାକାଲି ପ୍ରକାଶ ପାଇବ CBSE ଦଶମ ରେଜଲ୍ଟ

ଆସନ୍ତାକାଲି ଅପରାହ୍ନ ୪ଟାରେ ପ୍ରକାଶ ପାଇବ CBSE ଦଶମ ରେଜଲ୍ଟ। ବିଭାଗୀୟ କେନ୍ଦ୍ର ସଚିବ ଅନିଲ ସ୍ୱରୂପଙ୍କ ଟ୍ୱିଟ୍ ଯୋଗେ ସୂଚନା। Results of CBSE Class 10 examinations for 2017-18 to be declared by 4 pm…