ନୀଳଗିରି: ବାହାବା ନେବାକୁ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ନୀଳଗିରି ତହସିଲଦାର। ହେଲେ ଠିକ୍ ସନ୍ଧିବିଛେଦକୁ ଭୁଲ ଦର୍ଶାଇ ଭାଣ୍ଡିଆ ହେଲେ। ଯାହାର ଭିଡିଓ ଏବେ ସୋଶାଲ୍ ମିଡିଅାରେ ଭାଇରାଲ ହୋଇଛି। ଗତ ଅଗଷ୍ଟ ମାସ ୨୭ ତାରିଖ ଦିନ ନୀଳଗିରିର ଜାମୁନା ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ଗସ୍ତ...
ବାଲେଶ୍ୱର : ସଙ୍କଟରେ ବିରଳ ନୀଳରକ୍ତ କଙ୍କଡା ବା ଅଶ୍ୱଖୁରାକୃତ୍ତି କଙ୍କଡା। ବାଲେଶ୍ୱରର ସମୁଦ୍ର ବେଳାଭୂମି ଓ ଖଣ୍ଡିଅା ନଦୀ ମୁହାଣରେ ଦେଖିବାକୁ ମିଳୁଥିବା ଏହି ବିରଳ ନୀଳରକ୍ତ କଙ୍କଡା ବଂଶ ଧିରେ ଧିରେ ଲୋପ ପାଇବାକୁ ବସିଲାଣି । ଏହାର ପ୍ରମୁଖ କାରଣ ସଚେତନତାର ଅଭାବ ସହ...
ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଗତ କିଛି ଦିନ ତଳେ ଖୋର୍ଦ୍ଧାର ତାପଙ୍ଗରେ ପର୍ଯ୍ୟଟକଙ୍କ ବେଶ୍ ଭିଡ ଜମୁଥିଲା। ଏଠାରେ ଥିବା ନୀଳ ରଙ୍ଗର ପାଣି ଏବଂ ପାହାଡ ଖଣ୍ଡ ଲୋକଙ୍କୁ ଆକର୍ଷିତ କରୁଥିଲା। ସେଥିପାଇଁ ତ ପ୍ରତିଦିନ ସେଠାରେ ଶହସ୍ର ଲୋକ ଭିଡ ଜମାଉଥିଲେ। କିଏ ସେଲ୍ଫି ଉଠାଉଥିଲା ଆଉ...
ପୁରୀ : ରଥଯାତ୍ରା ଠାରୁ ଦୁଃଖ ଜର୍ଜରିତ ଅବସ୍ଥାରେ ଦିନ କାଟୁଛନ୍ତି ପୁରୀ ମ୍ୟୁନିସିପାଲଟି ୧ ନମ୍ବର ୱାର୍ଡର ସୁଜାତାନଗର ଓ ମାଟିତୋଟା ନମ୍ବର ଲେନ୍ର ଶହ ଶହ ପରିବାର। ଗତ ଶନିବାର ଦିନ ଓଟିଭି ଟିମ୍ ନିଜକୁ ସାମିଲ କରି ବାରମ୍ବାର ପ୍ରସାରଣ କରିବା ପରେ ପ୍ରଶାସନ...
ଢେଙ୍କାନାଳ : ଅାଧୁନିକ ଯୁଗରେ ବି ଚାଲିଛି ଝଡ଼ା ଫୁଙ୍କା ଚିକିତ୍ସା। ଡାକ୍ତର ଠାରୁ ଝଡ଼ା ଫୁଙ୍କା ଉପରେ ଲୋକଙ୍କ ଅଧିକ ବିଶ୍ୱାସ। ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ। ବାଇସିଙ୍ଗା ଗାଁର ସଂଜୟ ଦାସଙ୍କୁ ଗତକାଲି ସଂଧ୍ୟାରେ ସାପ କାମୁଡ଼ି ଦେଇଥିଲା। ଏହା ଜାଣିବା...
ଯାଜପୁର: ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଆସନ୍ତା ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ରଥଯାତ୍ରାର ଆୟୋଜନ ହେବ। ତେବେ ସାଧାରଣ ଲୋକଙ୍କ ଗହଳି ଏଡ଼ାଇବାକୁ ୧୪୪ ଧାରା ଜାରି ହେବ ବୋଲି ସୂଚନା ମିଳିଛି। ଏଥିସହ ରଥଯାତ୍ରା ପୂର୍ବରୁ ବିରଜାଙ୍କ...
ପୁରୀ : ପୁରୀ ସହରର ବଡ଼ଡାକ୍ତରଖାନା ଛକ ନିକଟ ଡ୍ରେନ୍ ଭିତରୁ ଯୁବକ ଉଦ୍ଧାର। ସଂପୃକ୍ତ ଯୁବକ ଜଣକ ମୂଷାନଈ ଅାଡକୁ ଯାଉଥିବାବେଳେ ଖସିପଡ଼ି ଡ୍ରେନ ଭିତରକୁ ଚାଲିଯାଇଥିଲେ । ତେବେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମ କର୍ମଚାରୀ । ଅାଉ ଦୀର୍ଘ ସମୟ ଧରି ଜାରି...
ଭୁବନେଶ୍ୱର : ବିଧାନସଭାରେ ଅାଜି ଉପସ୍ଥାପିତ ହେବ ଅତିରିକ୍ତ ବଜେଟ। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏହି ବଜେଟ ଉପସ୍ଥାପନ କରିବେ। ୧୨ ହଜାର ୭୬୮ କୋଟି ଟଙ୍କା ବଜେଟରେ ବ୍ୟୟବରାଦ ରହିଛି । ତେଣୁ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ନ୍ୟାୟ, ଶିଳ୍ପ, କୃଷି ଅାଦି ଉପରେ ଗୁରୁତ୍ୱ ଦିଅାଯାଇପାରେ।...
ସମ୍ବଲପୁର : ଜୋରଧରିଲା ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବି। ଅାଜିଠାରୁ ସମ୍ବଲପୁର ଓକିଲ ସଂଘ ପୁଣି ଥରେ ଅାନ୍ଦୋଳନକୁ ଓହ୍ଲାଉଛି। ବିଧାନସଭା ମୌସୁମୀ ଅଧିବେଶନ ସରିବା ପର୍ଯ୍ୟନ୍ତ କୋର୍ଟ ବର୍ଜନ ନିଷ୍ପତ୍ତି ନିଅାଯାଇଛି। ସମ୍ବଲପୁର ଓକିଲ ସଂଘ ସାଧାରଣ ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ନିଅାଯାଇଛି।...
ଭୁବନେଶ୍ୱର: ନିଜ ଜିଲ୍ଲାରେ ପରୀକ୍ଷା ଦେବେ ଡି.ଏଲ.ଇଡି ପରୀକ୍ଷାର୍ଥୀ। ସେମାନେ ପାଠ ପଢୁଥିବା ଡି.ଆଇ.ଇ.ଟି ମାଧ୍ୟମରେ ଆବେଦନ କରି ନିଜ ଜିଲ୍ଲାରେ ପରୀକ୍ଷା ଦେଇପାରିବେ। ଅନଲାଇନ୍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଦାବି ପରେ ଭିତ୍ତିଭୂମି ଅଭାବରୁ ନିଜ ଜିଲ୍ଲାରେ ଅଫଲାଇନ୍ରେରେ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଛି ଗଣଶିକ୍ଷା...
ଭୁବନେଶ୍ୱର : ଅାଜି ଗୁରୁ ଦିବସକୁ କଳା ଦିବସ ଭାବେ ପାଳିବେ ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ। ତାସହ ଅାସନ୍ତାକାଲିଠାରୁ ଏକକାଳୀନ ସବୁ ବ୍ଲକଗ୍ରାଣ୍ଟ ସ୍କୁଲ ଓ କଲେଜରେ ତାଲା ପକାଇବାକୁ ନିଷ୍ପତ୍ତି ନେଇଛି ମିଳିତ ମଞ୍ଚ। ବ୍ଲକଗ୍ରାଣ୍ଟ ଉଚ୍ଛେଦ ସହ ପୂର୍ଣ୍ଣ ଅନୁଦାନ ଓ ଚାକିରି ସର୍ତ୍ତାବଳୀ...
କୋଲକାତା : କୋଲକାତାରେ ଭୁଶୁଡ଼ି ପଡ଼ିଲା ପୁରୁଣା ଫ୍ଲାଏ ଓଭର। ଦକ୍ଷିଣ କୋଲକାତାର ଅାଲିପୁର ମାଜରହାଟ ଅଞ୍ଚଳରେ ଥିବା ୪୦ ବର୍ଷର ଏକ ପୁରୁଣା ପୋଲ ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାସ୍ଥଳରୁ ୯ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଅାଉ କିଛି...
ଭୁବନେଶ୍ୱର : ଅାଇନ ତିଅାରି କରୁଥିବା ଜନ ପ୍ରତିନିଧିଙ୍କର ଅାଇନ ପ୍ରତି ଅବଜ୍ଞା। ସମ୍ପତ୍ତି ତାଲିକା ଘୋଷଣା କରୁ ନାହାନ୍ତି ସାଂସଦ। ସୂଚନା ଅଧିକାର ଅାଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଷୋଡ଼ଶ ଲୋକସଭାରେ ୬୧ ଜଣ ସାଂସଦ ଏ ଯାଏଁ ବାଚସ୍ପତିଙ୍କ ନିକଟରେ ନିଜ ସଂପତ୍ତି ତାଲିକା...
କେନ୍ଦୁଝର : କେନ୍ଦୁଝର ବନଖଣ୍ଡରେ ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ। ଖାଦ୍ୟ ଅନ୍ୱେଷଣରେ ୧୬୦ରୁ ଉର୍ଦ୍ଧ୍ୱ ହାତୀ ଅାସି କେନ୍ଦୁଝର ବନଖଣ୍ଡରେ ଅାତଙ୍କରାଜ ଚଳାଇଛନ୍ତି। ସେ ମଧ୍ୟରୁ ଚମ୍ପୁଅା ରେଞ୍ଜରେ ୬୮ଟି ହାତୀ ଅଛନ୍ତି । ମାଲଦା, ଦୁବୁନା, ମିରିଗିସିଂଗା, ଟୁନଟୁନା ଅାଦି ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିବା...
ରାୟଗଡ଼ା : ଖୋଲିଲା ରାୟଗଡ଼ା ଜିଲ୍ଲାର JK ପେପର ମିଲ୍ । କିଛି ସମୟ ତଳେ କମ୍ପାନୀ କର୍ତ୍ତୃପକ୍ଷ କାରଖାନାର ତାଲା ଖୋଲିଛନ୍ତି। ଅାନ୍ଦୋଳନ ପ୍ରତ୍ୟାହାର ପାଇଁ ଶ୍ରମିକ ସଂଘର ନିଷ୍ପତ୍ତି ପରେ କାରଖାନାର ତାଲା ଖୋଲିଛି। ଗତକାଲି ବିଳମ୍ବିତ ରାତିରେ ଜିଲ୍ଲା ପ୍ରଶାସନର ଉଦ୍ୟମରେ ତ୍ରିପାକ୍ଷିକ ଅାଲୋଚନା...
ମୁମ୍ବାଇ: ବଲିଉଡ୍ରେ ଲୋକପ୍ରିୟ ବାପା-ପୁଅ ଯୋଡି ମଧ୍ୟରେ ସାମିଲ୍ ଅଛନ୍ତି ଅଭିନେତା ଅଜୟ ଦେବଗନ୍ ଏବଂ ତାଙ୍କ ବାପା ତଥା ନିର୍ଦ୍ଦେଶକ ବିରୁ ଦେବଗନ୍। ଅଜୟଙ୍କ ବାପା ଜଣେ ଲୋକପ୍ରିୟ ଆକ୍ସନ ଡିରେକ୍ଟର। ଷ୍ଟଣ୍ଟ ଏବଂ ଆକ୍ସନ୍ ସିନ୍ର ନିର୍ଦ୍ଦେଶନା ଦେବାରେ ସେ ଏକଦମ୍ ମାହିର୍। ତେବେ ବିରୁ...
କଟକ : କଟକର ଅାଇନଜୀବୀ-ପୁଲିସ ଗଣ୍ଡଗୋଳର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜଣେ ଡିଏସ୍ପି ସ୍ତରର ଅଧିକାରୀ ଏହାର ତଦନ୍ତ କରିବେ। କଟକ ହାଇକୋର୍ଟର ଜଣେ ଓକିଲଙ୍କୁ ପୁଲିସ ମାଡ଼ ମାରିବା ଅଭିଯୋଗ ପରେ ଲଙ୍କାକାଣ୍ଡ ହୋଇଥିଲା। ଏକ ଭ୍ୟାନକୁ ମଧ୍ୟ ପୋଡ଼ି ଦିଅାଯାଇଥିଲା।...
ଭୁବନେଶ୍ୱର : ବେଲଗାମ ତେଲ ଦର । ଗତ ୧୦ ଦିନ ଧରି ଲଗାତର ଭାବେ ବଢ଼ିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ୍ ଦର । ଅାଜି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ପେଟ୍ରୋଲ ଦାମ୍ । ମୁମ୍ବାଇରେ ୮୬ ଟଙ୍କା ପାର କରିଛି ପେଟ୍ରୋଲ । ଅାଜି ମୁମ୍ବାଇରେ...