• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

ରାଜଧାନୀରେ ଶିକ୍ଷକଙ୍କ ଗର୍ଜନ
ରାଜଧାନୀରେ ଶିକ୍ଷକଙ୍କ ଗର୍ଜନ

ଭୁବନେଶ୍ୱର : କାହା ପାଇଁ ସରକାର। ରାଜଧାନୀର ରାଜରାସ୍ତାରେ ପ୍ରବଳ ବର୍ଷାରେ ଭିଜି ଭିଜି ନିଜ ହକ୍ ପାଇଁ ଲଢ଼େଇ କରୁଥିବା ଶିକ୍ଷକମାନେ ପଚାରିଛନ୍ତି ଏହି ପ୍ରଶ୍ନ । ଓଡ଼ିଶା ସ୍କୁଲ କଲେଜ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚର ମହାବେଶରେ ମଞ୍ଚର ନେତା କହିଛନ୍ତି, ଜଣେ ସାଧାରଣ ଲୋକର...

sana-khan
ବଲିଉଡ୍‌ରୁ ବିଦାୟ ନେଲେ ସନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ବିଗ୍ ବସ୍‌ ଫେମ୍‌ ସନା ଖାନ୍ ବଲିଉଡ ଛାଡିବେ। ସୋଶାଲ୍ ମିଡିଆ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି। ନିକଟରେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏ ସମ୍ପର୍କିତ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ଭାଇ ଓ ଭଉଣୀ ମାନେ ମୁଁ ମୋ...

୧୫ ଦିନର ଶିଶୁ ପୁତ୍ରକୁ ଚେଙ୍କ
୧୫ ଦିନର ଶିଶୁ ପୁତ୍ରକୁ ଚେଙ୍କ

କେନ୍ଦୁଝର: ଥଣ୍ଡା ଓ ପେଟ ଯନ୍ତ୍ରଣାରୁ ଭଲ ହେବାପାଇଁ ୧୫ ଦିନର ଶିଶୁ ପୁତ୍ରକୁ ଚେଙ୍କ। କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଳକ୍‌ କାଞ୍ଜିପାଣି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶିଶୁଟିକୁ ତା’ର ଜେଜେମା’ ଚେଙ୍କ ଦେଇଥିଲେ ବୋଲି ଜଣାପଡ଼ିଛି। ତେବେ ଗତକାଲି ରାତିରେ ଶିଶୁଟିର ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାକୁ...

chuda
ବିପନ୍ନଙ୍କୁ ରିଲିଫ୍ ଧୋକା: ପୋକ ଖାଇଗଲା ୧୫ କ୍ୱିଣ୍ଟାଲ ‘ଚୁଡ଼ା-ଗୁଡ଼’

କେନ୍ଦ୍ରାପଡ଼ା: ବାତ୍ୟା ହେଉ କି ବନ୍ୟା। ବିପନ୍ନଙ୍କୁ ରିଲିଫ୍‌ ମିଳୁନାହିଁ। ଜିଲ୍ଲାପାଳଙ୍କ ପାଖେ ଆସି ଫେରାଦ୍‌ ହେଲେ ମଧ୍ୟ କୌଣସି ସମାଧାନ ହେଉନି। ସେପଟେ ବିପନ୍ନଙ୍କ ପାଇଁ ଆସିଥିବା କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ଚୁଡ଼ା-ଗୁଡ଼ ବଣ୍ଟା ନ ହୋଇ ବ୍ଲକ୍‌ କାର୍ଯ୍ୟାଳୟରେ ଖତ ଖାଉଛି। କେନ୍ଦ୍ରାପଡ଼ା ବ୍ଲକ କାର୍ଯ୍ୟାଳୟରେ ଗଚ୍ଛିତ...

ପୂର୍ବତନ ବିଧାୟକଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ
ପୂର୍ବତନ ବିଧାୟକଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ

ଖୋର୍ଦ୍ଧା: ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜିତୁ ମିତ୍ରଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ଜିତୁଙ୍କ ସହ ତାଙ୍କ ପରିବାର ଲୋକଙ୍କ ନାଁରେ ତାଙ୍କ ବୋହୂ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏନେଇ ତାଙ୍କ ବୋହୂ ବିଧାୟକ ଜିତୁ, ତାଙ୍କ ପତ୍ନୀ ଏବଂ ବଡ଼ ପୁଅଙ୍କ ନାଁରେ ଖୋର୍ଦ୍ଧା...

bidyut
ବିଦ୍ୟୁତ ତାର ବିଛାଇ ଶିକାର କରୁଥିଲେ, ଗିରଫ ହେଲେ

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ପଥରଖମ୍ବ ଗାଁରେ ଗତ ମାସ ୨୫ ତାରିଖ ଦିନ ହାତୀ ମୃତ୍ୟୁ ପରେ ଏବେ ଆକ୍ସନ ମୋଡ଼ରେ ରେଞ୍ଜର ବିଭୂଦାନନ୍ଦ ମିଶ୍ର । ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଙ୍କିଳି ସଂରକ୍ଷିତ ଜଙ୍ଗଲରୁ ଆଜି ୨...

covid
କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ପରେ ହସ୍ପିଟାଲ୍‌ ବାହାରେ ପରିବାର ଲୋକଙ୍କ ଧାରଣା

କଳାହାଣ୍ଡି(ରାଜ୍‌ କୁମାର ସିଂ ଦେଓ): କଳାହାଣ୍ଡି ଜିଲ୍ଲାର ଜଣେ କୋଭିଡ ରୋଗୀଙ୍କ ଚିକିତ୍ସାରେ ଅବହେଳା ଯୋଗୁ ମୃତ୍ୟୁ। ଭବାନୀପାଟଣା କୋଭିଡ ହସ୍ପିଟାଲରେ ଚିକିତ୍ସାରେ ଅବହେଳା ପାଇଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏଥିପାଇଁ ଆଜି ପରିବାର ଲୋକେ କୋଭିଡ ହସ୍ପିଟାଲ ବାହାରେ ଧାରଣା ଦେଇଛନ୍ତି।...

ଓଲଟି ପଡ଼ିଲା ବସ୍‌; ୩୦ରୁ ଉର୍ଦ୍ଧ୍ୱ ଆହତ, ୪ ଗୁରୁତର

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ବଲାଣିପାଟ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ପାରାଦୀପରୁ-ରାଉରକେଲା ଯାଉଥିବା ଏକ ବସ୍‌ର ଚକା ଫାଟି ଯିବାରୁ ତାହା ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ବସ୍‌ରେ ଥିବା ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ...

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି; ଦୁଇ ଦିନ ଧରି ପ୍ରବଳ ବର୍ଷିବ
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି; ଦୁଇ ଦିନ ଧରି ପ୍ରବଳ ବର୍ଷିବ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା କିଛି ଘଣ୍ଟା ମଧ୍ୟରେ ଡିପ୍ରେସନ୍‌ ଏବଂ ପରେ ଡିପ୍‌-ଡିପ୍ରେସନ୍‌ରେ ପରିଣତ ହେବ। ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ ଲଘୁଚାପର ପ୍ରଭାବରେ...

dk
ଟସ୍ ଜିତି ବ୍ୟାଟିଙ୍ଗ୍ ନିଷ୍ପତ୍ତି ନେଲା ଆର୍‌ସିବି

ଦୁବାଇ: ଆଇପିଏଲର ୨୫ତମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ମୁହାଁମୁହିଁ ହେଉଛନ୍ତି । ଏହି ମ୍ୟାଚ୍‌ରେ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଚେନ୍ନାଇ ପ୍ରଥମେ ବୋଲିଂ କରିବାକୁ...

ଅଙ୍କରାନ୍ତିପୁର ରାସ୍ତାରୋକ ହଟିଲା

ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜ୍ ଅଙ୍କରାନ୍ତିପୁରରେ ହୋଇଥିବା ରାସ୍ତାରୋକ ହଟିଛି। ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଛି। ଫଳରେ ଉଭୟ ପଟେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। ଅଙ୍କରାନ୍ତିପୁର ଗାଁ ମନ୍ଦିର ପୂଜକଙ୍କୁ ଆଜି ହାତୀ କଚାଡ଼ି...

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ
ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

ବାଲେଶ୍ୱର  : ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ। ବାଲେଶ୍ୱର ଜିଲ୍ଲା ମଇତାପୁର ପଞ୍ଚାୟତର କୁମ୍ଭାରପାଟଣା ଗ୍ରାମରେ ନିଅାଁରେ ପୋଡ଼ିଯାଇ ଜଣେ ନବବଧୂଙ୍କ ମୃତ୍ୟୁ ହୋଇଛି। ତେବେ ମହିଳାଙ୍କ ପରିବାର ଲୋକ ଏହାକୁ ଯୋଜନାବଦ୍ଧ ଭାବେ ପୋଡି ଦିଅାଯାଇଥିବା ଅଭିଯୋଗ କରିଛନ୍ତି। ସିମୁଳିଅା ପୁଲିସ ମୃତ ମହିଳାଙ୍କ ସ୍ୱାମୀଙ୍କୁ...

kj
ଲର୍ଡସ ଗ୍ରାଉଣ୍ଡରୁ ହାଉସ୍ ଅଫ୍ ଲର୍ଡସ, ଜାଣନ୍ତୁ ଏହି ମହାନ ଖେଳାଳୀ କିଏ ?

ଲଣ୍ଡନ: ଦିନେ କ୍ରିକେଟ୍ ଖେଳୁଥିଲେ, ପରେ ପାର୍ଲାମେଣ୍ଟରେ ସାଂସଦ ହେଲେ। ବଦଳିଗଲା କ୍ରିକେଟରଙ୍କ ଭାଗ୍ୟ। ମାତ୍ର ୧୬ ବର୍ଷ ବୟସରେ ଲଣ୍ଡନର ଲର୍ଡସ ଗ୍ରାଉଣ୍ଡରେ କ୍ରିକେଟ ଖେଳିବା ପାଇଁ ବ୍ୟାଟ୍ ଧରିଥିବା ବାଳକ ଯେ ଦିନେ ବ୍ରିଟେନର ହାଉସ ଅଫ୍ ଲର୍ଡସରେ ପହଞ୍ଚିଯାଇ ପାରେ, ଏକଥା କେହି କେବେ...

Untitled-1
ଫେୟାର୍ ରିପୋର୍ଟିଂ ଅପରାଧ ନୁହେଁ

ସାମ୍ୱାଦିକତାରେ ଫେୟାର ବା ନ୍ୟାୟସଙ୍ଗତ ରିପୋର୍ଟିଂ ଅପରାଧ ନୁହେଁ। ଜମ୍ମୁ ଓ କାଶ୍ମୀର ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେବାସହ ଜଣେ ବରିଷ୍ଠ ସାମ୍ୱାଦିକଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲାକୁ ରଦ୍ଦ କରିଦେଇଛନ୍ତି। ୨୦୧୮ ମସିହା ଏପ୍ରିଲ୍ ୩ ତାରିଖରେ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇଥିଲା ଯେ,...