ଖୋର୍ଦ୍ଧା: ବାପ ପୁଅଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ବ୍ୟାଙ୍କରୁ ଟଙ୍କା ଉଠାଇ ଆସୁଥିବା ବେଳେ ଦୁର୍ବୃତ୍ତ ମାନେ ସେମାନଙ୍କଠୁ ଟଙ୍କାକୁ ଝାମ୍ପି ନେଇଛନ୍ତି। ଟାଉନ୍ ଥାନା ଗୋଡ଼ିପୋଖରୀ ନିକଟରେ ଲୁଟ୍ର ଅଭିଯୋଗ ହୋଇଛି। ସେପଟେ ବାଙ୍କୀରେ ଟଙ୍କା ଡିପୋଜିଟ୍ ପାଇଁ ଯାଉଥିବା ବେଳେ ଲୁଟ୍...
ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥ ଚନ୍ଦ୍ରବାହାଳ ନିକଟରେ ଏଲପିଜି ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍। ଫଳରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଅାଖପାଖ ଅଂଚଳର ଲୋକେ ବି ଏହାକୁ ନେଇ ଭୟଭୀତ ହେବା ସହ ରାସ୍ତାର ଉଭୟ ପାଖରେ ଶତାଧିକ ଗାଡ଼ି ଅଟକି ରହିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।...
ଭୁବନେଶ୍ୱର: ରାଜଧାନୀରେ ଶିକ୍ଷକଙ୍କ ଅାନ୍ଦୋଳନ ସ୍ଥଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆନ୍ଦୋଳନରତ ଶିକ୍ଷକଙ୍କ ସହିତ ଆଲୋଚନା କରି ଏହାର ସମାଧାନ କରିବାକୁ ସେ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି। ଶିକ୍ଷକଙ୍କ ଅାନ୍ଦୋଳନ ଯୋଗୁଁ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବାରୁ ମଧ୍ୟ ସେ ଚିନ୍ତାପ୍ରକାଶ କରିଛନ୍ତି। ୨୩ ଦିନ...
ଭୁବନେଶ୍ୱର : ବିଧାନସଭାରେ ଉଠିଲା ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗ। ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ସରିଥିବାରୁ କମିଶନ ନିଜେ କାର୍ଯ୍ୟକାଳ ବଢାଇବା ପାଇଁ ସରକାରଙ୍କୁ ଅନୁରୋଧ କରିଥିବା କହିଥିଲେ ବିଜେପି ବିଧାୟକ ଦଳ ନେତା କେ.ଭି ସିଂଦେଓ। ଅନ୍ୟପଟେ ତଦନ୍ତ କମିଶନଙ୍କ ରିପୋର୍ଟ ମିଳିବା...
ଗଞ୍ଜାମ : ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଗୟାଗଣ୍ଡା ଗ୍ରାମର ଲୋମଶ ଶିଶୁ କାହ୍ନା ଏମ୍କେସିଜି ମେଡିକାଲରୁ ଡିସ୍ଚାର୍ଜ ହୋଇଛି। ପ୍ରଥମ ପର୍ଯ୍ୟାୟ ପ୍ଲାଷ୍ଟିକ୍ ସର୍ଜରୀର ମାସେ ପରେ ତାକୁ ଡିସ୍ଚାର୍ଜ କରାଯାଇଛି। କାହ୍ନା ମୁହଁର ବାମ ପାର୍ଶ୍ୱରେ ରହିଥିବା ଲୋମଶ ଚମଡ଼ା ଓ ଝୁଲି ରହିଥିବା ମାଂସ ପିଣ୍ଡୁଳାକୁ...
ଭୁବନେଶ୍ୱର : ଚାରା ପରେ ଅାଜି ଅାଉ ଏକ ଦୁର୍ନୀତି ଅଭିଯୋଗ ଅାଣିଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ। ଓମ୍ଫେଡ୍ ମିଲ୍କ ପାଉଚ୍ ପଲିଥିନ କିଣାରେ ୩୦ କୋଟିର ଦୁର୍ନୀତି ଅଭିଯୋଗ ଅାଣିଛନ୍ତି। ତତ୍କାଳୀନ ଓମ୍ଫେଡ୍ ଏମ୍ଡି ଭିଜିଲାନ୍ସ ତଦନ୍ତ ପାଇଁ ଲେଖିଥିଲେ। କିନ୍ତୁ ସରକାର ବିଭାଗୀୟ ତଦନ୍ତ...
ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଶିକ୍ଷକମାନେ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଥିବା ବେଳେ ସେପଟେ ଶିକ୍ଷକଙ୍କୁ ସରକାର ନାଲିଆଖି ଦେଖାଇଛନ୍ତି । ବିନା ଅନୁମତିରେ ଅନୁପସ୍ଥିତ ଥିବା ଶିକ୍ଷକ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ...
ଭୁବନେଶ୍ୱର: ଲଗାଣ ବର୍ଷାକୁ ନେଇ ବିଏମ୍ସିର ତତ୍ପରତା। ସ୍ଥିତି ଅନୁଧ୍ୟାନ ପାଇଁ ୬୭ଟି ଓ୍ୱାର୍ଡରେ ବିଏମ୍ସିର ୧୩ଟି ଟିମ୍ ନିୟୋଜିତ ହୋଇଥିବା ବେଳେ ୪୦ ଇଞ୍ଜିନିୟରଙ୍କୁ ବିଏମ୍ସି ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ସହ ସ୍ୱତନ୍ତ୍ର ଅପରେସନ୍ ସେଣ୍ଟର ମଧ୍ୟ ଖୋଲାଯାଇଥିବା...
ଭୁବନେଶ୍ୱର: ଚଳିତ ବର୍ଷ ଦଶହରାରେ ପରଦାକୁ ଆସିବ ଓଡ଼ିଆ ଫିଲ୍ମ ‘ପ୍ରେମ୍କୁମାର-ସେଲ୍ସ୍ ମ୍ୟାନ ଅଫ୍ ଦ ଇୟର’। ଏହି ଫିଲ୍ମଟି ତରଙ୍ଗ ସିନେ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ହୋଇଛି। ଫିଲ୍ମ ରିଲିଜ୍ ପୂର୍ବରୁ ଏହାର ଅଡିଓ ରିଲିଜ୍ କରାଯାଇଛି। ଗତକାଲି ସଂଧ୍ୟାରେ ଭୁବନେଶ୍ୱର ଏସ୍ପ୍ଲାନେଡ୍ ୱାନ୍ ମଲ୍ରେ ଏକ...
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସ୍ୱତନ୍ତ୍ର ରିଲିଫ କମିଶନର ଆଜି ସକାଳୁ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏହି ୫ଟି ଜିଲ୍ଲା...
ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ରାଜ୍ୟର ୫ଟି ସହରରେ ପ୍ଲାଷ୍ଟିକ୍ ଓ ପଲିଥିନ ବ୍ୟାଗର ବ୍ୟବହାର ନିଷେଧ ହେବ। ଏହି କଟକଣା ଜାରି କରାଯିବା ପୂର୍ବରୁ ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଡ୍ରାଫ୍ଟ ରିପୋର୍ଟ ପ୍ରକାଶ ପାଇଛି । ସାଧାରଣ ଲୋକଙ୍କ ପାଇଁ...
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଜନବସତି ଅଞ୍ଚଳରୁ ଉଦ୍ଧାର ହେଲା ଅଜଗର। ବଲାଙ୍ଗିର ସହର ଶିବମନ୍ଦିର ଛକ ପି.ଆର ହାଇସ୍କୁଲ ନିକଟରେ ଥିବା ଗଛରୁ ୧୧ ଫୁଟର ଅଜଗର ସାପ ଉଦ୍ଧାର ହୋଇଛି। ସାପଟିକୁ ଗଛରେ ଝୁଳୁଥିବା ଦେଖି ସ୍ଥାନୀୟ ଲୋକେ ସ୍ନେକ୍ ହେଲ୍ପ ଲାଇନ୍କୁ ସୂଚନା ଦେଇଥିଲେ। ଖବର...
ପୁରୀ: ସମୁଦ୍ର ଜୁଆର ମାଡ଼ରେ କୂଳ ଲଙ୍ଘୁଛି, ଖିନ ଭିନ୍ ହୋଇଗଲାଣି ପୁରୀ ବେଳାଭୂମି। ସ୍ୱର୍ଗଦ୍ୱାର ବେଳାଭୂମିର ବି ସମଦଶା। ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କୁ ଭୟଭୀତ କରିଛି ସମୁଦ୍ରର ଏଭଳି ଉଗ୍ରରୂପ। କାହିଁକି ସମୁଦ୍ରର ଏଭଳି ରୂପ, ଏହାର ଅନୁଧ୍ୟାନ କରିଛନ୍ତି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସନ୍...
ଭୁବନେଶ୍ୱର: ବଦଳିବ କମିଶନରେଟ ପୁଲିସର ଅଭ୍ୟର୍ଥନା ଡେସ୍କର କାର୍ଯଧାରା। ଥାନାକୁ ଗଲେ ଅଭ୍ୟର୍ଥନା ପାଇଁ କଫି ମିଳୁକି ନମିଳୁ ଥାନାରେ ରିପୋର୍ଟ କିନ୍ତୁ ଶୀଘ୍ର ରଖାଯିବ। ନା ଭାୟା ମିଡିଆର ଅାବଶ୍ୟକତା, ନା ରିପୋର୍ଟ ରଖିବାପାଇଁ କୌଣସି ଉପରିସ୍ଥ ବ୍ୟକ୍ତିଙ୍କ ସୁପାରିଶ, କିଛି ବି ଅାବଶ୍ୟକ ନାହିଁ। ଏଣିକି...
ନୀଳଗିରି: ବାହାବା ନେବାକୁ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ନୀଳଗିରି ତହସିଲଦାର। ହେଲେ ଠିକ୍ ସନ୍ଧିବିଛେଦକୁ ଭୁଲ ଦର୍ଶାଇ ଭାଣ୍ଡିଆ ହେଲେ। ଯାହାର ଭିଡିଓ ଏବେ ସୋଶାଲ୍ ମିଡିଅାରେ ଭାଇରାଲ ହୋଇଛି। ଗତ ଅଗଷ୍ଟ ମାସ ୨୭ ତାରିଖ ଦିନ ନୀଳଗିରିର ଜାମୁନା ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ଗସ୍ତ...
ବାଲେଶ୍ୱର : ସଙ୍କଟରେ ବିରଳ ନୀଳରକ୍ତ କଙ୍କଡା ବା ଅଶ୍ୱଖୁରାକୃତ୍ତି କଙ୍କଡା। ବାଲେଶ୍ୱରର ସମୁଦ୍ର ବେଳାଭୂମି ଓ ଖଣ୍ଡିଅା ନଦୀ ମୁହାଣରେ ଦେଖିବାକୁ ମିଳୁଥିବା ଏହି ବିରଳ ନୀଳରକ୍ତ କଙ୍କଡା ବଂଶ ଧିରେ ଧିରେ ଲୋପ ପାଇବାକୁ ବସିଲାଣି । ଏହାର ପ୍ରମୁଖ କାରଣ ସଚେତନତାର ଅଭାବ ସହ...
ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଗତ କିଛି ଦିନ ତଳେ ଖୋର୍ଦ୍ଧାର ତାପଙ୍ଗରେ ପର୍ଯ୍ୟଟକଙ୍କ ବେଶ୍ ଭିଡ ଜମୁଥିଲା। ଏଠାରେ ଥିବା ନୀଳ ରଙ୍ଗର ପାଣି ଏବଂ ପାହାଡ ଖଣ୍ଡ ଲୋକଙ୍କୁ ଆକର୍ଷିତ କରୁଥିଲା। ସେଥିପାଇଁ ତ ପ୍ରତିଦିନ ସେଠାରେ ଶହସ୍ର ଲୋକ ଭିଡ ଜମାଉଥିଲେ। କିଏ ସେଲ୍ଫି ଉଠାଉଥିଲା ଆଉ...
ପୁରୀ : ରଥଯାତ୍ରା ଠାରୁ ଦୁଃଖ ଜର୍ଜରିତ ଅବସ୍ଥାରେ ଦିନ କାଟୁଛନ୍ତି ପୁରୀ ମ୍ୟୁନିସିପାଲଟି ୧ ନମ୍ବର ୱାର୍ଡର ସୁଜାତାନଗର ଓ ମାଟିତୋଟା ନମ୍ବର ଲେନ୍ର ଶହ ଶହ ପରିବାର। ଗତ ଶନିବାର ଦିନ ଓଟିଭି ଟିମ୍ ନିଜକୁ ସାମିଲ କରି ବାରମ୍ବାର ପ୍ରସାରଣ କରିବା ପରେ ପ୍ରଶାସନ...
ଢେଙ୍କାନାଳ : ଅାଧୁନିକ ଯୁଗରେ ବି ଚାଲିଛି ଝଡ଼ା ଫୁଙ୍କା ଚିକିତ୍ସା। ଡାକ୍ତର ଠାରୁ ଝଡ଼ା ଫୁଙ୍କା ଉପରେ ଲୋକଙ୍କ ଅଧିକ ବିଶ୍ୱାସ। ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ। ବାଇସିଙ୍ଗା ଗାଁର ସଂଜୟ ଦାସଙ୍କୁ ଗତକାଲି ସଂଧ୍ୟାରେ ସାପ କାମୁଡ଼ି ଦେଇଥିଲା। ଏହା ଜାଣିବା...