ରାୟଗଡ଼ା : ପାଇଖାନା ଟାଙ୍କିରେ ପଶି ୫ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର। ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଦୁର୍ଗି ପାଇକସାହିରେ ଘଟିଛି ଏହି ଅଘଟଣ। ଦୁର୍ଗିସାହିରେ ଏକ ନିର୍ମାଣାଧିନ ପାଇଖାନା ଟାଙ୍କିରେ ଜଣେ ମହିଳା ଶ୍ରମିକ ଖସି ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଟାଙ୍କି ଭିତରକୁ ଜଣକ...
ଭୁବନେଶ୍ୱର: ବେଅାଇନ ଖଣି ଉତ୍ତୋଳନ ମାମଲାରେ ହାଜର ହେଲେ ଖଣି ମାଲିକ। ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ମାମଲାରେ ଜିଲ୍ଲା ପ୍ରଶାସନ ନିକଟରେ ୮ ଖଣି ମାଲିକ ହାଜର ହୋଇଛନ୍ତି। ଏସଡି ଶର୍ମା, ସାରଦା ମାଇନ୍ସ, ମାଲା ରାୟ ଅାଣ୍ଡ ଅଦର୍ସ BPME, ଗନ୍ଧମାର୍ଦ୍ଦନ ସ୍ପଞ୍ଜ, ଏଚ୍ଜି ପାଣ୍ଡିଅା,...
ଭୁବନେଶ୍ୱର: ମନ ଭିତରେ ସ୍କୁଲ୍ ଯାଇ ପାଠପଢ଼ିବାର ଝୁଙ୍କ୍। ହେଲେ ପ୍ରତିବନ୍ଧକ ସାଜୁଛି ପାଣି। ପାଣି ତ ନୁହେଁ, କୃତ୍ରିମ ବନ୍ୟା ପାଣି। ତେଣୁ ଟ୍ୟୁବ୍ରେ ଭେଳା କରି ପିଲାମାନଙ୍କୁ ପାର କରାଉଛନ୍ତି ସମ୍ପର୍କୀୟ। ଘଟଣା ସାମ୍ନାକୁ ଆସିଛି ପର୍ଯ୍ୟଟନ ସହର ତଥା ଅାଇକନ୍ ସିଟି ପୁରୀରେ। ମାସେ...
ଭୁବନେଶ୍ୱର: ଅଚଳ ହୋଇଯାଇଛି ରାଜ୍ୟ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ। ଦିନେ କି ଦୁଇ ଦିନ ନୁହେଁ ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀଙ୍କ ଅାନ୍ଦୋଳନ ଯୋଗୁଁ ଗଲା ୧୭ ଦିନ ଧରି ସ୍ଥିତି ଅସମ୍ଭାଳ। ଯାହାଫଳରେ ବିଭିନ୍ନ କାର୍ଯ୍ୟରେ ରାଜ୍ୟର କୋଣ ଅନୁକୋଣରୁ ଅାସୁଥିବା ସାଧାରଣ ଲୋକ ଦହଗଞ୍ଜ ହେଉଛନ୍ତି।...
ଭୁବନେଶ୍ୱର : ବମିଖାଲ ଟ୍ରାଜେଡି ପରେ କଳାତାଲିକା ଭୁକ୍ତ ହୋଇଥିବା ଫଣ୍ଡା ଇନଫ୍ରା ସହ ମୁହାଁମୁହିଁ ହୋଇଛିପୂର୍ତ୍ତ ବିଭାଗ। ବମିଖାଲ ପରେ ଜଟଣୀ ଓଭରବ୍ରିଜ କାମରେ ମଧ୍ୟ ଅବହେଳା ଓ ଅନୁମତି ନଥାଇ କାମ କରୁଥିବା ଦର୍ଶାଇ ପଣ୍ଡା ଇନଫ୍ରା ହାତରୁ ପୂର୍ତ୍ତ ବିଭାଗ କାମ ଛଡାଇ ନେବା...
ନୂଅାଦିଲ୍ଲୀ : ଅାରମ୍ଭ ହେଲା ଇଣ୍ଡିଅା ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ- IPPB । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଅାଦିଲ୍ଲୀର ତାଲକଟୋରା ଷ୍ଟାଡିୟମ୍ରେ ଏହାକୁ ଅାନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହାଦ୍ୱାରା ଦେଶର ଦେଢ ଲକ୍ଷରୁ ଅଧିକ ଡାକ ଘରକୁ IPPB ସହ ଲିଙ୍କ୍ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ...
ନୂଅାପଡ଼ା : ଟଳିଲା ଅଘଟଣ। ଅଳ୍ପକେ ବର୍ତ୍ତିଲେ ଲୋକ। ନୂଅାପଡ଼ା ଜିଲ୍ଲା କୋମନାର ମୁଖ୍ୟ ବଜାରରେ ଅାଜି ଛିଣ୍ଡି ପଡ଼ିଥିଲା ଉଚ୍ଚଶକ୍ତି ସଂପନ୍ନ ୧୧ କେଭି ବିଦ୍ୟୁତ୍ ତାର। ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ତଥାପି ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଏଠାରେ ବାରମ୍ବାର...
ଭୁବନେଶ୍ୱର : ଏସିଅାନ ଗେମ୍ସ ରୌପ୍ୟ ବିଜେତା ମହିଳା ହକି ଖେଳାଳିଙ୍କୁ ପୁରସ୍କାର । ମହିଳା ହକି ଦଳର ୪ ଓଡିଅା ଖେଳାଳିଙ୍କୁ ୧ କୋଟି ଲେଖାଏଁ ପୁରସ୍କାର ଦିଅାଯିବ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ୪ ଓଡିଅା ହେଲେ ସୁନିତା ଲାକ୍ରା, ନମିତା...
ରାଉରକେଲା : ‘ମୋମୋ’ ଭଳି ମରଣାନ୍ତକ ଅନ୍ଲାଇନ୍ ଗେମରେ ଯାଇଛି ପୁଅର ଜୀବନ। ୯ ଦିନ ତଳେ ଘଟିଯାଇଥିବା ସେହି ସାଂଘାତିକ ଘଟଣା ଏବେ ବି ପରିବାର ଏବଂ ଅାତ୍ମୀୟ ସ୍ୱଜନଙ୍କ ମନକୁ ଖିନ୍ଭିନ୍ କରିଦେଉଛି। ପରିବାରରେ ଖେଳିଯାଇଛି ଶୋକର ଛାୟା । ଅଭିଭାବକଙ୍କୁ ମାଡ଼ି ବସିଛି ଭୟ...
ରାଉରକେଲା : ରାଉରକେଲାରେ ଅଭାବନୀୟ ଘଟଣା। ଉପଜିଲ୍ଲାପାଳଙ୍କ ଅଫିସ୍ ପରିସରରେ ଯୁବକଙ୍କ ଅାତ୍ମହତ୍ୟା ଉଦ୍ୟମ। ଅାଇଡିଟିଏ ସମ୍ମିଳନୀ କକ୍ଷ ନିକଟ ଏକ ଗଛରେ ରଶି ଲଗାଇ ଯୁବକ ଜଣକ ଅାତ୍ମହତ୍ୟା ଉଦ୍ୟମ କରିବା ବେଳେ ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ଯୁବକଙ୍କ ନାମ ଶଶାଙ୍କ ଶେଖର...
କଟକ : କଟକ ବାଙ୍କିରେ ବାରହା ଅାତଙ୍କ। ଜଙ୍ଗଲୀ ବାର୍ହା ଅାକ୍ରମଣରେ ୨ ମହିଳାଙ୍କ ସମେତ ୫ ଜଣ ଅାହତ ହୋଇଛନ୍ତି। ବାର୍ହାଙ୍କ ଅତର୍କିତ ଅାକ୍ରମଣ ପରେ ଦୁଲଣାପୁର ଗାଁରେ ଲୋକେ ଭୟଭୀତ ହୋଇ ପଡିଛନ୍ତି। ସେପଟେ ଅାହତମାନଙ୍କୁ ଚିକିତ୍ସା ଖର୍ଚ୍ଚ ସହ ଲୋକଙ୍କୁ ସୁରକ୍ଷା ଦାବିରେ ଅଞ୍ଚଳବାସୀଙ୍କ...
ଭୁବନେଶ୍ୱର : ମହାନଦୀ ଟ୍ରିବ୍ୟୁନାଲର ପ୍ରଥମ ବୈଠକ ପାଇଁ ତାରିଖ ଧାର୍ଯ୍ୟ ହେଲାଣି, କିନ୍ତୁ ରାଜ୍ୟକୁ ମିଳିନି ଟର୍ମସ ଅଫ୍ ରେଫରେନ୍ସ ବା ଟିଓଅାର। ତେଣୁ ଟ୍ରିବ୍ୟୁନାଲରେ ଯୁକ୍ତି ଉପସ୍ଥାପନ କରିବା ରାଜ୍ୟ ପାଇଁ ବଡ଼ ସମସ୍ୟା ହୋଇଛି। ତେବେ ପକ୍ଷ ରଖିବା ପାଇଁ ପୁରା ପ୍ରସ୍ତୁତ ହୋଇଛି...
ନୂଆଦିଲ୍ଲୀ: ଅକ୍ଟୋବର ୩ରେ ହିମାଚଳ ପ୍ରଦେଶର ରୋହତଙ୍ଗଠାରେ ଅଟଳ ଟନେଲ୍ର ଉଦ୍ଘାଟନ ହୋଇଥିଲା। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିଲେ। କିନ୍ତୁ ୨୦୧୦ ମସିହା ଜୁନ୍ ୧୮ରେ ମନାଲୀର ଡୋଣ୍ଡି ଠାରେ ସୋନିଆ ଗାନ୍ଧୀ ପ୍ରଥମେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିରେ ସୋନିଆ ଗାନ୍ଧିଙ୍କ ନାଁ...
ଭୁବନେଶ୍ୱର : ପୁଣି ଭୁବନେଶ୍ୱର ଏୟାରପୋର୍ଟରୁ ସୁନା ଜବତ। ୩୪୦ ଗ୍ରାମ ସୁନା ଜବତ କଲା କଷ୍ଟମ୍ସ ବିଭାଗ। ଜବତ ସୁନାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ୫୬ ହଜାର ଟଙ୍କା ହେବ। କୁଅାଲାଲମ୍ପୁରରୁ ଚେନ୍ନାଇ ଚାଲାଣ ବେଳେ ଧରା ପଡ଼ିଲା। ସୁନା ଚାଲାଣରେ ସଂପୃକ୍ତ ୨ ଜଣଙ୍କୁ...
ଅାଳି : ପାଣିଘେରରେ ୫୦ଟି ଦୋକାନ ଘର। ଏଭଳି ଘଟଣା ଦେଖିବାକୁ ମିଳିଛି ଅାଳି ନୂଅାବଜାରରେ। ଲଘୁଚାପ ବର୍ଷା ଛାଡିଯାଇଥିଲେବି ପାଣି ନିଷ୍କାସନ ହୋଇନପାରି ଏଭଳି ଅବସ୍ଥା ଉପୁଜିଛି। ଦୋକାନ ଭିତରେ ବର୍ଷାପାଣି ପଶିଯାଇଥିବାର ବ୍ୟବସାୟୀମାନେ ଦୋକାନ ଖୋଲିନପାରି ହଇରାଣ ହେଉଛନ୍ତି। କଟକ-ଚାନ୍ଦବାଲି ରାସ୍ତାର ଉଚ୍ଚତା ଯୋଗୁ ବର୍ଷା...
କନ୍ଧମାଳ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁରେ ଅଘଟଣ। ବିଦ୍ୟୁତ୍ ସବ୍ଷ୍ଟେସନରେ କାମ କରୁଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଅାସି ଜଣେ ମିସ୍ତ୍ରୀ ପ୍ରାଣ ହରାଇଛନ୍ତି। ମୃତକ ହେଲେ କିନାରୀ ଗାଁର ପ୍ରଶାନ୍ତ ବିଷୋୟୀ। ଅଘଟଣ ପରେ ଗାଁ ଲୋକେ ସ୍ଥାନୀୟ ମେଡିକାଲରେ ତାଙ୍କୁ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ...
ଦୁବାଇ: ଚଳିତ ଆଇପିଏଲର ୨୯ତମ ମ୍ୟାଚ୍ରେ ଆଜି ଡେଭିଡ୍ ୱାର୍ଣ୍ଣରଙ୍କ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହୋଇଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ସନ୍ରାଇଜର୍ସ...
ସମ୍ବଲପୁର : କୁଚିଣ୍ଡା ଉପଖଣ୍ଡ କୁନ୍ତରା ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରୀଙ୍କୁ ବ୍ଲେଡ ମାଡ଼। ଛାତ୍ରୀଙ୍କ ବେକରେ ଅାଘାତ ଲାଗିଥିବାରୁ ତାଙ୍କୁ କୁନ୍ତରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରାଯାଇଛି। ଅଭିଯୋଗ ମୁତାବକ, କ୍ୟାମ୍ପସ ଭିତରେ ପ୍ରବେଶ କରି ଜଣେ ଅଣଛାତ୍ର ଯୁକ୍ତ ତିନି ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ କଥା...
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ଚାଲିଥିବା ପ୍ରସ୍ତୁତି କ୍ରମେ ଅାଜି ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ନେଇ ଏକ ବୈଠକ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଭୁବନେଶ୍ୱର ଗୋପବନ୍ଧୁ ଏକାଡେମୀରେ ଚାଲିଥିବା ଏହି ବୈଠକରେ ଇଭିଏମ୍ ଓ ଭିଭିପ୍ୟାଟ୍ର FIRST LEVEL CHECKING ପାଇଁ ଅାଜି...